Servants of Knowledge
Odisha Gazette · Government of Odisha

Odisha Gazette, No. 900, 15 April 2025

Published 15 April 2025

Department
Revenue & Disaster Management
Type
Extraordinary
Gazette no.
900
Notification no.
130
Notification Date
29-03-2025
Identifier
in.gazette.odisha_govpress.2025-04-15.Extraordinary_900
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 900 CUTTACK, TUESDAY, APRIL 15, 2025/CHAITRA 25, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

The 29th March 2025

ନଥି ସଂ 130(cid:650)IX(C)-04/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା- ଜରୋଳି ଥାନା- ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରି – ରଣସାଳ ଘାଟି , ଭାୟା ଯୋଡା- ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ଜରୋଳି ଗ୍ରାମାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୩.୯୧୫ ଏ୧.୪୯୦ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ- ୧୯-୦୨-୨୦୨୧3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ- ବାମେବାରି –ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା- ଜରୋଳି ଥାନା ନଂ-୪୧

ଥାନା-ଯୋଡା ତହସିଲ-୨(୭୩) ତହସିଲ-ବଡବିଲ ଜିଲ୍ଲା-କେନ୍ଦୁଝର

କ ୍ର ମ ି କ ନଂ ଖତିଆନ ନଂ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ କିସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୨ ଲଛମନ ପେଣ୍ଠେଇ,ପି-ଦୁଃଖୁ ପେଣ୍ଠେଇ, ଲକ୍ଷ୍ମଣ ପେଣ୍ଠେଇ, ପି-ନରୋତମ ପେଣ୍ଠେଇ, ଜା-କମାର, ବା-ନିଜଗାଁଁ । ୭୮ ଶାରଦ-୨ ୦.୧୧୦ ୦.୦୨୦
୨ ୬ ଆର୍ତ ବେହେରା, କାଳିଆ ବେହେରା, ଦୁଃଖୁ ବେହେରା, ପି-ବିଟା ବେହେରା, ଜା-ଗୋପାଳ, ବା-କମଳପୁର । ୩୩୮ ବାଜେଫସଲ- ୨ ୦.୦୩୦ ୦.୦୧୦
୩ ୨୫ ଚରଣ ବିଶ୍ୱାଳ, ପି-ଅଛୁତ ବିଶ୍ୱାଳ, ଜା- ଖଣ୍ଡାୟତ, ବା-ନିଜଗଁା । ୧୭୪ ଘରବାରି ୦.୧୧୦ ୦.୦୨୦
୪ ୨୬ ଚତୁର୍ଭୁଜ ଶର୍ମ୍ମା, ପି-ଆଶୁରାମ ଶର୍ମ୍ମା, ଜା- ବ ୍ର ।ହ୍ମଣ, ବା-ନିଜଗାଁ ୧୧୦ ଘରବାରି ୦.୦୮୦ ୦.୦୨୦
୨୯୫ ଘରବାରି ୦.୧୧୦ ୦.୦୨୦
୫ ୨୭ ଚୈତନ୍ୟ ଚରଣ ମହାନ୍ତ,ପି-କୃଷ୍ଣ ଚନ୍ଦ୍ର ମହାନ୍ତ, ଜା-କୁଡୁମି,ବା-ନିଜଗାଁ ୧୭୫/୪୨୭ ଘରବାରି ୦.୦୫୦ ୦.୦୨୦
୬ ୩୪ ଧନିଆଁ ପାତ୍ର,ପି-ବିଦା ପାତ୍ର, ଜା-ପାଣ, ବା-ଜଳହରି । ୨୨୭/୪୫୧ ଶାରଦ-୨ ୦.୦୫୦ ୦.୦୧୦
୭ ୩୮ ନରୋତମ ବେହେରା, ପି-ବାସୁ ବେହେରା,ଜା-ଗୋପାଳ, ବା-କମଳପୁର । ୩୩୯ ବାଜେଫସଲ- ୨ ୦.୧୬୦ ୦.୧୫୦
୩୫୮ ରାସ୍ତା ୦.୫୦୦ ୦.୨୬୦
୮ ୪୧ ଦ ୁ ଃଖିଶ୍ୟାମ ପେଣ୍ଠେଇ, ଦବେନ୍ଦ୍ର ପେଣ୍ଠେଇ, ଗୋଲାପ ପେଣ୍ଠେଇ, ଉଲାସି ପେଣ୍ଠେଇ, ଗୁଲାଚି ପେଣ୍ଠେଇ, ପି- ନୀର ପେଣ୍ଠେଇ, ଜେଗା ପେଣ୍ଠେଇ, ସ୍ୱା- ଗୋପାଳ ପେଣ୍ଠେଇ, ସୁକୁମାରି ପେଣ୍ଠେଇ, ବାସନ୍ତି ପେଣ୍ଠେଇ, ପି-ଗୋପାଳ ପେଣ୍ଠେଇ, ଶରତ ପେଣ୍ଠେଇ, ସୀତା ପେଣ୍ଠେଇ, ସାରଥୀ ପେଣ୍ଠେଇ, ପି-ବୈଷ୍ଣବ ପେଣ୍ଠେଇ, ଅଶାଢି ପେଣ୍ଠେଇ, ପି-ଶିର ପେଣ୍ଠେଇ, ବାପି ପେଣ୍ଠେଇ, ସୁଲୋଚନା ପେଣ୍ଠେଇ, ପି-ବଇଦା ପେଣ୍ଠେଇ, ହିରା ପେଣ୍ଠେଇ, ସ୍ୱା-ବଇଦା ପେଣ୍ଠେଇ, ରତ୍ନା ପେଣ୍ଠେଇ, କର ପେଣ୍ଠେଇ, ପି-ବିଦ୍ୟାଧର ପେଣ୍ଠେଇ, ଭଗବାନ ପେଣ୍ଠେଇ, ଅର୍ଜୁନ ପେଣ୍ଠେଇ, ଶଙ୍କର ପେଣ୍ଠେଇ, ଜଗା ପେଣ୍ଠେଇ, ଗୁରୁ ପେଣ୍ଠେଇ, ପି-ଇନ୍ଦା ପେଣ୍ଠେଇ, ଦୈତାରୀ ପେଣ୍ଠେଇ, ଶରତ ପେଣ୍ଠେଇ, ଦୁର୍ଗା ପେଣ୍ଠେଇ, ହେମନ୍ତି ପେଣ୍ଠେଇ, ପି-ହରିଆ ପେଣ୍ଠେଇ, ଶଶିଳା ପେଣ୍ଠେଇ, ପି-ରଙ୍ଗା ପେଣ୍ଠେଇ, ନେତ ପେଣ୍ଠେଇ, ପି-ଶଙ୍କର ପେଣ୍ଠେଇ, ଜା-କମାର,ବା-ନିଜଗାଁ । ୨୯୮/୪୮୫ ଘରବାରି ୦.୦୧୦ ୦.୦୦୫
୨୯୮/୫୨୦ ଘରବାରି ୦.୧୫୦ ୦.୦୧୦
୯ ୪୨ ପ ୍ର ଫ ୁ ଲ ଚନ୍ଦ୍ର ମହାନ୍ତ, ପି-କୃଷ୍ଣ ଚନ୍ଦ୍ର ମହାନ୍ତ, ଜା-କୁଡୁମି, ବା-ନିଜଗାଁ । ୧୭୪/୪୨୬ ଘରବାରି ୦.୦୬୦ ୦.୦୨୦
୧୦ ୮୬/ ୩୫୩ ସ ରେନ୍ଦ୍ର ମହାନ୍ତି ପି- ବାସୁଦେବ ମହାନ୍ତି ୁ ୩୩୭/୮୨୧ ଘରବାରି ୦.୧୧ ୦.୦୨୦
୧୧ ୬୬ ଲଛମନ ପେଣ୍ଠେଇ, ପି- ଦଃୁଖୁ ପେଣ୍ଠେଇ, ବେନୁକା ପେଣ୍ଠେଇ, ସ୍ୱା- ଦଃୁଖୁ ପେଣ୍ଠେଇ, ଲକ୍ଷ୍ମଣ ପେଣ୍ଠେଇ, ବ ି ଦ ପେଣ୍ଠେଇ, ସାବିତ୍ରୀ ପେଣ୍ଠେଇ, କନ୍ତୁରି ପେଣ୍ଠେଇ, ପି- ନରୋତମ ପେଣ୍ଠେଇ , ଇନ୍ଦେଇ ପେଣ୍ଠେଇ, ସ୍ୱା-ନରୋତମ ପେଣ୍ଠେଇ, ଭଗବାନ ପେଣ୍ଠେଇ, ରାଧି ପେଣ୍ଠେଇ, ପି-ପିତେଇ ପେଣ୍ଠେଇ, ବାସ ପେଣ୍ଠେଇ, ଗୁରୁବାରି ପେଣ୍ଠେଇ, ପି-କାହ୍ନୁ ପେଣ୍ଠେଇ, ଶୁକ୍ରା ପେଣ୍ଠେଇ , ଧନୁ ପେଣ୍ଠେଇ, ପି-ନରି ପେଣ୍ଠେଇ, ଗୋପ ପେଣ୍ଠେଇ, ସାଗର ପେଣ୍ଠେଇ, କୁସୁନ ପେଣ୍ଠେଇ, ପି-ରତନ ପେଣ୍ଠେଇ, ଜା-କମାର, ବା-ନିଜଗାଁ ୬୪ ତଇଳା-୨ ୦.୦୭୦ ୦.୦୨୦
୭୮/୩୯୮ ଶାରଦ-୨ ୦.୦୧୦ ୦.୦୦୫
୧୨ ୬୯ ମହେଶ କୁମାର ଶର୍ମା,ଗଣେଶ କୁମାର ଶର୍ମା,ଜୟନ୍ତି ଶର୍ମା,ପଦ୍ମା ଉପାଧ୍ୟାୟ,ପି- ଲକ୍ଷ୍ମୀ ନାରାୟଣ ଶର୍ମା,ଶକୁନ୍ତଳା ଦେବୀ,ସ୍ୱା- ଲକ୍ଷ୍ମୀ ନାରାୟଣ ଶର୍ମା,ଜା- ବ ।ହ୍ମଣ,ବା-ଜରୋଳି । ୍ର ୨୧୫/୪୪୨ ଘରବାରି ୦.୧୬୦ ୦.୦୨୦
୧୩ ୭୧ ଲକ୍ଷ୍ମୀ ନାରାୟଣ ଶର୍ମା,ଓମ ପ କାଶ ୍ର ଶର୍ମା,ପି-ଆଶୁରାମ ଶର୍ମା, ଜା-ବ୍ରାହ୍ମଣ, ବା-ନିଜଗାଁ । ୨୨୫ ଘରବାରି ୦.୧୦୦ ୦.୦୧୦
୧୪ ୮୩ ସଂଜିବକୁମାର ମହାନ୍ତି,ରାଜିବ କ ମାର ୁ ମାହାନ୍ତି, ପ୍ରବଣକୁମାର ମହାନ୍ତି, ଶୁଭ୍ରାରାଣୀ ମହାନ୍ତି, ସୁପ୍ରାରାଣୀ ମହାନ୍ତି, ପି-ସୁରେନ୍ଦ୍ର କ ମାର ମହାନ୍ତି, କାନନମୟୀ ମହାନ୍ତି, ସ୍ୱା- ୁ ସ ୁ ରେନ୍ଦ୍ର କୁମାର ମହାନ୍ତି, ଜା-କରଣ, ବା-ନିଜଗାଁ । ୩୫୬ ତଇଳା-୨ ୦.୧୫୦ ୦.୦୬୦
୧୫ ୮୬/୨୧ ସୁରେଶ କୁମାର ସେଦା ରାମେକା,ପି-ବ୍ରିଜି ମୋହନ ସେଦା ରାମେକା,ଜା- ମାରୁଆଡି,ବା-ଜରୋଳି । ୩୩୫ ଘରବାରି ୦.୧୨୦ ୦.୦୦୫
୧୬ ୮୬/୩୦ ଶ ୀମତି ୍ର ଲାଲି ଜୟସୁଆଲ, ସ୍ୱା- ସାଲିକାରାମ ଜୟସୁଆଲ, ବା-ଜରୋଳି । ୩୫୯ ଘରବାରି ୦.୧୮୦ ୦.୦୮୦
୧୭ ୮୬/ ୩୧୬ ଜଗନ୍ନାଥ ମଜୁମଦାର, ପ ି -ରବିନ୍ଦ୍ର ମଜୁମଦାରଜା-କାୟସ୍ଥ, ବା-କମାରେଯାଡା । ୨୯୪ ଘରବାରି ୦.୦୭୦ ୦.୦୧୦
୧୮ ୮୬/୬୩ ଇସେଲ ମାଇନଂି ଏଣ୍ଡ ଇଣ୍ଡଷ୍ଟ୍ରିଜ ଲ ି ମ ି ଟେଡ,ବଡବି,ବା-ବଡବିଲ । ୨୨୩ ଘରବାରି ୦.୦୮୦ ୦.୦୧୦
୨୨୪/୪୫୦ ଘରବାରି ୦.୦୬୦ ୦.୦୦୫
୧୯ ୮୬/୭୧ କାମତା ପ୍ରସାଦ ଜୟସୁଆଲ, ପି-ଅମ୍ରିତ ଲାଲ ଜୟସୁଆଲ, କଳାବତି ଜୟସୁଆଲ, ସ୍ୱା-ଅମ୍ରିତ ଲାଲ ଜୟସୁଆଲ, ବା- ଜରୋଳି । ୬୧ ଘରବାରି ୦.୧୫୦ ୦.୦୫୦
୨୦ ୮୬/୮୨ ଦୈତାରି ବିଶ୍ୱାଳ, ପି-ପହଲଦ ବିଶ୍ୱାଳ, ବା-ଜରୋଳି । ୮୨ ଶାରଦ-୩ ୦.୦୪୦ ୦.୦୨୦
୨୧ ୮୬/ ୧୨୩ ଲକ୍ଷ୍ମୀ ନାରାୟଣ ଶର୍ମା, ଜା-ବ୍ରାହ୍ମଣ, ବା- ଜରୋଳି ରେ, ମି କେଶ ନମ୍ବର- ୦୨/୨୦୦, ହୁକୁମ ମୁତାବକ ଓମ ପ୍ରକାଶ ଶର୍ମା ଙ୍କ ନାମ କର୍ତନ କରାଗଲା ଓ ଖାତା,ସତ୍ର ପ୍ଲଟ,ଏରିଆ ପୂର୍ବପରି କାଏମ ରହିଲା ୨୨୬ ଘରବାରି-୧ ୦.୪୬୦ ୦.୧୬୦
୨୨ ୮୬/ ୧୩୩ ହରିହର ବେହେରା, ପି-ଆର୍ତ ବେହେରା, ବା-କମଳପୁର, ଥା-ଯୋଡା । ୩୩୮/୬୪୭ ଘରବାରି ୦.୧୦୦ ୦.୦୫୦
୨୩ ୮୬/ ୧୪୧ ସନାତନ ପେଣ୍ଠେଇ, ପି-ପଣ୍ଡୁ ପେଣ୍ଠେଇ, ଜା-କମାର, ବା-ଜରୋଳି ୧୭୩ ଘରବାରି ୦.୦୪୫ ୦.୦୧୦
୨୪ ୮୬/ ୧୪୫ ନେପାଳ ଚନ୍ଦ୍ର କର୍ମକାର, ପି-ନିରଂଜନ କର୍ମକାର, ଜା-ଲୋହାର, ବା-ନିଜଗାଁ । ୩୩୮/୬୫୬ ବାଜେଫସଲ- ୨ ୦.୧୧୦ ୦.୦୫୦
୨୫ ୮୬/ ୨୪୦ ସଂଜିବ କୁମାର ମହାନ୍ତି, ପି-ସୁରେନ୍ଦ୍ର କୁମାର ମହାନ୍ତି, ଜା-କରଣ, ବା- ଜରୋଳି । ୩୩୯/୫୩୭ ଘରବାରି ୦.୧୫୦ ୦.୧୪୦
୨୬ ୮୬/ ୨୬୮ ଜୟ ଶଙ୍କର ପ୍ରସାଦ ସଂି, ପି-ରାଧାକାନ୍ତ ସଂି, ଜା-ବ୍ରାହ୍ମଣ, ବା-ନିଜଗାଁ । ୭୯ ଘରବାରି ୦.୦୫୦ ୦.୦୩୦
୨୭ ୮୬/ ୨୮୩ ଅନିଲ ଜୟସୁଆଲ, ପି-ଅସରଫିଲାଲ ଜୟସୁଆଲ, ଜା-ବଣିଆ, ବା-ନିଜଗାଁ । ୩୩୯/୫୩୦ ଘରବାରି ୦.୧୦୦ ୦.୦୯୦
୨୮ ୯୦/୧ ସ ୁ ରେଶ ଜୟସୁଆଲ, ପି-ଶିବ ମୋହନ ଜୟସୁଆଲ, ଜା-କାଲୁଆର, ବା-ନିଜଗାଁ । ୩୩୮/୬୦୮ ଘରବାରି ୦.୦୬୦ ୦.୦୨୦
୨୯ ୯୦/୪ ହରିଶଙ୍କର ଜୟସୁଆଲ, ପି-ମୋହନ ପ୍ରସାଦ ଜୟସୁଆଲ, ବା-ଜରୋଳି ୩୩୮/୫୭୫ ଘରବାରି ୦.୧୦୦ ୦.୦୫୦
୩୦ ୮୬/ ୪୧୦ ସନ୍ତୋଷ ଆପଟ ପି- କଳାକର ଆପଟ ଜା- ଗୋପାଳ ବା- ନିଜଗଁା ୮୧ ଶାରଦ-୩ ୦.୦୩୦ ୦.୦୧୦
ମୋଟ ୩.୯୧୫ ୧.୪୯୦
4 5 6 7

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 110—173+12


  1. ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୭୫୯ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ଜରୋଳି, ଥାନା- ଯୋଡା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩
Cite this issue. Odisha Gazette, Government of Odisha, 15 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-15.Extraordinary_900/. Archive identifier in.gazette.odisha_govpress.2025-04-15.Extraordinary_900.