Servants of Knowledge
Odisha Gazette · Government of Odisha

Odisha Gazette, No. 667, 18 March 2025

Published 18 March 2025

Department
Revenue & Disaster Management
Type
Extraordinary
Gazette no.
667
Notification no.
3312
Notification Date
30-01-2025
Identifier
in.gazette.odisha_govpress.2025-03-18.Extraordinary_667
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 667 CUTTACK, TUESDAY, MARCH 18, 2025/FALGUNA 27, 1946

ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ବିଭାଗ

ସାମାଜିକ ପ୍ରଭାବ ନିର୍ଦ୍୍ାରଣ ନିମ େେଅଧିସୂଚନା

S.R.O. No. 170/2025 Dated 30-01-2025

ରାଜୟ ସରକାର ପ୍ରଭାବିତ ଗ୍ରାମ / ୱାଡଡ ସ୍ତରରେ ସମ୍ପୃକ୍ତ ଗ୍ରାମ-ପଞ୍ଚାୟତଙ୍କ ପରାମଶଡକ୍ରମେ ନିମ୍ନଲିଖିତ ଭୂ ମି ଅଧିଗ୍ରହଣ କରିବାକୁ ଚାହ ଁ

ୁଛନ୍ତି ଏବଂ ସେଥ ି ନିମନ୍ତେ ସବଡସାଧାରଣ ଉଶେେୟରେ ପ୍ରଭାବିତ ଅଞ୍ଚଳରେ ସାମାଜିକ ପ୍ରଭାବ ନିର୍ଦ୍ଡାରଣ ( Social Impact Assessment) ସବେଡକ୍ଷଣ କରିବାକୁ ଚାହ ଁ

ୁଛନ୍ତି। ଭୂ ମି ଅଜଡନ, ପୁନବଡାସ ଓ ଥଇଥାନରେ ଉଚିତ ମୂଲୟ ଏବଂ ସ୍ବଚ୍ଛତା ଅଧ ିକାର ଆଇନ – ୨୦୧୩ ର ଧାରା ୪ ଅନୁଯାୟୀ ଉକ୍ତ ସବେଡକ୍ଷଣ କରାଯିବ।

୧. ପ୍ରକଳ୍ପ ବିକାଶକାରୀଙ୍କ ର ନାମ:- Chief General Manager Land (IDCO), ଭୁ ବନେଶ୍ବର ।

୨. ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ର ଉଶେେୟ- ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ତହସିଲ ଅଧ ିନସ୍ଥ ମାଣ୍ଡିଆକୁଦର ଗ୍ରାମ ଠାରେ "expansion of existing Sponge Iron Plant (4x50 TPD) to 0.72 MTPA Capacity Integrated Steel Plant " ନିମନ୍ତେ ।

୩. SIA study କରୁ ଥ ିବା ଅନୁଷ୍ଠାନର ଯୋଗାଯୋଗ ସୂଚନା; M/s. Society for Training, Action, Research & Rehabilitation (STARR), Bhubaneswar.

୪. SIA ସବେଡକ୍ଷଣ ଅନୁଷ୍ଠାନ: Nabakrushna Choudhury Centre for Development Studies, Bhubaneswar, Phone No. 0674- 2300471/ 23010942

କ୍ରମିକ ନଂ ତହସିଲ ଗ୍ରାମ ପଞ୍ଚାୟତ ଗ୍ରାମ ବେସରକାରୀଜମି (ଏକରରେ) ମନ୍ତବୟ
୧ ରାଜଗାଙ୍ଗପୁର ଚୁ ଙ୍ଗି ମାଟି ମାଣ୍ଡିଆକୁଦର ୧୧.୪୯୦
ମୋଟ୍ - ୧୧.୪୯୦

ଭୁ ମି ଅନୁସୂଚିର ନକଲ ଏଥ ି ସହିତ ସଲଗ୍ନ କରା ଯାଇଛି।

୬. ପ୍ରସ୍ତାବିତ ପ୍ରକଲ୍ପ ର ସଂକ୍ଷିପ୍ତ ବିବରଣୀ:- ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ତହସିଲର ଉପରୋକ୍ତର ୦୧ ଟି ଗ୍ରାମରେ ଶିଳ୍ପ ଭିତ୍ତିଭୂ ମି ବିକାଶ ନିଗମ (IDCO), ଭୁ ବନେଶ୍ବର ଙ୍କ ଦ୍ଵାରା "expansion of existing Sponge Iron Plant (4x50 TPD) to 0.72 MTPA Capacity Integrated Steel Plant" ନିମନ୍ତେ ଘରୋଇ ଜମି ଅଧ ିଗ୍ରହଣ କରାଯିବ ।

୭. SIA ସବେଡକ୍ଷଣ ରେ ଅନ୍ତଭଡ

ୁ କ୍ତ ପ୍ରକଳ୍ପ ଅଞ୍ଚଳ ଏବଂ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ :-

ସୁନ୍ଦରଗଡ଼ ଜିଲ୍ଲାର ଉପରୋକ୍ତ ୦୧ ଟି ଗ୍ରାମର ୧୧.୪୯୦ ଏକର ଘରୋଇ ଜମି ଶିଳ୍ପ ଭିତ୍ତିଭୂ ମି ବିକାଶ ନିଗମ (IDCO), ଭୁ ବନେଶ୍ବରଙ୍କ ଦ୍ଵାରା "expansion of existing Sponge Iron Plant (4x50 TPD) to 0.72 MTPA Capacity Integrated Steel Plant" ନିମନ୍ତେ ଅନ୍ତଭଡ

ୁ କ୍ତ । ପ୍ରକଲ୍ପ ପ୍ରଭାବିତ ଜମିର ବିସ୍ତୃ ତ ତାଲିକା/ ତଫସିଲ SIA ସବେଡକ୍ଷଣ ଅନ୍ତେ ମିଳିପାରିବ।

୮. SIA ସବେଡକ୍ଷଣ ର ପ୍ରାଥମିକ ଉଶେେୟ ଏବଂ ମୁଖୟ କାଯଡୟାବଳୀ :-

ସବଡସାଧାରଣ ଉଶେେୟ ନିର୍ଦ୍ଡାରଣ

ପ୍ରଭାବିତ ଅଞ୍ଚଳରେ ଥ ିବା ସମସ୍ତ ଗ୍ରାମପଞ୍ଚାୟତ / ଗ୍ରାମ / ୱାଡଡର ପରାମଶଡକ୍ରମେ SIA ସବେଡକ୍ଷଣ କରାଯିବ । SIA ସବେଡକ୍ଷଣ କ୍ଷେତ୍ର ପରିଦଶଡନ, ପ୍ରଭାବିତ ବୟକ୍ତିଙ୍କ ସାମୂହିକ ଆଲୋଚନା ଏବଂ ପ୍ରଭାବିତ ବୟକ୍ତିଙ୍କ ମତାମତ ଚୁ ଡାନ୍ତ ରିପୋଟଡ ରେ ସ୍ଥାନିତ ହେବ।

ଭୂ ମି ଅଧ ିଗୃହିତ ପ୍ରତୟକ୍ଷ ଅଥବା ପରୋକ୍ଷ ଶତକଡା ୨୫ ଭାଗ ପ୍ରଭାବିତ ସମସ୍ତ ଗ୍ରାମ ସଭା ମାନଙ୍କ ରେ ଜନ ଶୁଣାଣି କରାଯିବ।

୯. ଗ୍ରାମସଭା / ଭୂ ମିମାଲିକଙ୍କ ସହମତି ଆବଶୟକ କି?

ହ ଁ ସହମତି ଆବଶୟକ।

3

୧୦. SIA ସବେଡକ୍ଷଣ ଆରମ୍ଭ ଏବଂ ସମାପନ ରିପୋଟଡ ପ୍ରଦାନ ଏବଂ ତାହାର ପ୍ରକାଶନ ସରକାରୀ ବିଜ୍ଞପ୍ତି ପ୍ରକାଶିତ ଦିବସ ଠାରୁ ୬ ମାସ ମଧ୍ୟରେ SIA ସବେଡକ୍ଷଣ ସମାପନ କରାଯିବ।

SIA ସବେଡକ୍ଷଣ ରିପୋଟଡ ସମ୍ପୃକ୍ତ ପ୍ରଭାବିତ ପଞ୍ଚାୟତ/ ଗ୍ରାମ/ ୱାଡଡ ସ୍ତରରେ ସ୍ଥାନୀୟ ଭାଷାରେ ପ୍ରକାଶନ କରାହେବ। ତତ୍ ସହିତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବ୍ଲକ ମହକୁମାରେ ପ୍ରକାଶନ କରାଯିବ ଏବଂ ସବଡସାଧାରଣଙ୍କ ଗୋଚରାଥେଡ ସରକାରଙ୍କ ୱେବସାଇଟରେ ସୂଚିତ ହେବ।

ସଂମ୍ପୃର୍ଣଡ ନ ଜମି ବିବରଣୀ
ମୌଜା-ମାଣ୍ଡିଆକୁଦର (୧ମ ଣେେୀ ମୌଜା), ତହସିଲ-ରାଜଗାଙ୍ଗପୁର ଜିଲ୍ଲା-ସୁନ୍ଦରଗଡ
କ୍ରମାଙ୍କ. ଖାତା ନମ୍ବର ପ୍ଲଟ ନମ୍ବର କ ିସମ ମୋଟ ରକବା(ଏକର) ଅଜିତ ରକବା(ଏକର) ପ୍ରଜାଙ୍କ ନାମ
୧ ୨୧ ୧୩୬୦ ଗୋଡା ଦ ୁଇ ୧.୪୮୬ ୦.୦୫୦ କେଶ ଓରାମ ପି:ରୁ ପୁଆ ଓରାମ, ଡିରା ଓରାମ ପି:ମାଧା ଓରାମ ଜା:ଓରାମ ବା:ନିଜଗ ଁା
୨ ୨୧ ୧୩୬୧ ଗୋଡା ଦ ୁଇ ୪.୨୩୫ ୪.୦୧୫
୩ ୨୧ ୧୩୬୪ ଗୋଡା ଦ ୁଇ ୧.୫୦୦ ୧.୫୦୦
୪ ୨୧ ୧୩୬୬ ଗୋଡା ଦ ୁଇ ୩.୪୦୦ ୧.୧୫୫
୫ ୨୧ ୧୩୬୮ ବେର୍ଣ୍ଡା ସାଧାରଣ ୦.୬୭୦ ୦.୬୭୦
୬ ୭୭ ୧୩୬୫ ଗୋଡା ଦ ୁଇ ୪.୧୦୦ ୪.୧୦୦ ବ ୍ଛୁଆ ଓରାମ , ଡିରା ଓରାମ, ରତନୁ ଓରାମ ପି:ମଙ୍ଗରା ଓରାମ, କମେଲ ଓରାମ,ଖିରିସ ଓରାମ, କେଲେ ଓରାମ ପି: ଝରା ଓରାମ ଜା:ଓରାମ ଖ୍ରୀଷ୍ଟି ୟାନ
ମୋଟ ୧୫.୩୯ ୧୧.୪୯

[No. 3312—RDM-LAC-SUN-0003/2024-RDM]

ରାଜୟପାଳଙ୍କ ଆଦେଶାନୁସାରେ

ଦିଗନ୍ତ ରାଉତରାୟ

ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2453—173+0

Cite this issue. Odisha Gazette, Government of Odisha, 18 March 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-03-18.Extraordinary_667/. Archive identifier in.gazette.odisha_govpress.2025-03-18.Extraordinary_667.