Servants of Knowledge
Odisha Gazette · Government of Odisha

Odisha Gazette, No. 899, 15 April 2025

Published 15 April 2025

Department
Revenue & Disaster Management
Type
Extraordinary
Gazette no.
899
Notification no.
124
Notification Date
29-03-2025
Identifier
in.gazette.odisha_govpress.2025-04-15.Extraordinary_899
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 899 CUTTACK, TUESDAY, APRIL 15, 2025/CHAITRA 25, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

The 29th March 2025

ନଥି ସଂ 124(cid:650)IX(C)-06/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା- ଜଡିବାହାଳ, ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରି – ରଣସାଳ ଘାଟି , ଭାୟା ଯୋଡା- ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ଜଡିବାହାଳ ଗ୍ରାମାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୨୧.୯୭ ଏ୪.୧୪୦ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ- ୧୯-୦୨-୨୦୨୧3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ -ବାମେବାରି – ରଣସାଳ ଘାଟି , ଭାୟା ଯୋଡା ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା- ଜଡିବାହାଳ ଥାନା ନଂ-୫୧ ଥାନା-ଯୋଡା ତହସିଲ-୨(୭୩) ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ମ ୍ର କ ି ନଂ ଖତିଆନ ନଂ ପ ଜାର ନାମ ଓ ଠିକଣା ୍ର ପ ଟ ନଂ ୍ଲ କ ି ସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୭ ଗୋରା କୋହ୍ଲ,ପି-ବନା କୋହ୍ଲ,ଜା-କୋହ୍ଲ,ବା-ନିଜଗାଁ । ୧୪୪ ଜଙ୍ଗଲ ୩.୫୧୦ ୦.୩୦୦
୨ ୧୧ ଟାଟା କଂପାନି ୯ ନୟନଯୋରି ୧.୧୫୦ ୦.୪୦୦
୧୦ ରାସ୍ତା ୦.୪୧୦ ୦.୪୧୦
୧୧ ନୟନଯୋରି ୦.୭୫୦ ୦.୭୫୦
୪୬/୨୦୭ ରାସ୍ତା ୦.୦୯୦ ୦.୦୯୦
୪୭/୨୦୮ ନୟନଯୋରି ୦.୦୪୦ ୦.୦୨୦
୪୭/୨୦୯ ନୟନଯୋରି ୦.୦୮ ୦.୦୪୦
୩ ୧୯ ବ ୁ ଧ ୁ ମୁଣ୍ଡା,ପି-ମୁଗୁରା ମୁଣ୍ଡା,ଜା- କୋହ୍ଲ, ବା-ନିଜଗାଁ । ୧୧୫ ତଇଳା-୨ ୧.୦୨୦ ୦.୨୫୦
୪ ୩୯/୩୫ ପନାୟକ ମିନେରାଲ ପ୍ରା.ଲି. ବା- ବନେଇକଳା ୪ ପତିତ ୦.୩୬୦ ୦.୦୩୦
୪(କ) ୩୯/୭ ରବିନ୍ଦ୍ରନାଥ ପଟନାୟକ,ପି- ବଂଶିଧର ପଟନାୟକ, ମାନେଜିଙ୍ଗ ଡାଇରେକ୍ଟର ମେସସ୍ ପଟନାୟକ ମିନେରାଲସ୍ ପ । ଲିଃ ବନେଇକଳା । ୍ର ୫୨/୨୨୧ ଘରବାରି ୦.୪୦୦ ୦.୦୧୦
୫ ୨୪ ପ ତାପ ବାରିକ, ଶଶୀ ବାରିକ, ୍ର ଅର୍ନ୍ନପୂର୍ଣା ମହାକୁଡ, ଦମୟନ୍ତି ବେହେରା, ବାସନ୍ତି ମହାକୁଡ, ପ -ମିଲୁ ବାରିକ, ମେଘା ବାରିକ, ି ସ୍ୱା-ମିଲୁ ବାରିକ, ଚନ୍ଦିର ବାରିକ, ଚାନ୍ଦମଣୀ ବାରିକ, ପ - ି ତ୍ରଲୋଚନ ବାରିକ, ନଟ ବାରିକ, ନାଥ ବାରିକ, ଗୋଲାପ ବାରିକ, ଫଣିଙ୍ଗ ବାରିକ, ମୁଣ୍ଡା ବାରିକ, ଭାନି ବାରିକ, ମୁନି ବାରିକ, କୋଇଲ ବାରି, ପି-କବି ବାରିକ, ମ ତ ି ୍ର ପଲେଇ, ପ - ି ରତ୍ନାକର ପଲେଇ, ବ ି ଳାସ ବାରିକ, ସ୍ୱା-କବି ବାରିକ, କଲୁ ବାରିକ, ବ ି ରଂଚି ବାରିକ, କେଶବ ବାରିକ, ପାଲୁଣି ବାରିକ,ପି-ବୈକୁଣ୍ଠ ବାରିକ, ୫ ତଇଳା-୨ ୧.୦୯୦ ୦.୦୨୦
୭ ତଇଳା-୨ ୧.୧୩୦ ୦.୦୨୦
୫୩ ତଇଳା-୧ ୧.୭୭୦ ୦.୦୭୦
୭୮ ବିଆଳି ୧.୫୬୦ ୦.୦୭୦
୧୧୦ ଘରବାରି ୦.୪୧୦ ୦.୦୧୦
୧୫୨ ଶାରଦ-୨ ୦.୩୦୦ ୦.୦୩୦
୧୦୯/୨୩୪ ଘରବାରି ୦.୨୯୦ ୦.୦୪୦
ସ ୁ ଲୋଚନା ବାରିକ, ସ୍ୱା-ବୈକୁଣ୍ଠ ବାରିକ, ବଳରାମ ବାରିକ,ପି- ରଥି ବାରିକ, ବେଣୁଧର ବାରିକ,ପି-ଭକ୍ତ ବାରିକ, କୃପା ବାରିକ, ଚନ୍ଦ୍ରମଣି ବାରିକ, ପି- ନ ି ରଂଜନ ବାରିକ, ବ ି ଲେଇ ବାରିକ, ସ୍ୱା-ନିରଂଜନ ବାରିକ, ପ ି ତାମ୍ବର ବାରିକ, ବୈସନବ ବାରିକ, ଗୟା ବାରିକ, କଇଁ ବାରିକ, ପି-ଦୁର୍ଯ୍ୟୋଧନ ବାରିକ, ଜା-ଗୋପାଳ, ବା- ନିଜଗଁଁା । ୧୫୮ ତଇଳା-୨ ୦.୭୧୦ ୦.୬୪୦
୬ ୨୯ ଲ ସ ୁ କି ୁ ତାମୁଡିଆ, ପି-ନାରଣ ତାମୁଡିଆ, ଜା- ତାମୁଡିଆ, ବା- ନ ଜଗଁଁା । ି ୧୩୭ ଘରବାରି ୦.୧୫୦ ୦.୧୦୦
୭ ୩୫ ସାଦୁ ଘଣା,ପି-ଭରତ ଘଣା,ଜା- ଗୋପାଳ, ବା- ନିଜଗଁ ଁା । ୧୧୬ ତଇଳା-୨ ୨.୨୪୦ ୦.୧୪୦
୧୫୭ ତଇଳା-୨ ୦.୭୮୦ ୦.୨୨୦
୮ ୩୭ ସ ୁ ୁ ନାରାମ ଟ ୁ ଟ ି,ପି-ବୁଧୁରାମ ଟ ଟ ୁ ,ଜା- ି ତାମୁଡିଆ, ବା- ନ ଜଗଁଁା । ି ୧୩୨ ଘରବାରି ୧.୬୫୦ ୦.୦୬୦
୯ ୩୮ ସ କଲାଲ ତାମୁଡିଆ,ପି-ସୁକୁରାମ ୁ ତାମୁଡିଆ,ଜା- ତାମୁଡିଆ, ବା- ନ ଜଗଁଁା । ି ୧୦୫/୨୫୬ ଘରବାରି ୦.୧୦୦ ୦.୦୩୦
୧୦ ୨୯/୧୦ କୁମାରୀ ଲଷ୍ମୀଖୟା ଓରାମ,କୁମାରୀ ରେଣୁଖୟା ଓରାମ,କୁମାରୀ ଇତୁଖୟା ଓରାମ,ପି-ସତୀସଖୟା ଓରାମ,ଜା-ଓରାମ,ବା- ଗ ର ୁ ଡା,ଥା-ଯୋଡା,ଜିଲ୍ଲା- ୁ କେନ୍ଦୁଝର । ୧୩୩ ଘରବାରି ୦.୧୫୦ ୦.୦୨୦
୧୧ ୩୯/୧୦ ଶ ି ବ ନାରାୟଣ ପ ୍ର ସାଦ,ପି- ଜେଳଶ୍ୱର ପ ସାଦ,ଜା- ୍ର ଗ ଡ ୁ ଆ,ନିର୍ମଳ କୁମାର ଘୋସ,ପି- ି ନରେସ କ ୁ ମାର ଘୋସ,ଜା- ବିଙ୍ଗାଳି, ହରି ଶଙ୍କର ଜୟସ୍ୱାଲ,ପି-ଶିବ ପ ସାଦ ୍ର ମୋହନ ଜୟସ୍ୱାଲ,ଜା- ଶ ି,ଗୋବିନ୍ଦ ଚନ୍ଦ୍ର ସତପଥି,ପି- ୁ ରାମଚନ୍ଦ୍ର ସତପଥି,ଜା- ବ ।ହ୍ମଣ,ସୁରେନ୍ଦ୍ରନାଥ ମହାନ୍ତି,ପି- ୍ର ବାସୁଦେବ ମହାନ୍ତି,ଜା- କରଣ,ବା-ଜରୋଳି, ଥା- ଯୋଡା, ଜିଲ୍ଲା-କେନ୍ଦୁଝର । ୧୭ ଘରବାରି ୦.୯୪୦ ୦.୧୫୦
୧୨ ୩୯/୨୦ ମେସର ରୁଙ୍ଗଟା ମାଇନ ଲି.ଇ- ବଡବିଲ ୧୩ ଘରବାରି ୦.୭୨୦ ୦.୦୨୦
୧୩ ୩୯/୨୧ ମେସର୍ସ ଭୂୂଷଣ ପାବାର ଏଣ୍ଡ ଷ୍ଟ ି ଲ.ଇ-୪ର୍ଥ ମହଲା ଟଲୟ ହାଉସ, ଟଲୟ ମାର୍ଗ କର୍ନୋପ୍ଲେସ,ନୂଆଦୀଲ୍ଲୀ, ଥା- ଯୋଡା । ୪୪/୨୦୬ ଘରବାରି ୦.୮୦୦ ୦.୦୫୦
୧୪ ୩୯/୨୩ ବାଉଁସପାଣି ଆଇରନ ଲି. ମାର୍ଫତ ନର୍ଦ୍ଦେଶକ,ସା- ବନେଇକଳା ୧୨ କାରଖାନା ୦.୩୯୦ ୦.୧୫୦
ମୋଟ ୨୧.୯୭ ୪.୧୪୦
4 5 6 7

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 109—173+12


  1. ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୭୩୧ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ଜଡିବାହାଳ, ଥାନା- ଯୋଡା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩
Cite this issue. Odisha Gazette, Government of Odisha, 15 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-15.Extraordinary_899/. Archive identifier in.gazette.odisha_govpress.2025-04-15.Extraordinary_899.