The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 2473 CUTTACK, TUESDAY, DECEMBER 17, 2024/MARGASIRA 26, 1946
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘ ାଷଣା
S.R.O. No. 723/2024 Dated 25-11-2024
ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ର ଧାରା ୮ ଅଧିନିୟମ ୨ ଅନୁସାରେ ଜିଲ୍ଲାର ୦୧ ଗୋଟି ତହସିଲର ୦୨ ଗୋଟି ଗ୍ରାମର ର ୧.୦୧୧ ଏକର ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ ବଡ଼ବିଲ ରୁ କିରିବୁରୁ ରାସ୍ତାରେ କାରୋ ନଦୀ ଉପରେ ଏଚ. ଏଲ. ପୋଲ ନିର୍ମାଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀ(ଆର ଏଣ୍ଡ ବି. ଡିଭିଜନ ), କେନ୍ଦୁଝର ଙ୍କ ଦ୍ୱାରା ଭୂ ମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
ଏହାଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥ ିବା ନିମ୍ନ ସୂଚୀତ 'କ' ତଫସିଲ ଜମି ନିମନ୍ତେ, କେନ୍ଦୁଝର ଜିଲ୍ଲାପାଳଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟ କୁ ତର୍ଜମାକରି ସରକାରଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା ।
୧. କେନ୍ଦୁଝର ଜିଲ୍ଲାରେ ବଡ଼ବିଲ ରୁ କିରିବୁରୁ ରାସ୍ତାରେ କାରୋ ନଦୀ ଉପରେ ଏଚ. ଏଲ. ପୋଲ ନିର୍ମାଣ ନିମନ୍ତେ ଅଧ ିଗ୍ରହଣ କରାଯାଉ ଥ ିବା ୦୨ ଟି ଗ୍ରାମର ଏକର ୧.୦୧୧ ଡି. ଜାଗା ଯଥାର୍ଥରେ ସାର୍ବଜନୀନ ଉଦ୍ଦେଶ୍ୟ ପାଇ ଁ ଉଦ୍ଦିଷ୍ଟ।
୨. ଏହି ପ୍ରକଳ୍ପ ପାଇ ଁ ୦୨ ଟି ଗ୍ରାମ ରେ ଏକର ୧.୦୧୧ ଡି. ଜାଗା ଅଧ ି ଗୃହିତ ହେବ ଏବଂ ଜିଲ୍ଲାପାଳ, କେନ୍ଦୁଝର ଙ୍କ ପ୍ରଦତ୍ତ ବିବରଣୀ (ରିପୋର୍ଟ) ଅନୁଯାୟୀ ଆଂଶିକ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି ।
୩. ଏହି ପ୍ରକଳ୍ପ ନିମିତ୍ତ ଅଧ ି ଗୃହିତ ହେଉଥ ିବା ଜମିର ଲୋକଙ୍କ ପାଇ ଁ ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ଅନୁସାରେ ଏବଂ ଓଡିଶା ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ନିୟମାବଳୀ, ୨୦୧୬ ନିୟମ ଅନୁଯାୟୀ ଉଚିତ କ୍ଷତିପୂରଣ କରାଯିବ ।
୪. ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥ ିବା ସର୍ବନିମ୍ନ ପରିମାଣର ଜମି ଅଧ ିଗ୍ରହଣ କରିବା ପାଇ ଁ ଧ୍ୟାନ ଦିଆ ଯାଇଛି ଏବଂ ଏହା ଦ୍ୱାରା ଲୋକଙ୍କ ଉପରେ ସର୍ବନିମ୍ନ ବିପରୀତ ପ୍ରଭାବ ପଡିବ।
2୫. ପୂର୍ବରୁ ଏହି ଗ୍ରାମ ରେ ଅଧି ଗୃହିତ ହୋଇ ଥ ିବା ବଳକା ଜମି ନାହି ଁ। ଏହି ପ୍ରକଳ୍ପ ଦ୍ୱାରା ସାଧାରଣ ଜନତା ଏବଂ ଜମିହରାମାନେ ଉପକୃତ ହେବେ ।
୬. ପ୍ରଭାବିତ ଗ୍ରାମରେ ଜନ ଶୁଣାଣି ମଧ୍ୟ କରାଯାଇ ଅଛି । ଜିଲ୍ଲାପାଳ କେନ୍ଦୁଝର ଙ୍କ ଦ୍ୱାରା ପ୍ରେରିତ ପତ୍ର କ୍ରମାଙ୍କ 420/05.10.2024 ର ସମସ୍ତ ପ୍ରସ୍ତାବକୁ ବିଚାରକୁ ନେଇ ନିର୍ବାହୀ ଯନ୍ତ୍ରୀ(ଆର ଏଣ୍ଡ ବି. ଡିଭିଜନ ), କେନ୍ଦୁଝର କର୍ତ୍ତ
ୃ ପକ୍ଷ କାର୍ଯ୍ୟ ନିର୍ବାହ କରିବେ ।
ଓଡିଶା ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ନିୟମାବଳୀ, ୨୦୧୬ର ନିୟମ ୧୭ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାପାଳ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟ କୁ ପରୀକ୍ଷା କରି ନିୟମ ୧୫ ଅନୁସାରେ ଓଡିଆ ଭାଷାରେ ଅନୁରୁ ପ ଭାବରେ ଉପସ୍ଥାପିତ କରାଗଲା।
ଏହାପରେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧ ର ଅଧିନିୟମ ୧ ରେ ଘୋଷଣା ପାଇ ଁ ପ୍ରୟୋଜନ କରାଯିବ।
ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା: - କେନ୍ଦୁଝର ତହସିଲ: - ବଡ଼ବିଳ
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତାନଂ ପ୍ଲଟ ନଂ | କ ିସମ | ପ୍ଲଟ ର ଘମାଟ ରକବା | ଅଧିଗ୍ରହଣ ଘହବାକୁ ଥିବା ଜମି ର ରକବା (ଏକରଘର ) | ରୟତଙ୍କ ନାମ | |
| ୧ | ୨ | ୩ | ୪ | ୫ | ୬ | ୭. | ୮ |
| ବାଲାଗୋଡା | ଗ୍ରାମାଞ୍ଚଳ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ୦.୯୦୫ | ଏଥ ି ସହିତ ସଂଲଗ୍ନ |
| ମାଟକାମବେଡା ୟ ୁ .ନଂ- ୧୧ | ସହରାଞ୍ଚଳ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ୦.୧୦୬ | ଏଥ ି ସହିତ ସଂଲଗ୍ନ |
ସର୍ବମୋଟ ଜାଗା ଏକର ୧.୦୧୧ ଡି.
3ଭୂମି ଅନୁସୁଚୀ
ପ୍ରକଳ୍ପର ନାମ -ବଡବିଲ ରୁ କିରିବୁରୁ ରାସ୍ତାରେ କାରୋ ନଦୀ ଉପରେ ଏଚ୍ . ଏଲ୍ ପୋଲ ନିର୍ମାଣ ନିମନ୍ତେ । ମୌଜା -ବାଲାଗୋଡା ଥାନା - ବଡବିଲ ତହସିଲ - ବଡବିଲ
ଜିଲ୍ଲା - କେନ୍ଦୁଝର
| କ୍ରମିକ ନଂ | ଖତିୟାନ ନଂ | ପ୍ରଜାର ନାମ ଓ ଠିକଣା | ପ୍ଲଟ ନଂ | କିସମ | ମୋଟ ରକବା (ଏକର) | ଅର୍ଜନ ରକବା |
| ୧ | ୩ | ଅସ୍ତୁରି ମହାନ୍ତ ସ୍ୱା- ଜନାର୍ଦ୍ଦନ ମହାନ୍ତ, ଚନ୍ଦ୍ର ମୋହନ ମହାନ୍ତ,ଭରତ ମହାନ୍ତ ପି- ଖୁଦୁ ମହାନ୍ତ ଜା- କୁଡୁମି, ବା- ନ ିଜଗାଁ । | ୮୩୬/ ୧୧୪ ୦ | ଶାରଦ ତିନି | ୦.୭୦ | ୦.୦୭ |
| ୨ | ୫ | ଇଣ୍ଡଷ୍ଟ୍ର ିଆଲ ଡେଭଲପମେଟ କର୍ପୋରେସନ ଲିମିଟେଡ ଓଡିଶା, କଳିଙ୍ଗ ଆଇରନ ବାର୍କସ ବଡବିଲ | ୮୫୫ | ତଇଳା ଦୁଇ | ୭.୫୧ | ୦.୪୨ |
| ୮୫୭ | ତଇଳା ଦୁଇ | ୮.୭୦ | ୦.୦୦୫ | |||
| ୩ | ୬ | କାଏରା ମୁଣ୍ଡା ପି- ସନାତନ ମୁଣ୍ଡା ଜା-କୋହ୍ଲ ବା-ନିଜଗାଁ | ୮୪୧ | ତଇଳା ଏକ | ୧.୫୨ | ୦.୦୩ |
| ୪ | ୩୨ | ଜଦୁମଣି ପରିଡା ପି-ରାଜନ ପରିଡା, ପାଲୁଣି ପରିଡା ପି- ପ୍ରତାପ ପରିଡା, ସାଇବାଣି ପରିଡା ସ୍ୱା- ପ୍ରତାପ ପରିଡା ଜା-ଗୋପାଳ ବା-ନିଜଗାଁ । | ୮୩୬/ ୧୧୪ ୧ | ଶାରଦ ତିନି | ୦.୨୩ | ୦.୦୮ |
| ୫ | ୬୧ | ଭାଇଗ ମୁଣ୍ଡା ପି- ସନାତନ ମୁଣ୍ଡା ଜା- କୋହ୍ଲ ବା-ନିଜଗାଁ । | ୮୩୯ | ତଇଳା ଏକ | ୦.୯୧ | ୦.୦୮ |
| ୬ | ୬୨ | ଭାଇଗ ମୁଣ୍ଡା, କାଏରା ମୁଣ୍ଡା ପି- ସନାତନ ମୁଣ୍ଡା ଜା-କୋହ୍ଲ ବା- ନ ିଜଗାଁ । | ୮୪୦ | ତଇଳା ଏକ | ୧.୫୦ | ୦.୨୨ |
| ମୋଟ - | ୨୧.୦୭ | ୦.୯୦୫ |
ଭୂମି ଅନୁସୁଚୀ
ପ୍ରକଳ୍ପର ନାମ - ବଡବିଲ ରୁ କିରିବୁରୁ ରାସ୍ତାରେ କାରୋ ନଦୀ ଉପରେ ଏଚ୍ . ଏଲ୍ ପୋଲ ନିର୍ମାଣ ନିମନ୍ତେ । ମୌଜା - ମାଟକାମବେଡା ୟୂ.ନଂ-୧୧ ଥାନା - ବଡବିଲ ତହସିଲ - ବଡବିଲ ଜିଲ୍ଲା - କେନ୍ଦୁଝର
| କ୍ରମିକ ନଂ | ଖତିୟାନ ନଂ | ପ୍ରଜାର ନାମ ଓ ଠିକଣା | ପ୍ଲଟ ନଂ | କିସମ | ମୋଟ ରକବା (ଏକର) | ଅର୍ଜନ ରକବା (ଏକର) |
| ୧ | ୧୨ | ଜେମା ମୁଣ୍ଡା ପି- ଘନ ମୁଣ୍ଡା, ସେଲାଇ ମୁଣ୍ଡା ପି- ଗୋପାଳ ମୁଣ୍ଡା, ଜା-କୋହ୍ଲ, ବା-ନିଜଗାଁ । | ୬୦୭/୧୧୪୦ | ତଇଳା ଦୁଇ | ୨.୯୦ | ୦.୦୯୬ |
| ୨ | ୧୫ | ବଲାଣି ଓରସ ଲିମିଟେଡ | ୬୦୭/୧୧୩୯ | ନୟନ ଯୋରୀ | ୦.୦୪୫ ୦.୦୦୫ | |
| ୬୦୮/୧୧୫୦ | ରାସ୍ତା | ୦.୧୪୫ ୦.୦୦୫ | ||||
| ମୋଟ - | ୩.୦୯ | ୦.୧୦୬ |
[No. 40943—RDM-LAC-KNJ-0004/2023-R&DM]
ରାଜ୍ୟପାଳଙ୍କ ଆଦେଶ କ୍ରମେ ଦିଗନ୍ତ ରାଉତରାୟ
ଅତିରିକ୍ତ ଶାସନ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1713—173+0