Servants of Knowledge
Odisha Gazette · Government of Odisha

Odisha Gazette, No. 892, 15 April 2025

Published 15 April 2025

Department
Revenue & Disaster Management
Type
Extraordinary
Gazette no.
892
Notification no.
82
Notification Date
29-03-2025
Identifier
in.gazette.odisha_govpress.2025-04-15.Extraordinary_892
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 892 CUTTACK, TUESDAY, APRIL 15, 2025/CHAITRA 25, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

The 29th March 2025

ନଥି ସଂ 82(cid:650)IX(C)-14/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ , ମୌଜା-କୁଣ୍ଡାପସି ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରୀ-ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
କ ୁ ଣ୍ଡାପସି ଗ୍ରାମାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୪.୭୮୦ ଏ ୦.୨୮୦ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ-3 ଭୁମି ଅନୁସୁଚୀ

ପ୍ରକଳ୍ପ ର ନାମ- ବାମେବାରୀ-ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ମୌଜା-କୁଣ୍ଡାପସି ଥାନା ନଂ-୫୭ ଥାନା-ଯୋଡା ତହସିଲ ନଂ-୨ ତହସିଲ-ବଡବିଲ ଜିଲ୍ଲା-କେନ୍ଦୁଝର

କ ମ ୍ର କ ି ନଂ ଖତିଆନ ନଂ ପ ଜାର ନାମ ଓ ଠିକଣା ୍ର ପ ଟ ନଂ ୍ଲ କିସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୬ ଗୋପିନାଥ ଗିରି, ପ - ସମ୍ଭୁ ଗିରି, ି ଜା-ଗୋପାଳ, ବା- ପଳସା(କ) ୧୦୨ ଘରବାରି ୦.୭୯ ୦.୦୫
୨ ୧୫ ପ ଫ ୍ର ଲ କୁମାର ସାହୁ, ୁ ପ ତାମ୍ବର ସାହୁ, ପ୍ରହଲ୍ଲାଦ ି ସାହୁ, କୃଷ୍ନ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ସାହୁ, ପ -ଦୟାନିଧି ସାହୁ, ି ଜା-ଚଷା,ବା-ପଳସା(କ) ୯୭ ତଇଳା-୧ ୧.୫୬ ୦.୦୬
୩ ୧୭ କାନ୍ଦୁରୁ ମୁଣ୍ଡା, ପି- ରେଣ୍ଡ ମୁଣ୍ଡା, ଜା- କୋହ୍ଲ, ବା- ନ ଜଗଁା, ପଳାତକ ପକ୍ଷେ ି ଜବର ଦଖଲ- ପ୍ରଫୁଲ ଚନ୍ଦ୍ର ସାହୁ, ପିତାମ୍ବର ସାହୁ, ପ୍ରହଲ୍ଲାଦ ସାହୁ,କୃଷ୍ନ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ସହୁ, ପ - ଦୟାନିଧି ସାହୁ, ି ଜା- ଚଷା, ବା- ପଳସା(କ) ୧୦୩ ତଇଳା-୨ ୧.୦୭ ୦.୦୮
୪ ୩୧ ଶ କ୍ରା ନାଏକ,ବିଦେଶି ୁ ନାଏକ, ପି-ପଂଚୁ ନାଏକ, ଜା-ଭୁୟଁା, ବା-ପଳସା(କ ୧୦୦ ତଇଳା-୧ ୧.୦୯ ୦.୦୬
୧୦୫/ ୩୪୦ ଘରବାରି ୦.୧୩ ୦.୦୨
୧୦୫ ଘରବାରି ୦.୧୪ ୦.୦୧
ମୋଟ ୪.୭୮ ୦.୨୮
4

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 102—173+12


  1. ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୭୦୯ ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- କୁଣ୍ଡାପସି, ଥାନା- ଯୋଡା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩
Cite this issue. Odisha Gazette, Government of Odisha, 15 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-15.Extraordinary_892/. Archive identifier in.gazette.odisha_govpress.2025-04-15.Extraordinary_892.