Servants of Knowledge
Odisha Gazette · Government of Odisha

Odisha Gazette, No. 895, 15 April 2025

Published 15 April 2025

Department
Revenue & Disaster Management
Type
Extraordinary
Gazette no.
895
Notification no.
100
Notification Date
29-03-2025
Identifier
in.gazette.odisha_govpress.2025-04-15.Extraordinary_895
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 895 CUTTACK, TUESDAY, APRIL 15, 2025/CHAITRA 25, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

The 29th March 2025

ନଥି ସଂ 100(cid:650)IX(C)-15/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ , ମୌଜା-ବଳଦା ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରୀ-ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବଳଦା ଗ୍ରାମାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୨୨.୧୯ ଏ ୧.୬୪ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ-3 ଭୁମି ଅନୁସୁଚୀ

ପ୍ରକଳ୍ପ ର ନାମ- ବାମେବାରୀ-ପଳଶା-ଗୁରୁଡା-କୋଇରା ରାସ୍ତାର ଉନ୍ନତି କରଣ ମୌଜା-ବଳଦା ଥାନା ନଂ-୫୭ ଥାନା-ଯୋଡା ତହସିଲ ନଂ-୨ ତହସିଲ-ବଡବିଲ ଜିଲ୍ଲା-କେନ୍ଦୁଝର

କ ମ ୍ର କ ି ନଂ ଖତିଆନ ନଂ ପ୍ରଜାର ନାମ ଓ ଠିକଣା ପ ଟ ନଂ ୍ଲ କିସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୧୨ କାନ୍ଦୁରୁ ପାତ୍ର,ପି-ଗଦା ପାତ୍ର, ଜା-ପାଣ,ବା- ନ ି ଜଗଁା ୫୪ ଶାରଦ-୧ ୦.୨୧ ୦.୦୨
୨ ୧୫ ଗୋବିନ୍ଦ ଚନ୍ଦ୍ର ନାଏକ, ନିତ୍ୟାନନ୍ଦ ନାଏକ, ପି- ଧରଣୀ ଧର ନାଏକ, ଆଷଢ ନାଏକ, ସ୍ୱା-ଧରଣୀ ଧର ନାଏକ, ଜା-ଭୁୟାଁ, ବା- ନିଜଗଁା ୫୫ ଶାରଦ-୧ ୦.୪୬ ୦.୦୪
୭୭ ରାସ୍ତା ୦.୦୬ ୦.୦୬
୮୧ ଶାରଦ-୧ ୦.୭୦ ୦.୦୩
୩ ୨୧ ଚେମା ବାରିକ, କୈୖଳାସ ବାରିକ,ପି-ମିଟୁ ବାରିକ, ଜା-ଗୋପାଳ, ବା- ନ ି ଜଗଁା ୫୬ ଶାରଦ-୧ ୦.୧୬ ୦.୦୧
୫୮ ଶାରଦ-୨ ୦.୫୪ ୦.୦୭
୭୩ ଶାରଦ-୨ ୦.୨୦ ୦.୦୪
୭୪ ରାସ୍ତା ୦.୦୫ ୦.୦୫
୭୫ ରାସ୍ତା ୦.୦୮ ୦.୦୮
୭୬ ରାସ୍ତା ୦.୦୧ ୦.୦୧
୪ ୩୩ ଭଗବାନ ନାଏକ,ପି-ବିପ୍ର ନାଏକ, ଜା-ଭୁୟାଁ, ବା- ନ ି ଜଗଁା ୭୧ ରାସ୍ତା ୦.୦୫ ୦.୦୫
୭୨ ଶାରଦ-୨ ୦.୩୬ ୦.୦୧
୭୮ ରାସ୍ତା ୦.୦୪ ୦.୦୪
୭୯ ଶାରଦ-୧ ୦.୧୦ ୦.୦୩
୫ ୩୮ ରୋହିଣୀ ନାଏକ, ସ୍ୱା- ବାଣେଶ୍ୱର ନାଏକ, ଗୁରୁଚରଣ ନାଏକ, ଚଂଚଳା ନାଏକ, ରୁପାଲି ନାଏକ, ପି-ବାଣେଶ୍ୱର ନାଏକ,ପଦ୍ମାବତୀ ନାଏକ, ପୁର୍ନିମା ନାଏକ,ପି-ମଧୁସୁଦନ ନାଏକ, ଜା-ଭୁୟାଁ, ବା- ନ ି ଜଗଁା ୭୦ ଶାରଦ-୩ ୧.୪୫ ୦.୦୧
୬ ୪୩ ରୋଦନା ଦେହୁରୀ, ସବା ଦେହୁରୀ,ପି- ଶ୍ୟାମ ଦେହୁରୀ, ଚିତ ନାଏକ, ପି-ଚକ୍ର ନାଏକ, ଗଣେଶ୍ୱର ଦେହୁରୀ, ଗୁରୁଚରଣ ଦେହୁରୀ,ଭରତ ଦେହୁରୀ, ଶତୃଘ୍ନ ଦେହୁରୀ,ପି-ଇନ୍ଦ୍ର ଦେହୁରୀ, ଜା-ଭୁୟାଁ, ବା- ନ ି ଜଗଁା ୪୭ ତଇଳା-୧ ୪.୪୪ ୦.୧୨
୬୨ ରାସ୍ତା ୦.୧୭ ୦.୧୭
୬୩ ରାସ୍ତା ୦.୦୬ ୦.୦୬
୬୪ ରାସ୍ତା ୦.୧୦ ୦.୦୭
୬୭ ତଇଳା-୧ ୨.୫୧ ୦.୦୩
୭ ୪୬ ଶୁକଦେବ ଦେହୁରୀ,ପି- ତିଳ ଦେହୁରୀ.ଶଜନୀ ଦେହୁରୀ,ସ୍ୱା-ତିଳ ଦେହୁରୀ,ଗୌତମ ଦେହୁରୀ, ପି-ନିଳ ଦେହୁରୀ, ମଥୁରା ଦେହୁରୀ, ପି-ଭାବ ଦେହୁରୀ, ମଙ୍ଗଳି ଦେହୁରୀ, ସ୍ୱା-ଗହ୍ମା ଦେହୁରୀ, ଜଦିନି ଦେହୁରୀ, ନବାତ ଦେହୁରୀ, ପି-ଗହ୍ମା ଦେହୁରୀ.କିର୍ତନ ଦେହୁରୀ, ପି-ବୁଧୁନୁ ଦେହୁରୀ, ଜା- ଭୁୟାଁ, ବା-ନିଜଗଁା ୬୦ ତଇଳା-୧ ୦.୬୯ ୦.୦୭
୬୧ ରାସ୍ତା ୦.୧୮ ୦.୧୮
୬୯ ତଇଳା-୧ ୦.୯୪ ୦.୦୩
୧୨୧ ତଇଳା-୨ ୪.୩୮ ୦.୦୫
୧୯୭ ରାସ୍ତା ୦.୧୮ ୦.୧୮
୪୮/ ୪୪ ମିନା ଅଗ୍ରବାଲ,ସ୍ୱା- ମୁରଲୀଧର ୨୦୦ ରାସ୍ତା ୨.୦୮ ୦.୦୭
ଅଗ୍ରବାଲ,ଜା- ମାରବାଡି,ବା- ବଡବିଲ,ଥା-ବଡବିଲ ୫୪/ ୬୪୦ ଘରବାରି ୧.୭୮ ୦.୦୫
୯ ୩୪ ଭଗବାନ ନାଏକ,କୈୖଳାସ ନାଏକ,ବିଦୁ ନାଏକ,ପି- ବିପ୍ର ନାଏକ,ଜା- ଭ ୁ ୟ ଁ ।,ବା-ନିଜଗଁା ୭୮ / ୬୪୧ ରାସ୍ତା ୦.୨୧ ୦.୦୧
ମୋଟ ୨୨.୧୯ ୧.୬୪
4 5

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 105—173+12


  1. ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୭୦୨ ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା-ବଳଦା ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩
Cite this issue. Odisha Gazette, Government of Odisha, 15 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-15.Extraordinary_895/. Archive identifier in.gazette.odisha_govpress.2025-04-15.Extraordinary_895.