The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 823 CUTTACK, SATURDAY, APRIL 5, 2025/CHAITRA 15, 1947
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘ ାଷଣା
No. 45048—RDM-LAA-MBJ-0014/2024-R&DM Dated 20-12-2024
ସବ୍ସାଧାରଣଙ୍କ ଅବଗତି ନିମଘେ, ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁର୍ଯାୟୀ ଏହି ଘ ାଷଣାନାମା ଦିଆର୍ଯାଉଅଛି ଘର୍ଯ ଉକ୍ତ ଆଇନ ର ଧାରା ୧୫(୨) ଅନୁସାଘର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିଘପାର୍୍କୁ ବିଘବଚନା କରି ରାଜୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାଘର ପ୍ରତୀତ ଘହଉଅଛି ଘର୍ଯ ଘମୌଜା- ଝାଡଗ ା(ଅତିରିକ୍ତ), ଥାନା- ବହଳଦା ନଂ. ୭, ତହସିଲ- ବହଳଦା, ଜିଲ୍ଲା- ମୟୁ ରଭଞ୍ଜ ଘର ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାବ୍ଜନୀନ ଉଘେଶୟଘର ର୍ଯଥା ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପର ଇଚ୍ଚା ଜଳଭଣ୍ଡାର ନିମଘେ ଭୂ ମି ଅଧ ିଗ୍ରହଣ ଆବଶୟକ ଘହଉଅଛି I
ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁର୍ଯାୟୀ ବିଜ୍ଞପ୍ତି ସଂଖୟା ୨୦୧୬୯ ତା. ୨୮.୦୬.୨୦୨୪ ରିଖ ଘର ପ୍ରକାଶିତ ଘହାଇଅଛି ।
ପୁନଶ୍ଚ ଏହା ଘ ାଷଣା କରାର୍ଯାଉଅଛି ଘର୍ଯ ଝାଡଗ ା(ଅତିରିକ୍ତ), ଥାନା- ବହଳଦା ନଂ. ୭, ତହସିଲ- ବହଳଦା, ଜିଲ୍ଲା- ମୟୁ ରଭଞ୍ଜ ଘର ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାବ୍ଜନୀନ ଉଘେଶୟଘର ର୍ଯଥା ସୁବର୍ଣ୍୍ଘରଖା ଜଳଘସଚନ ଘର ଘକୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନବ୍ାସ ଓ ଥଇଥାନ ନିମିତ୍ତ ଘକୌଣସି ଜମି ଚିହ୍ନର୍ ଓ ପୁନବ୍ାସ ଓ ଥଇଥାନ ଘର୍ଯାଜନା ରୂ ପଘରଖର ସାରମମ୍ ସଂଲଗ୍ନ କରାର୍ଯାଇନାହି I ପୁନବ୍ାସ ଓ ଥଇଥାନ ଘର୍ଯାଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥୟ ଜିଲ୍ଲାପାଳ ଏବଂ ପୁନବ୍ାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟଘର ଉପଲବ୍ଧ ଅଘର୍ । ପୁନବ୍ାସ ଓ ଥଇଥାନ ଘର୍ଯାଜନାର ଭୂ ମି ନକ୍ସା ଭୂ -ଅଜ୍ନ ମହାମଣ୍ଡଳ ଅଧ ିକାରୀ, ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପ , ବାରିପଦା ସ୍ଥିତ ମୟୂ ରଭଞ୍ଜ ଙ୍କ କାର୍ଯ୍ୟାଳୟଘର କାର୍ଯ୍ୟ ଦିବସ ମାନଙ୍କଘର ଘଦଖ ିବାକୁ ମିଳିପାରିବ ।
2ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)
ଜିଲ୍ଲା: ମୟୂ ରଭଞ୍ଜ ତହସିଲ: - ବହଳଦା
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଳର୍ ନଂ | କିସମ ପ୍ଳର୍ ର | ଘମାର୍ ରକବା | ଅଧ ିଗ୍ରହଣ ଘହବାକୁ ଥ ିବା ଜମିର ରକବା | ରୟତ ଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ଝାଡଗ ା(ଅତିରିକ୍ତ) | ଗ୍ରାମାଞ୍ଚଳ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏକର ୧.୭୮ | ଏକର ୧.୪୨ | ଏଥ ି ସହିତ ସଂଲଗ୍ନ |
ତଫସିଲ- ଖ
(ପୁନବ୍ାସ ନିମିତ୍ତ ଚିହ୍ନର୍ ଭୂ ମି ଅନୁ ସୂଚୀ) ଜିଲ୍ଲା:- ମୟୂ ରଭଞ୍ଜ ତହସିଲ: - ବହଳଦା
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଲର୍ ନଂ | କିସମ ପ୍ଲର୍ ର | ଘମାର୍ ରକବା | ପୁନବ୍ାସ ନିମିତ୍ତ ଚିହ୍ନର୍ ଜମିର ରକବା | ରୟତ ଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରର୍ଯୁଜୟ ନୁଘହ |
ଅଧ ିସୂଚନାର ଘବୈଧ ତାରିଖ- ୧୦.୦୯.୨୦୨୪।
3ଭୂମି ଅନୁସୂଚୀ
ଭୂଅର୍ଜନ ମାମଲା ସଂଖ୍ୟା- ୧୪୩/୨୦୨୩ ଏ.୧.୪୨ଡି.
ସୁର୍ବରେଖା ଜଳସେଚନ ପ୍ରକଳ୍ପର ଇା ଜଳଭଣ୍ଡାର ନିମନ୍ତେ
ମୌଜା- ଝାଡଗାଁ (ଅତିରିକ୍ତ), ଥାନା-ବହଳଦା, ନଂ-୭, ତହସିଲ- ବହଳଦା, ଜିଲ୍ଲା-ମୟୂରଭ
| ଖାତା ନଂ ଓ ସତ୍ୱ | ପ ୍ଲଟ ନଂ | ମୋଟ ରକବା | ଆକ୍ୟୁଆର ରକବା | କିସମ | ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ |
| ୧ | ୨ | ୩ | ୪ | ୫ | ୬ |
| ୧୪୦/୨୩୧ | ୭୦ | ୦.୧୭ | ୦.୧୭ | ଶାରଦ ଦୁଇ | ଜଗଦିଶ ମିଶ୍ର ପି:ପରମାନନ୍ଦ ମିଶ୍ର ଜା: ବ୍ରାହ୍ମଣ ବା: ନିଜଗ ଁା |
| ୧୪୦/୩୩ | ୫୬/୧୭୮୨ | ୦.୬୯ | ୦.୬୯ | ଆଶୁ | ଚିନ୍ତାମଣି ମାର୍ଣ୍ଡି ପି: ଆନିପା ମାର୍ଣ୍ଡି, ଧନଞ୍ଜୟ ମାର୍ଣ୍ଡି ପି: ଚନ୍ତାମଣି ମାର୍ଣ୍ଡି ଜା: ସାନ୍ତାଳ ବା: ଭଗାବନ୍ଦି ଥାନା -ତିରିଙ୍ଗ |
| ୧୪୦/୩୮୫ | ୭୫ | ୦.୪୨ | ୦.୪୨ | ଆଶୁ | ଗୀତାରାଣୀ ମହାପାତ୍ର ସ୍ଵା:ମୁକୁନ୍ଦ ମାଧବ ମାହାପାତ୍ର ଜା: ବ୍ରାହ୍ମଣ ବା: ନିଜଗ ଁା |
| ୧୪୦/୧୧୨ | ୮୩/୧୭୨୪ | ୦.୫୦ | ୦.୧୪ | ଡାହି ଦୁଇ | ରଘୁନାଥ ପାଳେୟା ପି:ପଦାଙ୍ଗ ପାଳେୟା ଜା: କୋହ୍ଲ ବା: ହେ ଁସାଓହୁ ହାଲ ବା: ଝାଡ଼ଗ ଁା |
| ମୋଟ | ୪ ପ୍ଲଟକୁ | ଏ.୧.୭୮ ଡେ.ମି. | ଏ.୧.୪୨ ଡେ.ମି. |
ରାଜୟପାଳଙ୍କ ଆଘଦଶକ୍ରଘମ
ସୁରଞ୍ଜନ ପ୍ରଧାନ
ଅତିରିକ୍ତଶାସନ ସଚି୍ୱ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 33—173+25