Servants of Knowledge
Odisha Gazette · Government of Odisha

Odisha Gazette, No. 824, 05 April 2025

Published 05 April 2025

Department
Revenue & Disaster Management
Type
Extraordinary
Gazette no.
824
Notification no.
45186
Notification Date
21-12-2024
Identifier
in.gazette.odisha_govpress.2025-04-05.Extraordinary_824
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 824 CUTTACK, SATURDAY, APRIL 5, 2025/CHAITRA 15, 1947

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘ ାଷଣା

No. 45186—RDM-LAA-MBJ-0002/2024-R&DM Dated 21-12-2024

ସବ୍ସାଧାରଣଙ୍କ ଅବଗତି ନିମଘେ, ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁର୍ଯାୟୀ ଏହି ଘ ାଷଣାନାମା ଦିଆର୍ଯାଉଅଛି ଘର୍ଯ ଉକ୍ତ ଆଇନ ର ଧାରା ୧୫(୨) ଅନୁସାଘର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିଘପାର୍୍କୁ ବିଘବଚନା କରି ରାଜୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାଘର ପ୍ରତୀତ ଘହଉଅଛି ଘର୍ଯ ଘମୌଜା- କୁସୁନପୁର, ଥାନା- ଘବୈଶିଙ୍ଗା, ନଂ. ୧୧୧, ତହସିଲ- ଘବତନର୍ୀ, ଜିଲ୍ଲା- ମୟୂ ରଭଞ୍ଜ ଘର ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାବ୍ଜନୀନ ଉଘେଶୟଘର ର୍ଯଥା ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପର ଦୁଗ୍ାପୁର ଡିଷ୍ଟ୍ି ିବୁୟର୍ାରୀ ଏବଂ କୁସୁନପୁର ସବ୍-ମାଇନର ନିମ୍ାଣ ନିମଘେ ଭୂ ମି ଅଧ ିଗ୍ରହଣ ଆବଶୟକ ଘହଉଅଛି I

ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁର୍ଯାୟୀ ବିଜ୍ଞପ୍ତି ସଂଖୟା ୭୮୫୬ ତା. ୧୫.୦୩.୨୦୨୪ ରିଖ ଘର ପ୍ରକାଶିତ ଘହାଇଅଛି ।

ପୁନଶ୍ଚ ଏହା ଘ ାଷଣା କରାର୍ଯାଉଅଛି ଘର୍ଯ କୁସୁନପୁର, ଥାନା- ଘବୈଶିଙ୍ଗା, ନଂ. ୧୧୧, ତହସିଲ- ଘବତନର୍ୀ, ଜିଲ୍ଲା- ମୟୂ ରଭଞ୍ଜ ଘର ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାବ୍ଜନୀନ ଉଘେଶୟଘର ର୍ଯଥା ସୁବର୍ଣ୍୍ଘରଖା ଜଳଘସଚନ ଘର ଘକୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନବ୍ାସ ଓ ଥଇଥାନ ନିମିତ୍ତ ଘକୌଣସି ଜମି ଚିହ୍ନର୍ ଓ ପୁନବ୍ାସ ଓ ଥଇଥାନ ଘର୍ଯାଜନା ରୂ ପଘରଖର ସାରମମ୍ ସଂଲଗ୍ନ କରାର୍ଯାଇନାହି ିଁ I ପୁନବ୍ାସ ଓ ଥଇଥାନ ଘର୍ଯାଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥୟ ଜିଲ୍ଲାପାଳ ଏବଂ ପୁନବ୍ାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟଘର ଉପଲବ୍ଧ ଅଘର୍ । ପୁନବ୍ାସ ଓ ଥଇଥାନ ଘର୍ଯାଜନାର ଭୂ ମି ନକ୍ସା ଭୂ -ଅଜ୍ନ ମହାମଣ୍ଡଳ ଅଧ ିକାରୀ, ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପ , ବାରିପଦା ସ୍ଥିତ ମୟୂ ରଭଞ୍ଜ ଙ୍କ କାର୍ଯ୍ୟାଳୟଘର କାର୍ଯ୍ୟ ଦିବସ ମାନଙ୍କଘର ଘଦଖ ିବାକୁ ମିଳିପାରିବ ।

2

ତଫସିଲ- କ

(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)

ଜିଲ୍ଲା: ମୟୂ ରଭଞ୍ଜ ତହସିଲ: - ଘବତନର୍ୀ

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଳର୍୍ ନଂ କିସମ ପ୍ଳର୍୍ ର ଘମାର୍ ରକବା ଅଧ ିଗ୍ରହଣ ଘହବାକୁ ଥ ିବା ଜମିର ରକବା ରୟତ୍ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
କୁସୁନପୁର ଗ୍ରାମାଞ୍ଚଳ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏକର ୩.୮୯ ଏକର ୧.୪୪ ଏଥ ି ସହିତ ସଂଲଗ୍ନ

ତଫସିଲ- ଖ

(ପୁନବ୍ାସ ନିମିତ୍ତ ଚିହ୍ନର୍ ଭୂ ମି ଅନୁ ସୂଚୀ) ଜିଲ୍ଲା:- ମୟୂ ରଭଞ୍ଜ ତହସିଲ: - ଘବତନର୍ୀ

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲର୍୍ ନଂ କିସମ ପ୍ଲର୍୍ ର ଘମାର୍ ରକବା ପୁନବ୍ାସ ନିମିତ୍ତ ଚିହ୍ନର୍ ଜମିର ରକବା ରୟତ୍ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରର୍ଯୁଜୟ ନୁଘହ ିଁ

ଅଧ ିସୂଚନାର ଘବୈଧ ତାରିଖ- ୨୦.୦୫.୨୦୨୪।

ଭୂମି ଅନୁସୂଚୀ

ଭୂଅର୍ଜନ ମାମଲା ସଂଖ୍ୟା- ୩୯/୨୦୨୨ ଏ.୧.୪୪ଡି.

ସୁର୍ବରେଖା ଜଳସେଚନ ପ୍ରକଳ୍ପ ଦୁର୍ଗପୁର ଡିଷ୍ଟ୍ରିବ୍ୟୁଟାରୀ ଏବଂ କୁସୁନପୁର ସବ୍-ମାଇନର ନିମନ୍ତେ ମୌଜା- କୁସୁନପୁର, ଥାନା- ବୈଶିଙ୍ଗା ନଂ-୧୧୧, ତହସିଲ- ବେତନଟୀ, ଜିଲ୍ଲା-ମୟୂରଭ3

ଖାତା ନଂ ପ ୍ଲଟ ନଂ ମୋଟ ରକବା ଆକ୍ୟୁଆର ରକବା କିସମ ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ
୧ ୨ ୩ ୪ ୫ ୬
୧୨ ୫୫ ୦.୨୫ ୦.୨୦ ପତିତ ଗୁଜେଇ ମାଝୀ ପି: ବାଢା ମାଝୀ, ବାଢା ମାଝୀ ପ ି: ନରସିିଂହ ମାଝୀ ୋ: ସାନ୍ତାଳ ବା: ନିେଗ ଁାା
୬୫ ୦.୨୬ ୦.୦୫ ଡାହି ଏକ
୧୩ ୬୮ ୦.୦୮ ୦.୦୩ ଡାହି ଏକ ସାନ ଗୁଜେଇ ମାଝୀ ପି:ସାଉଣା ମାଝୀ ୋ: ସାନ୍ତାଳ ବା: ନିେଗ ଁାା
୧୪ ୬୬ ୦.୪୮ ୦.୧୬ ଡାହି ଏକ ସାନ ଗୁଜେଇ ମାଝୀ ପି: ସାଉଣା ମାଝୀ, ଲସ ମାଝୀ, କୁସାଲ ମାଝୀ ପି: ବାଢା ମାଝୀ ୋ: ସାନ୍ତାଳ ବା: ନିେଗ ଁାା
୬୯ ୦.୭୦ ୦.୧୨ ଡାହି ଏକ
୩୮ ୨୪୮ ୦.୯୮ ୦.୦୫ ଶାରଦ ଦୁଇ ଭ ୁ ଟା ମାଝୀ ପି:ଫାଗୁ ମାଝୀ ୋ: ସାନ୍ତାଳ ବା: ନିେଗ ଁାା
୫୯ ୭୩ ୦.୭୦ ୦.୦୩ ଡାହି ଏକ ଲସ ମାଝୀ ପି:ସୁରାଇ ମାଝୀ ୋ: ସାନ୍ତାଳ ବା: ନିେଗ ଁାା
୭୨/୩ ୬୨ ୦.୪୪ ୦.୨୨ ଶାରଦ ଦୁଇ ବିେୟ କୁମାର ପାତ୍ର, ଅେୟ କୁମାର ପାତ୍ର ପି: ପହଲି ପାତ୍ର ୋ: ପାତ୍ର ତନ୍ତି ବା: ଜମରଦା
ସମପରିମାଣ ଗୋଚର ପ୍ରତିବଦଳ
୧୨ ୫୫ ୦.୦୫ ପତିତ ଗୁଜେଇ ମାଝୀ ପି: ବାଢା ମାଝୀ, ବାଢା ମାଝୀ ପ ି: ନରସିିଂହ ମାଝୀ ୋ: ସାନ୍ତାଳ ବା: ନିେଗ ଁାା
୬୫ ୦.୨୧ ଡାହି ଏକ
୧୪ ୬୬ ୦.୩୨ ଡାହି ଏକ ସାନ ଗୁଜେଇ ମାଝୀ ପି: ସାଉଣା ମାଝୀ, ଲସ ମାଝୀ, କୁସାଲ ମାଝୀ ପି: ବାଢା ମାଝୀ ୋ: ସାନ୍ତାଳ ବା: ନିଜଗାଁ
ମୋଟ ୮ ପ୍ଲଟକୁ ଏ.୩.୮୯ ଡେ.ମି. ଏ.୧.୪୪ ଡେ.ମି.

ରାଜୟପାଳଙ୍କ ଆଘଦଶକ୍ରଘମ

ସୁରଞ୍ଜନ ପ୍ରଧାନ

ଅତିରିକ୍ତଶାସନ ସଚି୍ୱ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 34—173+25

Cite this issue. Odisha Gazette, Government of Odisha, 05 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-05.Extraordinary_824/. Archive identifier in.gazette.odisha_govpress.2025-04-05.Extraordinary_824.