Servants of Knowledge
Odisha Gazette · Government of Odisha

Odisha Gazette, No. 2461, 17 December 2024

Published 17 December 2024

Department
Revenue & Disaster Management
Type
Extraordinary
Gazette no.
2461
Notification no.
35036
Notification Date
09-10-2024
Identifier
in.gazette.odisha_govpress.2024-12-17.Extraordinary_2461
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2461 CUTTACK, TUESDAY, DECEMBER 17, 2024/MARGASIRA 26, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘ ାଷଣା

No. 35036—RDM-LAA-MBJ-0004/2024-R&DM Dated 09-10-2024

ସବ୍ସାଧାରଣଙ୍କ ଅବଗତି ନିମଘେ, ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁର୍ଯାୟୀ ଏହି ଘ ାଷଣାନାମା ଦିଆର୍ଯାଉଅଛି ଘର୍ଯ ଉକ୍ତ ଆଇନ ର ଧାରା ୧୫(୨) ଅନୁସାଘର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିଘପାର୍୍କୁ ବିଘବଚନା କରି ରାଜୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାଘର ପ୍ରତୀତ ଘହଉଅଛି ଘର୍ଯ ଘମୌଜା- ବଡଘଗାପାଳପୁର(ଅତିରିକ୍ତ), ଥାନା- ଘବୈଶିଙ୍ଗା, ନଂ. ୨୩୨, ତହସିଲ- ଘବତନର୍ୀ, ଜିଲ୍ଲା- ମୟୂ ରଭଞ୍ଜ ଘର ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାବ୍ଜନୀନ ଉଘେଶୟଘର ର୍ଯଥା ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପର ତ୍ରିଭଙ୍ଗାପୁର ଡିଷ୍ଟ୍ି ିବୁୟର୍ାରୀ ନିମ୍ାଣ ନିମଘେ ଭୂ ମି ଅଧ ିଗ୍ରହଣ ଆବଶୟକ ଘହଉଅଛି I

ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁର୍ଯାୟୀ ବିଜ୍ଞପ୍ତି ସଂଖୟା ୮୨୪୬ ତା. ୧୬.୦୩.୨୦୨୪ ରିଖ ଘର ପ୍ରକାଶିତ ଘହାଇଅଛି ।

ପୁନଶ୍ଚ ଏହା ଘ ାଷଣା କରାର୍ଯାଉଅଛି ଘର୍ଯ ଘମୌଜା – ବଡଘଗାପାଳପୁର(ଅତିରିକ୍ତ), ଥାନା- ଘବୈଶିଙ୍ଗା, ନଂ. ୨୩୨, ତହସିଲ- ଘବତନର୍ୀ, ଜିଲ୍ଲା- ମୟୂ ରଭଞ୍ଜ ଘର ଘକୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନବ୍ାସ ଓ ଥଇଥାନ ନିମିତ୍ତ ଘକୌଣସି ଜମି ଚିହ୍ନର୍ ଓ ପୁନବ୍ାସ ଓ ଥଇଥାନ ଘର୍ଯାଜନା ରୂ ପଘରଖର ସାରମମ୍ ସଂଲଗ୍ନ କରାର୍ଯାଇନାହି ିଁ I ପୁନବ୍ାସ ଓ ଥଇଥାନ ଘର୍ଯାଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥୟ ଜିଲ୍ଲାପାଳ ଏବଂ ପୁନବ୍ାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟଘର ଉପଲବ୍ଧ ଅଘର୍ ।

ପୁନବ୍ାସ ଓ ଥଇଥାନ ଘର୍ଯାଜନାର ଭୂ ମି ନକ୍ସା ଭୂ -ଅଜ୍ନ ମହାମଣ୍ଡଳ ଅଧ ିକାରୀ, ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପ , ଘଦଉଳି, ମୟୂ ରଭଞ୍ଜ ଙ୍କ କାର୍ଯ୍ୟାଳୟଘର କାର୍ଯ୍ୟ ଦିବସ ମାନଙ୍କଘର ଘଦଖ ିବାକୁ ମିଳିପାରିବ ।

2

ତଫସିଲ- କ

(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)

ଜିଲ୍ଲା: ମୟୂ ରଭଞ୍ଜ ତହସିଲ: - ଘବତନର୍ୀ

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଳର୍ ନଂ କିସମ ପ୍ଳର୍ ର ଘମାର୍ ରକବା ଅଧ ିଗ୍ରହଣ ଘହବାକୁ ଥ ିବା ଜମିର ରକବା ରୟତ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବଡଘଗାପାଳପୁର (ଅତିରିକ୍ତ) ଗ୍ରାମାଞ୍ଚଳ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏକର ୨.୭୦ ଏକର ୦.୭୦ ଏଥ ି ସହିତ ସଂଲଗ୍ନ

ତଫସିଲ- ଖ

(ପୁନବ୍ାସ ନିମିତ୍ତ ଚିହ୍ନର୍ ଭୂ ମି ଅନୁ ସୂଚୀ) ଜିଲ୍ଲା:- ମୟୂ ରଭଞ୍ଜ ତହସିଲ: - ଘବତନର୍ୀ

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲର୍ ନଂ କିସମ ପ୍ଲର୍ ର ଘମାର୍ ରକବା ପୁନବ୍ାସ ନିମିତ୍ତ ଚିହ୍ନର୍ ଜମିର ରକବା ରୟତ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରର୍ଯୁଜୟ ନୁଘହ ିଁ

ଅଧ ିସୂଚନାର ଘବୈଧ ତାରିଖ- ୨୦.୦୫.୨୦୨୪।

ଭୂମି ଅନୁସୂଚୀ

ଭୂଅର୍ଜନ ମାମଲା ସଂଖ୍ୟା- ୧୪୦/୨୦୨୩ ଏ.୦.୭୦ଡି.

ସୁର୍ବରେଖା ଜଳସେଚନ ପ୍ରକଳ୍ପର ତ୍ରୀଭଙ୍ଗାପୁର ଡିଷ୍ଟ୍ରୀବ୍ୟୁଟାରୀ ନିମନ୍ତେ

ମୌଜା-ବଡଗୋପାଳପୁର (ଅତିରିକ୍ତ) ଥାନା-ବୈଶିଙ୍ଗା, ନଂ-୨୩୨, ତହସିଲ- ବେତନଟୀ, ଜିଲ୍ଲା-ମୟୂରଭ

ଖାତା ନଂ ଓ ସତ୍ୱ ପ ୍ଲଟ ନଂ ମୋଟ ରକବା ଆକ୍ୟୁଆର ରକବା କିସମ ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ
୧ ୨ ୩ ୪ ୫ ୬
୪୬ ୫୦୭ ୦.୫୦ ୦.୨୪ ଚକ ଚାନ୍ଦରାଏ ମାଝୀ, ଚାନ୍ଦୁ ମାଝୀ ପି: ଦିତୁ ଆ ମାଝୀ ଜା: ସାନ୍ତାଳ ବା: ପୁରୁ ଣିଆ
୫୦୯ ୦.୩୩ ୦.୧୪ ଘରବାରି
୬୮ ୫୦୬ ୦.୫୦ ୦.୦୭ ଚକ ଦଦୈତାରୀ ମାହାନ୍ତ, ଜହର ମାହାନ୍ତ ପି: ମଥୁରା ମାହାନ୍ତ, ବଦନୀ ମାହାନ୍ତ ସ୍ଵା: ମଥୁରା ମାହାନ୍ତ ଜା: କୁଡୁ ମି ଦେତ୍ରିୟ ବା: ଶିଖରଖୁଣ୍ଟା
୧୯୬ ୫୦୪ ୦.୫୦ ୦.୦୬ ଚକ ସୁଦରନ୍ଦ୍ର ମାହାନ୍ତ ପି:ଜୟରାମ ମାହାନ୍ତ ଜା: କୁଡୁ ମି ଦେତ୍ରିୟ ବା: ନିଜଗ ା
୨୦୮ ୫୦୩ ୦.୩୭ ୦.୦୧ ଚକ ହାଡିଆ ମୁମମ ପି:ଖାଣ୍ଡ ମୁମମ ୁ ଜା: ସାନ୍ତାଳ ବା: ୁ ପୁରୁ ଣିଆ
୨୧୧ ୫୦୫ ୦.୫୦ ୦.୧୮ ଚକ ଦହଦମନ୍ଦ୍ର ମାହାନ୍ତ ପି:ଜୟରାମ ମାହାନ୍ତ ଜା: କୁଡୁ ମି ଦେତ୍ରିୟ ବା: ନିଜଗ ା
ମୋଟ ୬ ପ୍ଲଟକୁ ଏ. ୨.୭୦ ଡେ.ମି. ଏ.୦.୭୦ ଡେ.ମି.
3

ରାଜୟପାଳଙ୍କ ଆଘଦଶକ୍ରଘମ

ସୁରଞ୍ଜନ ପ୍ରଧାନ

ଅତିରିକ୍ତଶାସନ ସଚି୍ୱ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1701—173+25

Cite this issue. Odisha Gazette, Government of Odisha, 17 December 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-12-17.Extraordinary_2461/. Archive identifier in.gazette.odisha_govpress.2024-12-17.Extraordinary_2461.