Servants of Knowledge
Odisha Gazette · Government of Odisha

Odisha Gazette, No. 600, 11 March 2025

Published 11 March 2025

Department
Revenue & Disaster Management
Type
Extraordinary
Gazette no.
600
Notification no.
187
Notification Date
27-02-2025
Identifier
in.gazette.odisha_govpress.2025-03-11.Extraordinary_600
Languages
English, Odia
Published at
Original source ↗
1 The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 600 CUTTACK, TUESDAY, MARCH 11, 2025/FALGUNA 20, 1946

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅଧିସୂଚନା

ତା ୨୭-୦୨-୨୦୨୫ ରିଖ

ସଂଖ୍ୟା ୧୮୭--ଯେହେତୁ ଓଡିଶା ସରକାରଙ୍କୁ ପ୍ରତିତ ହେଉଅଛ ିକି, ଏକ ସର୍ବଜାନୀନ ଉଦ୍ଦେଶ୍ୟରେ ଅର୍ଥାତ୍, କୋରାପୁଟ – ସିଙ୍ଗାପୁରରୋଡ ଦୋହରୀକରଣ ରେଳପଥ ପ୍ରକଳ୍ପ ନିମନ୍ତେ ମୌଜା ତୁଳସୀଛପରା(ଅତିରିକ୍ତ), ଥାନାଟିକିରି ନଂ ୧୨୩ ତହସିଲ କାଶିପୁର, ଜିଲ୍ଲା ରାୟଗଡାରେ ନିମ୍ନ ତଫସିଲମତେ ପ୍ରାୟଏ. ୦.୩୮୫ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR&R Act, 2013)ର ୧୧ (୧) ଧାରାରେ ଭାରପ୍ରାପ୍ତ ହୋଇ ସରକାର (Appropriate Government) ଏତଦ୍ୱାରା ନିମ୍ନ ଅନୁସୂଚିତ ପ୍ରଦତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଇଛି ।

କାର୍ଯ୍ୟକାରୀ କରିବା । 2

୪. ଓଡିଶା ସରକାର ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ଘୋଷଣାନାମା ସଂଖ୍ୟା RDM-LAB-RGD- 0001-2024-4989 ତାରିଖ ୧୦.୦୨.୨୦୨୫ ପ୍ରକାରେ ଭୂମି ଅଧିଗ୍ରହଣ ନିମନ୍ତେ ୮ (୨) ଧାରାରେ ଅନୁମୋଦନ ହୋଇଅଛି ।

୫. ପୁର୍ନବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ ଜିଲ୍ଲାପାଳ, ରାୟଗଡା। ୬. ଜମିର ବିବରଣୀ

ବ୍ୟକ୍ତିଗତ ଜମି

କ ମ ୍ର କ ି ନଂ ୧ ୨ ୩ ୪ ୫ ୬ ୭ ୮
ଖତିୟାନ ନଂ ପ ଟ ୍ଲ ନଂ. ମୌଜା ଗ୍ରା.ପ. ରକବା ଅଧିଗ୍ରହଣ ରକବା କ ସମ ି ଅଭିଲିଖିତ ରୟତ ନାମ
୧ ୨୯୪ ତ ଳସୀଛପରା ୁ ନକଟିଗୁଡା ୦.୩୩୦ ୦.୦୮୦ ଆଟ କ ୁ ମ ୁ ଟ ି ଜାନି ପି-ତପୁଜାନି
୧୩ ୨୯୫ ତ ଳସୀଛପରା ୁ ନକଟିଗୁଡା ୦.୩୪୦ ୦.୦୮୦ ଆଟ ଧନପତି କନ୍ଧ ପି-ଲାଛିଆ କନ୍ଧ
୧୬ ୨୯୬ ତ ଳସୀଛପରା ୁ ନକଟିଗୁଡା ୦.୧୪୦ ୦.୦୩୫ ଆଟ ନ ୁ ନେଇମାଝି ପି-ଧବୁଲୁମାଝୀ
୪ ୧୭ ୨୯୯ ତ ଳସୀଛପରା ୁ ନକଟିଗୁଡା ୦.୧୫୦ ୦.୦୪୦ ଆଟ ପ ତାପ ମାଝି ପି-କନ୍ଧୁରିମାଝି ୍ର
୫ ୩୦ ୩୦୦ ତ ଳସୀଛପରା ୁ ନକଟିଗୁଡା ୦.୨୨୦ ୦.୦୬୦ ଆଟ ସଦନା ଜାମି ପି-ସପୁରୁ କନ୍ଧ
୬ ୩୪ ୨୯୭ ତ ଳସୀଛପରା ୁ ନକଟିଗୁଡା ୦.୨୦୦ ୦.୦୪୦ ଆଟ ସାହେବମାଝୀ ପିତା – ବାଲା କନ୍ଧ, ଦୁଲଭମାଝୀ ପିତା- ମସୁରୀ କନ୍ଧ
୭ ୩୫ ୨୯୮ ତ ଳସୀଛପରା ୁ ନକଟିଗୁଡା ୦.୨୦୦ ୦.୦୫୦ ଆଟ ସ ନାମାଝି, କଡିମାଝି, ୁ କସମାମାଝି ପି-ସୁଦୁରୁ କନ୍ଧ
ମୋଟ ଏ ୧.୫୮୦ ୦.୩୮୫

ରାଜ୍ୟପାଳଙ୍କ ଆଦେଶକ୍ରମେ

ପାରୁଲ ପୱାରୀ

ଜିଲ୍ଲାପାଳ, ରାୟଗଡାPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2386—173+9


  1. ର ୧୧ (୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରରମ୍ଭିକ ଅଧସୂଚନାଟି ଏଥି ସହିତ ସଂପୃକ୍ତ ସମସ୍ତଙ୍କପାଇଁ ପ୍ରଯୁଜ୍ୟ ଅଟେ । ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚିତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜନୀନ ଉଦ୍ଦେଶ୍ୟରେ ଔଚିତ୍ୟ ବିଷୟରେ କୌଣସି ଆପତି ଥାଏ, ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାଶ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR&R Act, ର ୧୫ ଧାରା ଅନୁଯାୟୀ ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ । ପ୍ରକଳ୍ପ ସମ୍ବନ୍ଧିୟ ବିବରଣୀ ୧. ଓର୍ବ ଉଦ୍ଦେଶ୍ୟର ସ୍ୱରୂପ କୋରାପୁଟ – ସିଙ୍ଗାପୁରରୋଡ ଦୋହରୀକରଣ ରେଳପଥ ପ୍ରକଳ୍ପ । ୨. ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ – ଉପମୁଖ୍ୟ ଯୀ (ନିର୍ମାଣ -II ) ପୂର୍ବତଟରେଳପଥ, ବିଶାଖାପାଟଣା /କୋରାପୁଟ । ୩. କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ତାପନ ଆବଶ୍ୟକତାର କାରଣ ସାର୍ବଜାନୀନ ଉଦ୍ଦେଶ୍ୟରେ ରେଳପଥ ପ୍ରକଳ୍ପ ↩
Cite this issue. Odisha Gazette, Government of Odisha, 11 March 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-03-11.Extraordinary_600/. Archive identifier in.gazette.odisha_govpress.2025-03-11.Extraordinary_600.