Servants of Knowledge
Odisha Gazette · Government of Odisha

Odisha Gazette, No. 2459, 17 December 2024

Published 17 December 2024

Department
Revenue & Disaster Management
Type
Extraordinary
Gazette no.
2459
Notification no.
29853
Notification Date
02-09-2024
Identifier
in.gazette.odisha_govpress.2024-12-17.Extraordinary_2459
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2459 CUTTACK, TUESDAY, DECEMBER 17, 2024/MARGASIRA 26, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘ ାଷଣା

No. 29853—RDM-LAA-BLS-0006/2023-R&DM Dated 02-09-2024

ସବ୍ସାଧାରଣଙ୍କ ଅବଗତି ନିମଘେ, ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁର୍ଯାୟୀ ଏହି ଘ ାଷଣାନାମା ଦିଆର୍ଯାଉଅଛି ଘର୍ଯ ଉକ୍ତ ଆଇନ ର ଧାରା ୧୫(୨) ଅନୁସାଘର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିଘପାର୍୍କୁ ବିଘବଚନା କରି ରାଜୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାଘର ପ୍ରତୀତ ଘହଉଅଛି ଘର୍ଯ ଘମୌଜା- ପଶ୍ଚିମସିମିଳିଆ, ଥାନା- ବସ୍ତା ନଂ- ୧୪୪, ତହସିଲ- ବସ୍ତା, ଜିଲ୍ଲା- ବାଘଲଶ୍ଵରଘର ଘର ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାବ୍ଜନୀନ ଉଘେଶୟଘର ର୍ଯଥା ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପର ଘବୈଶିଙ୍ଗା ବ୍ରାଞ୍ଚ ଘକନାଲ, ହରିପୁର ଡିଷ୍ଟ୍ି ିବୁୟର୍ାରୀ ଏବଂ ପଶ୍ଚିମସିମିଳିଆ ସବ୍-ମାଇନର ନିମ୍ାଣ ନିମଘେ ଭୂ ମି ଅଧ ିଗ୍ରହଣ ଆବଶୟକ ଘହଉଅଛି I

ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁର୍ଯାୟୀ ବିଜ୍ଞପ୍ତି ସଂଖୟା ୪୨୯୪୫ ତା.୦୬.୧୨.୨୦୨୩ ରିଖ ଘର ପ୍ରକାଶିତ ଘହାଇଅଛି ।

ପୁନଶ୍ଚ ଏହା ଘ ାଷଣା କରାର୍ଯାଉଅଛି ଘର୍ଯ ଘମୌଜା – ପଶ୍ଚିମସିମିଳିଆ, ଥାନା- ବସ୍ତା ନଂ- ୧୪୪, ଜିଲ୍ଲା- ବାଘଲଶ୍ଵର ଘର ଘକୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନବ୍ାସ ଓ ଥଇଥାନ ନିମିତ୍ତ ଘକୌଣସି ଜମି ଚିହ୍ନର୍ ଓ ପୁନବ୍ାସ ଓ ଥଇଥାନ ଘର୍ଯାଜନା ରୂ ପଘରଖର ସାରମମ୍ ସଂଲଗ୍ନ2 କରାର୍ଯାଇନାହି ିଁ I ପୁନବ୍ାସ ଓ ଥଇଥାନ ଘର୍ଯାଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥୟ ଜିଲ୍ଲାପାଳ ଏବଂ ପୁନବ୍ାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟଘର ଉପଲବ୍ଧ ଅଘର୍ । ପୁନବ୍ାସ ଓ ଥଇଥାନ ଘର୍ଯାଜନାର ଭୂ ମି ନକ୍ସା ଭୂ -ଅଜ୍ନ ମହାମଣ୍ଡଳ ଅଧ ିକାରୀ, ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପ , ଲକ୍ଷ୍ମୀଘପାଷି, ବାରିପଦା ମୟୂ ରଭଞ୍ଜ ଙ୍କ କାର୍ଯ୍ୟାଳୟଘର କାର୍ଯ୍ୟ ଦିବସ ମାନଙ୍କଘର ଘଦଖ ିବାକୁ ମିଳିପାରିବ ।

ତଫସିଲ- କ

(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)

ଜିଲ୍ଲା: ବାଘଲଶ୍ଵର ତହସିଲ: - ବସ୍ତା

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଳର୍୍ ନଂ କିସମ ପ୍ଳର୍୍ ର ଘମାର୍ ରକବା ଅଧ ିଗ୍ରହଣ ଘହବାକୁ ଥ ିବା ଜମିର ରକବା ରୟତ୍ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପଶ୍ଚିମସିମିଳିଆ ଗ୍ରାମାଞ୍ଚଳ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏକର ୧୨.୮୬ ଏକର ୧.୮୨ ଏଥ ି ସହିତ ସଂଲଗ୍ନ

ତଫସିଲ- ଖ

(ପୁନବ୍ାସ ନିମିତ୍ତ ଚିହ୍ନର୍ ଭୂ ମି ଅନୁ ସୂଚୀ)

ଜିଲ୍ଲା:- ବାଘଲଶ୍ଵର ତହସିଲ: - ବସ୍ତା

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲର୍୍ ନଂ କିସମ ପ୍ଲର୍୍ ର ଘମାର୍ ରକବା ପୁନବ୍ାସ ନିମିତ୍ତ ଚିହ୍ନର୍ ଜମିର ରକବା ରୟତ୍ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରର୍ଯୁଜୟ ନୁଘହ ିଁ

ଅଧ ିସୂଚନାର ଘବୈଧ ତାରିଖ- ୦୫.୦୧.୨୦୨୪ ।

3

ଭୂମି ଅନୁସୂଚୀ

ଭୂଅର୍ଜନ ମାମଲା ସଂଖ୍ୟା- ୧୬/୨୦୨୨

ଏ.୧.୮୨ଡି.

ସୁର୍ବରେଖା ଜଳସେଚନ ପ୍ରକଳ୍ପର ବୈଶିଙ୍ଗା ବ୍ରାଂଚ କେନାଲ, ହରିପୁର ଡିଷ୍ଟ୍ରିବୁ୍ୟଟାରି, ପିମସିମିଳିଆ ସବ୍-ମାଇନର ମୌଜା- ପିମସିମିଳିଆ, ଥାନା- ବସ୍ତା ନଂ- ୧୪୪, ତହସିଲ- ବସ୍ତା, ଜିଲ୍ଲା- ବାଲେଶ୍ୱର

ଖାତା ନଂ ଓ ସତ୍ୱ ପ ୍ଲଟ ନଂ ମୋଟ ରକବା ଆକ୍ୟୁଆର ରକବା କିସମ ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ
୧ ୨ ୩ ୪ ୫ ୬
୫୬ ୧୪୬ ୨.୦୮ ୦.୪୦ ଚକ ୬୭ ତାରାକାନ୍ତ ମାହାନ୍ତ ପି:ମହିନା ମାହାନ୍ତ ଜା: କୁଡମି କ୍ଷତ୍ରୀୟ ବା: ଲଛମନଖୁଣ୍ଟା
୬୩ ୧୫୮ ୦.୩୩ ୦.୦୮ ଚକ ୭୬ ନାଥ ସିଂ ପି:ଲକ୍ଷ୍ମଣ ସିଂ ଜା: ଭୂ ମିଜ ବା: ଲଛମନଖୁଣ୍ଟା
୮୮ ୧୪୯ ୦.୨୦ ୦.୦୭ ଶାରଦ ଦୁଇ ବାଇନ ସିଂ ପି:ଚାମୁଟା ସିଂ ଜା: ଭୂ ମିଜ ବା: ଲଛମନଖୁଣ୍ଟା
୯୨ ୧୪୫ ୨.୯୭ ୦.୧୪ ଚକ ୬୬ ବିଫଳ ମାହାନ୍ତ ପି:ଶତୃ ଘ୍ନ ମାହାନ୍ତ ଜା: କୁଡମି କ୍ଷତ୍ରୀୟ ବା: ଲଛମନଖୁଣ୍ଟା
୨୦୦/୭ ୨୫୪/୬୫୪ ୧.୦୦ ୦.୨୨ ଚକ ୮୪/୨୧୨ ଲାଲ ମୋହନ ଦାସ ପି:ରାମ ଦାସ ଜା: ମୁଚି ବା: ଲଛମନଖୁଣ୍ଟା
୨୦୦/୮ ୨୫୩ ୨.୨୯ ୦.୫୩ ଚକ ୮୩ ଗୋପାଳ ମହାନ୍ତି ପି:ସନାତନ ମହାନ୍ତି ଜା: କୁଡମି କ୍ଷତ୍ରୀୟ ବା: କ୍ଷେତ୍ରପାଟଣା ଥା. ବେୈଶିଙ୍ଗା
୨୦୦/୪୫ ୧୫୭ ୦.୭୫ ୦.୨୫ ଚକ ୭୫ ପ୍ରତାପ ଚନ୍ଦ୍ର ମାହାନ୍ତ ପି:ରମାକାନ୍ତ ମାହାନ୍ତ ଜା: କୁଡୁ ମି କ୍ଷତ୍ରିୟ ବା: ଲଛମନଖୁଣ୍ଟା
୨୦୦/୬୭ ୨୫୪ ୧.୮୪ ୦.୧୨ ଚକ ୮୪ ନିଳକଣ୍ଠ ମହାନ୍ତ ପି:ଚୌଧୁରୀ ମହାନ୍ତ ଜା: କୁଡୁ ମି କ୍ଷତ୍ରିୟ ବା: ତୋଟାପଡା, ଥା: ରାସଗୋବିନ୍ଦପୁର, ଜି: ମୟୂ ରଭଞ୍ଜ
୨୦୦/୯୪ ୧୬୮ ୧.୪୦ ୦.୦୧ ଚକ ୮୨ ନିବାରଣ ମହାନ୍ତ, ନାରଦ ମହାନ୍ତ, କମଳାକାନ୍ତ ମହାନ୍ତ, ଲ୍େବାଦର ମହାନ୍ତ ପ ି: ସୁରେନ୍ଦ୍ର ମହାନ୍ତ ଜା: କୁଡୁ ମୀ କ୍ଷତ୍ରିୟ ବା: ଲଛମନଖୁଣ୍ଟା
ମୋଟ ୯ ପ୍ଲଟକୁ ଏ.୧୨.୮୬ ଡେ.ମି. ଏ.୧.୮୨ ଡେ.ମି.

ରାଜୟପାଳଙ୍କ ଆଘଦଶକ୍ରଘମ

ସୁରଞ୍ଜନ ପ୍ରଧାନ

ଅତିରିକ୍ତ ଶାସନ ସଚିବ Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1699—173+30

Cite this issue. Odisha Gazette, Government of Odisha, 17 December 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-12-17.Extraordinary_2459/. Archive identifier in.gazette.odisha_govpress.2024-12-17.Extraordinary_2459.