The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 831 CUTTACK, SATURDAY, APRIL 5, 2025/CHAITRA 15, 1947
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘୋଷଣା
S.R.O. No. 207/2025 Dated 21-12-2024
ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୮, ଅଧ ିନିୟମ ୨ ଅନୁସାରେ ଯାଜପୁର ଜିଲ୍ଲାର ୦୬ ଗୋଟି ଗ୍ରାମରେ ଏକର ୧.୭୭୮୧ ପରିସୀମାରେ ଘରୋଇ ଜମିରେ ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ ଯାଜପୁର ଜିଲ୍ଲାରେ କିଆନାଲିକୁଳ ଠାରୁ ସିନ୍ଦୁରାଇମୁହାଣ ଭାୟା ମାନସପୋଲ- ଅଠରନଳା- ପ୍ରହରାଜପୁର ବାଇ ପାସ ରାସ୍ତା ନିର୍ମାଣ (ଅତିରିକ୍ତ) ନିମନ୍ତେ ଅଧ ିକ୍ଷଣ ଯନ୍ତ୍ରୀ, ପାଣିକୋଇଲି (ରାସ୍ତା ଓ ଗୃହ) ବିଭାଜନ, ପାଣିକୋଇଲିଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥ ିବାରୁ , ନିମ୍ନ ସୂଚିତ "କ" ତଫସିଲ ଜମି ନିମନ୍ତେ ଜିଲ୍ଲାପାଳ, ଯାଜପୁରଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ସରକାର ଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା |
୧. ସର୍ବସାଧାରଣ ଉଦ୍ଦେଶ୍ୟରେ ଚିହ୍ନିତ କରାଯାଇଥ ିବା ପ୍ରସ୍ତାବିତ ଆବଶ୍ୟକ ଜମି ଅଧ ିଗ୍ରହଣ ବିଧ ି ସଙ୍ଗତ ଏବଂ ଯଥାର୍ଥ ଅଟେ ।
୨ .ଏହି ପ୍ରକଳ୍ପ ପାଇ ଁ ଆକଳନ କରାଯାଇଥ ିବା ଖର୍ଚ୍ଚ ଠାରୁ ସମ୍ଭାବ୍ୟ ଉପକାର ଓ ସର୍ବସାଧାରଣ ହିତର ମୂଲ୍ୟ ଯଥେଷ୍ଟ ଅଧ ିକ ଅଟେ ।
2୩ . ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥ ିବା ସର୍ବନିମ୍ନ ଜମି ଅଧ ିଗ୍ରହଣ ପାଇ ଁ ପ୍ରସ୍ତାବ ଦିଆ ଯାଇଅଛି ।
୪ .ପୂର୍ବରୁ ଅଧ ିଗ୍ରହଣ ହୋଇଥ ିବା ବଳକା ଜମି ଅବ୍ୟବହୃତ ହୋଇ ପଡି ରହିନାହି ଁ ।
୫ .ଉକ୍ତ ପ୍ରକଳ୍ପ ରେ କୌଣସି ଲୋକ ବିସ୍ଥାପିତ ହେଉନାହାନ୍ତି , ପ୍ରପୀଡିତ ବ୍ୟକ୍ତି ବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂ ମି ର ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଅଛି ।
ତଫସିଲ-କ
(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା- ଯାଜପୁର
| କ୍ରମିକ ନଂ ଗ୍ରାମର ନାମ | ତହସିଲ | ଖାତା ନଂ | ପ୍ଲଟ ନଂ | କିସମ | ପ୍ଲଟର ମୋଟ ରକ ବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତ ଙ୍କ ନାମ | |
| ୧ | ୟ ୁ ନିଟ-୩ ରାୟତରାପୁର | ଯାଜପୁର | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏ.୦.୩୬୬ | ଏଥ ି ସହିତ ସଂଲଗ୍ନ |
| ୨ | ୟ ୁ ନିଟ-5 କ ୃଷ୍ଣପ୍ରସାଦ ନଗର | ଯାଜପୁର | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏ.୦.୪୯୦ | ଏଥ ି ସହିତ ସଂଲଗ୍ନ |
| ୩ | ୟ ୁ ନିଟ –୧୦ ବନ୍ଧୁମହାନ୍ତି ନଗର | ଯାଜପୁର | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏ.୦.୦୧୪୧ | ଏଥ ି ସହିତ ସଂଲଗ୍ନ |
| ୪ | ୟ ୁ ନିଟ- ୧୩ ଗରୁ ଡ ନଗର | ଯାଜପୁର | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏ.୦.୧୦୪ | ଏଥ ି ସହିତ ସଂଲଗ୍ନ |
| ୫ | ୟ ୁ ନିଟ-୧୪ ବିରଜାକ୍ଷେତ୍ର | ଯାଜପୁର | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏ.୦.୭୨୧ | ଏଥ ି ସହିତ ସଂଲଗ୍ନ |
| ୬ | ୟ ୁ ନିଟ-୧୯ ଗଇନ୍ଦିଆ | ଯାଜପୁର | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏ.୦.୦୮୩ | ଏଥ ି ସହିତ ସଂଲଗ୍ନ |
| ମୋଟ | ଏ.୧.୭୭୮୧ |
ଏଥି ସହିତ ଭୂ ମି ଅନୁସୂଚୀ ସଂଲଗ୍ନ କରା ଯାଇଅଛି ।
| ଭ ୂ ମି ଅନୁସୂଚୀ | ||||||
| ପ୍ରକଳ୍ପ- କିଆନାଳୀକୂଳ ଠାରୁ ସିନ୍ଦୁରାଇମୁହାଣ ଭାୟା ମାନସପୋଲ-ଅଠରନଳା-ପ୍ରହରାଜପୁର ବାଇ ପାସ ରାସ୍ତା ନିର୍ମାଣ (ଅତିରିକ୍ତ) | ||||||
| ମୌଜା-ୟୁ ନିଟ-୧୪ ବିରଜାକ୍ଷେତ୍ର, ଥାନା ନଂ-୨୧୩, ଥାନା/ତହସିଲ/ଜିଲ୍ଲା-ଯାଜପୁର | ||||||
| କ୍ରମିକ ନଂ | ଖାତା ନଂ | ପ୍ଲଟ ନଂ | ମୋଟ ରକବା | ଅଧିଗ୍ରହଣ ରକବା | କିସମ | ପ୍ରଜାଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ |
| ୧ | ୧୨୬ | ୫ | ୦.୧୦୦ | ୦.୦୨୬ | ଘରବାରି-୨ | ବଂଶିଧର ପୃଷ୍ଟି ପି-ଭୀମ ପୃଷ୍ଟି ଜା-ତନ୍ତି ବା-ସିରିଆ ପୁର |
| ୨ | ୧୪୪ | ୧୨ | ୦.୧୭୦ | ୦.୦୯ | ଘରବାରି-୨ | ବ ିଜୟ କୁମାର ସାହୁ, ଅଜୟ କୁମାର ପୃଷ୍ଟି , ସଞ୍ଜୟ କୁମାର ପୃଷ୍ଟି , ଉଦୟ ନାଥ ପୃଷ୍ଟି , ମୃତୁ ୍ୟଞ୍ଜୟ ପୃଷ୍ଟି , ଧନଞ୍ଜୟ ପୃଷ୍ଟି , ସତ୍ୟଭାମା ପୃଷ୍ଟି , ପଦ୍ି ନୀ ପୃଷ୍ଟି ମ ପ ି-ବ୍ରଜ କିଶୋର ପୃଷ୍ଟି ଜା-ତନ୍ତି ବା- ନିଜଗ ଁା |
| ୩ | ୧୪୪ | ୧୧ | ୦.୧୦୦ | ୦.୦୦୫ | ବଗାୟତ-୨ | |
| ୪ | ୧୪୪ | ୧୩ | ୦.୧୦୮ | ୦.୦୧ | ହ ୁଡା | |
| ୫ | ୧୪୪ | ୧୪ | ୦.୨୨୬ | ୦.୦୮ | ଜଳାଶୟ-୧ | |
| ୬ | ୧୩୧ | ୧୫ | ୦.୦୨୦ | ୦.୦୧ | ହ ୁଡା | ବାୟାଣି ପୃଷ୍ଟି ପି-ସୂଜନ ପୃଷ୍ଟି ଜା-ତନ୍ତି ବା-ନିଜଗ ଁା, କିସ୍ମତ ଆଠ ଅଣା, ସୀତା ନାୟକ ସ୍ୱା-ସୁକେଇ ନାୟକ, ବିଜୟ ନାୟକ, ହେମ ନାଏକ ପି-ସୁକେଇ ନାଏକ, ଦିବାକର ପୃଷ୍ଟି ପି-ସପନି ପୃଷ୍ଟି , ମାଳତି ନାଏକ ପି-ନିଧ ି ନାଏକ ଜା-ତନ୍ତି ବା-ନିଜଗ ଁା କିସ୍ମତ ଆଠ ଅଣା |
| ୭ | ୧୩୧ | ୧୬ | ୦.୦୬୨ | ୦.୦୧୫ | ଘରବାରି-୨ | |
| ୮ | ୧୩୧ | ୧୭ | ୦.୩୮୫ | ୦.୧୬ | ଘରବାରି-୨ | |
| ୯ | ୧୩୧ | ୧୮ | ୦.୩୩୦ | ୦.୦୪୫ | ଘରବାରି-୨ | |
| ୧୦ | ୧୩୧ | ୧୭/୧୧୧୮ | ୦.୦୮୫ | ୦.୦୧୫ | ଘରବାରି-୨ | |
| ୧୧ | ୧୩୩ | ୪୭ | ୦.୦୮୦ | ୦.୦୧ | ହ ୁଡା | ଆନନ୍ଦ ସାହୁ, ନାରଣ ସାହୁ ପି-ନବ କିଶୋର ସାହୁ, ଅମୂଲ୍ୟ କୁମାର ସାହୁ ପ ି-ନାରାୟଣ ଚନ୍ଦ୍ର ସାହୁ, ବିଜୟ କୁମାର ସାହୁ ପି-ଆନନ୍ଦ ଚନ୍ଦ୍ର ସାହୁ ଜା-ଶୁଣ୍ଢୀ ବା-ନହରପଦା |
| ୧୨ | ୧୩୩ | ୪୮ | ୦.୧୧୫ | ୦.୦୪୫ | ଜଳାଶୟ-୨ | |
| ୧୩ | ୧୩୩ | ୫୦ | ୦.୦୭୦ | ୦.୦୭ | ଶାରଦ ଜଳ- ୧ | |
| ୧୪ | ୧୩୩ | ୫୨ | ୦.୧୫୫ | ୦.୦୬ | ଶାରଦ ଜଳ- ୧ | |
| ୧୫ | ୨୫୬/୧୩୯ | ୮୫ | ୦.୦୪୦ | ୦.୦୧ | ମାହାରା | ରବିନ୍ଦ୍ର କୁମାର ବେହେରା ପି-ଦିନବନ୍ଧୁ ବେହେରା ଜା-ତନ୍ତି ବା-ନହରପଦା |
| ୧୬ | ୧୫୯ | ୮୬ | ୦.୬୧୫ | ୦.୦୫ | ଶାରଦ ଜଳ- ୧ | ବୈଦ୍ୟନାଥ ସାହୁ ପି-ବଳରାମ ସାହୁ ଜା-ତେଲି ବା-ନହରାବାଦ |
| ୧୭ | ୨୫୬/୨୪୭ | ୫୪ | ୦.୦୭୫ | ୦.୦୨ | ଶାରଦ ଜଳ- ୧ | ସୁରେନ୍ଦ୍ର କୁମାର ସାହୁ ପି-ଶୁକଦେବ ସାହୁ ଜା-ଶୁଣ୍ଢୀ ବା-ନହରପଦା |
| ମୋଟ | ୦.୭୨୧ | |||||
| ୧ | ୨୫୦/୬୬ | ୫୪୩ | ୦.୩୬୫ | ୦.୦୬ | ଶାରଦ ଜଳ -୧ | ସେକ୍ ଫକିରଦ୍ଧିନ ପି-ସେକ୍ ଅବଦୁଲକାଜାକ ଜା-ମୁସଲମାନ ବା- ହରିପୁର |
| ୨ | ୧୪୬ | ୫୪୦ | ୦.୧୭୨ | ୦.୦୫ | ଜଳାଶୟ-୧ | ସେକ୍ ଫକିର ଉଦ୍ଦିନ ପି-ସେକ୍ ଅବଦୁଲ ରଜାକ ଜା-ମୁସଲମାନ ବା- ନିଜଗ ଁା |
| ୩ | ୧୪୬ | ୫୩୨ | ୦.୦୪୮ | ୦.୦୦୬ | ଶାରଦ ଜଳ -୧ | |
| ୪ | ୧୪୬ | ୫୨୬ | ୦.୦୫୩ | ୦.୦୧୩ | ଶାରଦ ଜଳ -୧ | |
| ୫ | ୨୫୦/୨୧୭ | ୫୩୩ | ୦.୦୯୦ | ୦.୦୧ | ଶାରଦ ଜଳ -୧ | ସେକ୍ ଜାହାଙ୍ଗୀର ପି-ସେକ୍ ରୋସନ ଜା-ମୁସଲମାନ ବା-ହରିପୁର ହା.ବା. ନିଜଗ ଁା |
| ୬ | ୨୫୦/୨୧୭ | ୫୩୧/୧୪୧୯ | ୦.୦୦୯ | ୦.୦୦୯ | ଶାରଦ ଜଳ -୧ | |
| ୭ | ୨୫୦/୨୭୫ | ୫୨୮ | ୦.୦୫୦ | ୦.୦୨ | ଶାରଦ ଜଳ -୧ | ଶ୍ରୀଧର କୁମାର ସାହୁ ପି-ଖଗେଶ୍ୱର ସାହୁ ଜା-ତେଲି ବା-ଦଧ ିବାବନପୁର ଥା-ବିଂଝାରପୁର ହା.ବା. ନିଜଗ ଁା |
| ୮ | ୧୩ | ୫୨୭ | ୦.୦୪୦ | ୦.୦୧୫ | ଶାରଦ ଜଳ -୧ | ସେକ ଅବଦୁଲ ଗଫାର,ସେକ ଅବଦୁଲ ଗନି,ସେକ ଅବଦୁଲ ଲତିଫ,ସେକ ଅବଦୁଲ ସଂଦର, ଫରିଦା ଖାତୁ ନ, ରୁ ବେଦା ଖାତୁ ନ ପି- ସେକ ଅବଦୁଲ ଜବାର ଜା- ମୁସଲମାନ ବା-ନିଜଗ ଁା |
| ୯ | ୧୩ | ୫୨୧ | ୦.୫୩୮ | ୦.୦୦୫ | ଶାରଦ ଜଳ -୧ | |
| ୧୦ | ୧୩୧ | ୫୨୫ | ୦.୦୫୫ | ୦.୦୨ | ଶାରଦ ଜଳ -୧ | ନ ୁରୁ ନ ବିବି ସ୍ୱା-ଅବଦୁଲ ଜବାର ଜା- ମୁସଲମାନ ବା-ନିଜଗ ଁା |
| ୧୧ | ୨୫୦/୨୩୭ | ୫୨୩/୧୪୩୫ | ୦.୪୦୫ | ୦.୧୬ | ଶାରଦ ଜଳ -୧ | ସେକ୍ ଜମିରୁ ଦ୍ଦିନ, ସେକ୍ ନୁରୁ ଦ୍ଦିନ, ସେକ୍ ମହମ୍ମଦ ଅବୁ ସୁଫି ଆନ ପି- ସେକ୍ ଫକିରୁ ଦ୍ଦିନ ଜା-ମୁସଲମାନ ବା-ନିଜଗ ଁା |
| ୧୨ | ୨୫୦/୨୩୧ | ୫୪୨/୧୪୩୦ | ୦.୦୩୦ | ୦.୦୧୫ | ଶାରଦ ଜଳ -୧ | ସେକ୍ ଜାହାଙ୍ଗୀର ପି-ସେକ୍ ରୋଷନ୍ ଜା-ମୁସଲମାନ ବା-ହରିପୁର |
| ୧୩ | ୨୫୦/୧୩୦ | ୫୩୦/୧୩୬୧ | ୦.୦୨୪ | ୦.୦୧୪ | ଶାରଦ ଜଳ -୧ | ଜମେ ମଜୟ ସାହୁ ପି-ପ୍ରଭାସ ଚନ୍ଦ୍ର ସାହୁ ଜା-କଂସାରୀ ବା-କୁଣ୍ଡପାଟଣା ଥା- ଧର୍ମଶାଳା |
| ୧୪ | ୨୫୦/୧୩୦ | ୫୨୯/୧୩୬୦ | ୦.୦୨୦ | ୦.୦୧ | ଶାରଦ ଜଳ -୧ | |
| ୧୫ | ୨୫ | ୫୨୯ | ୦.୦୦୮ | ୦.୦୦୩ | ଶାରଦ ଜଳ -୧ | ସେଖ ଜଲିଲ ପି-ସେକ୍ ସମିର ଜା- ମୁସଲମାନ ବା-ନିଜଗ ଁା |
| ୧୬ | ୧୦୮ | ୪୮୭ | ୦.୩୩୦ | ୦.୦୦୫ | ଘରବାରି-୧ | ଟଭା ସାହୁ ପି-ମାଗୁଣି ସାହୁ ଜା- ଗୁଡିଆ ବା-ନିଜଗ ଁା |
| ୧୭ | ୫୪ | ୫୫୩ | ୦.୨୩୫ | ୦.୦୪ | ଶାରଦ ଜଳ -୧ | ଖତିଜା ବିବି ପି: ଖୋର ବାନ, ସେକ କାଲେ ପି: ସେକ ଦିଲବର, ସେକ ବନ୍ତୋ ପି: ସେକ ରଏମାନ, ଲଛମନ ବ ିବି ସ୍ୱା: ସେକ ରଏମାନ ଜା: ମୁସଲମାନ ବା: ନିଜଗ ଁା |
| ୧୮ | ୨୫୦/୩୦୩ | ୫୫୪ | ୦.୦୫୦ | ୦.୦୧୫ | ଶାରଦ ଜଳ -୧ | ସ୍ୱସ୍ତି ସାରିକା ସାହୁ ସ୍ୱା:ରତିକାନ୍ତ ସାହୁ ଜା: ତେଲି ବା: ଟମକା, କିଆଝର, ଥା. ଟମକା |
| ୧୯ | ୨୫୦/୨୧୦ | ୫୪୯ | ୦.୧୨୫ | ୦.୦୨ | ଶାରଦ ଜଳ -୧ | ସେକ୍ ଅବଦୁଲ ଗଫାର, ସେକ୍ ଅବଦୁଲ ଗନି, ସେକ୍ ଅବଦୁଲ ସଂଜର ପି: ସେକ୍ ଅବଦୁଲ ଜବାର, ସେକ୍ ସର୍ଫ ରାଜ, ଅହେମଦ ରେସମା ବେଗମ ପି: ସେକ୍ ଅବଦୁଲ ଲତିଫ, ହେେେନାଜ ବେଗମ ସ୍ୱା: ସେକ୍ ଅବଦୁଲ ଲତିଫ ଜା: ମୁସଲମାନ ବା: ନିଜଗ ଁା |
| 0.49 | ||||||
| ମୋଟ | ଏ . ୦.୪୯ | |||||
| ୧ | ୪୦୪/୩୮୯ | ୧୩୦୦ | ୦.୧୪୬ | ୦.୦୦୬ | ଜଳାଶୟ-୨ | ବକାଉଲ୍ଲା ଖ ଁା ପି-ଅଲିଯମା ଖ ଁା, ଆ୍ନାଉଲ୍ଲା ଖ ଁା ପି-ବକାଉଲ୍ଲା ଖ ଁା ଜା- ମୁସଲମାନ ବା-ବାମଦେବପୁର |
| ୪ | ୨୫୮ | ୧୩୩୮ | ୦.୦୪୭ | ୦.୦୦୬୪ | ଶାରଦ ଜଳ-୨ | ବୈଷ୍ଣବ ବେହେରା ପି-ଗୋବିନ୍ଦ ବେହେରା, ଆନନ୍ଦ ବେହେରା, ଚକ୍ରଧର ବେହେରା, ଅଶୋକ ବେହେରା, ପଦ୍ି ନୀ ବେହେରା ପି- ମ ରାମଚନ୍ଦ୍ର ବେହେରା, ପାର୍ବତୀ ବେହେରା ସ୍ୱା-ରାମଚନ୍ଦ୍ର ବେହେରା, ଶଙ୍କର ବେହେରା ପି-ଶାମ ବେହେରା, ଅନାଦି ବେହେରା ପି-ଭିମ ବେହେରା, ମନ୍ଦରୀ ବେହେରା ସ୍ୱା-ଭିମ ବେହେରା ଜା-ଶିଅଳ ବା-ଦିଗବାସୁଦେବପୁର |
| ୫ | ୨୫୮ | ୧୩୪୬ | ୦.୦୨୪ | ୦.୦୦୧୭ | ଶାରଦ ଜଳ-୨ | |
| ମୋଟ ରକବା | ୦.୦୧୪୧ | |||||
| ୦.୦୧୪୧ | ||||||
| ୧ | ୨୯ | ୮୩ | ୦.୦୮୦ | ୦.୦୩୩ | ଶାରଦ ଜଳ-୧ | ନିମାଇ ଁ ବହ୍ଲଭ ରାଏ, ମନିନ୍ଦ୍ର ବହ୍ଲଭ ରାଏ, ଗ୍ୟାନେନ୍ଦ୍ର ବହ୍ଲଭ ରାଏ, ଜ ିତେନ୍ଦ୍ର ବହ୍ଲଭ ରାଏ ପି: ରମଣି ବହ୍ଲଭ ରାଏ ଜା: କାଏସ୍ଥ ବା: କୁଆ ଁସରପୁର |
| ୨ | ୩୦ | ୭୯ | ୦.୦୭୦ | ୦.୦୫ | ଶାରଦ ଜଳ-୧ | ନିମାଇ ଁ ବହ୍ଲଭ ରାଏ, ମନିନ୍ଦ୍ର ବହ୍ଲଭ ରାଏ, ଗ୍ୟାନେନ୍ଦ୍ର ବହ୍ଲଭ ରାଏ, ଜ ିତେନ୍ଦ୍ର ବହ୍ଲଭ ରାଏ ପି: ରମଣି ବହ୍ଲଭ ରାଏ ଜା: କାଏସ୍ଥ ବା: କୁଆ ଁସରପୁର, ଗୋପିନାଥ ନାଥ ପି: ମୁଷେଇ ନାଥ, ହାଡିଆଣି ନାଥ ସ୍ୱା: ମୁଷେଇ ନାଥ ଜା: ତନ୍ତି ବା: ଖଣ୍ଡେଶ୍ୱର |
| ମୋଟ | ୦.୦୮୩ | |||||
| ୧ | ୩୯ | ୧୦୬୫ | ୦.୧୩ | ୦.୦୧ | ଶାରଦ ଜଳ-୧ | କୃଷ୍ଣ ବାରିକ,ରାମଚନ୍ଦ୍ର ବାରିକ, କ୍ଷେତ୍ର ମୋହନ ବାରିକ, ଦୈତାରୀ ବାରିକ ପି-ବଲରାମ ବାରିକ ଜା:ଭଣ୍ଡାରି ବା:ଶିରିଆ ପୁର |
| ୨ | ୨୬୨ | ୧୦୭୬ | ୦.୧୯୫ | ୦.୦୧୨ | ଶାରଦ ଜଳ-୧ | ସୋମନାଥ ମିଶ୍ର,ଆଶୁତୋଷ ମ ିଶ୍ର,ବିଦୁଭୂ ଷଣ ମିଶ୍ର,କିଶୋରୀ କର,ମିନାକ୍ଷି ମିଶ୍ର ପି-ପୂର୍ଣ୍ଣାନନ୍ଦ ମ ିଶ୍ର,ହାରାମଣି ମିଶ୍ର ସ୍ୱା-ପୂର୍ଣ୍ଣାନନ୍ଦ ମ ିଶ୍ର ଜା-ବ୍ରାହ୍ମଣ ବା-ୟୁ ନିଟ ନମ୍ବର- ୧୨ ପଦ୍ମେଶ୍ୱରପୁର |
| ୩ | ୩୩ | ୧୦୮୪ | ୦.୦୩୫ | ୦.୦୩୫ | ଶରଦ ଜଳ -୧ | କାର୍ତ୍ତୀକ ଚନ୍ଦ୍ର ସାହୁ, ଗଣେଶ ଚନ୍ଦ୍ର ସାହୁ ପି: ଆନନ୍ଦ ସାହୁ ଜା: ତେଲି ବା: ହରିପୁର |
| ୪ | ୩୩ | ୧୦୯୦ | ୦.୦୪୫ | ୦.୦୩୭ | ଶରଦ ଜଳ -୧ | |
| ୫ | ୨୬୮/୫୭୪ | ୧୦୮୪/୧୪୮୮ | ୦.୦୧ | ୦.୦୧ | ଶାରଦ ଜଳ-୧ | ତ ୁ ଷାର ରଞ୍ଜନ ବେହେରା ପ ି:ପରମେଶ୍ୱର ବେହେରା ଜା:ତନ୍ତି ବା:ଭୀମକରପୁର, ହା.ବା. ୟୁ ନିଟ ନଂ ୬ ଗୋବିନ୍ଦଜୀଉନଗର |
| ମୋଟ | ୦.୧୦୪ | |||||
| ୧ | ୨୪୭ | ୧୩ | ୦.୯୩୧ | ୦.୧୨ | ଶାରଦ ଜଳ- ୧ | ରାମଚନ୍ଦ୍ର ସାହୁ, ଶ୍ୟାମସୁନ୍ଦର ସାହୁ, ଭ ିମସେନ ସାହୁ, ଲକ୍ଷ୍ମୀ ସାହୁ, ଗୌତ୍ତମ ସାହୁ ପି-ଇଶ୍ୱର ଚନ୍ଦ୍ର ସାହୁ, ମାଳତୀ ସାହୁ ସ୍ୱା-ଇଶ୍ୱର ଚନ୍ଦ୍ର ସାହୁ ଜା-ତେଲି ବା-ରାଜପୁର |
| ୨ | ୨୫୭ | ୩୬ | ୦.୪୮୬ | ୦.୦୬୬ | ଘରବାରି-୧ | ସଜନି ସାହୁ ସ୍ୱା-ଜଗବନ୍ଧୁ ସାହୁ ଜା- ତେଲି ବା-ନିଜଗ ଁା |
| ୩ | ୫୩୦ | ୨୯ | ୦.୨୫୦ | ୦.୦୩୩ | ଘରବାରି | ସୁବାସ ଚନ୍ଦ୍ର ଦାସ, ଶ୍ରୀନିବାସ ଦାସ, ସନ୍ତୋଷ କୁମାର ଦାସ ପି-ଭାଗବତ ପ୍ରସାଦ ଦାସ, କନକ ଲତା ଦାସ ସ୍ୱା- ଭାଗବତ ପ୍ରସାଦ ଦାସ ଜା-ଗୋପାଳ ବା-ନିଜଗ ଁା |
| ୪ | ୨୯୮ | ୨୮/୧୫୬୪ | ୦.୨୦୦ | ୦.୦୪୮ | ଘରବାରି | ସୁବାଷ ଚନ୍ଦ୍ର ଦାସ ପି-ଗୋପାଳ ଚନ୍ଦ୍ର ଦାସ ଜା-ତେଲି ବା-ନିଜଗ ଁା |
| ୫ | ୧୪୫ | ୨୭ | ୦.୦୬୦ | ୦.୦୧୭ | ଘରବାରି-୧ | ନିଳାମ୍ବର ମହାପାତ୍ର ପି-ଆଦିକନ୍ଦ ମହାପାତ୍ର, ସାବିତ୍ରୀ ମହାପାତ୍ର ସ୍ୱା- ନିଳାମ୍ବର ମହାପାତ୍ର ଜା-ବ୍ରାହ୍ମଣ ବା- ନିଜଗ ଁା ସାମିଲ ଆଙ୍କୁଲା |
| ୬ | ୧୪୫ | ୨୬ | ୦.୦୨୨ | ୦.୦୦୮ | ଘରବାରି-୧ | |
| ୭ | ୩୨୬/୨୫ | ୪୩/୧୧୪୦ | ୦.୦୨୨ | ୦.୦୦୬ | ରାସ୍ତା | ବ ିରଞ୍ଚି ନାରାୟଣ ମହାପାତ୍ର ପି- ନିଳାମ୍ବର ମହାପାତ୍ର ଜା-ବ୍ରାହ୍ମଣ ବା- ନିଜିଗ ଁା |
| ୮ | ୩୨୬/୨୫ | ୪୪/୧୧୪୧ | ୦.୦୦୮ | ୦.୦୦୮ | ଘରବାରି-୧ | |
| ୯ | ୭ | ୪୪ | ୦.୧୨୨ | ୦.୦୬ | ଘରବାରି-୧ | ଅ୍ନପୁର୍ଣ୍ଣା ସାମଲ ସ୍ୱା-ଅଜାମ୍ବର ସାମଲ ଜା-ଖଣ୍ଡାୟତ ବା-ମାନପୁର ଥାନା-ଆଳି |
| ମୋଟ | ୦.୩୬୬ | |||||
| ୦.୩୬୬ |
[No. 45207—RDM-LAA-JAJ-0019/2023-R&DM]
ରାଜ୍ୟପାଳଙ୍କ ଆଦେଶାନୁସାରେ
ପ୍ରଧାନ
ସୁରଞ୍ଜନ
ସଚିବ
ଶାସନ ଅତିରିକ୍ତ
Printed and Published by the Director, Directorate of Printing, Stationery and Publication, Odisha, Cuttack-10