Servants of Knowledge
Odisha Gazette · Government of Odisha

Odisha Gazette, No. 2336, 05 December 2024

Published 05 December 2024

Department
Revenue & Disaster Management
Type
Extraordinary
Gazette no.
2336
Notification no.
27604
Notification Date
16-08-2024
Identifier
in.gazette.odisha_govpress.2024-12-05.Extraordinary_2336
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2336 CUTTACK, THURSDAY, DECEMBER 5, 2024/MARGASIRA 14, 1946

ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ବିଭାଗ

ପ୍ରତୟାହାର ଅଧିସୂଚନା

No. 27604—RDM-LAC-SUN-0002/2024-R&DM Dated 16-08-2024

ଏତତଦ୍ୱାରା ରାଜୟ ସରକାର, ନୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜଜନ, ପୁନବଜାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR&R Act, 2013) ର ଧାରା ୯୩ (୧ ) ଦ୍ୱାରା ପ୍ରଦତ୍ତ କ୍ଷମତାକୁ ବୟବହାରକରି ଗ୍ରାମ-ଡୁ ଡୁ କା, ତହସିଲ-ହେମଗିର, ଜିଲ୍ଲା-ସୁନ୍ଦରଗଡ଼ ରେ ବୟାଙ୍କି ବାହାଲରୁ ବେଦବାହାଲ ପଯଜୟନ୍ତ ଏକ ଉତ୍ସଗଜୀକୃତ କୋଇଲା କରିଡର ନିମଜାଣ ପ୍ରକଳ୍ପ ପାଇ ଁ, ସୁନ୍ଦରଗଡ ଜିଲ୍ଲାପାଳଙ୍କ କାୟଜାଳୟ ଦ୍ୱାରା, ନୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅଜଜନ, ପୁନବଜାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR&R Act, 2013) ର ଧାରା ୧୧ (୧ ) ଅନୁଯାୟୀ ହୋଇଥ ିବା ଅଧ ିସୂଚନା ସଂଖୟା.୧୦୮୧ ତା.୦୯.୦୮.୨୦୨୩ ରେ ଅଧ ିସୂଚିତ ଏବଂ ଓଡ଼ିଶା ଗେଜେଟ୍ ର ଅସାଧାରଣୀୟ ବିଷୟଭିତ୍ତିକ ସଂଖୟା.୨୮୧ ତା. ୦୮.୦୨.୨୦୨୪ ରେ ପ୍ରକାଶିତ ହୋଇଥ ିବା, ସମୁଦାୟ ଅଧିସୂଚିତ ଏ.୨.୩୧ ଭୂ ମି ମଧ୍ୟରୁ , ଦଖଲକୁ ନିଆ ଯାଇନଥ ିବା ଏ.୦.୦୧ ଭୂ ମି କୁ ପ୍ରତୟାହାର କରିଛନ୍ତି।

ପ୍ରତୟାହାର ଭୂ ମି ଅନୁସୂଚି ତଳେ ସଂଲଗ୍ନ କରାଯାଇଛି ।

ଜମିର ତଫସିଲ

ମୌଜା : ଡୁ ଡୁ କା ଥାନା: ହେମଗିର

କ୍ରମାଙ୍କ ଖାତା ନମ୍ବର ପ୍ଲଟ ନମ୍ବର କ ିସମ ମୋଟ ରକବା (ଏକରରେ ) ପ୍ରତୟାହାର ରକବା (ଏକରରେ ) ପ୍ରଜାଙ୍କ ନାମ
୧ ୪୨ / ୨୪୮ ୫୩ ଗୋଡା ଏକ ୦.୨୩ ୦.୦୧ ଯୋଗେଶ୍ଵରୀ ନାଏକ, ସ୍ୱାମୀ- ନ ିତୟାନନ୍ଦ ନାଏକ, ଜାତି-: ଗଣ୍ଡ , ବା – କୁଣ୍ଡୁ କେଲା, ଥା- ଭଷ୍ମା, ଜି- ସୁନ୍ଦରଗଡ
ମୋଟ ପ୍ରତୟାହାର ରକବା (ଏକର ) ୦.୦୧

ରାଜୟପାଳଙ୍କ ଆଦେଶକ୍ରମେ

(ଦିଗନ୍ତ ରାଉତରାୟ)

ଅତିରିକ୍ତ ଶାସନ ସଚିବPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1576—173+25

Cite this issue. Odisha Gazette, Government of Odisha, 05 December 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-12-05.Extraordinary_2336/. Archive identifier in.gazette.odisha_govpress.2024-12-05.Extraordinary_2336.