EXTRAORDINARY
PUBLISHED BY AUTHORITY
No. 2468 CUTTACK, TUESDAY, DECEMBER 17, 2024/MARGASIRA 26, 1946
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଘୋଷଣା No. 42464—RDM-LAC-KNJ-0001/2024-R&DM Dated 03-12-2024 ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୯ ର ଅଧ ିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳ, କେନ୍ଦୁଝରଙ୍କ ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ଗ୍ରାମ- ନୂଆଗ ଁା, ଥାନା-କେନ୍ଦୁଝର ସଦର ନଂ. ୪୪, ତହସିଲ-କେନ୍ଦୁଝର ସଦର, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ 'କ' ତଫସିଲ ଜମି ଏହି ଆଇନର ଧାରା ୨(୧) ପ୍ରକାରେ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କେନ୍ଦୁଝର ଜିଲ୍ଲାରେ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀ, କାନପୁର ଜଳସେଚନ ଡିଭିଜନ ନଂ-୨, ରିମୂଳି, କେନ୍ଦୁଝରଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଅଛି I
ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୮୩୮୦ ତା ୧୮.୦୩.୨୦୨୪ରିଖ ରେ ପ୍ରକାଶିତ ହୋଇଅଛି I
ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ଗ୍ରାମ- ନୂଆଗ ଁା, ଥାନା-କେନ୍ଦୁଝର ସଦର ନଂ. ୪୪, ତହସିଲ- କେନ୍ଦୁଝର ସଦର, ଜିଲ୍ଲା-କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମର୍ମ ସଂଲଗ୍ନ କରାଯାଇନାହି ଁ I
ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲବ୍ଧ ଅଟେ I ଏହା ମଧ୍ୟ ଜିଲ୍ଲା ବେେସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ବେେସାଇଟ www.odisha.gov.in/revenue ରେ ସର୍ବସାଧାରଣଙ୍କ ଅବଲୋକନ ପାଇ ଁ ଅପଲୋଡ କରାଗଲା I ପୁନର୍ବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ଭୂ -ଅର୍ଜନ ଅଧ ିକାରୀ, କାନପୁର ଜଳସେଚନ ପ୍ରକଳ୍ପ ରିମୂଳି, କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖ ିବାକୁ ମିଳିପାରିବ I
ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)
| ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଲଟ୍ ନଂ | କ ିସମ | ପ୍ଲଟ୍ ର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ | |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ନ ୂଆଗ ଁା | ଗ୍ରାମାଞ୍ଚଳ | ଏଥି ସହ ସଂଲଗ୍ନ କରାଗଲା | ଏଥି ସହ ସଂଲଗ୍ନ କରାଗଲା | ଏଥି ସହ ସଂଲଗ୍ନ କରାଗଲା | ଏ. ୨ .୯୭ | ଏ. ୦.୮୭ | ଏଥି ସହ ସଂଲଗ୍ନ କରାଗଲା |
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଲଟ୍ ନଂ କିସମ ପ୍ଲଟ୍ ର | ମୋଟ ରକବା | ପୁନର୍ବାସ ନିମିତ୍ତ ଚିହ୍ନଟ ଜମିର ରକବା | ରୟତଙ୍କ ନାମ | |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରଯୁଜ୍ୟ ନୁହେ ଁ |
• ଅଧିସୂଚନାର ବୈଧ୍ୟ ତାରିଖ :- ୧ ୭.୦୫.୨୦୨୫ ।
ଭୂମି ଅନୁସୂଚୀ
ମୌଜା – ନୁଆଗାଁ, (ଗ୍ରାମାଞ୍ଚଳ), ଥାନା-ସଦର ନଂ୪୪, ତହସିଲ – ସଦର, ଜିଲ୍ଲା- କେନ୍ଦୁଝରର କାନପୁର ଜଳସେଚନ ପ୍ରକଳ୍ପର ଝୁମ୍ପୁରା ମାଇନର କେନାଲ ନିର୍ମାଣ ନିମନ୍ତେ
| ଖାତା ନଂ | ସତ୍ୱ | ପଟ ନଂ | କ ସମ ି | ପଟର ମୋଟ ରକବା (ଏକରରେ) | ଅଧିସୂଚିତ ଜମିର ରକବା (ଏକରରେ) | ରୟତର ନାମ |
| ୧୫ | ରୟତି | ୬୫ | ଶାରଦ ଏକ | ୧.୨୪ | ୦.୦୪ | ଖଗେଶ୍ୱର ସାହୁ, ପି- କୃପାସିନ୍ଧୁ ସାହୁ, ଜା- କ ବେରପୁତ୍ର, ବା- ଝୁମ୍ପୁରା ୁ |
| ୧୮ | ରୟତି | ୧୮ | ଶାରଦ ଏକ | ୦.୩୮ | ୦.୨୦ | ଗଙ୍ଗାଧର ପଧାନ, ପି- ପବନା ପଧାନ, ମହୁର ପଧାନ, ପି- ସୁଦର ପଧାନ, ଜା- ଗୋପାଳ, ବା- ନିଜଗାଁ |
| ୨୦ | ଶାରଦ ଦୁଇ | ୦.୬୬ | ୦.୩୪ | |||
| ୪୯ | ରୟତି | ୬୩ | ଶାରଦ ତିନି | ୦.୧୫ | ୦.୦୫ | ବିଜୟ କୁମାର ସାହୁ ପି- କ୍ଷେତ୍ରମୋହନ ସାହୁ, ଜା- କୁବେରପୁତ୍ର, ବା- ଝୁମ୍ପୁରାଁ |
| ୭୫/ ୩୩ | ରୟତି | ୬୩/ ୫୭୩ | ଶାରଦ ତିନି | ୦.୪୭ | ୦.୧୭ | ଗଙ୍ଗାଧର ପଧାନ, ପି- ପବନା ପଦାନ, ଜା- ଗୋପାଳ, ବା- ଝୁମ୍ପୁରା ଥା- ଚମ୍ପୁଆ |
| ୭୫/ ୩୯ | ରୟତି | ୧୯ | ଶାରଦ ଏକ | ୦.୦୭ | ୦.୦୭ | ଶୁକରମନି ହେମ୍ବ୍ରମ୍ ସ୍ୱା- ଦେବରାଜ ହେମ୍ବ୍ରମ୍ୁ ଜା- କୋହ୍ଲ, ବା- ନିଜଗାଁ |
| ମୋଟ ରୟତି ଜମି | ୦.୮୭ |
ରାଜ୍ୟପାଳଙ୍କ ଆଦେଶକ୍ରମେ (ଦିଗନ୍ତ ରାଉତରାୟ)
ଅତିରିକ୍ତ ଶାସନ ସଚିବ