The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 893 CUTTACK, TUESDAY, APRIL 15, 2025/CHAITRA 25, 1947
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଘୋଷଣା
The 29th March 2025
ନଥି ସଂ 88(cid:650)IX(C)-12/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା-ପଳଶା (କ) ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରୀ-ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
2ତଫସିଲ-କ
(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ
| ଗ୍ରାମର ନାମ | ଗ୍ରାମାଚଂଳ /ସହରାଚଂଳ | ଖାତା ନଂ | ପ ଟ ନଂ ୍ଲ | କ ି ସମ | ପ ୍ଲ ଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପଳଶା (କ) | ଗ୍ରାମାଚଂଳ | ସଂଲଗ୍ନ | ସଂଲଗ୍ନ | ସଂଲଗ୍ନ | ଏ୮.୯୮୦ | ଏ ୦.୬୫୬ | ସଂଲଗ୍ନ |
ତଫସିଲ-ଖ
(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)
ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ
| ଗ୍ରାମର ନାମ | ଗ୍ରାମାଚଂଳ /ସହରାଚଂଳ | ଖାତା ନଂ | ପ ଟ ନଂ ୍ଲ | କ ି ସମ | ପ ୍ଲ ଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ ଯ ୍ର ଜ୍ୟ ନୁହେଁ ୁ |
ଅଧିସୂଚନାର ବୈୖଧ ତାରିଖ-3 ଭୁମି ଅନୁସୁଚୀ
ପ୍ରକଳ୍ପ ର ନାମ- ବାମେବାରୀ-ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ମୌଜା-ପଳଶା(କ) ଥାନା ନଂ-୫୭ ଥାନା-ଯୋଡା ତହସିଲ ନଂ-୨ ତହସିଲ-ବଡବିଲ ଜିଲ୍ଲା-କେନ୍ଦୁଝର
| କ ମ ୍ର କ ି ନଂ | ଖତିଆନ ନଂ | ପ ଜାର ନାମ ଓ ଠିକଣା ୍ର | ପ ଟ ନଂ ୍ଲ | କ ି ସମ | ମୋଟ ରକବା | ଅର୍ଜନ ରକବା | ମନ୍ତବ୍ୟ |
| ୧ | ୪ | ଅଶାଢୁ ପାଲିସି,ନାନ୍ଦୁ ପାଲିସି,ପି-ହରି ପାଲିସି,ଜା- ଭ ୟ ୁ ।,ବା-ନିଜଗାଁ ଁ | ୫୦୫ | ଘରବାରି | ୧.୬୫ | ୦.୦୦୫ | |
| ୨ | ୭ | କଳାକର ନାଏକ,ପି-ନଣିନ୍ଦ୍ର ନାଏକ, ଜା-ଭୁୟଁା,ବା-ନିଜଗାଁ | ୪୯୩/ ୭୫୦ | ଘରବାରି | ୦.୪୦ | ୦.୦୦୫ | |
| ୩ | ୧୮ | ଗ ରା ଦେହୁରି,ପି-ବିନୁ ୁ ଦେହୁରି, ଜା-ଭୁୟଁା,ବା- ନ ଜଗାଁ,ଜବର ଦଖଲ,ଭିମ ି ନାଏକ,ପି-ପହଲାଦ ନାଏକ, ଜା-ଭୁୟଁା,ବା-ନିଜଗାଁ | ୫୦୪ | ଘରବାରି | ୦.୫୫ | ୦.୦୨୦ | |
| ୪ | ୨୨ | ଗୋପିନାଥ ବାରିକ,ନଟ ବାରିକ,ପି-ଲୋଚନ ବାରିକ,ଜା-ଗୋପାଳ,ବା- ନିଜଗାଁ | ୪୫୧ | ଘରବାରି | ୦.୧୮ | ୦.୦୨୦ | |
| ୪୫୮ | ଘରବାରି | ୦.୧୯ | ୦.୦୧୧ | ||||
| ୫ | ୩୫ | ନିରଂଜନ ନାଏକ,କୁଂଜ ନାଏକ,ପି-ଭୁଲୁ ନାଏକ,କଳାକର ନାଏକ,ପି- ନଳିନ୍ଦ୍ର ନାଏକ, ଜା-ଭୁୟଁା,ବା- ନିଜଗାଁ | ୪୯୩ | ଘରବାରି | ୧.୨୩ | ୦.୦୩୦ | |
| ୬ | ୩୭ | ପଦନ ବାରିକ,ପି-ଅନିରୁଧ ବାରିକ, ଜା-ଗୋପାଳ,ବା- ନିଜଗାଁ | ୪୫୯ | ଘରବାରି | ୦.୨୩ | ୦.୦୨୦ | |
| ୭ | ୫୦ | ଭଂଜ ମୁଣ୍ଡା,ପି-ଦାସ ମୁଣ୍ଡା,ଜା- କୋହ୍ଲ,ବା-ନିଜଗାଁ | ୪୭୫ | ଘରବାରି | ୦.୩୨ | ୦.୦୪୦ | |
| ୮ | ୫୯ | ମଙ୍ଗୁଳୁ ପାଲିସି,ପି-ମକୁନ୍ଦ ପାଲିସି, ଜା-ଭୁୟଁା,ବା-ନିଜଗାଁ | ୪୪୦ | ଶାରଦ-୩ | ୦.୪୪ | ୦.୦୬୦ | |
| ୯ | ୭୩ | ରାଧୁ ବାରିକ,ଅନିରୁ ବାରିକ ,ଜା-ଗୋପାଳ,ବା- ଯୋଡା,ଜବରଦଖଲ,ପଦନ ବାରିକ,ପି-ଅନିରୁ ବାରିକ,ଜା-ଗୋପାଳ,ବା- ନିଜଗାଁ | ୪୫୯/ ୭୪୨ | ଘରବାରି | ୦.୨୧ | ୦.୦୨୦ | |
| ୧୦ | ୮୮ | ଶ କନାଥ ନାଏକ,ପି-ପଦିଆ ୁ ନାଏକ,ଧର୍ମ ୁ ନାଏକ, ହରି ନାଏକ, ପି-ପଂଚୁ ନାଏକ,କୈରୁ ନାଏକ,ପି-ରୟା ନାଏକ , ରବି ନାଏକ,ଭୁବନ ନାଏକ ,ପି-କାର୍ତୀକା ନାଏକ,ଧନୁ ନାଏକ, ପ -ପର୍ବତିଆ ନାଏକ, ବଂଶୀ ି ନାଏକ, କନ୍ଦା ନାଏକ ,ପି- ରାମ ନାଏକ, ଦାମ ନାଏକ ,ପି--ପର୍ବତିଆ ନାଏକ, ଭୁଲୁ ନାଏକ,ପି-ବେନୁ ନାଏକ, କଳାକର ନାଏକ, ୍ରନଳିନ୍ଦ୍ର ନାଏକ,ନନ୍ଦୁ ନାଏକ,ପି-ଗଙ୍ଗା ନାଏକ, ବିଶ୍ୱନାଥ ନାଏକ,ବୁଧୁ ନାଏକ, ପି-ସୁତାର ନାଏକ, ସଂବାରି ନାଏକ, ପି-ଯନୁ - ନାଏକ, ଜା-ଭୁୟଁା,ବା-ନିଜଗାଁ | ୪୪୫ | ତଇଳା-୧ | ୦.୭୫ | ୦.୦୪୦ | |
| ୪୬୫ | ଘରବାରି | ୦.୬୧ | ୦.୦୩୦ | ||||
| ୪୫୦/ ୬୮୪ | ରାସ୍ତା | ୦.୦୬ | ୦.୦୬୦ | ||||
| ୧୧ | ୯୨ | ସ ବର୍ଣ ପାଲିସି, ମଙ୍ଗୁଳୁ ୁ ପାଲିସି,ପି-ମକୁନ୍ଦ ପାଲିସି,ସିଦ ପାଲିସି,ପି-ରଘୁ ପାଲିସି,ଅସାଡୁ ପାଲିସି,ନାନ୍ଦୁ ପାଲିସି, ପି-ହରି ପାଲିସି, ଜା-ଭୁୟଁା,ବା-ନିଜଗାଁ | ୪୫୨ | ଘରବାରି | ୦.୧୪ | ୦.୦୧୦ | |
| ୪୫୩ | ଘରବାରି | ୦.୫୧ | ୦.୦୦୫ | ||||
| ୧୨ | ୯୫ | ଶ ଶିଳା ୁ ଦେହୁରି, ପି-ସୁନା ଦେହୁରି, ଉପାସି ଦେହୁରି ସ୍ୱା- ଗୁରା ଦେହୁରି, ଜା-ଭୁୟଁା, ବା- ନିଜଗାଁ | ୪୬୬ | ଘରବାରି | ୦.୩୪ | ୦.୦୨ | |
| ୪୬୭ | ଘରବାରି | ୦.୪୯ | ୦.୦୩ | ||||
| ୪୭୨ | ଘରବାରି | ୦.୪୩ | ୦.୦୩ | ||||
| ୪୪୯/ ୭୪୧ | ଘରବାରି | ୦.୧୦ | ୦.୦୩ | ||||
| ୪୭୨ / ୭୪୫ | ଘରବାରି | ୦.୦୬ | ୦.୦୧ | ||||
| ୪୫୦/ ୬୮୫ | ରାସ୍ତା | ୦.୧୪ | ୦.୧୪ | ||||
| ୧୩ | ୯୬- ୩୫ | ନିତ୍ୟାନନ୍ଦ ନାଏକ, ପ -ଶୀ୍ରକାନ୍ତ ନାଏକ,ଜା-ଭୁୟଁା, ି ବା-ପଳଶା(କ) | ୫୭୬ | ଶାରଦ- ୩ | ୦.୩୧ | ୦.୦୨ | |
| ମୋଟ | ୮.୯୮୦ | ୦.୬୫୬ |
ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 103—173+12
- ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୬୭୪ ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ପଳଶା (କ), ଥାନା- ଯୋଡା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩