The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 669 CUTTACK, TUESDAY, MARCH 18, 2025/FALGUNA 27, 1946
REVENUE AND DISASTER MANAGEMENT DEPARTMENT
ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ନ୍ତ ାଷଣା
S.R.O. No. 172/2025 Dated 10-02-2025
ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ ୨୦୧୩ ର ଧାରା ୮ ଅଧ ିନିୟମ ୨ ଅନୁସାରେ ରାୟଗଡା ଜିଲ୍ଲାର ତୁ ଳସିଛପରା(ଅତିରିକ୍ତ) ଗ୍ରାମରେ ମୋଟ ୦.୩୮୫ ଏକର ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ ରାୟଗଡ଼ା ଜିଲ୍ଲାର "କୋରାପୁଟ-ସିଙ୍ଗପୁର ରୋଡ଼ ରେଳପଥ ଦୋହରିକରଣ ପ୍ରକଳ୍ପ" ନିର୍ମାଣ ନିମନ୍ତେ ଉପ-ମୁଖ୍ୟ ଯନ୍ତ୍ରୀ (ନିର୍ମାଣ-୨), ପୂର୍ବ ତଟ ରେଳପଥ, ରାୟଗଡାଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥ ିବାରୁ ନିମ୍ନ ସୂଚିତ "କ" ତଫସିଲ ଜମି ନିମନ୍ତେ, ରାୟଗଡା ଜିଲ୍ଲାପାଳଙ୍କ ପ୍ରଦତ୍ତ ରିପୋଟ୍ ର୍ ଏବଂ ବିଷେଶଜ୍ଞ ଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ସରକାରଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତି ନିଆଗଲା ।
୧. ସର୍ବସାଧାରଣ ଉଦ୍ଦେଶ୍ୟରେ ଚିହ୍ନିତ କରାଯାଇଥ ିବା ପ୍ରସ୍ତାବିତ ଆବଶ୍ୟକ ଜମି ଅଧ ିଗ୍ରହଣ ବିଧ ି ସଙ୍ଗତ ଏବଂ ଯଥାର୍ଥ ଅଟେ ।
୨ .ଏହି ପ୍ରକଳ୍ପ ପାଇ ଁ ଆକଳନ କରାଯାଇଥ ିବା ଖର୍ଚ୍ଚ ଠାରୁ ସମ୍ଭାବ୍ୟ ଉପକାର ଓ ସର୍ବସାଧାରଣ ହିତର ମୂଲ୍ୟ ଯଥେଷ୍ଟ ଅଧ ିକ ଅଟେ ।
୩ . ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥ ିବା ସର୍ବନିମ୍ନ ଜମି ଅଧ ିଗ୍ରହଣ ପାଇ ଁ ପ୍ରସ୍ତାବ ଦିଆ ଯାଇଅଛି ।
୪ .ପୂର୍ବରୁ ଅଧ ିଗ୍ରହଣ ହୋଇଥ ିବା ବଳକା ଜମି ଅବ୍ୟବହୃତ ହୋଇ ପଡି ରହିନାହି ଁ ।
୫ .ଉକ୍ତ ପ୍ରକଳ୍ପ ରେ କୌଣସି ଲୋକ ବିସ୍ଥାପିତ ହେଉନାହାନ୍ତି , ପ୍ରପୀଡିତ ବ୍ୟକ୍ତି ବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂ ମି ର ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଅଛି ।
2(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା – ରାୟଗଡା
| କ୍ର. ନଂ | ଗ୍ରାମର ନାମ | ଗ୍ରାମ ପଞ୍ଚାୟତର ନାମ | ତହସିଲ | ଗ୍ରାମାଞ୍ଚଳ/ସହରାଞ୍ଚଳ | ଖ୍ାତା ନଂ | ପ୍ଲଟ ନଂ | କିସମ | ପ୍ଲଟର ନ୍ତମାଟ ରକବା | ଅଧିଗ୍ରହଣ ନ୍ତହବାକୁ ଥିବା ଜମିର ନ୍ତମାଟ ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ | ୯ | ୧୦ | ୧୧ |
| ୧ | ତ ୁ ଳସିଛପରା (ଅତିରିକ୍ତ) | ନାକଟିଗୁଡା | କାଶୀପୁର ଗ୍ରାମାଞ୍ଚଳ | ଏଥ ି ସହ ସଂଲଗ୍ନ ଅଛି | ଏଥ ି ସହ ସଂଲଗ୍ନ ଅଛି | ଏଥ ି ସହ ସଂଲଗ୍ନ ଅଛି | ଏ ୧.୫୮୦ | ଏ ୦.୩୮୫ | ଏଥ ି ସହ ସଂଲଗ୍ନ ଅଛି |
ଏଥି ସହିତ ଭୂ ମି ଅନୁସୂଚୀ ସଂଲଗ୍ନ କରାଯାଇଛି ।
3ଭୂ ମି ଅଧିଗ୍ରହଣ ଅନୁସୂଚୀ
ପ୍ରସ୍ତାବିତ ନ୍ତକାରାପୁଟ – ସିଙ୍ଗପୁର ନ୍ତରାଡ଼ ନ୍ତରଳପଥ ନ୍ତ ାହରିକରଣ ପ୍ରକଳ୍ପ
ଗ୍ରାମ- ତୁ ଳସିଛପରା (ଅତିରିକ୍ତ), ତହସିଲ- କାଶୀପୁର, ଥାନା- ଟିକିରି, ଥାନା ନଂ.୧୨୩,
ଜିଲ୍ଲା- ରାୟଗଡ଼
| ଏ .ବୟକ୍ତି ଗତ ଜମି | ||||||
| କ୍ରମିକ ନଂ | ୧ | ୨ | ୩ | ୪ | ୫ | ୬ |
| ଖ୍ତିୟାନ ନଂ | ପ୍ଲଟ ନଂ | ରକବା | ଅଧିଗ୍ରହଣ ରକବା | କିସମ | ଅଭିଲିଖ୍ିତ ରୟତ ନାମ | |
| ୧ | ୧ | ୨୯୪ | ଏ ୦.୩୩୦ | ଏ ୦.୦୮୦ | ଆଟ କୁମୁଟି ଜାନି ,ପି - ତପୁ ଜାନି | |
| ୨ | ୧୩ | ୨୯୫ | ଏ ୦.୩୪୦ | ଏ ୦.୦୮୦ | ଆଟ | ଧନପତି କନ୍ଧ ,ପି - ଲାଛିଆ କନ୍ଧ |
| ୩ | ୧୬ | ୨୯୬ | ଏ ୦.୧୪୦ | ଏ ୦.୦୩୫ | ଆଟ | ନ ୁନେଇ ମାଝି ,ପି - ଧବୁଲୁ ମାଝି |
| ୪ | ୧୭ | ୨୯୯ | ଏ ୦.୧୫୦ | ଏ ୦.୦୪୦ | ଆଟ | ପ୍ରତାପ ମାଝି ,ପି - କନ୍ଧୁରି ମାଝି |
| ୫ | ୩୦ | ୩୦୦ | ଏ ୦.୨୨୦ | ଏ ୦.୦୬୦ | ଆଟ | ସଦନା ଜାମି ,ପି - ସପୁରୁ କନ୍ଧ |
| ୬ | ୩୪ | ୨୯୭ | ଏ ୦.୨୦୦ | ଏ ୦.୦୪୦ | ଆଟ | ସାହେବ ମାଝୀ ,ପି - ବାଲା କନ୍ଧ , ଦୁଲଭ ମାଝୀ ,ପି - ମସୁରୀ କନ୍ଧ |
| ୭ | ୩୫ | ୨୯୮ | ଏ ୦.୨୦୦ | ଏ ୦.୦୫୦ | ଆଟ | ସୁନା ମାଝି ,କଡି ମାଝି ,କସମା ମାଝି ପି - ସୁଦୁରୁ କନ୍ଧ |
| ନ୍ତମାଟ ) ଏ( . | ୧.୫୮୦ | ୦.୩୮୫ |
[No. 4989—RDM-LAB-RGD-0001/2024-R&DM]
ରାଜ୍ୟପାଳଙ୍କ ଆଦେଶାନୁସାରେ
ମଧୁସ୍ମିତା ସାହୁ
ଅତିରିକ୍ତ ଶାସନ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2455—173+30