Servants of Knowledge
Odisha Gazette · Government of Odisha

Odisha Gazette, No. 890, 15 April 2025

Published 15 April 2025

Department
Revenue & Disaster Management
Type
Extraordinary
Gazette no.
890
Notification no.
70
Notification Date
29-03-2025
Identifier
in.gazette.odisha_govpress.2025-04-15.Extraordinary_890
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 890 CUTTACK, TUESDAY, APRIL 15, 2025/CHAITRA 25, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

The 29th March 2025

ନଥି ସଂ 70(cid:650)IX(C)-13/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା-ଗୁରୁଡା ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରୀ- ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତିିକରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ଗ ର ୁ ଡା ୁ ଗ୍ରାମାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୫୨.୪୪ ଏ ୨.୬୩ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ-3 ଭୁମି ଅନୁସୁଚୀ

ପ୍ରକଳ୍ପ ର ନାମ- ବାମେବାରୀ-ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ମୌଜା-ଗୁରୁଡା ଥାନା-ଯୋଡା ଥାନା ନଂ-୫୭ ତହସିଲ-ବଡବିଲ ତହସିଲନଂ-୨ ଜିଲ୍ଲା-କେନ୍ଦୁଝର

କ ମ ୍ର କ ି ନଂ ଖତିଆନ ନଂ ପ ଜାର ନାମ ଓ ଠିକଣା ୍ର ପ୍ଲଟ ନଂ କିସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୨ ଅର୍ଜ ୁନ ନାଏକ, ସୋମନାଥ ନାଏକ, ପି-ଅଷାଡୁ ନାଏକ ,ଜା- ଭ ୁ ୟ ଁ ।,ବା-ନିଜଗଁା ୨୭୪ ଖଣି ୧.୪୦ ୦.୧୮
୨୭୬ ଖଣି ୭.୦୦ ୦.୨୮
୨ ୮ ଗୋପାଳ ଦେହୁରୀ,ଶୀ୍ରଧର ଦେହୁରୀ,ପି-କିର୍ତନ ଦେହୁରୀ,ଧରଣି ଦେହୁରୀ,ଫଗୁ ଦେହୁରୀ .ଗୁରୁଚରଣ ଦେହୁରୀ,ଇନ୍ଦା ଦେହୁରୀ ,ପି-ବିର ଦେହୁରୀ,ପ୍ରଭା ଦେହୁରୀ,ସ୍ୱା- କୈଳାସ ଦେହୁରୀ, ଗୈୖାରି ଦେହୁରୀ,ନିଶାମଣି ଦେହୁରୀ ,ପି- କୈଳାସ ଦେହୁରୀ,ବାଣେଶ୍ୱର ଦେହୁରୀ,ପି-କଲୁ ଦେହୁରୀ,ଚିତ୍ର ଦେହୁରୀ,ସ୍ୱା-କଲୁ ଦେହୁରୀ, ଗୋବର୍ଧନ ଦେହୁରୀ,ପି-ଭିମ ଦେହୁରୀ , ଜା-ଭୁୟଁା,ବା-ନିଜଗଁା ୨୪୩ ଖଣି ୮.୦୦ ୦.୫୦
୨୪୬ ଘରବାରି ୨.୬୨ ୦.୨୬
୩ ୯ ଗୋରା ନାଏକ,ମଙ୍ଗୁଳୁ ନାଏକ,ପି-ଚକ୍ର ନାଏକ, ଜା- ଭ ୁ ୟ ଁ ।,ବା-ନିଜଗଁା ୨୫୧ ଖଣି ୬.୨୦ ୦.୩୪
୨୫୫ ଖଣି ୬.୯୦ ୦.୪୬
୪ ୧୫ ପ ତାପ ନାଏକ,କାର୍ତୀକା ୍ର ନାଏକ,ଶରତ ନାଏକ, ଦଶରଥ ନାଏକ,ପି-ଭୁବନ ନାଏକ, ଧନେଶ୍ୱର ନାଏକ, ପି-ଖୁଦ ନାଏକ, ବନମାଳି ନାଏକ,ଜଦୁ ନାଏକ, ପି-ମୋହନ ନାଏକ, ଜା-ଭୁୟଁା, ବା-ନିଜଗଁା ୨୬୨ ଖଣି ୮.୨୨ ୦.୦୮
୫ ୨୧ ବ ୁ ଦୁନି ନାଏକ, ସ୍ୱା-ଚାନ୍ଦୁ ନାଏକ, ଶୁକଦେବ ନାଏକ, ପି- ବଲ୍ଲଭ ନାଏକ, ରଇ ନାଏକ,ସ୍ୱା- ନାଥ ନାଏକ,ଯମୁନା ନାଏକ, ପାଣ୍ଡିରି ନାଏକ, ପାଲୁଣି ନାଏକ, ପ ନ ୁ ମୀ ନାଏକ, ପି-ନାଥନାଏକ, ର୍ ଶ କୁରା ନାଏକ, ପି-ପାଥ ୁ ନାଏକ, ଲକ୍ଷ୍ମଣ ନାଏକ, ଶ୍ୟାମ ନାଏକ,ପି-ଶୁକଦେବ ନାଏକ, ଜା-ଭୁୟଁା,ବା-ନିଜଗଁା ୨୪୪ ତଇଳା- ୨ ୫.୨୦ ୦.୦୩
ମୋଟ ୪୫.୫୪ ୨.୧୩
4

ଗୋଚର ଜମି ପ୍ରତିବଦଳ ଅନୁସୁଚୀ

କ ମ ୍ର କ ି ନଂ ଖତିଆନ ନଂ ପ ଜାର ନାମ ଓ ଠିକଣା ୍ର ପ୍ଲଟ ନଂ କିସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୯ ଗୋରା ନାଏକ,ମଙ୍ଗୁଳୁ ନାଏକ,ପି-ଚକ୍ର ନାଏକ, ଜା- ଭ ୁ ୟ ଁ ।,ବା-ନିଜଗଁା ୨୫୫ ଖଣି ୬.୯୦ ୦.୫୦
ମୋଟ ୬.୯୦ ୦.୫୦
ସର୍ବ ମୋଟ ୫୨.୪୪ ୨.୬୩

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 100—173+12


  1. ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୬୮୮ ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ଗୁରୁଡା ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩
Cite this issue. Odisha Gazette, Government of Odisha, 15 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-15.Extraordinary_890/. Archive identifier in.gazette.odisha_govpress.2025-04-15.Extraordinary_890.