Servants of Knowledge
Odisha Gazette · Government of Odisha

Odisha Gazette, No. 891, 15 April 2025

Published 15 April 2025

Department
Revenue & Disaster Management
Type
Extraordinary
Gazette no.
891
Notification no.
76
Notification Date
29-03-2025
Identifier
in.gazette.odisha_govpress.2025-04-15.Extraordinary_891
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 891 CUTTACK, TUESDAY, APRIL 15, 2025/CHAITRA 25, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

The 29th March 2025

ନଥି ସଂ 76(cid:650)IX(C)-16/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା-ତାଡପାଣି ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରୀ- ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ୍ଲଟ ନଂ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ତାଡପାଣି ଗ୍ରାମାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୧୧.୭୬ ଏ ୦.୮୦ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ-3 ଭୁମି ଅନୁସୁଚୀ

ପ୍ରକଳ୍ପ ର ନାମ- ବାମେବାରୀ-ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ମୌଜା-ତାଡପାଣି ଥାନା ନଂ-୫୭ ଥାନା-ଯୋଡା ତହସିଲ ନଂ-୨ ତହସିଲ-ବଡବିଲ ଜିଲ୍ଲା-କେନ୍ଦୁଝର

କ ମିକ ୍ର ନଂ ଖତିଆନ ନଂ ପ୍ରଜାର ନାମ ଓ ଠିକଣା ପ ଟ ନଂ ୍ଲ କ ି ସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୧ କଳାକର ପାତ୍ର, କବି ପାତ୍ର,ପି-ରଥ ପାତ୍ର, ଭଗତ ପାତ୍ର,କଣ୍ଠ ପାତ୍ର,କାଳୁ ପାତ୍ର, ପି-ଗଦା ପାତ୍ର,ନନ୍ଦ ପାତ୍ର, ପି-କାମ ପାତ୍ର, ଜା-ପାଣ, ବା- ବଳଦା ୫୫ ତଇଳା-୧ ୦.୦୮ ୦.୦୨
୫୫/୮୪ ତଇଳା-୧ ୦.୦୪ ୦.୦୨
୨ ୨ ଗଣେଶ୍ୱର ଦେହୁରୀ, ଗ ୁ ର ୁ ଚରଣ ଦେହୁରୀ, ଭରତ ଦେହୁରୀ, ଶତୃଘ୍ନ ଦେହୁରୀ, ପି-ଇନ୍ଦ୍ରମଣି ଦେହୁରୀ, ବା- ଗୋବିନ୍ଦପୁର, ଜେମା ଦେହୁରୀ, ସନା ଦେହୁରୀ, ପ -ଶାମ ଦେହୁରୀ, ି ସୁଦର୍ଶନ ଦେହୁରୀ, ପି- ଦାସ ଦେହୁରୀ, ବଲ୍ଲବ ଦେହୁରୀ, ପି-ଗୟା ଦେହୁରୀ, ପଳଉ ଦେହୁରୀ, ପି-ଭାଗିରଥି ଦେହୁରୀ, କଲ୍ୟାଣ ଦେହୁରୀ, ପି-କାମ ଦେହୁରୀ, ଜା-ଭୁୟଁା, ବା-ବଳଦା ୨୨ ତଇଳା-୧ ୩.୯୬ ୦.୦୮
୨୯ ତଇଳା-୧ ୧.୫୦ ୦.୦୬
୩ ୩ ମହମ୍ମଦ ମଝୁର ଲହକ, ମହମ୍ମଦ ଏକ୍ରାମ, ପି- ଜନାବ ମହମ୍ମଦ ସିରାଜୁଦ୍ଦିନ, ଜା- ମୁସଲମାନ, ବା-ନିଜଗଁା ୨୪ ଘରବାରି ୧.୧୦ ୦.୦୬
୨୧/୮୦ ତଇଳା-୨ ୦.୩୦ ୦.୦୫
୪ ୪ ଲଗତ ମୁଣ୍ଡା, ପି-ମସୋ ମୁଣ୍ଡା, ଜା-କୋହ୍ଲ, ବା-ନିଜଗଁା ୨୬ ଘରବାରି ୧.୨୫ ୦.୦୬
୨୭ ଘରବାରି ୦.୪୦ ୦.୦୩
୫୭ ଜଙ୍ଗଲ ୦.୧୦ ୦.୦୩
୫୮ ତଇଳା-୨ ୦.୬୦ ୦.୦୮
୩୧/୮୧ ତଇଳା-୧ ୦.୨୦ ୦.୦୧
୫୩/୮୨ ତଇଳା-୧ ୦.୧୨ ୦.୦୫
୫୮/୮୭ ତଇଳା-୨ ୦.୩୭ ୦.୦୭
୫ ୫ ଲବ ମୁଣ୍ଡା, ପି-ଦିଗା ମୁଣ୍ଡା, ବ ଦର ମୁଣ୍ଡା, ପି-ସାମୁ ି ମୁଣ୍ଡା,ଜା-କୋହ୍ଲ, ବା- ନିଜଗାଁ ୨୫ ଘରବାରି ୦.୬୨ ୦.୦୫
୩୨ ତଇଳା-୧ ୦.୪୦ ୦.୦୪
୫୬/୮୫ ତଇଳା-୨ ୦.୨୨ ୦.୦୧
୬ ୬ ସୁଦର୍ଶନ ନାଏକ, ଗୟା ନାଏକ, ପି-ଦାସ ନାଏକ, ଜା-ଭୁୟାଁ, ବା-ବଳଦା ୨୮ ତଇଳା-୧ ୦.୫୦ ୦.୦୮
ମୋଟ ୧୧.୭୬ ୦.୮୦
4

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 101—173+12


  1. ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୬୮୧ ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ତାଡପାଣି, ଥାନା- ଯୋଡା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩
Cite this issue. Odisha Gazette, Government of Odisha, 15 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-15.Extraordinary_891/. Archive identifier in.gazette.odisha_govpress.2025-04-15.Extraordinary_891.