Servants of Knowledge
Odisha Gazette · Government of Odisha

Odisha Gazette, No. 866, 10 April 2025

Published 10 April 2025

Department
Revenue & Disaster Management
Type
Extraordinary
Gazette no.
866
Notification no.
958
Notification Date
13-03-2025
Identifier
in.gazette.odisha_govpress.2025-04-10.Extraordinary_866
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 866 CUTTACK, THURSDAY, APRIL 10, 2025/CHAITRA 20, 1947

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଜପୁର

ଅଧିସୂଚନା

ତାରିଖ ୧୩ ର୍ମା୨୦୨୫

No. 958—III-03/2023—ଯେହେତୁ ଓଡ଼ିଶା ସରକାରଙ୍କ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାରେ ସମ୍ପ୍ରତି ଧାତୁପଥରଗଦାର ସମ୍ପ୍ରସାରଣ ନିମନ୍ତେ ସରକାର (Appropriate Government)ସରକାରୀ ବ୍ୟୟରେ ମୌଜା ସୁକରଙ୍ଗୀ, ଥାନା ଯାଜପୁର ନଂ ୧୮, ତହସିଲ ସୁକିନ୍ଦା, ଜିଲ୍ଲା ଯାଜପୁରରେ ନିମ୍ନ ତଫସିଲ ମତେ ପ୍ରାୟ ଏ.୧୧.୪୬୦ ଡି. ଭୂମି ଅର୍ଜନ ଆବଶ୍ୟକ ହେଉଅଛି;

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ୧୧ (୧) ଧାରାରେ ଭାରପ୍ରାପ୍ତ ହୋଇ ସରକାର (Appropriate Government) ଏତଦ୍ୱାରା ନିମ୍ନ ଅନୁସୂଚିରେ ପ୍ରଦତ୍ତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଇଅଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ/ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପକତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜନୀନ ଉଦ୍ଦେଶ୍ୟରେ ଚିତ୍ୟ ବିଷୟରେ କୌଣସି ଆପତ୍ତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧. ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୂପ ଯାଜପୁର ଜିଲ୍ଲାରେ ସମ୍ପ୍ରତି ଧାତୁପଥରଗଦାର ସମ୍ପ୍ରସାରଣ ନିମନ୍ତେ ।

୨. ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ ଓଡ଼ିଶା ଖଣି ନିଗମ, ଭୁବନେଶ୍ୱର

୩. କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ ଯାଜପୁର ଜିଲ୍ଲାରେ ସମ୍ପ୍ରତି ଧାତୁପଥରଗଦାର ସମ୍ପ୍ରସାରଣ ନିମନ୍ତେ ।

୪. ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ ଓଡ଼ିଶା ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଘୋଷଣା ନାମା ଚିଠି ସଂଖ୍ୟା ୬୯୪୪/୨୦.୦୨.୨୦୨୫ ପ୍ରକାରେ ଭୂମି ଅଧିଗ୍ରହଣ ନିମନ୍ତେ ୮(୨) ଧାରାରେ ଅନୁମୋଦନ ହୋଇଅଛି ।

୫. ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ- ଉପ- ଜିଲ୍ଲାପାଳ, ଯାଜପୁର ।

ଜିଲ୍ଲା ତହସିଲ ଗ ୍ରାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ ୍ଲ ଟ ନଂ. ପ ୍ଲ ଟର ମୋଟ ରକବା ଅଧିସୂଚିତ ଜମିର ରକବା ରୟତ ର ନାମ
ଯାଜପୁର ସୁକିନ୍ଦା ସୁକରଙ୍ଗୀ ଗ୍ରାମାଞ୍ଚଳ ଏଥିସହିତ ସଂଲଗ୍ନ ଏଥିସହିତ ସଂଲଗ୍ନ ଏ୧୧.୪୬୦ଡି ଏ.୧୧.୪୬୦ ଏଥି ସହିତ ସଂଲଗ୍ନ
2

ଉକ୍ତ ଭୂମିର ଏକ ନକ୍ସା ତହସିଲଦାର ତଥା ଭୂ-ଅର୍ଜନ ଅଧିକାରୀ, ସୁକିନ୍ଦା, ତହସିଲ କାର୍ଯ୍ୟାଳୟ, ସୁକିନ୍ଦା, ଯାଜପୁରରେ କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୁକ୍ତ କୌଣସି ଜମିର କ୍ରୟବିକ୍ରୟ, ହସ୍ତାନ୍ତର (ଦେଣନେଣ) କିମ୍ବା ଦାୟ ସୃି ଯାଜପୁର ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହଁ ।

ଭୂମି ଅନୁସୂଚି

ପ୍ରକଳ୍ପର ନାମ : ସମ୍ପ୍ରତି ଧାତୁପଥରଗଦାର ସଂପ୍ରସାରଣ ନିମନ୍ତେ

ମୌଜାର ନାମ : ସୁକରଙ୍ଗୀ, ତହସିଲ ସୁକିନ୍ଦା, ଥାନା ନଂ. : ୧୮ ଜିଲ୍ଲା : ଯାଜପୁର

କ୍ରମିକ ନଂ. ଖାତା ନଂ. ପ୍ଲଟ ନଂ. ମୋଟ ରକବା ଅଧିଗ୍ରହଣ କିସମ ଅଭିଲିଖିତ ରୟତଙ୍କ ନାମ

ରକବା

(ଏକରରେ) (ଏକରରେ)

(୧) (୨) (୩) (୪) (୫) (୬) (୭)

୧ ୨ ୫୯ ୦.୪୯୦ ୦.୪୯୦ ବିଆଳି ଗଣେଶ୍ୱର ପ୍ରଧାନ, ପି. ହରି ପ୍ରଧାନ,

ଜାତି-ଶବର ।

୨ ୨ ୭୦ ୧.୩୧୦ ୧.୩୧୦ ବିଆଳି ଗଣେଶ୍ୱର ପ୍ରଧାନ, ପି. ହରି ପ୍ରଧାନ,

ଜାତି-ଶବର ।

୩ ୮ ୫୨ ୦.୨୪୦ ୦.୨୪୦ ସାରଦ-୩ ଜଟାଧାରୀ ଦେହୁରି, ପି. ନିଧି ଦେହୁରି,

ଜାତି-ଶବର ।

୪ ୮ ୫୪ ୧.୧୫୦ ୧.୧୫୦ ସାରଦ-୩ ଜଟାଧାରୀ ଦେହୁରି, ପି. ନିଧି ଦେହୁରି,

ଜାତି-ଶବର ।

୫ ୧୨ ୬୭ ୦.୮୨୦ ୦.୮୨୦ ବିଆଳି ବଳରାମ ପ୍ରଧାନ, ପି. ହରି ପ୍ରଧାନ,

ଜାତି-ଶବର ।

୬ ୧୩ ୫୫ ୦.୪୬୦ ୦.୪୬୦ ସାରଦ-୩ ଭରତ ଦେହୁରି, ପି. ଚମ୍ପତି୍ର ଦେହୁରି

ଜାତି-ଶବର ।

୭ ୧୪ ୫୮ ୦.୨୧୦ ୦.୨୧୦ ସାରଦ-୨ ଭୁଟୁ ଦେହୁରି, ଅଶିଣ ଦେହୁରି,

ପି. କାନ୍ଦୁରୀ ଦେହୁରି, ମୁଖ ଦେହୁରି,

ସ୍ୱା. କାନ୍ଦୁରି ଦେହୁରି, ଜାତି-ଶବର ୮ ୧୪ ୮୧ ୦.୭୪୦ ୦.୭୪୦ ପତିତ ଭୁଟୁ ଦେହୁରି,ଅଶିଣ ଦେହୁରି,

ପି. କାନ୍ଦୁରି ଦେହୁରି, ମୁଖ ଦେହୁରି

ସ୍ୱା. କାନ୍ଦୁରି ଦେହୁରି, ଜାତି-ଶବର ।

୯ ୧୬ ୮ ୦.୦୨୦ ୦.୦୨୦ ସାରଦ-୩ ମୁରଲୀଧର ଦେହୁରି, ପି. ହାଡ଼ିବନ୍ଧୁ

ଦେହୁରି, କର ଦେହୁରି,

ସ୍ୱା. ହାଡ଼ିବନ୍ଧୁ ଦେହୁରି, ରାମ ଦେହୁରି,

ଶ୍ୟାମ ଦେହୁରି, ନିଶାକାର ଦେହୁରି,

ଦୁର୍ଯ୍ୟୋଧନ ଦେହୁରି, ପି. କୃଷ୍ଣ

ଦେହୁରି, ଜାତି-ଶବର ।

3

(୧) (୨) (୩) (୪) (୫) (୬) (୭) ୧୦ ୧୬ ୭୬ ୦.୫୨୦ ୦.୫୨୦ ବିଆଳି ମୁରଲୀଧର ଦେହୁରି, ପି. ହାଡିବନ୍ଧୁ

ଦେହୁରି, କର ଦେହୁରି, ସ୍ୱା. ହାଡ଼ିବନ୍ଧୁ ଦେହୁରି, ରାମ ଦେହୁରି, ଶ୍ୟାମ ଦେହୁରି, ନିଶାକର ଦେହୁରି, ଦୁର୍ଯ୍ୟୋଧନ ଦେହୁରି, ପି. କୃଷ୍ଣ ଦେହୁରି, ଜାତି-ଶବର ।

୧୧ ୧୯ ୫୬ ୦.୧୦୦ ୦.୧୦୦ ସାରଦ-୩ ରୋଦନା ଦେହୁରି, ସ୍ୱା. ସମ୍ଭ ଦେହୁରି,

ଜାତି-ଶବର ।

୧୨ ୨୧ ୩୭ ୦.୬୦୦ ୦.୬୦୦ ସାରଦ-୩ ହୃଷି ଦେହୁରି, ପି. ମଙ୍ଗୁଳି ଦେହୁରି,

ଜାତି-ଶବର ।

୧୩ ୨୧ ୪୧ ୦.୬୧୦ ୦.୬୧୦ ସାରଦ-୩ ହୃଷି ଦେହୁରି, ପି.ମଙ୍ଗୁଳି ଦେହୁରି,

ଜାତି-ଶବର ।

୧୪ ୨୧ ୫୩ ୦.୦୯୦ ୦.୦୯୦ ସାରଦ-୩ ହୃଷି ଦେହୁରି, ପି.ମଙ୍ଗୁଳି ଦେହୁରି,

ଜାତି-ଶବର ।

୧୫ ୨୧ ୫୭ ୦.୬୨୦ ୦.୬୨୦ ସାରଦ-୩ ହୃଷି ଦେହୁରି, ପି.ମଙ୍ଗୁଳି ଦେହୁରି,

ଜାତି-ଶବର ।

୧୬ ୨୨ ୩୯ ୦.୭୬୦ ୦.୭୬୦ ସାରଦ-୩ ହେଞ୍ଜି ଦେହୁରି, ପି.ରଘୁ ଦେହୁରି

ସରଦା ଦେହୁରି, ସ୍ୱା.ରଘୁ ଦେହୁରି, ମାଗୁ ଦେହୁରି, ପି. ଚନ୍ଦ୍ର ଦେହୁରି, ଜାତି-ଶବର ।

୧୭ ୨୨ ୮୪ ୦.୩୫୦ ୦.୩୫୦ ପତିତ ହେଞ୍ଜି ଦେହୁରି, ପି.ରଘୁ ଦେହୁରି,

ସରଦା ଦେହୁରି, ସ୍ୱା.ରଘୁ ଦେହୁରି, ମାଗୁ ଦେହୁରି, ପି.ଚନ୍ଦ୍ର ଦେହୁରି, ଜାତି-ଶବର ।

୧୮ ୨୨/୧ ୪୩ ୧.୬୨୦ ୧.୬୨୦ ସାରଦ-୩ ମୋହନ ମହାନ୍ତ, କୃଷ୍ଣ ମହାନ୍ତ, ହରେକୃଷ୍ଣ ମହାନ୍ତ, ପି. ଗୋବିନ୍ଦ ମହାନ୍ତ, ଜାତି-କୁଡୁମି, ବା-କାଳିଆପାଣି ।

୧୯ ୨୦ ୭୯ ୦.୩୨୦ ୦.୩୨୦ ବିଆଳି ସର ଦେହୁରି, ପି. ଜଗା ଦେହୁରି,

ଜାତି-ଶବର ।

୨୦ ୨୦ ୭୭ ୦.୪୩୦ ୦.୪୩୦ ବିଆଳି ସର ଦେହୁରି, ପି. ଜଗା ଦେହୁରି,

ଜାତି-ଶବର ।

ମୋଟ ରକବା ୧୧.୪୬୦

ରାଜ୍ୟପାଳଙ୍କ ଆଦେଶକ୍ରମେ P. ANVESHA REDDY

ଜିଲ୍ଲାପାଳ, ଯାଜପୁର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 76(cid:151)173+9

Cite this issue. Odisha Gazette, Government of Odisha, 10 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-10.Extraordinary_866/. Archive identifier in.gazette.odisha_govpress.2025-04-10.Extraordinary_866.