Servants of Knowledge
Odisha Gazette · Government of Odisha

Odisha Gazette, No. 898, 15 April 2025

Published 15 April 2025

Department
Revenue & Disaster Management
Type
Extraordinary
Gazette no.
898
Notification no.
118
Notification Date
29-03-2025
Identifier
in.gazette.odisha_govpress.2025-04-15.Extraordinary_898
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 898 CUTTACK, TUESDAY, APRIL 15, 2025/CHAITRA 25, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

The 29th March 2025

ନଥି ସଂ 118(cid:650)IX(C)-07/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013)ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା-ଜଳହରି ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରି – ରଣସାଳ ଘାଟି , ଭାୟା ଯୋଡା- ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ- ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୭୨୪ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି ।

ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ଜଳହରି, ଥାନା- ଯୋଡା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

2

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ ।ମାଚଂଳ ୍ର /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ଜଳହରି ଗ୍ରାମାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ୮.୪୮୦ ୧.୮୩୦ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ-୨୪-୦୨-୨୦୨୧3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ- ବାମେବାରି –ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା- ଜଳହରି ଥାନା ନଂ-୩୭

ଥାନା-ଯୋଡା ତହସିଲ-୨(୭୩) ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ମ ୍ର କ ି ନଂ ଖତିଆନ ନଂ ପ ଜାର ନାମ ଓ ଠିକଣା ୍ର ପ୍ଲଟ ନଂ କ ି ସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୭ ଗ ରାଇ ୁ ମ ଣ୍ଡା, ୁ ଜରାଇ ମ ଣ୍ଡା, ୁ ଲୋଚନ ମୁଣ୍ଡା, ନିରଂଜନ ମୁଣ୍ଡା, ପି- ଦଶରା ମୁଣ୍ଡା, ଜା-କୋହ୍ଲ ବା-ନିଜଗାଁ । ୨୧୧ ତଇଳା-୨ ୦.୦୯୦ ୦.୦୩୦
୨୬୩ ତଇଳା-୨ ୦.୪୨୦ ୦.୦୫୦
୩୧୦ ତଇଳା-୨ ୦.୧୯୦ ୦.୦୩୦
୨୦୨/ ୪୦୪ ତଇଳା-୨ ୦.୧୪୦ ୦.୦୬୦
୩୦୫/ ୪୯୯ ତଇଳା-୧ ୦.୧୨୦ ୦.୦୮୦
୨ ୧୪ ଧନିଆଁ ପାତ୍ର, ପି-ବିଦା ପାତ୍ର,ଜା-ପାଣ, ବା-ନିଜଗାଁ । ୨୬୬/ ୪୩୫ ଶାରଦ-୩ ୦.୦୩୦ ୦.୦୨୦
୩ ୧୫ ନାନ୍ଦୁ ମ ଣ୍ଡା, ରତ ୁ ମ ଣ୍ଡା, ପି-ଗମା ୁ ମ ୁ ଣ୍ଡା,ସନି ମୁଣ୍ଡା, ସ୍ୱା-ଗମା ମୁଣ୍ଡା, ଜା- କୋହ୍ଲ ବା-ନିଜଗାଁ । ୨୧୪ ଶାରଦ-୩ ୦.୩୦୦ ୦.୦୩୦
୪ ୧୯ ବ ଦୁନି ମୁଣ୍ଡା, ଲେଗେରା ମୁଣ୍ଡା, ପି- ୁ ଦଶରା ମୁଣ୍ଡା, ଟାପୁକା ମୁଣ୍ଡା, ମଙ୍ଗଳ ମ ୁ ଣ୍ଡା, ପି-ଚାମୁରା ମୁଣ୍ଡା,ଦାଶ ମୁଣ୍ଡା, ସାନସୁବେଦାର ମୁଣ୍ଡା, ସେନାପତି ମୁଣ୍ଡା, ପ -ବୁଧୁରାମ ମୁଣ୍ଡା, କିତାମାଇ ମୁଣ୍ଡା,ସ୍ୱା- ି ବ ୁ ଧ ୁ ରାମ ମୁଣ୍ଡା, ସୁବେଦାର ମୁଣ୍ଡା ପି- ମ ଟ ୁ ମୁଣ୍ଡା, ଜା-କୋହ୍ଲ ବା-ନିଜଗାଁ । ୁ ୨୧୭ ଶାରଦ-୨ ୦.୩୭୦ ୦.୦୫୦
୨୧୮ ତଇଳା-୧ ୦.୧୯୦ ୦.୦୬୦
୨୨୬ ଶାରଦ-୩ ୦.୨୮୦ ୦.୦୮୦
୨୦୨/ ୪୦୬ ପତିତ ୦.୨୪୦ ୦.୦୮୦
୨୪୮/ ୪୨୯ ତଇଳା-୧ ୦.୨୯୦ ୦.୧୩୦
୫ ୨୧ ମ ଟ ୁ ୁ ମୁଣ୍ଡା,ଶୁକ୍ରା ମ ଣ୍ଡା, ୁ ଗ ରା ୁ ମ ଣ୍ଡା,ଟାପୁକା ମୁଣ୍ଡା,ସୁରେନ ମୁଣ୍ଡା,ପି- ୁ ଡ ର ୁ ସୁ ମୁଣ୍ଡା, ମାଟା ମୁଣ୍ଡା, ସନାତନ ୁ ମ ୁ ଣ୍ଡା,ପି-ମଙ୍ଗଲ ମୁଣ୍ଡା,ସୁନା ମୁଣ୍ଡା,ପି- ବ ଧ ୁ ମୁଣ୍ଡା, ଜା-କୋହ୍ଲ ବା-ନିଜଗାଁ । ୁ ୨୬୬ ଶାରଦ-୩ ୦.୩୦୦ ୦.୦୬୦
୨୬୮ ତଇଳା-୧ ୦.୧୨୦ ୦.୦୪୦
୨୦୨/ ୪୦୫ ପତିତ ୦.୧୮୦ ୦.୦୯୦
୨୬୬/ ୪୩୬ ଶାରଦ-୩ ୦.୦୫୦ ୦.୦୧୦
୬ ୨୪ ସାନରାମ ମୁଣ୍ଡା,ପି-ଟୁପୁରା ମୁଣ୍ଡା ଜା- କୋହ୍ଲ ବା-ନିଜଗାଁ । ୨୦୩ ତଇଳା-୨ ୦.୪୮୦ ୦.୦୬୦
୨୬୨ ଶାରଦ-୩ ୦.୪୦୦ ୦.୧୦୦
୨୮୨ ଶାରଦ-୩ ୦.୦୯୦ ୦.୦୬୦
୨୦୨/ ୪୦୩ ତଇଳା-୨ ୦.୧୪୦ ୦.୦୫୦
୭ ୨୭ ମଣି ମ ଣ୍ଡା, ୁ ସ୍ୱା-ବୈଦ ମ ୁ ଣ୍ଡା,ମୁଟୁ ମ ୁ ଣ୍ଡା,ହରି ମୁଣ୍ଡା, ସୁରେନ୍ଦ୍ର ମୁଣ୍ଡା, ସୁନିତା ମ ୁ ଣ୍ଡା, ପି-ବୈଦ ମୁଣ୍ଡା, ସୁକମତି ମୁଣ୍ଡା, ଜେମା ମୁଣ୍ଡା, ସୁନିଲ ମୁଣ୍ଡା, ପି-ସାଦିଆ ମ ୁ ଣ୍ଡା, ଜାନି ମୁଣ୍ଡା, ସୁକର ମଣି ମୁଣ୍ଡା, ପ ି -ରେକଣ୍ଡା ମୁଣ୍ଡା, ଜେମା ମୁଣ୍ଡା, ସୁନିକା ମ ୁ ଣ୍ଡା, ପି-ରାଉତ ମୁଣ୍ଡା, ମୁନି ମୁଣ୍ଡା, ସ୍ୱା- ପରମା ମୁଣ୍ଡା, ବୁଧୁରାମ ମୁଣ୍ଡା, ବୁଟେଲ ମ ୁ ଣ୍ଡା, ଇନ୍ଦ ମୁଣ୍ଡା, ମିଲନ ମୁଣ୍ଡା, ପି- ପରମା ମୁଣ୍ଡା, ଚମ୍ପା ମୁଣ୍ଡା, ସ୍ୱା-ସୁରେନ୍ଦ୍ର ମ ୁ ଣ୍ଡା, ରଇବାରି ମୁଣ୍ଡା, ନାଥ ମୁଣ୍ଡା, ଶନିବାର ମୁଣ୍ଡା,ଢୁସା ମୁଣ୍ଡା, ଗୁଲୁ ମୁଣ୍ଡା, ଅଭିରାମ ମୁଣ୍ଡା, ସୁନିଲ ମୁଣ୍ଡା, ପି- ସ ରେନ୍ଦ୍ର ମୁଣ୍ଡା, ଦୁର୍ଗା ମୁଣ୍ଡା, ବୁଟୁ ମୁଣ୍ଡା, ୁ ନ ରଜଂନ ମୁଣ୍ଡା, ଶିବ ମୁଣ୍ଡା, ଶିତଳ ି ମ ୁ ଣ୍ଡା, ସୁରେଶ ମୁଣ୍ଡା, ନିରଳ ମୁଣ୍ଡା, ମ ଲନ ମୁଣ୍ଡା, ପି-ମୋହନ ମୁଣ୍ଡା, ଜା- ି କୋହ୍ଲ ବା-ନିଜଗାଁ । ୨୭୮ ତଇଳା-୨ ୦.୧୬୦ ୦.୦୪୦
୩୦୫ ତଇଳା-୧ ୧.୫୭୦ ୦.୧୦୦
୩୦୯ ତଇଳା-୧ ୦.୨୦୦ ୦.୧୦୦
୩୧୪ ଶାରଦ-୨ ୧.୩୧୦ ୦.୦୧୦
୩୦୯/ ୪୫୦ ଶାରଦ-୨ ୦.୦୨୦ ୦.୦୧୦
୮ ୨୯/ ୧୧ ସ ବ ୁ ନି ମୁଣ୍ଡା,ସ୍ୱା-ଦଶରା ମୁଣ୍ଡା, ଜା- ୁ କୋହ୍ଲ ବା-ନିଜଗାଁ । ୨୨୬/ ୪୨୮ ଶାରଦ-୩ ୦.୦୫୦ ୦.୦୫୦
୯ ୨୯/୪ ଜନ ମ ୁ ଣ୍ଡା,ପି-ଲଖନ ମ ୁ ଣ୍ଡା, ବା- ଭୋଳବେଡା । ୨୮୨/ ୪୪୨ ଶାରଦ-୩ ୦.୧୨୦ ୦.୧୨୦
୧୦ ୨୯/୫ ସ ତାନାଥ ମୁଣ୍ଡା,ପି-ତନୁରାମ ମୁଣ୍ଡା, ବା- ି ଜଳହରି । ୨୮୨/ ୪୪୧ ଘରବାରି ୦.୧୩୦ ୦.୧୩୦
୧୧ ୨୯/ ୧୨ ଗ ୁ ର ୁ ଚରଣ ଓରାମ ପ ି -ବୈଶାଖୁ ଓରାମ,ଜା-ଓରାମ, ବା-ଜଳହରି । ୨୬୭ ଶାରଦ-୨ ୦.୫୦୦ ୦.୧୦୦
ମୋଟ ୮.୪୮୦ ୧.୮୩୦
4 5 6

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 108—173+12


  1. ର ଧାରା ↩
Cite this issue. Odisha Gazette, Government of Odisha, 15 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-15.Extraordinary_898/. Archive identifier in.gazette.odisha_govpress.2025-04-15.Extraordinary_898.