The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 63 CUTTACK, FRIDAY, JANUARY 10, 2025/PAUSA 20, 1946
No. 331—FIN-FF-FFPS-0027/2024-F.
GOVERNMENT OF ODISHA
FINANCE DEPARTMENT
RESOLUTION
The 4th January 2025
SUBJECT—Revision of rates of State Freedom Fighters' Pension and State Token Pension.
After careful consideration, Government have been pleased to enhance existing rate of pension as follows with effect from the 1st January 2025. The last enhancement of State Freedom Fighters' Pension had been made in the year 2017 vide this Department Resolution No. 15393/F, dated the 10th May 2017 :—
(i) State Freedom Fighters' Pension (Jailed) is hereby increased from Rs. 10,000 to Rs. 20,000 per month.
(ii) State Freedom Fighters' Pension (Non-Jailed) is hereby increased from Rs. 9,000 to Rs. 15,000 per month.
(iii) State Token Freedom Fighters' Pension (which is given to Freedom Fighters getting Swatantrata Sainik Samman Pension from Central Government) is hereby increased from Rs. 8,000 to Rs. 10,000 per month .
By order of the Governor
SASWAT MISHRA
Principal Secretary to Government2 ସଂଖ୍ୟା 331-FIN-FF-FFPS-0027/ 2024-ଅର୍ଥ
ଓଡ଼ିଶା ସରକାର
ଅର୍ଥ ବିଭାଗ
ସଂକଳ୍ପ ପତ୍ର
ତାରିଖ ୪ ଜାନୁଆରୀ ୨୦୨୫
ବିଷୟ—ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ଏବଂ ପ୍ରତୀକ ଭତ୍ତା ବୃ(ଛ:୧୨୭)ି ।
ଆବଶ୍ୟକୀୟ ବିଚାର ବିମର୍ଷ ପରେ, ରାଜ୍ୟ ସରକାର ତା ୧ ଜାନୁଆରୀ ୨୦୨୫ ରିଖ ଠାରୁ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଭତ୍ତା (ବନ୍ଦୀ ଓ ଅଣବନ୍ଦୀ) ଏବଂ ରାଜ୍ୟ ପ୍ରତୀକ ଭତ୍ତା ନିମ୍ନମତେ ବୃ(ଛ:୧୨୭)ି କରୁଛନ୍ତି ।
ଏହା ପୂର୍ବରୁ ୨୦୧୭ ମସିହାରେ ଅର୍ଥ ବିଭାଗ ନି(ଛ:୧୨୭ର୍)ାରଣ ସଂଖ୍ୟା ୧୫୩୯୩- ଅର୍ଥ, ତା ୧୦ ମଇ ୨୦୧୭ ରିଖ ଦ୍ୱାରା ଏହି ଭତ୍ତା ବୃ(ଛ:୧୨୭)ି କରାଯାଇଥିଲା ।
(କ) ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ (ବନ୍ଦୀ) ଭତ୍ତା ମାସିକ ୧୦,୦୦୦ ଟଙ୍କାରୁ ବୃ(ଛ:୧୨୭)ିକରି ମାସିକ ୨୦,୦୦୦ ଟଙ୍କା କରାଗଲା ।
(ଖ) ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ (ଅଣବନ୍ଦୀ) ଭତ୍ତା ମାସିକ ୯,୦୦୦ ଟଙ୍କାରୁ ବୃ(ଛ:୧୨୭)ିକରି ମାସିକ ୧୫,୦୦୦ ଟଙ୍କା କରାଗଲା ।
(ଗ) ରାଜ୍ୟ ପ୍ରତୀକ ଭତ୍ତା (ଯାହାକି କେନ୍ଦ୍ର ସ୍ୱତନ୍ତ୍ରତା ସୈନିକ ସାନ ଭତ୍ତା ପାଉଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମିଳିଥାଏ) ମାସିକ ୮,୦୦୦ ଟଙ୍କାରୁ ବୃ(ଛ:୧୨୭)ିକରି ମାସିକ ୧୦,୦୦୦ ଟଙ୍କା କରାଗଲା ।
ରାଜ୍ୟପାଳଙ୍କ ଆଦେଶମତେ ଶାଶ୍ୱତ ମିଶ୍ର ପ୍ରମୁଖ ଶାସନ ସଚିବ