Servants of Knowledge
Odisha Gazette · Government of Odisha

Odisha Gazette, No. 299, 31 January 2025

Published 31 January 2025

Department
Revenue & Disaster Management
Type
Extraordinary
Gazette no.
299
Notification no.
2953
Notification Date
28-01-2025
Identifier
in.gazette.odisha_govpress.2025-01-31.Extraordinary_299
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 299 CUTTACK, FRIDAY, JANUARY 31, 2025/MAGHA 11, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘ ାଷଣା

No. 2953--RDM-LAB-BOUDH-0004/2024-R&DM, Dated 28-01-2025

ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା- ଘେନ୍ତୁଳିପଦର , ଥାନା- ବୌଦ୍ଧ ନଂ-୭୩, ତହସିଲ- ବୌଦ୍ଧ, ଜିଲ୍ଲା- ବୌଦ୍ଧ ରେ ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଖୋଦ୍ର୍ଧା ରୋଡ୍ -ବଲାଙ୍ଗୀର ନୂତନ ଓସାରିଆ ରେଳପଥ ପ୍ରକଳ୍ପ ନିମନ୍ତେ ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଅଛି I

ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୨୭୬୨୩ ୋ. ୧୬.୦୮.୨୦୨୪ ରିଖରେ ପ୍ରକାଶିତ ହୋଇଅଛି ।

2

ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା- ଘେନ୍ତୁଳିପଦର, ଥାନା- ବୌଦ୍ଧ ନଂ-୭୩, ତହସିଲ- ବୌଦ୍ଧ, ଜିଲ୍ଲା- ବୌଦ୍ଧ ରେ କୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମର୍ମ ସଂଲଗ୍ନ କରାଯାଇନାହି ଁ I

େଫସିଲ- କ

(ପ୍ରସ୍ତାବିେ ଭୂ ମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା: ଘବୌଦ୍ଧ େହସିଲ: - ଘବୌଦ୍ଧ

ଜିଲ୍ଲା େହସିଲ ଗ୍ରାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାୋ ନଂ ପ୍ଲଟ ୍ ନଂ ପ୍ଲଟ ୍ ର ଘମାଟ ରକବା ଅଧିସୂଚୀ େ ଜମିର ରକବା ରୟେ ୍ ର ନାମ
ଘବୌଦ୍ଧ ଘବୌଦ୍ଧ ଘେନ୍ତୁଳିପଦର ଗ୍ରାମାଞ୍ଚଳ ଏଥି ସହିେ ସଂଲଗ୍ନ ଏଥି ସହିେ ସଂଲଗ୍ନ ଏ.୦.୪୫୦ ଏ. ୦.୪୫୦ ଏଥି ସହିେ ସଂଲଗ୍ନ

େଫସିଲ- ଖ

(ପୁନବ୍ାସ ନିମିତ୍ତ ଚିହ୍ନଟ ଭୂ ମି ଅନୁସୂଚୀ)

ଜିଲ୍ଲା:- ଘବୌଦ୍ଧ େହସିଲ: - ଘବୌଦ୍ଧ

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାୋ ନଂ ପ୍ଲଟ ୍ ନଂ କ ିସମ ପ୍ଲଟ ୍ ର ଘମାଟ ରକବା ପୁନବ୍ାସ ନିମିତ୍ତ ଚିହ୍ନଟ ଜମିର ରକବା ରୟେ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରର୍ଯୁଜୟ ନୁଘହ େଁ

ଅଧିସୂଚନାର ଘବୈଧ ୋରିଖ- ୧୦.୦୯.୨୦୨୪।

3
ଜମିର ୋଲିକା
ପ୍ରସ୍ତାବିେ ଘଖାଦ୍ଧ୍ା ଘରାଡ -ବଲାଙ୍ଗୀର ନୂେନ ଓସାରିଆ ଘରଳପଥ ପ୍ରକଳ୍ପ
ଗ୍ରାମ- ଘେନ୍ତୁଳିପଦର (ଅତିରିକ୍ତ), ଥାନା- ବୌଦ୍ଧ (ନଂ-୭୩), ତହସିଲ- ବୌଦ୍ଧ, ଜିଲ୍ଲା- ବୌଦ୍ଧ
ଏ. ବ୍ୟକ୍ତିଗତ ଜମି
କ୍ର ମି କ ନ ଂ ୧ ୨ ୩ ୪ ୫ ୬
ଖତିୟାନ ନଂ ପ୍ଲଟ୍ ନଂ ରକବା ଅଧ ିଗ୍ରହଣ ରକବା କିସମ ଅଭିଲିଖ ିତ ରୟତ ନାମ
୧ ୨୫/୪୧ ୧୬୦/୬୪୧ ୦.୪୫୦ ୦.୪୫୦ ଶାରଦ-୨ ସରୋଜ କୁମାର ପ୍ରଧାନ, ପି- ଦ ୁଃଖୀଶ୍ୟାମ ପ୍ରଧାନ
ଘମାଟ ଏକର ୦.୪୫୦ ୦.୪୫୦

ରାଜ୍ୟପାଳଙ୍କ ଆଦେଶକ୍ରମେ

ମଧୁସ୍ମିତା ସାହୁ

ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2085—173+25

Cite this issue. Odisha Gazette, Government of Odisha, 31 January 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-01-31.Extraordinary_299/. Archive identifier in.gazette.odisha_govpress.2025-01-31.Extraordinary_299.