Servants of Knowledge
Odisha Gazette · Government of Odisha

Odisha Gazette, No. 670, 18 March 2025

Published 18 March 2025

Department
Revenue & Disaster Management
Type
Extraordinary
Gazette no.
670
Notification no.
7450
Notification Date
24-02-2025
Identifier
in.gazette.odisha_govpress.2025-03-18.Extraordinary_670
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 670 CUTTACK, TUESDAY, MARCH 18, 2025/FALGUNA 27, 1946

REVENUE AND DISASTER MANAGEMENT DEPARTMENT

ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ନ୍ତ ାଷଣା

S.R.O. No. 173/2025 Dated 24-02-2025

ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ ୨୦୧୩ ର ଧାରା ୮ ଅଧ ିନିୟମ ୨ ଅନୁସାରେ କୋରାପୁଟ ଜିଲ୍ଲାର କୁପିଆ ଗ୍ରାମରେ ମୋଟ ୧୭.୦୭୮ ଏକର ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ ଜୟପୁର-ନବରଙ୍ଗପୁର ନୂତନ ଓସାରିଆ ରେଳପଥ ନିର୍ମାଣ ନିମନ୍ତେ ପୂର୍ବ ତଟ ରେଳପଥ, ଜଗଦଲପୁର ଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥିବାରୁ ନିମ୍ନ ସୂଚିତ "କ" ତଫସିଲ ଜମି ନିମନ୍ତେ, କୋରାପୁଟ ଜିଲ୍ଲାପାଳଙ୍କ ପ୍ରଦତ୍ତ ରିପୋଟ୍ ର୍ ଏବଂ ବିଷେଶଜ୍ଞ ଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ସରକାରଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତି ନିଆଗଲା ।

୧. ସର୍ବସାଧାରଣ ଉଦ୍ଦେଶ୍ୟରେ ଚିହ୍ନିତ କରାଯାଇଥିବା ପ୍ରସ୍ତାବିତ ଆବଶ୍ୟକ ଜମି ଅଧ ିଗ୍ରହଣ ବିଧ ି ସଙ୍ଗତ ଏବଂ ଯଥାର୍ଥ ଅଟେ ।

୨ .ଏହି ପ୍ରକଳ୍ପ ପାଇ ଁ ଆକଳନ କରାଯାଇଥିବା ଖର୍ଚ୍ଚ ଠାରୁ ସମ୍ଭାବ୍ୟ ଉପକାର ଓ ସର୍ବସାଧାରଣ ହିତର ମୂଲ୍ୟ ଯଥେଷ୍ଟ ଅଧ ିକ ଅଟେ ।

୩. ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ଜମି ଅଧ ିଗ୍ରହଣ ପାଇ ଁ ପ୍ରସ୍ତାବ ଦିଆ ଯାଇଅଛି ।

୪ .ପୂର୍ବରୁ ଅଧ ିଗ୍ରହଣ ହୋଇଥିବା ବଳକା ଜମି ଅବ୍ୟବହୃତ ହୋଇ ପଡି ରହିନାହି ଁ ।

୫ .ଉକ୍ତ ପ୍ରକଳ୍ପ ରେ କୌଣସି ଲୋକ ବିସ୍ଥାପିତ ହେଉନାହାନ୍ତି , ପ୍ରପୀଡିତ ବ୍ୟକ୍ତି ବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂ ମି ର ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା – ନ୍ତକାରାପୁଟ

କ୍ର. ନଂ ଗ୍ରାମ ର ନାମ ତହସିଲ ଗ୍ରାମାଞ୍ଚଳ/ସହରାଞ୍ଚଳ ଖ୍ାତା ନଂ ପ୍ଲଟ ନଂ କିସମ ଅଧିଗ୍ରହଣ ନ୍ତହବାକୁ ଥିବା ନ୍ତବସରକା ରୀ ଜମିର ନ୍ତମାଟ ରକବା ରୟତ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮ ୯
୧ କ ୁପିଆ ବୋରିଗୁମ୍ମା ଗ୍ରାମାଞ୍ଚଳ ଏଥି ସହ ସଂଲ ଗ୍ନ ଅଛି ଏଥି ସହ ସଂଲ ଗ୍ନ ଅଛି ଏଥି ସହ ସଂଲ ଗ୍ନ ଅଛି ଏ. ୧୭.୦୭୮ ଏଥି ସହ ସଂଲଗ୍ନ ଅଛି

ଏଥି ସହିତ ଭୂ ମି ଅନୁସୂଚୀ ସଂଲଗ୍ନ କରାଯାଇଛି ।

ଭୁମି ଅନୁସୁଚୀ
ମୌଜାକୁପିଆ, ଥାନା-ବୋରିଗୁମ୍ମା, ନଂ-୪୦, ତହସିଲ-ବୋରିଗୁମ୍ମା, ଜିଲ୍ଲା-କୋରାପୁଟ
ଜୟପୁର-ନବରଙ୍ଗପୁର ନୂତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ
ଖାତା ନଂ ପଟ ନଂ ମୋଟ ରକବା (ଏକର) .ଅଧିଗ୍ରହଣ ରକବା (ଏକର) କିସମ ରୟତଙ୍କ ନାମ
୨/କ ୪୮୩/୧ ୧.୧୦୦୦ ୦.୩୧୦୦ ଧାନ-୨ ହରି ଗାଦବା, ନରେନ୍ଦ୍ର ଗାଦବା ପି-ସମ୍ବାରୁ ଗାଦବା ଜା-ଗାଦବା ବା- ନିଜଗାଁ
୨/ଖ ୪୮୩/୩ ୧.୩୦୦୦ ୦.୩୯୨୦ ଧାନ-୨ ମଙ୍ଗଳା ଡମ୍ବ ପି-ଚେନାଡି ଡମ୍ବ ଜା-ଡମ୍ବ ବା-ନିଜଗଁା
୧୯/୧ ୪୬୭/୨ ୧.୧୦୦୦ ୦.୧୯୮୦ ଧାନ-୩ ଘାଷି ନାୟକ ପି-ମାଧବ ନାୟକ ଜା-ଗାଦବା ବା-ମୁଣ୍ଡିଗୁଡା
୨୨ ୪୭୭ ୦.୮୦୦୦ ୦.୪୯୭୦ ଧାନ-୩ ଟିଲୁ ଗାଦବା ପି-ବୁଡୁ ଗାଦବା ଜା-ଗାଦବା ବା-ନିଜଗାଁ ଗୁଡା ଖିଲଗୁଡା
୧୫୨/୧୫୭ ୪୭୭/୭୭୩ ୧.୧୫୦୦ ୦.୦୧୦୦ ଧାନ-୩ ଦୁର୍ୟଧନ ଗାଦବା ପି-ନରେନ୍ଦ୍ର ଗାଦବା ଜା-ଗାଦବା ବା-କାଳିଆଗୁଡା କୁପିଆ
୩୬ ୫୦୭ ୧.୪୯୦୦ ୦.୨୭୬୦ ଧାନ-୨ ବୁଟୁକି ଡମୁଣି ସ୍ୱା-ଫଗଣୁଡମ ଜା-ଡମ ବା-ନିଜଗାଁ
୩୬ ୫୦୮ ୦.୫୧୦୦ ୦.୪୧୩୦ ଧାନ-୩ ବୁଟୁକି ଡମୁଣି ସ୍ୱା-ଫଗଣୁଡମ ଜା-ଡମ ବା-ନିଜଗାଁ
୩୬ ୪୮୧ ୧.୫୬୦୦ ୦.୧୯୮୦ ଧାନ-୨ ବୁଟୁକି ଡମୁଣି ସ୍ୱା-ଫଗଣୁଡମ ଜା-ଡମ ବା-ନିଜଗାଁ
୩୬ ୪୮୨ ୦.୫୩୦୦ ୦.୪୪୮୦ ଧାନ-୩ ବୁଟୁକି ଡମୁଣି ସ୍ୱା-ଫଗଣୁଡମ ଜା-ଡମ ବା-ନିଜଗାଁ
୪୪ ୪୯୦ ୦.୪୭୦୦ ୦.୧୬୮୦ ଧାନ-୨ ମଙ୍ଗଳା ଡମ୍ବ ପି-ଚେନାଡି ଡମ୍ବ ଜା-ଡମ୍ବ ବା-ନିଜଗଁା
୪୪ ୪୯୧ ୦.୦୮୦୦ ୦.୦୪୪୦ ଧାନ-୩ ମଙ୍ଗଳା ଡମ୍ବ ପି-ଚେନାଡି ଡମ୍ବ ଜା-ଡମ୍ବ ବା-ନିଜଗଁା
୪୬/୧ ୪୫୮ ୦.୬୨୦୦ ୦.୪୦୦୦ ଧାନ-୩ ରାମଚନ୍ଦ୍ର ଗାଦବା ପି-କମଳୁ ଗାଦବା ଜା-ଗାଦବା ବା-ନିଜଗାଁ
୫୯ ୪୭୦ ୦.୭୩୦୦ ୦.୧୯୨୦ ଧାନ-୨ ରଘୁନାଥ ଗାଦବା ପି-ବୁଡୁ ଗାଦବା ଜା-ଗାଦବା ବା-ନିଜଗାଁ କାଳିଆଗୁଡା
୯୬ ୪୬୬ ୨.୦୧୦୦ ୦.୪୧୫୦ ଧାନ-୩ ଘାଷି ନାୟକ ପି-ମାଧବ ଗାଦବା ଜା-ଗାଦବା ବା-ନିଜଗାଁ ଗୁଡା ମୁଣ୍ଡିଗୁଡା
୧୫୨/୧୪୮ ୪୬୬/୭୬୮ ୦.୭୦ ଧାନ-୩ ରନିା ହାଲବାଣି ସ୍ୱା-ଟଙ୍କଧର ହାଲବା ଜା-ହାଲବା ବା- ଅଁଚଳା
୧୦୧ ୪୭୮ ୨.୨୫୦୦ ୦.୨୫୬୦ ଧାନ-୨ ଟିଲୁ ଗାଦବା ପି-ବୁଦୁ ଗାଦବା ଜା-ଗାଦବା ବା-ନିଜଗାଁ
୧୦୧ ୪୬୫ ୦.୫୫୦୦ ୦.୦୭୯୦ ଧାନ-୩ ଟିଲୁ ଗାଦବା ପି-ବୁଦୁ ଗାଦବା ଜା-ଗାଦବା ବା-ନିଜଗାଁ
୧୦୩ ୪୮୬ ୦.୧୬୦୦ ୦.୦୭୯୦ ଧାନ-୨ ଦୁଲଭ ଗାଦବା ପି-ମନଧର ଗାଦବା ଜା-ଗାଦବା ବା-ନିଜଗାଁ
୧୧୬ ୪୯୯ ୧.୨୯୦୦ ୦.୧୮୭୦ ଧାନ-୨ ବୁଦୁରା ଗାଦବା ପି-ମୁକୁନ୍ଦ ଗାଦବା ଜା-ଗାଦବା ବା-ନିଜଗାଁ ଗୁଡା ବନ୍ଧୁଗୁଡା
୧୧୬ ୪୯୮ ୦.୩୮୦୦ ୦.୩୨୧୦ ଧାନ-୩ ବୁଦୁରା ଗାଦବା ପି-ମୁକୁନ୍ଦ ଗାଦବା ଜା-ଗାଦବା ବା-ନିଜଗାଁ ଗୁଡା ବନ୍ଧୁଗୁଡା
୧୨୦ ୪୯୩ ୦.୯୨୦୦ ୦.୧୪୫୦ ଧାନ-୨ ମଙ୍ଗଡୁ ଡମ ପି-ଅନକା ମହୁରିଆ ଜା-ଡମ୍ବ ବା-ନିଜଗଁା
୧୨୦ ୪୯୨ ୦.୩୧୦୦ ୦.୨୦୭୦ ଧାନ-୩ ମଙ୍ଗଡୁ ଡମ ପି-ଅନକା ମହୁରିଆ ଜା-ଡମ୍ବ ବା-ନିଜଗଁା
୧୫୨/୧୦୩ ୫୧୦ ୩.୦୪ ୨.୨୯୭ ଧାନ-୨ ବଳରାମ ଗାଦବା ପି-ଚୈତନ ଗାଦବା ଜା-ଗାଦବା ବା-ବନ୍ଧଗୁଡା
୧୨୫ ୪୯୬ ୦.୯୯୦୦ ୦.୧୭୫୦ ଧାନ-୨ ମୁଦୀ ଗାଦବା ପି-ଅର୍ଜୁନ ଗାଦବା ବା-ନିଜଗାଁ ବନ୍ଧୁଗୁଡା
୧୨୫ ୪୯୭ ୦.୨୧୦୦ ୦.୧୩୬୦ ଧାନ-୩ ମୁଦୀ ଗାଦବା ପି-ଅର୍ଜୁନ ଗାଦବା ବା-ନିଜଗାଁ ବନ୍ଧୁଗୁଡା
୧୪୨ ୪୭୫ ୩.୪୮୦୦ ୦.୦୧୭୦ ଧାନ-୨ ଶୁକୃ ଗାଦବା ପି-ମଧୁ ଗାଦବା ଜା-ଗାଦବା ବା-ନିଜଗାଁ ମୁଣ୍ଡିଗୁଡା
୧୪୨ ୪୭୬ ୦.୧୦୦୦ ୦.୧୦୦୦ ଧାନ-୩ ଶୁକୃ ଗାଦବା ପି-ମଧୁ ଗାଦବା ଜା-ଗାଦବା ବା-ନିଜଗାଁ ମୁଣ୍ଡିଗୁଡା
୧୪୩ ୪୬୮ ୧.୨୮୦୦ ୦.୨୩୪୦ ଧାନ-୨ ଶୁକୃ ଗାଦବା ପି-ମଧୁ ଗାଦବା ଜା-ଗାଦବା ବା-ନିଜଗାଁ ମୁଣ୍ଡିଗୁଡା
୧୪୬ ୪୫୯ ୪.୮୦୦୦ ୧.୭୫୫୦ ଧାନ-୩ ବଂଶିୟା ହରି ଗଉଡ ପି- ପତି ଚଲାଣ ଜା-ଗାଦବା ବା-ନିଜଗାଁ
୧୪୯ ୫୦୯ ୫.୫୮୦୦ ୨.୨୯୦୦ ଧାନ-୨ ହରି ଗାଦବା ପି-ଗୁରୁ ନାୟକ ଜା-ଗାଦବା ବା-ନିଜଗାଁ
୧୫୨/୧୪୭ ୪୮୩/୨ ୦.୪୩୦୦ ୦.୨୨୫୦ ଧାନ-୨ ମୀନ କେତନ ଗାଦବା ପି-ଗୋପିନାଥ ଗାଦବା ଜା-ଗାଦବା ବା- କୁପିଆ ତରଫା କାଳିଆ ଗୁଡା
୧୫୨/୨୦୨ ୪୬୭/୧ ୧.୩୭୦୦ ୦.୨୧୮୦ ଧାନ-୩ ଲକ୍ଷ୍ମୀ ନାୟକ ପି-ଗଣପତି ନାୟକ ଜା-ଗାଦବା ବା-ମୁଣ୍ଡିଗୁଡା
୧୫୨/୨୦୫ ୪୬୯ ୧.୬୧୦୦ ୦.୩୦୩୦ ଧାନ-୨ ଧନୁର୍ଯୟ ହରିଜନ ପି-ଘାସି ହରିଜନ ଜା-ଡମ୍ବ ବା-ପର୍ଲି
୧୫୨/୩୮୬ ୫୧୬ ୧.୨୪୦୦ ୦.୫୮୩୦ ଧାନ-୩ ସୁକଳ ଦେଇ ହରିଜନ ପି-ଭଗବାନ ହରିଜନ ଜା-ଡମ୍ବ ବା-ଅଁଚଳା
୧୫୨/୩୮୫ ୫୧୬/୯୮୬ ୧.୨୪୦ ଧାନ-୩ ଭାଗିରଥି ହରିଜନ ପି-ତ୍ରିଲୋଚନ ହରିଜନ ଜା-ଡମ୍ବ ବା-ଅଁଚଳା
୧୫୨/୩୮୯ ୪୭୬/୭୬୩/୯୮୭ ୦.୫୦୦୦ ୦.୫୦୦୦ ଧାନ-୩ ର୍ପୁ ହରିଜନ ପି-ଜଗନ୍ନାଥ ହରିଜନ ଜା-ଡମ୍ବ ବା-ଅଁଚଳା
୧୫୨/୩୯୦ ୪୭୬/୭୬୩ ୦.୫୦୦୦ ୦.୫୦୦୦ ଧାନ-୩ କୁମାରି ଚଁଚଳା ହରିଜନ ପି-ବଳି ହରିଜନ ଜା-ଡମ୍ବ ବା-ଅଁଚଳା
୧୫୨/୩୯୪ ୪୫୭/୯୯୨ ୧.୩୩୧୭ ୦.୭୨୪୦ ଘରବାରି ଏସ୍ ଗୁପ୍ତେଶ୍ୱର ରାଓ ପି-ଏସ୍ ଲୋକନାଥ ସରାଫ୍ ଜା-ବିଶ୍ୱ ବ୍ରାହ୍ମଣ ବା-ଜୟପୁର
୧୫୨/୩୯୪ ୪୫୭/୭୩୯/୯୮୯ ୦.୪୬୨୦ ୦.୧୭୯୦ ଘରବାରି ଏସ୍ ଗୁପ୍ତେଶ୍ୱର ରାଓ ପି-ଏସ୍ ଲୋକନାଥ ସରାଫ୍ ଜା-ବିଶ୍ୱ ବ୍ରାହ୍ମଣ ବା-ଜୟପୁର
୧୫୨/୩୯୫ ୪୫୭/୯୯୨/୯୯୩ ୦.୦୨୦୦ ୦.୦୧୫୦ ଘରବାରି ନିରନ ସିଂ ପି-ମୀନ କେତନ ସିଂ ଜା- କ୍ଷତ୍ରିୟ ବା-ଡାବୁଗୁଡା
୧୫୨/୪୦୨ ୪୫୭/୯୯୨/୯୯୮ ୦.୧୦୦୦ ୦.୦୧୮୦ ଘରବାରି ଦୀପକ ଦାସ ପି-ପ୍ରସନ୍ନ କୁମାର ଦାସ ଜା-ବ୍ରାହ୍ମଣ ବା-ଗଣ୍ଡମୁଣ୍ଡା ଖଣ୍ଡଗିରି
୧୫୨/୪୦୩ ୪୫୭/୯୯୨/୯୯୯ ୦.୦୨୦୦ ୦.୦୧୩୦ ଘରବାରି ଗୋବିନ୍ଦମ୍ ରାମଲେଲା ପି-ଜି. ବିବାବୁ ଜା-ଶାତାନି ବୈଷ୍ଣବ ବା- ଆଦିତ୍ୟ ହିଟାଲ ହାଇଦ୍ରାବାଦ
୧୫୨/୪୦୫ ୪୫୭/୯୯୨/୧୦୦୧ ୦.୦୪୦୦ ୦.୦୪୦୦ ଘରବାରି ସମିଷ୍ଟା ରଥ ସ୍ୱା-ଶ୍ରୀକାନ୍ତ କୁମାର ପଣ୍ଡା ଜା-ବ୍ରାହ୍ମଣ ବା-ଡଙ୍ଗରଭେଜା
୧୫୨/୪୦୬ ୪୫୭/୬୮୧/୯୮୪ ୧.୯୦୦୦ ୧.୩୧୩୦ ଡଙ୍ଗର-୨ ଏସ୍ ଗୁପ୍ତେଶ୍ୱର ରାଓ ପି-ଏସ୍ ଲୋକନାଥ ସରାଫ୍ ଜା-ବିଶ୍ୱ ବ୍ରାହ୍ମଣ ବା-ଜୟପୁର
୧୫୨/୪୧୧ ୪୫୭/୯୯୨/୯୮୯ ୦.୦୪୦୦ ୦.୦୨୪୦ ଘରବାରି ନିହାରକାନ୍ତ ପନାୟକ ପି-ପଦ୍ମଚରଣ ପନାୟକ ଜା-କରଣ ବା- ବୋରିଗୁମ୍ମା
୧୫୨/୪୧୩ ୪୫୭/୬୮୧/୯୯୧/୧୦୦୩ ୦.୦୩୫୦ ୦.୦୩୫୦ ଘରବାରି ଶାରଦା ପଣ୍ଡା, ରାଧାକୃଷ୍ଣ ପଣ୍ଡା ଜା-ବ୍ରାହ୍ମଣ ବା-ପାଇକ ସାହି ଜୟନଗର
୧୫୨/୪୧୩ ୪୫୭/୯୯୨/୧୦୦୪ ୦.୦୦୫୦ ୦.୦୦୫୦ ଘରବାରି ଶାରଦା ପଣ୍ଡା, ରାଧାକୃଷ୍ଣ ପଣ୍ଡା ଜା-ବ୍ରାହ୍ମଣ ବା-ପାଇକ ସାହି ଜୟନଗର
୧୫୨/୪୧୬ ୪୫୭/୯୯୨/୧୦୦୭ ୦.୦୪୦୦ ୦.୦୪୦୦ ଘରବାରି ସୁଲତା ସାହୁ ସ୍ୱା-ମୋହନ ସାହୁ ଜା-ରଙ୍ଗୁଣି ବା-ପର୍ଲି
୧୫୨/୪୧୮ ୪୫୭/୯୯୨/୧୦୦୯ ୦.୦୪୧୩ ୦.୦୩୫୦ ଘରବାରି ଏ. ମନୋଜ କୁମାର,ଏ.ଚନ୍ଦନ କୁମାର ପି-ଏ. ମାଧବ ରାଓ ଜା- ତେଲେଙ୍ଗା ବା-ନବରଙ୍ଗପୁର
୧୫୨/୪୧୯ ୪୫୭/୯୯୨/୧୦୧୦ ୦.୦୫୨୦ ୦.୦୫୧୦ ଘରବାରି ସନ୍ତୋଷ କୁମାର ସାହୁ ପି-ସଚିଦାନନ୍ଦ ସାହୁ ଜା-ବ୍ରାହ୍ମଣ ବା-ଜୟପୁର
୧୫୨/୪୨୦ ୪୫୭/୭୩୯/୯୮୯/୧୦୧୧ ୦.୦୧୮୦ ୦.୦୧୮୦ ଘରବାରି କେ. ସୁଜାତା ସ୍ୱା-କେ. ଶ୍ରୀନିବାସ ଜା-ତେଲେଙ୍ଗା ବା-ବଡମାଳ ବଲାଙ୍ଗୀର
ମୋଟ ୧୭.୦୭୮୦
3 4 5

[No. 7450—RDM-LAB-KPT-0011/2023-R&DM]

ରାର୍ୟପାଳଙ୍କ ଆନ୍ତ ଶ୍ାନୁସାନ୍ତର

ମଧୁସ୍ମିତା ସାହୁ

ଅତିରିକ୍ତ ଶ୍ାସନ ସଚିର୍

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2456—173+30

Cite this issue. Odisha Gazette, Government of Odisha, 18 March 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-03-18.Extraordinary_670/. Archive identifier in.gazette.odisha_govpress.2025-03-18.Extraordinary_670.