Servants of Knowledge
Odisha Gazette · Government of Odisha

Odisha Gazette, No. 2458, 17 December 2024

Published 17 December 2024

Department
Revenue & Disaster Management
Type
Extraordinary
Gazette no.
2458
Notification no.
26738
Notification Date
08-08-2024
Identifier
in.gazette.odisha_govpress.2024-12-17.Extraordinary_2458
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2458 CUTTACK, TUESDAY, DECEMBER 17, 2024/MARGASIRA 26, 1946

ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ବିଭାଗ

ପ୍ରତୟାହାର ଅଧିସୂଚନା

No. 26738—RDM-LAC-SUN-0001/2024-R&DM Dated 08-08-2024 ଏତତଦ୍ୱାରା ରାଜୟ ସରକାର ,ନୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜଜନ, ପୁନବଜାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ ୨୦୧୩ (RFCTLAR&R Act, 2013) ର ଧାରା ୯୩ (୧) ଦ୍ୱାରା ପ୍ରଦତ୍ତ କ୍ଷମତାକୁ ବୟବହାରକରି ଗ୍ରାମ-ଖମାରବାହାଲ, ତହସିଲ-ଟାଙ୍ଗରପାଳି , ଜିଲ୍ଲା- ସୁନ୍ଦରଗଡ଼ ରେ ବୟାଙ୍କି ବାହାଲରୁ ବେଦବାହାଲ ପଯଜୟନ୍ତ ଏକ ଉତ୍ସଗଜୀକୃତ କୋଇଲା କରିଡର ନିମଜାଣ ପ୍ରକଳ୍ପ ପାଇ ଁ, ସୁନ୍ଦରଗଡ ଜିଲ୍ଲାପାଳଙ୍କ କାୟଜାଳୟ ଦ୍ୱାରା, ନୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜଜନ, ପୁନବଜାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ ୨୦୧୩ (RFCTLAR&R Act, 2013) ର ଧାରା ୧୧(୧ ) ଅନୁଯାୟୀ ହୋଇଥ ିବା ଅଧିସୂଚନା ସଂଖୟା. ୧୦୯୦ ତା.୦୯.୦୮.୨୦୨୩ ରେ ଅଧ ିସୂଚିତ ଏବଂ ଓଡ଼ିଶା ଗେଜେଟ୍ ର ଅସାଧାରଣୀୟ ବିଷୟଭିତ୍ତିକ ସଂଖୟା.୨୮୨ ତା.

୦୮.୦୨.୨୦୨୪ ରେ ପ୍ରକାଶିତ ହୋଇଥ ିବା, ସମୁଦାୟ ଅଧ ିସୂଚିତ ଏ. ୦.୯୨ ଭୂ ମି ମଧ୍ୟରୁ , ଦଖଲକୁ ନିଆ ଯାଇନଥ ିବା ଏ.୦.୭୭ ଭୂ ମିକୁ ପ୍ରତୟାହାର କରିଛନ୍ତି।

ପ୍ରତୟାହାର ଭୂ ମି ଅନୁସୂଚି ତଳେ ସଂଲଗ୍ନ କରାଯାଇଛି ।

2 ଜମିର ତଫସିଲ ମୌଜା : ଖମାରବାହାଲ ଥାନା : ଭଷ୍ମା

ତହସିଲ: ଟାଙ୍ଗରପାଲି ଜିଲ୍ଲା : ସୁନ୍ଦରଗଡ

କ୍ରମାଙ୍କ ଖାତା ନମ୍ବର ପ୍ଲଟ ନମ୍ବର କ ିସମ ମୋଟ ରକବା (ଏକରରେ) ପ୍ରତୟାହାର ରକବା (ଏକରରେ) ପ୍ରଜାଙ୍କ ନାମ
୧ ୧୧ ୧୫୯ ବାହାଲ ସାଧାରଣ ୧.୬୧ ୦.୧୬ ଧନୁଯଜୟ ବୁଡା, ପିତା : ଗୋବିନ୍ଦ ବ ୁଡା, ଜାତି : ଭୂ ୟ ଁା, ବାସସ୍ଥାନ : ନ ିଜଗ ଁା
୨ ୨୫ ୬୧୭ ଗୋଡା ଏକ ୦.୪୦ ୦.୦୭ ନକୁଳ ବୁଡା, ପିତା: ଜଗନ୍ନାଥ ବ ୁଡା, ଜାତି : ଭୂ ୟ ଁା, ବାସସ୍ଥାନ : ନ ିଜଗ ଁା
୩ ୨୮ ୬୧୦ ବାହାଲ ସାଧାରଣ ୦.୪୩ ୦.୨୪ ନୀଳ ବୁଡା, ପିତା : ମାନରଥ ବ ୁଡା, ଜାତି : ଭୂ ୟ ଁା, ବାସସ୍ଥାନ : ନ ିଜଗ ଁା
୪ ୪୭ ୬୧୮ ବଗାୟତ ଦ ୁଇ ୦.୪୭ ୦.୧୪ ଭକ୍ତି ଚୌଧୁରୀ, ପିତା : ଦୁମଲି ଚୌଧୁରୀ, ଜାତି : ଭୂ ୟ ଁା, ବାସସ୍ଥାନ : ନିଜଗ ଁା
୫ ୫୭ ୧୬୦ ମାଳ ସାଧାରଣ ୦.୦୪ ୦.୦୧ ରଘୁନାଥ ବୁଡା, ପିତା : ମନରଥ ବ ୁଡା, ଜାତି : ଭୂ ୟ ଁା, ବାସସ୍ଥାନ : ନ ିଜଗ ଁା
୬ ୬୪ ୫୭୬ ଘରବାରି ୦.୩୯ ୦.୦୨ ଭକ୍ତରାମ ବୁଡା, ପିତା- ରସାନନ୍ଦ ବ ୁଡା, ଜାତି : ଭୂ ୟ ଁା, ବାସସ୍ଥାନ : ନ ିଜଗ ଁା
୬୦୯ ବାହାଲ ସାଧାରଣ ୦.୬୯ ୦.୦୪
୭ ୭୬ ୬୧୧/୭୬୦ ଗୋଡା-୨ ୦.୦୩ ୦.୦୩ ସରସ୍ୱତୀ ସରଡିଆ, ସ୍ୱାମୀ- ବାବୁଲାଲ ସରଡିଆ, ବାସସ୍ଥାନ- ଅମସଡେଗି । ଶୁସିଲା ପ୍ରଧାନ, ସ୍ୱାମୀ- ମୋହନ ପ୍ରଧାନ, ଜାତି : ଭ ୂ ୟ ଁା, ବାସସ୍ଥାନ : ଖମାରବାହାଲ
୮ ୭୮/୧୦୬ ୧୬୧/୯୭୦ ବାହାଲ ସାଧାରଣ ୦.୧୦ ୦.୦୬ ଅଭିନା ମହାନନ୍ଦିଆ, ସ୍ୱାମୀ - ମଧୁସୂଦନ ମହାନନ୍ଦିଆ ଜା- ଗଣ୍ଡା, ବାସସ୍ଥାନ : ନିଜଗ ଁା
ମୋଟ ପ୍ରତୟାହାର ରକବା (ଏକରରେ ) ୦.୭୭

ରାଜୟପାଳଙ୍କ ଆଦେଶକ୍ରମେ

ଦିଗନ୍ତ ରାଉତରାୟ

ଅତିରିକ୍ତ ଶାସନ ସଚିବPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1698—173+25

Cite this issue. Odisha Gazette, Government of Odisha, 17 December 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-12-17.Extraordinary_2458/. Archive identifier in.gazette.odisha_govpress.2024-12-17.Extraordinary_2458.