Servants of Knowledge
Odisha Gazette · Government of Odisha

Odisha Gazette, No. 897, 15 April 2025

Published 15 April 2025

Department
Revenue & Disaster Management
Type
Extraordinary
Gazette no.
897
Notification no.
112
Notification Date
29-03-2025
Identifier
in.gazette.odisha_govpress.2025-04-15.Extraordinary_897
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 897 CUTTACK, TUESDAY, APRIL 15, 2025/CHAITRA 25, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

The 29th March 2025

ନଥି ସଂ 112(cid:650)IX(C)-08/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା-ପଳଶା(କ), ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରି – ରଣସାଳ ଘାଟି, ଭାୟା ଯୋଡା- ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପଳଶା(କ) ଗ୍ରାମାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୧୩.୮୨ ଏ୪.୧୭୦ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ- ୨୪-୦୨-୨୦୨୧3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ - ବାମେବାରି – ରଣସାଳ ଘାଟି , ଭାୟା ଯୋଡା ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା- ପଳଶା(କ) ଥାନା ନଂ-୫୨

ଥାନା-ଯୋଡା ତହସିଲ-୨(୭୩) ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ମ ୍ର କ ି ନଂ ଖତିଆନ ନଂ ପ ଜାର ନାମ ଓ ଠିକଣା ୍ର ପ ଟ ନଂ ୍ଲ କ ି ସମ ମୋଟରକବା ଅର୍ଜନ ରକବା ମନ୍ତବ୍ୟ
୧ ୮ କଳାକର ନାଏକ, ପି-ନଳିନ୍ଦ୍ର ନାଏକ, ଫୁଲମଣି ନାଏକ, ସ୍ୱା-ନଳିନ୍ଦ୍ର ନାଏକ, ଜା- ଭ ୟାଁ, ବା-ନିଜଗାଁ । ୂ ୫୮୧ ଶାରଦ-୩ ୦.୦୯୦ ୦.୦୫୦
୫୮୨ ଘରବାରି ୦.୦୨୦ ୦.୦୨୦
୨ ୧୨ କ ର୍ତନ ତେନ୍ତୁଆଳ, ଲୋଚନ ି ତେନ୍ତୁଆଳ, ଦ ର୍ଯ୍ୟୋଧନ ୁ ତେନ୍ତୁଆଳ,ପ-କୁଶ ତେନ୍ତୁଆଳ, ସିଂଗ ତେନ୍ତୁଆଳ,ପି-ନବ ତେନ୍ତୁଆଳ, ଅନାମ ତେନ୍ତୁଆଳ,ହଳୁ ତେନ୍ତୁଆଳ, ପ ି -ଦର୍ଯୁ ତେନ୍ତୁଆଳ, ଜା- ଭ ୟାଁ ବା-ନିଜଗାଁ । ୂ ୨୪୮ ଶାରଦ-୨ ୦.୨୭୦ ୦.୦୬୦
୨୪୯ ଶାରଦ-୨ ୦.୧୮୦ ୦.୦୬୦
୨୫୦ ତଇଳା-୧ ୦.୧୨୦ ୦.୦୮୦
୨୭୦ ତଇଳା-୧ ୦.୮୫୦ ୦.୨୬୦
୨୬୯/ ୭୧୪ ପତିତ ୦.୦୭୦ ୦.୦୭୦
୨୬୯/ ୭୧୫ ରାସ୍ତା ୦.୧୪୦ ୦.୦୬୦
୩ ୨୦ ଗ ରା କୋହ୍ଲ, ଦାସ କୋହ୍ଲ, ୁ ଡ ର ୁ ଗୁ ୁ କୋହ୍ଲ, ପି-ଦୁଲାଲ କୋହ୍ଲ, ମହନ କୋହ୍ଲ, ଶ ୁ କଦେବ କୋହ୍ଲ୍ଲ,ପି-ଗାର୍ଦୀ କୋହ୍ଲ,ମାଗନ୍ତା କୋହ୍ଲ, ପି- ଦାସ କୋହ୍ଲ,ଜା-କୋହ୍ଲ,ବା- ନ ିଜଗାଁ । ୫୬୨ ତଇଳା-୧ ୦.୫୧୦ ୦.୩୭୦
୬୪୧ ତଇଳା-୧ ୦.୭୭୦ ୦.୨୧୦
୪ ୨୫ ରଜନି ନାଏକ, ସ୍ୱା-ଜଦୁ ନାଏକ,ପୁଜା ନାଏକ, ସଂଜିବ ନାଏକ, ପ -ଜଦୁ ି ନାଏକ, ଜା-ଭୂୟାଁ ବା-ନିଜଗାଁ । ୨୪୭ ଶାରଦ-୨ ୧.୦୪୦ ୦.୧୮୦
୫ ୪୨ ପ ି ତାମ୍ବର ବଳଦି, ରଂଗା ବଳଦି, ଚଇତୁ ବଳଦି, ପି- ବଗଲ ବଳଦି, ଉବ ବଳଦି, ସହଦେବ ବଳଦି, କ ଷ୍ଣ ୃ ବଳଦି, ପ -ଦଶୁରୁ ି ବଳଦି, ଜା-ଭୂୟାଁ ବା-ନିଜଗାଁ । ୬୦୩ ଶାରଦ-୩ ୦.୩୨୦ ୦.୧୩୦
୬୦୪ ତଇଳା-୧ ୦.୪୩୦ ୦.୧୨୦
୬୦୫ ରାସ୍ତା ୦.୧୯୦ ୦.୦୪୦
୬୦୬ ଘରବାରି ୧.୧୨୦ ୦.୨୨୦
୬ ୫୭ ମଂଗିଳି ପାତ୍ର, ସ୍ୱା-କାର୍ତ ିକା ପାତ୍ର, ଜା-ପାଣ, ବା-ନିଜଗାଁ । ୫୬୩ ତଇଳା-୧ ୦.୩୬୦ ୦.୧୬୦
୬୪୦ ତଇଳା-୧ ୦.୪୫୦ ୦.୦୫୦
୭ ୬୮ ପ ତାପ ୍ର ବାରିକ, ଶଶୀ ବାରିକ, ଅନ୍ନପୂର୍ଣା ବାରିକ, ଦୟାନିଧି ବାରିକ, ବାସନ୍ତି ବାରିକ, ପ ି -ମିଲୁ ବାରିକ, ମେଘା ବାରିକ, ସ୍ୱା- ମିଲୁ ବାରିକ, ଜା-ଗୋପାଳ ବା- ପଳସା(ଖ) ୧୮୦ ରାସ୍ତା ୦.୨୦୦ ୦.୦୩୦
୮ ୮୮ ଶ କନାଥ ନାଏକ, ପି-ପଦିଆ ୁ ନାଏକ, ଧର୍ମୁ ନାଏକ, ହରି ନାଏକ, ପି-ପଂଚୁ ନାଏକ, କୈୖରୁ ନାଏକ, ପ ି-ରୟା ନାଏକ, ରବି ନାଏକ, ବୁଭନ ନାଏକ, ପି-କାର୍ତ ିକା ନାଏକ, ଧନୁ ନାଏକ, ପି-ପର୍ବତିଆ ନାଏକ, ବଂଶି ନାଏକ,କଂନ୍ଦା ନାଏକ,ପି-ରାମ ନାଏକ,ଦାମ ନାଏକ,ପି-ପର୍ବତିଆ ନାଏକ,ଭୁଲୁ ନାଏକ,ପି- ବେନୁ ନାଏକ, କଳାକର ନାଏକ, ନଳିନ୍ଦ୍ର ନାଏକ,ନନ୍ଦୁ ନାଏକ,ପି-ଗଙ୍ଗା ନାଏକ, ବ ଶ ି ନାଥ ୍ୱ ନାଏକ, ବ ଧ ୁ ୁ ୧୧୬ ତଇଳା-୧ ୦.୫୦୦ ୦.୧୦୦
୧୨୩ ତଇଳା-୧ ୦.୨୩୦ ୦.୨୧୦
୧୨୪ ଶାରଦ-୨ ୦.୪୩୦ ୦.୦୩୦
୨୪୬ ଶାରଦ-୨ ୦.୨୫୦ ୦.୧୫୦
ନାଏକ, ପି-ସୁତାର ନାଏକ, ସମ୍ବାରି ନାଏକ, ଜନୁ ନାଏକ, ଜା-ଭୂୟାଁ, ବା-ନିଜଗାଁ ।
୯ ୯୨ ସ ର୍ବ ୁ ପାଲିସି,ମଂଗୁଲୁ ପାଲିସି, ପ -ମକୁନ୍ଦ ି ପାଲିସି,ସିଦ ପାଲିସି, ପି-ରଘୁ ପାଲିସି, ଅସାଡୁ ପାଲିସି, ନାନ୍ଦୁ ପାଲିସି,ପି-ହରି ପାଲିସି, ଜା-ଭୂୟାଁ ବା- ନ ିଜଗାଁ । ୨୮୪ ତଇଳା-୧ ୦.୯୩୦ ୦.୦୪୦
୧୦ ୯୫ ଶୁଶିଳା ଦେହୁରି, ପି-ସୁନା ଦେହୁରି, ଉପାସି ଦେହୁରୀ ସ୍ୱା-ଗୁରା ଦେହୁରି, ଜା-ଭୂୟାଁ, ବା-ନିଜଗାଁ । ୧୧୭ ତଇଳା-୧ ୦.୨୯୦ ୦.୧୩୦
୧୧୫/ ୬୯୦ ରାସ୍ତା ୦.୩୦୦ ୦.୦୫୦
୧୧ ୯୬/୧୨ ଶମ୍ବୁ ନାଏକ,ପି-ନିଶା ନାଏକ, ଜା-ଭୂୟାଁ ବା- ନ ି ଜଗାଁ ଜି-କେନ୍ଦୁଝର । ୬୩୮/ ୮୩୬ ଘରବାରି ୦.୦୪୦ ୦.୦୨୦
୧୨ ୯୬/୧୮ ସ ମ ୁ ତ ି । ୍ର କାରୁଆ,ପି-ବାଗୁନ କାରୁଆ, ଜା- ଘାସି ବା- ନ ିଜଗାଁ । ୬୪୨/ ୮୪୨ ଘରବାରି ୦.୦୪୦ ୦.୦୩୦
୧୩ ୯୬/୨୦ ଲବ ମୁଣ୍ଡା,ପି-ଜଙ୍କ ମୁଣ୍ଡା ଜା- କୋହ୍ଲ, ବା-ନିଜଗାଁ । ୬୪୨/ ୮୪୪ ଘରବାରି ୦.୦୪୦ ୦.୦୩୦
୧୪ ୯୬/୨୬ ଦିବାକର ଝରା, ପ ି-ବୁଟୁ ଝରା, ଜା-ଝରା, ବା-ନିଜଗାଁ । ୬୪୨/ ୮୫୦ ଘରବାରି ୦.୦୪୦ ୦.୦୧୦
୧୫ ୯୬/୨୭ ବର୍ଜୁ ପାତ୍ର, ପି-ମଥୁରା ପାତ୍ର, ଜା-ପାଣ, ବା-ନିଜଗାଁ । ୬୪୨/ ୮୫୧ ଘରବାରି ୦.୦୪୦ ୦.୦୧୦
୧୬ ୯୬/୩୨ ବ ି ଦା ନାଏକ, ପି-ପଦିଆ ନାଏକ,ଜା-ଭୂୟାଁ,ବା- ବା୍ରହ୍ମଣୀବାରି, ଜି-କେନ୍ଦୁଝର । ୫୬୯ ପତିତ ୦.୩୦୦ ୦.୦୮୦
୧୭ ୯୬/୫୧ ଶ ୀମତି କୁସୁମ ଦେବୀ, ସ୍ୱା- ୍ର ଦେବୀଦତ ସଦାରାମକା, ସା- ବାମେବାରି,ଥା-ଯୋଡା,ଜି- କେନ୍ଦ୍ୁଝର । ୫୮୧/ ୮୬୩ ଘରବାରି ୦.୧୦୦ ୦.୦୬୦
୫୮୨/ ୭୬୭ ଘରବାରି ୦.୦୨୦ ୦.୦୨୦
୧୮ ୯୬/୫୫ ପ୍ରେମ ନାରାୟଣ ଆଚାର୍ଯ୍ୟ, ପ -ସାରିକା ପ୍ରସାଦ ଆଚାର୍ଯ୍ୟ ି ବା- ବାମେବାରି, ଥା-ଯୋଡା, ଜ ି -କେନ୍ଦ୍ୁଝର । ୫୮୧/ ୮୬୪ ଘରବାରି ୦.୧୦୦ ୦.୦୬୦
୧୯ ୯୬/୭୩ ମ ନ ୁ ି ମ ଣ୍ଡା, ୁ ପି-ସୁନାରାମ ମୁଣ୍ଡା, ଜା-କୋହ୍ଲ, ବା- ବଡକାଲିମାଟିି ଥା-ଯୋଡା, ଜ ି -କେନ୍ଦ୍ୁଝର । ୧୨୧ ପତିତ ୦.୨୩୦ ୦.୨୩୦
୨୦ ୯୬/୮୩ ପଙ୍କଜିନି ପାତ୍ର, ସ୍ୱା-ଷିକେସ ପାତ୍ର, ଲିିତା ପାତ୍ର, ପି- ୫୬୪ ଘରବାରି ୦.୭୯୦ ୦.୦୮୦
୫୬୫ ପତିତ ୦.୨୨୦ ୦.୨୨୦
ଷିକେସ ପାତ୍ର, ମହରଗି ପାତ୍ର, ସ୍ୱା-ସନାଦି ପାତ୍ର,ଜା- ପାଣ, ବା-ପଳସା(କ), ଥା- ଯୋଡା, ଜି-କେନ୍ଦ୍ ୁଝର । ୬୩୯ ତଇଳା-୧ ୦.୩୯୦ ୦.୧୨୦
୨୧ ୯୬/୧୨୬ ମେଘ ବାରିକ, ସ୍ୱା-ମିଲୁ ବାରିକ,ଶଶି ମହାକୁଡ, ଅନ୍ନପୂର୍ଣା ଆପଟ,ଦମୟନ୍ତି ବେହେରା, ବାସନ୍ତି ମହାକୁଡ, ପ -ମିଲୁ ବାରିକ, ଜା-ଗେପାଳ ି ବା-ପଳସା(ଖ) ୧୭୯/ ୯୨୩ ତଇଳା-୧ ୦.୪୪୦ ୦.୧୦୦
୧୮୧/ ୯୨୪ ଶାରଦ-୩ ୦.୮୭୦ ୦.୨୨୦
ମୋଟ ୧୩.୮୨ ୪.୧୭୦
4 5 6 7 8

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 107—173+12


  1. ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୭୫୨ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ପଳଶା(କ), ଥାନା- ଯୋଡା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩
Cite this issue. Odisha Gazette, Government of Odisha, 15 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-15.Extraordinary_897/. Archive identifier in.gazette.odisha_govpress.2025-04-15.Extraordinary_897.