Servants of Knowledge
Odisha Gazette · Government of Odisha

Odisha Gazette, No. 865, 10 April 2025

Published 10 April 2025

Department
Revenue & Disaster Management
Type
Extraordinary
Gazette no.
865
Notification no.
97
Notification Date
24-05-0205
Identifier
in.gazette.odisha_govpress.2025-04-10.Extraordinary_865
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 865 CUTTACK, THURSDAY, APRIL 10, 2025/CHAITRA 20, 1947

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

ତାରିଖ ୨୪ ଫେବଆରୀ୨୦୨୫

ସଂଖ୍ୟା-୯୭—IV-୧୫/୨୦୨୫—ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ- ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯ ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଛି ଯେ, ମୌଜା ବାଟପାଲି, ଥାନା ମାଲକାନଗିରି ନଂ ୧୪୬, ଜିଲ୍ଲା ମାଲକାନଗିରି ନିମ୍ନ ସୂଚିତ "କ'' ତଫସିଲ ଜମି ଏହି ଆଇନର ଧାରା ୨(୧) ପ୍ରକାରେ ଓଡ଼ିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ତଥା "ମାଲକାନଗିରି ବିମାନ ବନ୍ଦର (ଧାବନ ପଟି) କୁ ସଂଯୋଜକ ରାସ୍ତା'' ପ୍ରକଳ୍ପ ନିମନ୍ତେ ଏକର ୮.୯୩୯୫ ଜମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଏମ. ଭି. ୧୧ । 2

(୧) (୨) (୩) (୪) (୫) (୬)

୧୨୮/୭୦ ୪୩ ୦.୩୨୧୦ ୦.୦୦୪୯ ଡଙ୍ଗର-୧ ବଳରାମ ବାଘ, ପିତା ଶିବ ବାଘ, ବାସନ୍ତୀ ବାଘ,

ସ୍ୱାମୀ ବଳରାମ ବାଘ, ମାଲକାନଗିରି ।

୧୨୮/୮୨ ୫୬ ୧.୪୫୩ ୦.୫୪୩ ଡଙ୍ଗର-୧ ଶିବ ପ୍ରସାଦ ତ୍ରିପାଠି, ପିତା, ଘନଶ୍ୟାମ ତି୍ରପାଠି

ମାଲକାନଗିରି ।

୧୨୮/୮୨ ୫୭ ୦.୫୧୨ ୦.୨୮୪ ଡଙ୍ଗର-୨ ଶିବ ପ୍ରସାଦ ତ୍ରିପାଠି, ପିତା, ଘନଶ୍ୟାମ ତ୍ରିପାଠି

ମାଲକାନଗିରି ।

୧୫ ୬୮୫ ୦.୫୩୮୭ ୦.୩୯୫୩ ଧାନ ଏକ ଡ଼ମ୍ବୁ ସୋଡି, ରାମଚନ୍ଦ୍ର ସୋଡି, ପିତା ଇର୍ମା

ସୋଡି, କୋଟେଲଗୁଡା ।

୧୫ ୬୯୪ ୦.୧୮୫୩ ୦.୧୮୫୩ ଧାନ ଏକ ଡ଼ମ୍ବୁ ସୋଡି, ରାମଚନ୍ଦ୍ର ସୋଡି, ପିତା ଇର୍ମା

ସୋଡି, କୋଟେଲଗୁଡା ।

୩୭ ୩୭ ୦.୬୪୯୯ ୦.୨୨୨ ଧାନ ଦୁଇ ବୁଟି ସୋଡି, ପିତା. ଭିମା ସୋଡି, ବାଟପାଲ୍ଲୀ ୪୨ ୪୬ ୪.୬୦୩୪ ୦.୮୮୯ ଧାନ ଏକ ମୁକା ପଡିଆମି, ପିତା. ଇର୍ମା ପଡିଆମି,

କୋଟେଲଗୁଡା ।

୪୩ ୫୮ ୦.୮୧୫୪ ୦.୫୯୨ ଧାନ ଦୁଇ ମୁକା ପଡିଆମି, ପିତା. ଇର୍ମା ପଡିଆମି,

କୋଟେଲଗୁଡା ।

୪୩ ୫୯ ୦.୧୪୮୩ ୦.୦୭୪ ଧାନ ଦୁଇ ମୁକା ପଡିଆମି, ପିତା ଇର୍ମା ପଡିଆମି,

କୋଟେଲଗୁଡା ।

୫୧ ୬୭୮ ୦.୨୪୭୧ ୦.୦୯୮ ଧାନ ଏକ ରାମା ମାଡକାମି, ଭିମା ମାଡକାମି, ପିତା. ପଦିଆ

ମାଡକାମି, କୋଟେଲଗୁଡା

୫୧ ୬୭୯ ୦.୦୫୬୮ ୦.୦୪୨ ଜଳାଶୟ ରାମା ମାଡକାମି, ଭିମା ମାଡକାମି, ପିତା. ପଦିଆ

ମାଡକାମି, କୋଟେଲଗୁଡା ।

୫୧ ୬୮୦ ୦.୦୭୪୧ ୦.୦୨୪ ଜଳାଶୟ ରାମା ମାଡକାମି, ଭିମା ମାଡକାମି, ପିତା ପଦିଆ

ମାଡକାମି, କୋଟେଲଗୁଡା ।

୫୧ ୬୮୨ ୧.୬୬୭୯ ୦.୪୯୪ ଧାନ ଏକ ରାମା ମାଡକାମି, ଭିମା ମାଡକାମି, ପିତା ପଦିଆ

ମାଡକାମି, କୋଟେଲଗୁଡା ।

୫୧ ୬୮୬ ୦.୩୦୩୯ ୦.୩୦୩ ଧାନ ଏକ ରାମ ମାଡକାମି, ଭିମା ମାଡକାମି, ପିତା ପଦିଆ

ମାଡକାମି, କୋଟେଲଗୁଡା ।

୫୧ ୬୯୩ ୦.୬୯୧୯ ୦.୬୬୬ ଧାନ ଦୁଇ ରାମା ମାଡକାମି, ଭିମା ମାଡକାମି, ପିତା ପଦିଆ

ମାଡକାମି, କୋଟେଲଗୁଡା ।

୭୫ ୩୨ ୦.୯୬୩୭ ୦.୬୦୫ ଡଙ୍ଗର ଏକ ଗୋକୁଲ ସରକାର, ପିତା ବ୍ରଜବିହାରି ସରକାର,

ଏମ. ଭି. ୧୧ ।

୭୫ ୩୯ ୦.୨୦୦୧ ୦.୦୭୪ ଡଙ୍ଗର ଏକ ଗୋକୁଲ ସରକାର, ପିତା ବ୍ରଜବିହାରି ସରକାର,ଏମ. ଭି. ୧୧ । 3

୭୫          ୪୧      ୦.୯୮୧        ୦.୫୫୫      ଡଙ୍ଗର ଏକ   ଗୋକୁଲ ସରକାର, ପିତା ବ୍ରଜବିହାରି ସରକାର,
                                                       ଏମ. ଭି. ୧୧ ।
୭୫          ୪୨      ୧.୦୩୭୮       ୦.୫୩୧      ଡଙ୍ଗର ଏକ   ଗୋକୁଲ ସରକାର, ପିତା ବ୍ରଜବିହାରି ସରକାର,
                                                       ଏମ. ଭି. ୧୧ ।
             ମୋଟ  .  .୧୯.୨୧୦୨    ୮.୯୩୯୫

ତଫସିଲ 'କ'

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନମ୍ବର ପ୍ଲଟ ନମ୍ବର କିସମ ପ୍ଲଟର ମୋଟ ରକବା (ଏକରରେ) ଅଧିସୂଚିତ ଜମିର ରକବା (ଏକରରେ) ରୟତିଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ବାଟପାଲି ଗ୍ରାମାଞ୍ଚଳ ଏଥିସହ ସଂଲଗ୍ନ ଅଛି ଏଥିସହ ସଂଲଗ୍ନ ଅଛି ଏଥିସହ ସଂଲଗ୍ନ ଅଛି ୧୯.୨୧୦୨ ୮.୯୩୯୫ ଏଥିସହ ସଂଲଗ୍ନ ଅଛି

ତଫସିଲ 'ଖ'

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନମ୍ବର ପ୍ଲଟ ନମ୍ବର କିସମ ପ୍ଲଟର ମୋଟ ରକବା (ଏକରରେ) ଅଧିସୂଚିତ ଜମିର ରକବା (ଏକରରେ) ରୟତିଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ବାଟପାଲି ଗ୍ରାମାଞ୍ଚଳ ପ୍ରଯୁଜ୍ୟ ନୁହେଁ

ଆଶିଷ ପାଟିଲ

ଜିଲ୍ଲାପାଳ, ମାଲକାନଗିରି

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 75(cid:151)173+0


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୧୬୭, ତା ୩୧-୦୩-୨୦୨୪ ରିଖ ରେ ପ୍ରକାଶିତ ହୋଇଅଛି । ପ୍ରକାଶ ଥାଉ କି, ଏହି ବିଜ୍ଞପ୍ତି ପ୍ରକାଶିତ ହେବାର ୬୦ ଦିନ ମଧ୍ୟରେ ଧାରା ୧୫(୨) ଅନୁସାରେ କୌଣସି ଆପତ୍ତି କିମ୍ବା ଅଭିଯୋଗ ଏହି କାର୍ଯ୍ୟାଳୟରେ ହସ୍ତଗତ ହୋଇନାହଁ । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ବାଟପାଲି ଥାନା ମାଲକାନଗିରି ନଂ ୧୪୬, ଜିଲ୍ଲା ମାଲକାନଗିରିରେ ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ଏଥିସହିତ ସଂଲଗ୍ନ କରାଯାଇନାହଁ । ମାଲକାନଗିରି ବିମାନ ବନ୍ଦର (ଧାବନ ପଟି) କୁ ସଂଯୋଜକ ରାସ୍ତା ପ୍ରକଳ୍ପ ଭୂ- ଅଧିଗ୍ରହଣ ବିବରଣୀ/ତଫସିଲ ମୌଜା- ବାଟପାଲି ଖାତା ନଂ. ପ୍ଲଟ ନଂ. ମୋଟ ରକବା ଅଧିଗ୍ରହଣ କିସମ ରୟତଙ୍କ ନାମ (ଏକର) ରକବା (ଏକର) (୧) (୨) (୩) (୪) (୫) (୬) ୧୦୩ ୭୦୦ ୧.୮୮୦୪ ୧.୭୨୯୦ ଡଙ୍ଗର-୧ ମୁନି ମୋହନ ବିଶ୍ୱାସ, ଫୁଲମତୀ ବିସ୍ୱାସ ଛାୟାଦେବୀ ବିଶ୍ୱାସ, ମାଧୁରୀ ବିଶ୍ୱାସ, ପିତା ଦେବେନ୍ଦ୍ର ବିଶ୍ୱାସ, ଗ୍ରାମ ଏମ. ଭି. ୧୧ । ୧୨୮/୧୫୨ ୬୯ ୧.୨୩୬୦ ୦.୪୯୪ ଡଙ୍ଗର-୨ ଜମୁନା ବିଶ୍ୱାସ, ସ୍ୱାମୀ ଦିପକ ବିଶ୍ୱାସ, ଏମ. ଭି. ୮୪ । ୧୨୮/୨୨୧ ୭୦୧ ୦.୬୪୨୫ ୦.୧୩୫୦ ଡଙ୍ଗର-୧ ପ୍ରକାଶ ମଞ୍ଜଳ, ପିତା କ୍ରିଷ୍ଣପଦ ମଞ୍ଜଳ, ↩
Cite this issue. Odisha Gazette, Government of Odisha, 10 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-10.Extraordinary_865/. Archive identifier in.gazette.odisha_govpress.2025-04-10.Extraordinary_865.