The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 2467 CUTTACK, TUESDAY, DECEMBER 17, 2024/MARGASIRA 26, 1946
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘ ାଷଣା
No. 42457—RDM-LAC-KNJ-0002/2024-R&DM Dated 03-12-2024 ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳ, କେନ୍ଦୁଝର ଙ୍କ ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ଗ୍ରାମ- ଝୁ ମ୍ପୁରା, ଥାନା- ଝୁ ମ୍ପୁରା ନଂ- ୧୬୨, ତହସିଲ- ଝୁ ମ୍ପୁରା, ଜିଲ୍ଲା-ଘକନ୍ଦୁଝର ରେ ନିମ୍ନ ସୂଚୀତ 'କ' ତଫସିଲ ଜମି ଏହି ଆଇନର ଧାରା ୨(୧) ପ୍ରକାରେ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କେନ୍ଦୁଝର ଜିଲ୍ଲାରେ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀ, କାନପୁର ଜଳସେଚନ ଡିଭିଜନ ନଂ-୨, ରିମୂଳି, କେନ୍ଦୁଝରଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଅଛି I
ଏହି ଭୂ ମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୮୩୭୧ ତା ୧୮.୦୩.୨୦୨୪ ରିଖ ରେ ପ୍ରକାଶିତ ହୋଇଅଛି I ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ଗ୍ରାମ- ଝୁ ମ୍ପୁରା, ଥାନା- ଝୁ ମ୍ପୁରା ନଂ- ୧୬୨, ତହସିଲ- ଝୁ ମ୍ପୁରା, ଜିଲ୍ଲା-ଘକନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମର୍ମ ସଂଲଗ୍ନ କରାଯାଇନାହି ଁ I
ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲବ୍ଧ ଅଟେ I ଏହା ମଧ୍ୟ ଜିଲ୍ଲା ବେେସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ବେେସାଇଟ www.odisha.gov.in/revenue ରେ ସର୍ବସାଧାରଣଙ୍କ ଅବଲୋକନ ପାଇ ଁ ଅପଲୋଡ କରାଗଲା I ପୁନର୍ବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ଭୂ -ଅର୍ଜନ ଅଧ ିକାରୀ, କାନପୁର ଜଳସେଚନ ପ୍ରକଳ୍ପ ରିମୂଳି, କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ I2
ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା: କେନ୍ଦୁଝର ତହସିଲ: - ଝୁ ମ୍ପୁରା
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖ୍ାତା ନଂ | ପ୍ଲଟ ନଂ | କ ିସମ | ପ୍ଲଟ ର ଘମାଟ ରକବା | ଅଧିଗ୍ରହଣ ଘହବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ଝ ୁ ମ୍ପୁରା | ଗ୍ରାମାଞ୍ଚଳ | ଏଥ ି ସହ ସଂଲଗ୍ନ କରାଗଲା | ଏଥ ି ସହ ସଂଲଗ୍ନ କରାଗଲା | ଏଥ ି ସହ ସଂଲଗ୍ନ କରାଗଲା | ଏ. ୧.୫୫୨ ଏ. ୦.୫୮୧ | ଏଥ ି ସହ ସଂଲଗ୍ନ କରାଗଲା |
ତଫସିଲ- ଖ୍
(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂ ମି ଅନୁସୂଚୀ)
ଜିଲ୍ଲା:- କେନ୍ଦୁଝର ତହସିଲ: - ଝୁ ମ୍ପୁରା
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖ୍ାତା ନଂ | ପ୍ଲଟ ନଂ | କ | ିସମ ପ୍ଲଟ ର ଘମାଟ ରକବା | ପୁନବ୍ାସ ନିମିତ୍ତ ଚିହ୍ନଟ ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରର୍ଯୁଜୟ ନୁଘହ େଁ |
• ଅଧିସୂଚନାର ଘବୈଧ୍ୟ ତାରିଖ୍ :- ୧ ୭.୦୫.୨୦୨୫ ।
3 ଭୂମି ଅନୁସୂଚୀମୌଜା – ଝୁମ୍ପୁରା, (ଗ୍ରାମାଞ୍ଚଳ), ଥାନା-ଝୁମ୍ପୁରା ନଂ ୧୬୨, ତହସିଲ – ଝୁମ୍ପୁରା, ଜିଲ୍ଲା- କେନ୍ଦୁଝରର କାନପୁର ଜଳସେଚନ ପ୍ରକଳ୍ପର ଝୁମ୍ପୁରା ମାଇନର କେନାଲ ନିର୍ମାଣ ନିମନ୍ତେ
| ଖାତା ନଂ | ସତ୍ୱ | ପଟ ନଂ | କ ସମ ି | ପଟର ମୋଟ ରକବା (ଏକରରେ) | ଅଧିସୂଚିତ ଜମିର ରକବା (ଏକରରେ) | ରୟତର ନାମ |
| ୧୧୧ | ରୟତି | ୫୯୩ | ଶାରଦ ଦୁଇ | ୦.୨୦୩ | ୦.୧୮୩ | ଚରଣ ପାତ୍ର, କ୍ଷେତ୍ରୀବର ପାତ୍ର, ଭାଗବତ ପାତ୍ର ପି- ଦୟା ପାତ୍ର, ରଜନୀ ପାତ୍ର, ଛୁଟୁ ପାତ୍ର ପି- ବିର ପାତ୍ର, ଚନ୍ଦ୍ରୀ ପାତ୍ର, ସ୍ୱା- ବିର ପାତ୍ର, ଜା- ପାଣ, ବା- ନିଜଗାଁ |
| ୫୯୪ | ଶାରଦ ଦୁଇ | ୦.୧୯୩ | ୦.୧୦୦ | |||
| ୫୯୬ | ଶାରଦ ଦୁଇ | ୦.୨୫୩ | ୦.୦୩୩ | |||
| ୧୯୩ | ରୟତି | ୫୮୭/ ୨୧୨ ୩ | ଶାରଦ ଏକ | ୦.୭୨୦ | ୦.୧୯୦ | ନ ଳାମ୍ବର ଦେହୁରୀ ପି- ଅଙ୍କୁର ଦେହୁରୀ ଜା- ି ଗୋପାଳ, ବା- ଭାଲୁକା |
| ୩୪୨ | ରୟତି | ୫୯୫ | ଶାରଦ ଦୁଇ | ୦.୧୮୩ | ୦.୦୭୫ | ମହମ୍ମଦ ସରଫୁଦ୍ଦିନ ପି- ଦୀଲ ମହମ୍ମଦ, ଜା- ମୁସଲମାନ, ବା- ନିଜଗାଁ |
| ମୋଟ ରୟତି ଜମି | ୦.୫୮୧ |
ରାଜ୍ୟପାଳଙ୍କ ଆଦେଶକ୍ରମେ ଦିଗନ୍ତ ରାଉତରାୟ
ଅତିରିକ୍ତ ଶାସନ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1707—173+25