The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 725 CUTTACK, TUESDAY, MARCH 25, 2025/CHAITRA 4, 1947
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଯାଜପୁର
ଘୋଷଣା
The 25th February 2025
File No. 24(cid:582)COL/JAJ/XII/1/22/LA(Rly)(cid:582)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱ(cid:338)ତା ଆଇନ, ୨୦୧୩ (RFCTLAR & R Act, ୨୦୧୩) ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ପ୍ରଦ(cid:359) ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨
(୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା (cid:258)(cid:285) (cid:268)(cid:285)(cid:272)(cid:283) (cid:3)(cid:262)(cid:282)(cid:265)(cid:282)- (cid:278)(cid:285)(cid:246)(cid:283)(cid:387)(cid:282) (cid:265)(cid:232)(cid:16)(cid:308)(cid:306) , ତହସିଲ (cid:278)(cid:285)(cid:246)(cid:283)(cid:387)(cid:282) ଜିଲ୍ଲା ଯାଜପୁରରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଯାଜପୁର (cid:258)(cid:285) (cid:268)(cid:285)(cid:272)(cid:283)(cid:3)(cid:288)(cid:424)(cid:278)(cid:476) ଠାରୁ (cid:256)(cid:282)(cid:256)(cid:282) (cid:424)(cid:283)(cid:273)(cid:3)(cid:270)(cid:380)(cid:288)(cid:272) (cid:288)(cid:272)(cid:274)(cid:3)(cid:278)(cid:232)(cid:288)(cid:271)(cid:282)(cid:248)(cid:284)(cid:3)(cid:246)(cid:272)(cid:260)(cid:3)(cid:516)(cid:246)(cid:413)(cid:3)(cid:265)(cid:283)(cid:270)(cid:445)(cid:282)(cid:260) ନିମନ୍ତେ ଭୂମି (cid:234)(cid:253)(cid:445)(cid:265) ଆବଶ୍ୟକ ହେଉଅଛି ।
ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱ(cid:338)ତା ଆଇନ, ୨୦୧୩ (RFCTLAR & R Act, ୨୦୧୩) ର ୧୧ (୧) ଅନୁଯାୟୀ ବିପ୍ତି ସଂଖ୍ୟା. (cid:301)(cid:301)(cid:3)(cid:308) /ତା. (cid:301)(cid:308)(cid:17)(cid:301)(cid:300)(cid:17)(cid:302)(cid:300)(cid:302)(cid:303) ରିଖରେ ପ୍ରକାଶିତ ହୋଇଅଛି ।
ପୁନ, ଏହା ଘୋଷଣା କରାଯାଉଅଛି ଯେ ମୌଜା (cid:258)(cid:285) (cid:268)(cid:285)(cid:272)(cid:283) (cid:3)(cid:262)(cid:282)(cid:265)(cid:282)- (cid:278)(cid:285)(cid:246)(cid:283)(cid:387)(cid:282) (cid:265)(cid:232)(cid:16)(cid:308)(cid:306) , ତହସିଲ (cid:278)(cid:285)(cid:246)(cid:283)(cid:387)(cid:282) ଜିଲ୍ଲା ଯାଜପୁରରେ ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମି(cid:1756)(cid:1786)(cid:1756) କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଏହା (cid:288)(cid:249)(cid:282)(cid:277)(cid:260)(cid:282) ମଧ୍ୟ ଜିଲ୍ଲା ଓ୍ୱେବସାଇଟ https:/jajpur.odisha.gov.in/ ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.odisha.gov.in/revenue ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଛି ।
2ତଫସିଲ-କ
(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)
| ଗ୍ରାମର ନାମ | ଗ୍ରାମାଳ/ ସହରାଳ | ଖାତା ନଂ | ପ ୍ଲ ଟ ନଂ | କିସମ | ପ ଟର ମୋଟ ୍ଲ ରକବା | ଅଧିଗ୍ରହଣ ହେବାକୁ ଥ ି ବା ଜମିର ରକବା | ରୟତର ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| . ܋܈܂܂܂ . | . ܆܂܅܂ . |
ତଫସିଲ-ଖ
(ପୁନର୍ବାସ ନିମି(cid:1756)(cid:1786)(cid:1756) ଚିହ୍ନଟ ଭୂମି ଅନୁସୂଚୀ)
| ଗ୍ରାମର ନାମ | ଗ୍ରାମାଳ/ ସହରାଳ | ଖାତା ନଂ | ପ ୍ଲ ଟ ନଂ | କିସମ | ପ ଟର ମୋଟ ୍ଲ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତର ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ ୍ରଯୁଜ୍ୟ ନୁହେଁ |
ଅଧିସୂଚନାର ବୈଧ ତାରିଖ----------- ୨୧.୦୩.୨୦୨(cid:305)3
ରାଜ୍ୟପାଳଙ୍କ ଆଦେଶକ୍ରମେ
P. ANVESHA REDDY
ଜିଲ୍ଲାପାଳ, ଯାଜପୁର
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2511—173+9