The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 2463 CUTTACK, TUESDAY, DECEMBER 17, 2024/MARGASIRA 26, 1946
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘ ାଷଣା
No. 38252—RDM-LAA-MBJ-0050/2021-R&DM Dated 05-11-2024
ସବ୍ସାଧାରଣଙ୍କ ଅବଗତି ନିମଘେ, ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁର୍ଯାୟୀ ଏହି ଘ ାଷଣାନାମା ଦିଆର୍ଯାଉଅଛି ଘର୍ଯ ଉକ୍ତ ଆଇନ ର ଧାରା ୧୫(୨) ଅନୁସାଘର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିଘପାର୍୍କୁ ବିଘବଚନା କରି ରାଜୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାଘର ପ୍ରତୀତ ଘହଉଅଛି ଘର୍ଯ ଘମୌଜା- ବହଳଦା, ଥାନା- ବହଳଦା ନଂ. ୧୧, ତହସିଲ- ବହଳଦା, ଜିଲ୍ଲା- ମୟୂ ରଭଞ୍ଜ ଘର ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାବ୍ଜନୀନ ଉଘେଶୟଘର ର୍ଯଥା ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପର ଇଚ୍ଛା ଜଳ ଭଣ୍ଡାର (ଓଡିଶା ଅଂଶ) ନିମ୍ାଣ ନିମଘେ ଭୂ ମି ଅଧ ିଗ୍ରହଣ ଆବଶୟକ ଘହଉଅଛି I
ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁର୍ଯାୟୀ ବିଜ୍ଞପ୍ତି ସଂଖୟା ୩୮୪୬ ତା. ୦୨.୦୨.୨୦୨୩ ରିଖ ଘର ପ୍ରକାଶିତ ଘହାଇଅଛି ଏବଂ ପ୍ରଚଳିତ ପରିସ୍ଥିତିକୁ ବିଚାରକୁ ଘନଇ ରାଜୟ ସରକାର ଧାରା ୧୯ ର ଉପଧାରା ୭ ଅଧୀନଘର ପ୍ରକାଶିତ ବିଜ୍ଞପ୍ତି ନଂ ୩୫୦୭୩ ତା ୦୯.୧୦.୨୦୨୪ ରିଖ ଅନୁସାଘର ଅଧ ିସୂଚନାର ଘବୈଧତା ତା ୧୬.୦୪.୨୦୨୫ ରିଖ ପର୍ଯ୍ୟେ ପରିବର୍ଦ୍ଧିତ କରିଅଛେି ।
ପୁନଶ୍ଚ ଏହା ଘ ାଷଣା କରାର୍ଯାଉଅଛି ଘର୍ଯ ଘମୌଜା- ବହଳଦା, ଥାନା- ବହଳଦା ନଂ. ୧୧, ତହସିଲ- ବହଳଦା, ଜିଲ୍ଲା- ମୟୂ ରଭଞ୍ଜ ଘର ଘକୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନବ୍ାସ ଓ ଥଇଥାନ ନିମିତ୍ତ ଘକୌଣସି ଜମି ଚିହ୍ନର୍ ଓ ପୁନବ୍ାସ ଓ ଥଇଥାନ ଘର୍ଯାଜନା ରୂ ପଘରଖର ସାରମମ୍2 ସଂଲଗ୍ନ କରାର୍ଯାଇନାହି ିଁ I ପୁନବ୍ାସ ଓ ଥଇଥାନ ଘର୍ଯାଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥୟ ଜିଲ୍ଲାପାଳ ଏବଂ ପୁନବ୍ାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟଘର ଉପଲବ୍ଧ ଅଘର୍ । ପୁନବ୍ାସ ଓ ଥଇଥାନ ଘର୍ଯାଜନାର ଭୂ ମି ନକ୍ସା ଭୂ -ଅଜ୍ନ ମହାମଣ୍ଡଳ ଅଧ ିକାରୀ, ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପ ବାରିପଦା ସ୍ଥିତ ମୟୂ ରଭଞ୍ଜଙ୍କ କାର୍ଯ୍ୟାଳୟଘର କାର୍ଯ୍ୟ ଦିବସ ମାନଙ୍କଘର ଘଦଖ ିବାକୁ ମିଳିପାରିବ ।
ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)
ଜିଲ୍ଲା: ମୟୂ ରଭଞ୍ଜ ତହସିଲ: - ବହଳଦା
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଳର୍ ନଂ | କିସମ ପ୍ଳର୍ ର | ଘମାର୍ ରକବା | ଅଧ ିଗ୍ରହଣ ଘହବାକୁ ଥ ିବା ଜମିର ରକବା | ରୟତ ଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ବହଳଦା | ଗ୍ରାମାଞ୍ଚଳ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏକର ୬.୭୧ | ଏକର ୧.୯୪ | ଏଥ ି ସହିତ ସଂଲଗ୍ନ |
ତଫସିଲ- ଖ
(ପୁନବ୍ାସ ନିମିତ୍ତ ଚିହ୍ନର୍ ଭୂ ମି ଅନୁ ସୂଚୀ) ଜିଲ୍ଲା:- ମୟୂ ରଭଞ୍ଜ ତହସିଲ: - ବହଳଦା
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଲର୍ ନଂ | କିସମ ପ୍ଲର୍ ର | ଘମାର୍ ରକବା | ପୁନବ୍ାସ ନିମିତ୍ତ ଚିହ୍ନର୍ ଜମିର ରକବା | ରୟତ ଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରର୍ଯୁଜୟ ନୁଘହ ିଁ |
ଅଧ ିସୂଚନାର ଘବୈଧ ତାରିଖ- ୧୭.୦୪.୨୦୨୩।
3 ଭୂମି ଅନୁସୂଚୀଭୂଅର୍ଜନ ମାମଲା ସଂଖ୍ୟା- ୦୪/୨୧ ଏ.୧.୯୪ଡି.
ସୁର୍ବରେଖା ଜଳସେଚନ ପ୍ରକଳ୍ପର ଇା ଜଳ ଭଣ୍ଡାର (ଓଡିଶା ଅଂଶ) ନିମନ୍ତେ ମୌଜା-ବହଳଦା, ଥାନା-ବହଳଦା, ନଂ-୧୧, ତହସିଲ-ବହଳଦା, ଜିଲ୍ଲା-ମୟୂରଭ
| ଖାତା ନଂ ଓ ସତ୍ୱ | ପ ୍ଲଟ ନଂ | ମୋଟ ରକବା | ଆକ୍ୟୁଆର ରକବା | କିସମ | ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ |
| ୧ | ୨ | ୩ | ୪ | ୫ | ୬ |
| 378 | 11 | 1.10 | 0.15 | ଡାହି ଦୁଇ | ମୁଠାଇ ମାଝୀ ପି-ସାନ ସାଲଖାନ ମାଝୀ ଜା- ସାନ୍ତାଳ ବା-ନିଜଗାଁ |
| 12 | 1.10 | 0.76 | ଶାରଦ ଏକ | ||
| 21 | 0.07 | 0.07 | ଡାହି ଦୁଇ | ||
| 22 | 0.25 | 0.07 | ଡାହି ଦୁଇ | ||
| 585/553 | 476 | 1.68 | 0.11 | ଶାରଦ ଦୁଇ | ପ ୍ରଦୀପ କୁମାର ସାହୁ ପି-ସତ୍ୟନାରାୟଣ ସାହୁ ଜା-ତେଲି ବା-ନିଜଗାଁ |
| 477 | 2.51 | 0.78 | ଡାହି ଦୁଇ | ||
| ମୋଟ | ୬ ପ୍ଲଟ | ଏ.୬.୭୧ ଡେ.ମି. | ଏ.୧.୯୪ ଡେ.ମି. |
ରାଜୟପାଳଙ୍କ ଆଘଦଶକ୍ରଘମ
ସୁରଞ୍ଜନ ପ୍ରଧାନ
ଅତିରିକ୍ତଶାସନ ସଚି୍ୱ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1703—173+25