Servants of Knowledge
Odisha Gazette · Government of Odisha

Odisha Gazette, No. 2371, 09 December 2024

Published 09 December 2024

Department
Revenue & Disaster Management
Type
Extraordinary
Gazette no.
2371
Notification no.
3129
Notification Date
18-11-2024
Identifier
in.gazette.odisha_govpress.2024-12-09.Extraordinary_2371
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2371 CUTTACK, MONDAY, DECEMBER 9, 2024/MARGASIRA 18, 1946

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘୋଷଣା

ତାରିଖ ୧୮-୧୧-୨୦୨୪

No. ୩୧୨୯(cid:888)XXIV-୧୯/୨୦୨୪ (ଭୂ-ଅର୍ଜନ)(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳ କୋରାପୁଟଙ୍କ ପ୍ରଦତ ରିପୋର୍ଟକୁ ବିବେଚନା କରି ମୌଜା ଉାଭା ଥାନା ଲକ୍ଷ୍ମୀପୁର ନଂ-୫୩ ତହସିଲ ଲକ୍ଷ୍ମୀପୁର, ଜିଲ୍ଲା କୋରାପୁଟରେ ନିମ୍ନ ସୂଚୀତ କ ତଫସିଲ ଜମି ଏହି ଆଇନର ଧାରା ୨ (୧) ପ୍ରକାରେ (cid:244)(cid:258)(cid:283)(cid:276)(cid:282) ସରକାରଙ୍କୁ ପ୍ରତୀତ ହେଉଅଛି (cid:246)(cid:283) ଏବଂ ସାର୍ବଜନୀନ ଉଦ୍ଦେଶ୍ୟରେ ତଥା କୋରାପୁଟ – ସିଙ୍ଗାପୁର (cid:266)(cid:286)(cid:268)(cid:445)(cid:261)(cid:256) ରେଳପଥ ଦୋହରୀ କରଣ ନିମନ୍ତେ ପ୍ରାୟଏ.

୦.୧୧ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଏହି ଜମିି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ (cid:440)(cid:252)(cid:261)(cid:282)(cid:3) (cid:235)(cid:236)(cid:265) ୨୦୧୩ ର ଧାରା୧୧ (୧) ଅନୁଯାୟୀ ବିପ୍ତି ସଂଖ୍ୟା୨୮୯୬ ତା ୨୮-୧୨-୨୦୨୩ ରିଖରେ ପ୍ରକାଶିତ ହୋଇଅଛି ।

ପୁନ ଏହା ଘୋଷଣା କରାଯାଉ ଅଛି ଯେ ମୌଜା ଉାଭା ଥାନା ଲକ୍ଷ୍ମୀପୁର ନଂ-୫୩, ଜିଲ୍ଲା କୋରାପୁଟରେ କୌଣସି ବିସ୍ଥାପତି ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ (cid:265)(cid:283)(cid:270)(cid:359) କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୁପରେଖର ସାରମର୍ମ (cid:242)(cid:454)(cid:3)(cid:278)(cid:279)(cid:283)(cid:261) ସଂଲଗ୍ନ କରାଯାଇନାହିଁ ।

ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା (cid:238)(cid:266)-ଜିଲ୍ଲାପାଳ-ତଥା - ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.Koraput.odisha.gov.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ http://revenue.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ 2

କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ତହସିଲଦାର- ତଥା-ଭୂ-ଅର୍ଜନ ଅଧିକାରୀ ଲକ୍ଷ୍ମୀପୁର, ଜିଲ୍ଲା କୋରାପୁଟଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ ।

କୋରାପୁଟ – ସିଙ୍ଗାପୁର (cid:266)(cid:286)(cid:268)(cid:445)(cid:261)(cid:256) ରେଳପଥ ଦୋହରୀକରଣ (cid:516)(cid:246)(cid:413)(cid:3)(cid:266)(cid:282)(cid:236)(cid:231)

ଭୂ-ଅଧିଗ୍ରହଣ (cid:268)(cid:283)(cid:268)(cid:272)(cid:260)(cid:284) /(cid:261)(cid:267)(cid:278)(cid:283)(cid:273)

କ୍ରମିକ ନଂ ଖତିୟାନ ନଂ ପ୍ଲଟ ନଂ ( ) ଅଧିଗ୍ରହଣ ରକବା () କ ସମ ି
୧ ୨ ୩ ୪ ୫ ୬ ୭
܃ ୦୬ ୭୮ ୦.୧୧୦ ୦.୧୧୦ ଡଙ୍ଗର ତି ି ନ ି ହ କକା ପଦନା ପି-ହିକକା ି ଚ ବୁ, ହିକକା ଅର୍ଜୁ, ହିକକା ି ଲାଡି ପି-ହିକକା ସମ୍ବୁରୁ, ହିକକା ବସିଆ, ହିକକା ସ କ ୁ ଆ, ପି-ହିକକା କନ୍ଦୁରୁ, ି ଜା: କନ୍ଧ, ବା: ନିଜଗାଁ

କୀତ୍ତ ୱାସନ

ଜିଲ୍ଲାପାଳ, କୋରାପୁଟPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1611—173+9

Cite this issue. Odisha Gazette, Government of Odisha, 09 December 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-12-09.Extraordinary_2371/. Archive identifier in.gazette.odisha_govpress.2024-12-09.Extraordinary_2371.