Servants of Knowledge
Odisha Gazette · Government of Odisha

Odisha Gazette, No. 296, 31 January 2025

Published 31 January 2025

Department
Revenue & Disaster Management
Type
Extraordinary
Gazette no.
296
Notification no.
46034
Notification Date
31-12-2024
Identifier
in.gazette.odisha_govpress.2025-01-31.Extraordinary_296
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 296 CUTTACK, FRIDAY, JANUARY 31, 2025/MAGHA 11, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ସାମାଜିକ ପ୍ରଭାବ ନିର୍ର୍ଦ୍ାରଣ ନିମନ୍ତେ ଅଧିସୂଚନା

S.R.O. No. 115/2025 Dated 31-12-2024

ରାଜ୍ୟ ସରକାର ପ୍ରଭାବିତ ଗ୍ରାମ / ୱାର୍ଡ ସ୍ତରରର ସମ୍ପୃକ୍ତ ଗ୍ରାମ-ପଞ୍ଚାୟତଙ୍କ ପରାମର୍ଡକ୍ରରମ ନିମ୍ନଲିଖିତ ଭୂ ମି ଅଧିଗ୍ରହଣ କରିବାକୁ ଚାହ

ୁଛନ୍ତି ଏବଂ ରସଥ ି ନିମରନ୍ତ ସବଡସାଧାରଣ ଉରେର୍ୟରର ପ୍ରଭାବିତ ଅଞ୍ଚଳରର ସାମାଜ୍ିକ ପ୍ରଭାବ ନିର୍ଦ୍ଡାରଣ ( Social Impact Assessment) ସରବଡକ୍ଷଣ କରିବାକୁ ଚାହ

ୁଛନ୍ତି। ଭୂ ମି ଅଜ୍ଡନ, ପୁନବଡାସ ଓ ଥଇଥାନରର ଉଚିତ ମୂଲୟ ଏବଂ ସ୍ବଚ୍ଛତା ଅଧିକାର ଆଇନ – ୨୦୧୩ ର ଧାରା ୪ ଅନୁଯାୟୀ ଉକ୍ତ ସରବଡକ୍ଷଣ କରାଯିବ।

୧. ପ୍ରକଳ୍ପ ବିକାର୍କାରୀଙ୍କ ର ନାମ:- Chief General Manager Land (IDCO), ଭୁ ବରନଶ୍ବର ।

୨. ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ର ଉରେର୍ୟ- Arcelor Mittal Nippon Steel India Limited ଙ୍କ ଦ୍ଵାରା ରେଲିଙ୍ଗ୍ ର୍ୟାମ୍ ନିମଡାଣ ନିମରନ୍ତ ।

୩. SIA study କରୁ ଥ ିବା ଅନୁଷ୍ଠାନର ରଯାଗାରଯାଗ ସୂଚନା; M/s SAPNA, Bhubaneswar.

୪. SIA ସରବଡକ୍ଷଣ ଅନୁଷ୍ଠାନ: Nabakrushna Choudhury Centre for Development Studies, Bhubaneswar, Phone No. 0674-

2300471/ 2301094

୫.ପ୍ରକଳ୍ପ ପାଇ ରକନ୍ଦୁଝର ଜ୍ିଲ୍ଲାରର ପ୍ରସ୍ତାବିତ ଭୂ -ଅଧିଗ୍ରହଣର ବିବରଣୀ/ ତଫସିଲ

କ୍ରମିକନଂ ତହସିଲ ଗ୍ରାମ ପଞ୍ଚାୟତ ଗ୍ରାମ ରବସରକାରୀଜ୍ମି ମନ୍ତବୟ
୧ ବାଂର୍ପାଳ ଫୁ ଲଝର ସଙ୍କାରି ୬.୬୦୦
ରମାେ୍ - ୬.୬୦୦

ଭୁ ମି ଅନୁସୂଚିର ନକଲ ଏଥ ି ସହିତ ସଲଗ୍ନ କରା ଯାଇଛି ।

2

୬. ପ୍ରସ୍ତାବିତ ପ୍ରକଲ୍ପ ର ସଂକ୍ଷିପ୍ତ ବିବରଣୀ :- ରକନ୍ଦୁଝର ଜ୍ିଲ୍ଲାର ବାଂର୍ପାଳ ତହସିଲର ଉପରରାକ୍ତର ୦୧ େି ଗ୍ରାମରର ର୍ିଳ୍ପ ଭିତ୍ତିଭୂ ମି ବିକାର୍ ନିଗମ (IDCO), ଭୁ ବରନଶ୍ବର ଙ୍କ ଦ୍ଵାରା Arcelor Mittal Nippon Steel India Limited ଙ୍କ ଦ୍ଵାରା ରେଲିଙ୍ଗ୍ ର୍ୟାମ୍ ନିମଡାଣ ନିମରନ୍ତ ଘରରାଇ ଜ୍ମି ଅଧିଗ୍ରହଣ କରାଯିବ ।

୭. SIA ସରବଡକ୍ଷଣ ରର ଅନ୍ତଭଡ

ୁ କ୍ତ ପ୍ରକଳ୍ପ ଅଞ୍ଚଳ ଏବଂ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ :-

ରକନ୍ଦୁଝର ଜ୍ିଲ୍ଲାରର ଉପରରାକ୍ତ ୦୧ େି ଗ୍ରାମର ୬.୬୦୦ ଏକର ଘରରାଇ ଜ୍ମି ର୍ିଳ୍ପ ଭିତ୍ତିଭୂ ମି ବିକାର୍ ନିଗମ (IDCO), ଭୁ ବରନଶ୍ବର ଙ୍କ Arcelor Mittal Nippon Steel India Limited ଙ୍କ ଦ୍ଵାରା ରେଲିଙ୍ଗ୍ ର୍ୟାମ୍ ନିମଡାଣ ନିମରନ୍ତ ଅନ୍ତଭଡ

ୁ କ୍ତ । ପ୍ରକଲ୍ପ ପ୍ରଭାବିତ ଜ୍ମିର ବିସ୍ତୃ ତ ତାଲିକା/ ତଫସିଲ SIA ସରବଡକ୍ଷଣ ଅରନ୍ତ ମିଳିପାରିବ।

୮. SIA ସରବଡକ୍ଷଣ ର ପ୍ରାଥମିକ ଉରେର୍ୟ ଏବଂ ମୁଖୟ କାଯଡୟାବଳୀ :-

ସବଡସାଧାରଣ ଉରେର୍ୟ ନିର୍ଦ୍ଡାରଣ

ପ୍ରଭାବିତ ଅଞ୍ଚଳରର ଥ ିବା ସମସ୍ତ ଗ୍ରାମପଞ୍ଚାୟତ / ଗ୍ରାମ / ୱାର୍ଡର ପରାମର୍ଡକ୍ରରମ SIA ସରବଡକ୍ଷଣ କରାଯିବ । SIA ସରବଡକ୍ଷଣ ରକ୍ଷତ୍ର ପରିଦର୍ଡନ, ପ୍ରଭାବିତ ବୟକ୍ତିଙ୍କ ସାମୂହିକ ଆରଲାଚନା ଏବଂ ପ୍ରଭାବିତ ବୟକ୍ତିଙ୍କ ମତାମତ ଚୁ ର୍ାନ୍ତ ରିରପାେଡ ରର ସ୍ଥାନିତ ରହବ।

ଭୂ ମି ଅଧ ିଗୃହିତ ପ୍ରତୟକ୍ଷ ଅଥବା ପରରାକ୍ଷ ର୍ତକର୍ା ୨୫ ଭାଗ ପ୍ରଭାବିତ ସମସ୍ତ ଗ୍ରାମ ସଭା ମାନଙ୍କ ରର ଜ୍ନ ର୍ୁଣାଣି କରାଯିବ।

୯. ଗ୍ରାମସଭା / ଭୂ ମିମାଲିକଙ୍କ ସହମତି ଆବର୍ୟକ କି?

ହ ସହମତି ଆବର୍ୟକ।

୧୦. SIA ସରବଡକ୍ଷଣ ଆରମ୍ଭ ଏବଂ ସମାପନ ରିରପାେଡ ପ୍ରଦାନ ଏବଂ ତାହାର ପ୍ରକାର୍ନ ସରକାରୀ ବିଜ୍ଞପ୍ତି ପ୍ରକାର୍ିତ ଦିବସ ଠାରୁ ୬ ମାସ ମଧ୍ୟରର SIA ସରବଡକ୍ଷଣ ସମାପନ କରାଯିବ।

SIA ସରବଡକ୍ଷଣ ରିରପାେଡ ସମ୍ପୃକ୍ତ ପ୍ରଭାବିତ ପଞ୍ଚାୟତ/ ଗ୍ରାମ/ ୱାର୍ଡ ସ୍ତରରର ସ୍ଥାନୀୟ ଭାଷାରର ପ୍ରକାର୍ନ କରାରହବ। ତତ୍ ସହିତ ଜ୍ିଲ୍ଲାପାଳ, ଉପଜ୍ିଲ୍ଲାପାଳ ଏବଂ ବ୍ଲକ ମହକୁମାରର ପ୍ରକାର୍ନ କରାଯିବ ଏବଂ ସବଡସାଧାରଣଙ୍କ ରଗାଚରାରଥଡ ସରକାରଙ୍କ ରୱବସାଇେରର ସୂଚିତ ରହବ।

3

ଭୂମି ଅନୁସୂଚୀ

ପ୍ରକଳ୍ପର ନାମ - ସଙ୍କାରି ଗ୍ରାମରେ ଟେଲିଙ୍ଗ ଡ୍ୟାମ୍ ନିର୍ମାଣ

ମୌଜା - ସଙ୍କାରି

ଥାନା - ନୟାକୋଟ ନଂ ୪୫

ତହସିଲ -ବାଂଶପାଳ

ଜିଲ୍ଲା - କେନ୍ଦୁଝର

କ୍ରମିକନଂ ଖତିୟାନ ନଂ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ କିସମ ମୋଟ ରକବା (ଏକର) ଅର୍ଜନ ରକବା (ଏକର)
୧. ୪ କହ୍ଲୁ ଦେହୁରୀ ପି.ଧରଣୀ ଦେହୁରୀ ଜାଭୁୟାଁ ବାନିଜଗାଁ ୧୪୯ ଶାରଦ-୩ ୦.୩୯୫୪ ୦.୩୯୫୪
୨. ୭ କୁ ଆ ଦେହୁରୀ ପି.ଇନ୍ଦ୍ର ଦେହୁରୀ ଜାଭୁୟାଁ ୍ ତ୍ତ ବାନିଜଗାଁ ୧୫୫ (ଆଂ) ବାଜେ ଫସଲ-୨ ୧.୫୦୬୧ ୦.୫୦୬୦
୩. ୧୦ ଗଣ୍ଡ ଦେହୁରୀ ପି.କି ନ ଦେହୁରୀ,ଗହା୍ମ ଦେହୁରୀ, ର୍ତ୍ତ ମଙ୍ଗୁଳୁ ଦେହୁରୀ, ରଥ ଦେହୁରୀ ପି.ରୋଦେଇ ଦେହୁରୀ ଜାଭୁୟାଁ ବାନିଜଗାଁ ୧୫୭ ବାଜେ ଫସଲ-୨ ୦.୪୬୯୫ ୦.୪୬୯୫
୪. ୧୩ ଜଗୁ ପଧାନ ପି. ଆନନ୍ଦ ପଧାନ ଜାଭୁୟାଁ ବାନିଜଗାଁ ୧୬୦ ବାଜେ ଫସଲ-୨ ୦.୨୨୨୪ ୦.୨୨୨୪
୫. ୧୮ ବାଡିଆ ଦେହୁରୀ, ଖାଡିଆ ଦେହୁରୀ ପି ବାମ ଦେହୁରୀ ଜାଭୁୟାଁ ବାନିଜଗାଁ ୧୫୯ ବାଜେ ଫସଲ-୨ ୦.୮୬୪୮ ୦.୮୬୪୮
୬. ୨୧ ମଗୁଶିରିଆ ପଧାନ ପି. ଆନନ୍ଦ ପଧାନ ଜାଭୁୟାଁ ବାନିଜଗାଁ ୧୫୩ (ଆଂ) ଶାରଦ-୨ ୧.୩୮୩୭ ୦.୩୮୪୦
୭. ୨୨ ମାଘୁ ପଧାନ, ଅନାମ ପଧାନ, ଦର୍ଶନିଆ ପଧାନ ପି.ସୁକ୍ରା ପଧାନ ଜାଭୁୟାଁ ବାନିଜଗାଁ ୧୪୭ ଶାରଦ-୨ ୧.୦୩୭୮ ୧.୦୩୭୮
୮. ୨୨ ମାଘୁ ପଧାନ, ଅନାମ ପଧାନ, ଦର୍ଶନିଆ ପଧାନ ପି.ସୁକ୍ରା ପଧାନ ଜାଭୁୟାଁ ବାନିଜଗାଁ ୧୫୦ ଶାରଦ-୩ ୦.୨୯୬୫ ୦.୨୯୬୫
୯. ୨୨ ମାଘୁ ପଧାନ, ଅନାମ ପଧାନ, ଦର୍ଶନିଆ ପଧାନ ପି.ସୁକ୍ରା ପଧାନ ଜାଭୁୟାଁ ବାନିଜଗାଁ ୧୫୧ ଶାରଦ-୨ ୦.୧୯୭୭ ୦.୧୯୭୭
୧୦. ୨୨ ମାଘୁ ପଧାନ, ଅନାମ ପଧାନ, ଦର୍ଶନିଆ ପଧାନ ପି.ସୁକ୍ରା ପଧାନ ଜାଭୁୟାଁ ବାନିଜଗାଁ ୧୫୮ ବାଜେ ଫସଲ-୨ ୧.୧୧୧୯ ୧.୧୧୧୯
୧୧. ୨୨ ମାଘୁ ପଧାନ, ଅନାମ ପଧାନ, ଦର୍ଶନିଆ ପଧାନ ପି.ସୁକ୍ରା ପଧାନ ଜାଭୁୟାଁ ବାନିଜଗାଁ ୧୬୮ (ଆଂ) ତଇଳା ୨.୨୨୩୯ ୧.୧୧୪୦
ମୋଟ ୬.୬୦୦୦

[ No. 46034—LAC-KNJ-0008-2024-RDM]

ରାଜ୍ୟପାଳଙ୍କ ଆରଦର୍ାନୁସାରର

ଦିଗନ୍ତ ରାଉତରାୟ

ଅତିରିକ୍ତ ର୍ାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2082—173+0

Cite this issue. Odisha Gazette, Government of Odisha, 31 January 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-01-31.Extraordinary_296/. Archive identifier in.gazette.odisha_govpress.2025-01-31.Extraordinary_296.