The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 832 CUTTACK, SATURDAY, APRIL 5, 2025/CHAITRA 15, 1947
ଯାଜସ୍ୱ ଓ ଫିମ୍ୟୟ ଯିଚାନା ଫିବାଗ
ଘଘାଷଣା
S.R.O. No. 208/2025 Dated 04-01-2025
ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୮, ଅଧ ିନିୟମ ୨ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଗୋଟି ମୌଜାରୁ ଏକର ୨.୦୮୫ ପରିସୀମାରେ ଘରୋଇ ଜମିରେ ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ କେନ୍ଦ୍ରାପଡ଼ା ତହସିଲ ଅନ୍ତର୍ଗତ ଶାମଗୁଡିଆ ଠାରେ ନୂତନ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ( ଭାଗ-୧, ପଛପଟ ) ନିର୍ମାଣ ନିମନ୍ତେ ନିର୍ବାହ ଯନ୍ତ୍ରୀ (ରାସ୍ତା ଏବଂ ଗୃହ) ନିର୍ମାଣ ବିଭାଗ-୧ , କେନ୍ଦ୍ରାପଡ଼ାଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥ ିବାରୁ , ନିମ୍ନ ସୂଚିତ "କ" ତଫସିଲ ଜମି ନିମନ୍ତେ ଜିଲ୍ଲାପାଳ, କେନ୍ଦ୍ରାପଡ଼ାଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ସରକାରଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା |
୧. ସର୍ବସାଧାରଣ ଉଦ୍ଦେଶ୍ୟରେ ଚିହ୍ନିତ କରାଯାଇଥ ିବା ପ୍ରସ୍ତାବିତ ଆବଶ୍ୟକ ଜମି ଅଧ ିଗ୍ରହଣ ବିଧ ି ସଙ୍ଗତ ଏବଂ ଯଥାର୍ଥ ଅଟେ ।
୨ .ଏହି ପ୍ରକଳ୍ପ ପାଇ ଁ ଆକଳନ କରାଯାଇଥ ିବା ଖର୍ଚ୍ଚ ଠାରୁ ସମ୍ଭାବ୍ୟ ଉପକାର ଓ ସର୍ବସାଧାରଣ ହିତର ମୂଲ୍ୟ ଯଥେଷ୍ଟ ଅଧ ିକ ଅଟେ ।
୩.ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥ ିବା ସର୍ବନିମ୍ନ ଜମି ଅଧ ିଗ୍ରହଣ ପାଇ ଁ ପ୍ରସ୍ତାବ ଦିଆ ଯାଇଅଛି ।
୪ .ପୂର୍ବରୁ ଅଧ ିଗ୍ରହଣ ହୋଇଥ ିବା ବଳକା ଜମି ଅବ୍ୟବହୃତ ହୋଇ ପଡି ରହିନାହି ଁ ।
୫ .ଉକ୍ତ ପ୍ରକଳ୍ପରେ କୌଣସି ଲୋକ ବିସ୍ଥାପିତ ହେଉନାହାନ୍ତି , ପ୍ରପୀଡିତ ବ୍ୟକ୍ତି ବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂ ମି ର ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଅଛି ।
2ତପସିର-କ
(ପ୍ରସ୍ତାଫିତ ବୂ ଭି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା- ଘକନ୍ଦ୍ରାଡା
| କ୍ରଭିକ ନଂ | ଗ୍ରାଭଯ ନାଭ | ତହସିର | ଖାତା ନଂ | ପ୍ଲଟ ନଂ | କିସଭ | ପ୍ଲଟଯ ଘଭାଟ ଯକ ଫା | ଅଧିଗ୍ରହଣ ଘହଫାକୁ ଥିଫା ଜଭିଯ ଯକଫା | ଯୟତ ଙ୍କ ନାଭ |
| ୧ | ଶାମଗୁଡିଆ | କେନ୍ଦ୍ରାପଡା | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏ.୨.୦୮୫ | ଏଥ ି ସହିତ ସଂଲଗ୍ନ |
| ଘଭାଟ | ଏ.୨.୦୮୫ |
ଏଥ ି ସହିତ ଭୂ ମି ଅନୁସୂଚୀ ସଂଲଗ୍ନ କରା ଯାଇଅଛି ।
ପ୍ରକଳ୍ପର ନାମ: କେନ୍ଦ୍ରାପଡ଼ାର ସାମଗୁଡିଆ ଠାରେ ନୂତନ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ ( ଭାଗ -୧ ,ପଛପଟ )
( ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ )
ମୌଜା-ସାମଗୁଡିଆ, ଥାନା- କେନ୍ଦ୍ରାପଡ଼ା, ଥାନା ନଂ-୨୪୨, ତହସିଲ-କେନ୍ଦ୍ରାପଡ଼ା
| କ୍ରମି କ ନଂ | ଖାତା ନଂ | ପ୍ଲଟ ନଂ | ମୋଟ ରକବା ଏକରରେ | ପ୍ରସ୍ତାବିତ ରକବା | କ ିସମ | ରାୟତଙ୍କ ନାମ ଓ ଠିକଣା |
| ୧ | ୨୪୪୧/ ୧୪୩୫ | ୩୫୮୫ | ୦.୦୧୫ | ୦.୦୧୫ | ଶାରଦ ଜଳ-୧ | ରଶ୍ି ରେଖା ଖଟୁ ଆ ସ୍ୱା:ସାରଦା ମ ପ୍ରସାଦ ପରିଡା ଜା: ଖଣ୍ଡାୟତ ବା: ସାହାସପୁର |
| ୨ | ୨୪୪୧/ ୧୩୬୩ | ୩୫୮୬ | ୦.୧୪୦ | ୦.୧୪୦ | ଜଳାଶୟ-୨ | ଅଶୋକ କୁମାର ଦାସ ପି:ବିଷ୍ଣୁ ଚରଣ ଦାସ ଜା: ଗୋପାଳ ବା: ସାମଗୁଡିଆ |
| ୩ | ୨୪୪୧/ ୭୧୬ | ୩୫୯୨ | ୦.୦୪୦ | ୦.୦୪୦ | ଶାରଦ ଜଳ-୧ | ଗୋକୁଳ ବିହାରୀ ଦାଶ ପ ି:ବିନୋଦ ବିହାରୀ ଦାଶ ଜା: ବ୍ରାହ୍ମଣ ବା: ସାମଗୁଡିଆ |
| ୪ | ୨୪୪୧/ ୭୧୪ | ୩୫୯୨/ ୭୮୧୭ | ୦.୦୪୦ | ୦.୦୪୦ | ଶାରଦ ଜଳ-୧ | ଗୋଲକ ବିହାରୀ ଦାଶ ପ ି:ବିନୋଦ ବିହାରୀ ଦାଶ ଜା: ବ୍ରାହ୍ମଣ ବା: ସାମଗୁଡିଆ |
| ୫ | ୨୪୪୧/ ୭୧୫ | ୩୫୯୨/ ୭୮୧୮ | ୦.୦୪୦ | ୦.୦୪୦ | ଶାରଦ ଜଳ-୧ | ଗଗନ ବିହାରୀ ଦାଶ ପି:ବିନୋଦ ବିହାରୀ ଦାଶ ଜା: ବ୍ରାହ୍ମଣ ବା: ସାମଗୁଡିଆ |
| ୬ | ୨୪୪୧/ | ୩୫୯୪ | ୦.୧୩୦ | ୦.୧୩୦ | ଘରବାରି | ମଞ୍ଜୁଳା ମହାପାତ୍ର ସ୍ୱା:ରାଜେନ୍ଦ୍ର |
| ୧୪୪୭ | କ ୁମାର ସାହୁ ଜା: ଗୁଡ଼ିଆ ବା: ମଧ୍ୟଖଣ୍ଡି ସାମିଲ ଅଛୁତପୁର | |||||
| ୭ | ୨୨୩୧ | ୩୫୯୫ | ୦.୧୨୮ | ୦.୧୨୮ | ଶାରଦ ଜଳ-୧ | ସରୋଜିନୀ ବାରିକ ସ୍ୱା:ନିରଞ୍ଜନ ବାରିକ ଜା: ଭଣ୍ଡାରୀ ବା: ସାମଗୁଡିଆ |
| ୦୮ | ୩୫୯୫/ ୭୫୦୫ | ୦.୧୦୦ | ୦.୧୦୦ | ଘରବାରି | ||
| ୦୯ | ୨୪୪୧/ ୧୬୬୭ | ୩୫୯୫/ ୮୩୫୭ | ୦.୦୧୦ | ୦.୦୧୦ | ଶାରଦ ଜଳ-୧ | ଇତିଶ୍ରୀ ବାରିକ ସ୍ୱା:ଦିଲ୍ଲୀପ କ ୁମାର ବାରିକ ଜା: ଭଣ୍ଡାରି ବା: ଚନ୍ଦନପୁର, ହା. ସା. ସାମଗୁଡିଆ |
| ୧୦ | ୨୪୪୧/ ୧୪୪୮ | ୩୫୯୫/ ୮୨୦୧ | ୦.୦୧୨ | ୦.୦୧୨ | ଘରବାରି | ମଞ୍ଜୁଳା ମହାପାତ୍ର ସ୍ୱା:ରାଜେନ୍ଦ୍ର କ ୁମାର ସାହୁ ଜା: ଗୁଡ଼ିଆ ବା: ମଧ୍ୟଖଣ୍ଡି ସାମିଲ ଅଛୁତପୁର |
| ୧୧ | ୧୬୧୪ | ୩୫୯୬ | ୦.୧୦୦ | ୦.୧୦୦ | ଶାରଦ ଜଳ-୧ | ବିଜୟ କୁମାର ନାୟକ ପ ି:ବୃନ୍ଦାବନ ଚନ୍ଦ୍ର ନାୟକ ଜା: ଜ୍ୟୋତିଷ ବା: ସାମଗୁଡିଆ ସାମିଲ ଜାଗୁଳାଇପଡା |
| ୧୨ | ୧୧୩୧ | ୩୫୯୭ | ୦.୧୫୦ | ୦.୧୫୦ | ଶାରଦ ଜଳ-୧ | ନ ିତ୍ୟାନନ୍ଦ ବେହେରା ପି:ଇଶ୍ୱର ବେହେରା ଜା: କୁମ୍ଭାର ବା ସାମଗୁଡିଆ |
| ୧୩ | ୨୧୮୦ | ୩୫୯୮ | ୦.୫୦୦ | ୦.୫୦୦ | ଶାରଦ ଜଳ-୧ | ଶତୃ ଘନ ଦାସ ପି:ବଳରାମ ଦାସ ଜା: ଗୋପାଳ ବା: ସାମଗୁଡିଆ |
| ୧୪ | ୨୩୩୪ | ୩୫୯୯ | ୦.୧୭୦ | ୦.୧୭୦ | ଶାରଦ ଜଳ-୧ | ସୁବାଶ ଚନ୍ଦ୍ର ମହାପାତ୍ର ପ ି:ବାଳକୃଷ୍ଣ ମହାପାତ୍ର ଜା: ବ୍ରାହ୍ମଣ ବା: ମଧ୍ୟଖଣ୍ଡି |
| ୧୫ | ୧୩୪୫ | ୩୬୦୧ | ୦.୧୮୦ | ୦.୧୮୦ | ଶାରଦ ଜଳ-୧ | ପ୍ରହଲ୍ଲାଦ ମହାପାତ୍ର ପି:ବାଳକୃଷ୍ଣ ମହାପାତ୍ର ଜା: ବ୍ରାହ୍ମଣ ବା: ମଧ୍ୟଖଣ୍ଡି |
| ୧୬ | ୨୨୯୩ | ୩୬୦୨ | ୦.୧୭୦ | ୦.୧୭୦ | ଶାରଦ ଜଳ-୧ | ତିଳୋତ୍ତମା ମହାପାତ୍ର, ନିରାକାର ମହାପାତ୍ର, ପ୍ରଭଞ୍ଜନ ମହାପାତ୍ର, ମନୋରଞ୍ଜନ ମହାପାତ୍ର ପି: ଶ୍ରୀବତ୍ସ ମହାପାତ୍ର ଜା: ବ୍ରାହ୍ମଣ ବା: ମଧ୍ୟଖଣ୍ଡି |
| ୧୭ | ୩୨୬ | ୩୬୦୩ | ୦.୧୬୦ | ୦.୧୬୦ | ଶାରଦ ଜଳ-୧ ଆନନ୍ଦ ଚନ୍ଦ୍ର ଦାଶ ପି: ସଦେଇ | ଦାଶ, ନାରାୟଣ ଦାଶ ପି: ଦ୍ୱିଜେନ୍ଦ୍ର ଦାଶ, ରାଣୀ ଦାଶ ସ୍ୱା: ଦ୍ୱିଜେନ୍ଦ୍ର ଦାଶ, ରବିନ୍ଦ୍ର ଦାଶ ପି: ନଟବର ଦାଶ, ସୁକାନ୍ତୀ ଦାଶ ସ୍ୱା: ନଟବର ଦାଶ ଜା: ବ୍ରାହ୍ମଣ ବା: ସାମଗୁଡିଆ |
| ମୋଟ | ୨.୦୮୫ | ୨.୦୮୫ |
[No. 602—RDM-LAA-KPD-0005/2023-R&DM]
ରାଜ୍ୟପାଳଙ୍କ ଆଦେଶାନୁସାରେ
ସୁରଞ୍ଜନ ପ୍ରଧାନ
ଅତିରିକ୍ତ ଶାସନ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10