The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 901 CUTTACK, TUESDAY, APRIL 15, 2025/CHAITRA 25, 1947
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଘୋଷଣା
The 29th March 2025
ନଥି ସଂ 136(cid:650)IX(C)-10/2025(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା-ବାଉଁଶପାଣି ୟୂ ନଂ-୫ ଥାନା-ଯୋଡା, ତହସିଲ- ବଡବିଲ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବାମେବାରି – ରଣସାଳ ଘାଟି , ଭାୟା ଯୋଡା- ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
2ତଫସିଲ-କ
(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ
| ଗ୍ରାମର ନାମ | ଗ୍ରାମାଚଂଳ /ସହରାଚଂଳ | ଖାତା ନଂ | ପ ଟ ନଂ ୍ଲ | କ ି ସମ | ପ ୍ଲ ଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ବାଉଁଶପାଣି | ଗ୍ରାମାଚଂଳ | ସଂଲଗ୍ନ | ସଂଲଗ୍ନ | ସଂଲଗ୍ନ | ଏ୩.୬୩୨ | ଏ ୦.୩୩୦ | ସଂଲଗ୍ନ |
ତଫସିଲ-ଖ
(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)
ଜିଲ୍ଲା- କେନ୍ଦୁଝର ତହସିଲ- ବଡବିଲ
| ଗ୍ରାମର ନାମ | ଗ୍ରାମାଚଂଳ /ସହରାଚଂଳ | ଖାତା ନଂ | ପ ଟ ନଂ ୍ଲ | କ ି ସମ | ପ ୍ଲ ଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ ଯ ୍ର ଜ୍ୟ ନୁହେଁ ୁ |
ଅଧିସୂଚନାର ବୈୖଧ ତାରିଖ- ୨୪-୦୨-୨୦୨୧3
ଭୂମି ଅନୁସୂଚୀ
ପ୍ର୍ରକଳ୍ପର ନାମ- ବାମେବାରି – ରଣସାଳ ଘାଟି , ଭାୟା ଯୋଡା- ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ମୌଜା-ବାଉଁଶପାଣି ୟୂ ନଂ-୫ ଥାନା ନଂ-୩୪
ଥାନା- ଯୋଡା ତହସିଲ-୨(୭୩)
| କ ମ ୍ର କ ି ନଂ | ଖତିଆନ ନଂ | ପ୍ରଜାର ନାମ ଓ ଠିକଣା | ପ ଟ ନଂ ୍ଲ | କ ି ସମ | ମୋଟ ରକବା | ଅର୍ଜନ ରକବା | ମନ୍ତବ୍ୟ |
| ୧ | ୩୩ | ରାଦାନି ମୁଣ୍ଡା ପି- ଡ ୁ କା ମୁଣ୍ଡା, ଗଦେଇ ମୁଣ୍ଡା, ଜା-କୋହ୍ଲ ବା- ନ ଜଗାଁ । ି | ୫୭୬ | ତଇଳା-୨ | ୦.୪୩୦ | ୦.୦୧୦ | |
| ୨ | ୪୩ | ତାରିଣୀ ପ୍ରସାଦ ମହାନ୍ତି, ପ ି - ଧବଳେଶ୍ୱର ମହାନ୍ତି, ଜା- କରଣ, ବା- କମାରଯୋଡା | ୧୧୨ | ଘରବାରି-୧ | ୦.୦୭୫ | ୦.୦୧୫ | |
| ୧୬୯/ ୭୫୮ | ଘରବାରି | ୦.୪୫୦ | ୦.୦୦୫ | ||||
| ୩ | ୧୧୯ | ଶ ର ି ଶ ଚନ୍ଦ୍ର ମହାନ୍ତି, ପି-ଆନନ୍ଦ ି ମହାନ୍ତି, ଜା-କରଣ,ବା-ନିଜଗାଁ । | ୨୮୭ | ଘରବାରି | ୦.୦୫୦ | ୦.୦୧୦ | |
| ୪ | ୧୩୧/ ୩ | ମହମ୍ମଦ ରେଜାକ୍, ପ -ଜୁମନ ି ମିଆଁ, ଜା-ମୁସଲମାନ, ବା-ନିଜଗାଁଁ | ୬୩୩ | ଘରବାରି-୩ | ୦.୦୨୭ | ୦.୦୧୦ | |
| ୫ | ୧୩୧/ ୮ | ଗୌରି ଶଙ୍କର ଅଗ୍ରବାଲା, ପି- ହନୁମାନ ପ୍ରସାଦ ଅଗ୍ରବାଲା, ଜା- ଗୋପାଳ, ବା-ଯୋଡା । | ୫୫୯ | ତଇଳା-୧ | ୦.୦୭୦ | ୦.୦୧୦ | |
| ୬ | ୧୩୧/ ୧୫୦ | ଧୀରାଜ ସଂିହ ସ୍ୱା- ଦ ପେନ୍ଦ୍ର ି ବାହଦୁର ସିଂହ, ଜା-ରାଜପୁତ, ବା- ବନେଇକଳା । | ୫୭୪ | ଘରବାରି | ୦.୮୪୫ | ୦.୦୫୦ | |
| ୭ | ୧୪୦/ ୪ | ସୁୁଷମା ସାହୁ, ସ୍ୱା-ମକରଧ୍ୱଜ ସାହୁ, ବା-ବାଉଁଶପାଣି, ଥା-ଯୋଡା, ଜି- କେନ୍ଦୁଝର । | ୫୭୩ | ଘରବାରି | ୦.୦୫୦ | ୦.୦୧୫ | |
| ୮ | ୧୩୧/ ୨୪୯ | ମିନାକ୍ଷୀ ଅଗ୍ରଓାଲ ସ୍ୱା- ବ ି ନୋଦ ଅଗ୍ରଓାଲ ଜା-ବଣିଆ ବା-ଯୋଡା । | ୫୭୩/ ୧୦୬୮ | ଘରବାରି | ୦.୦୬୦ | ୦.୦୨୦ | |
| ୯ | ୧୩୧/ ୨୦୭ | ରୋହିତ ମୋହତା, ପ -ବିଜୟ ି କୁମାର ମୋହତା ,ଜା-ବଣିଆ,ବା- ଯୋଡା । | ୫୭୩/ ୧୦୭୫ | ଘରବାରି | ୦.୦୩୦ | ୦.୦୧୫ | |
| ୫୭୩/ ୯୫୨ | ଘରବାରି | ୦.୦୪୦ | ୦.୦୧୫ | ||||
| ୧୦ | ୧୩୧/ ୨୦୮ | ଅମ୍ରିତା ମୋହତା, ସ୍ୱା-ରୋହିତ ମୋହତା, ଜା-ବଣିଆ, ବା-ଯୋଡା | ୫୭୩/ ୧୦୭୬ | ଘରବାରି | ୦.୦୫୦ | ୦.୦୩୦ | |
| ୫୭୩/ ୧୦୭୭ | ଘରବାରି | ୦.୦୨୦ | ୦.୦୧୦ | ||||
| ୧୧ | ୧୩୧/ ୧୪୫ | ଶାହାନାଜ ବାନୋ ପି- ଫିରୋଜ ଅହମ୍ମଦ, ଜା-ମୁସଲମାନ ,ବା- ଯୋଡା, ଥା-ଯୋଡା , ଜି- କେନ୍ଦୁଝର । | ୫୭୩/ ୯୫୫ | ଘରବାରି-୧ | ୦.୧୦୦ | ୦.୦୧୦ | |
| ୧୨ | ୧୩୧/ | ଜହିରୁନ ନିଶା , ସ୍ୱା-ମହମ୍ମଦ | ୯୫୫/ | ଘରବାରି-୧ | ୦.୨୦୦ | ୦.୦୦୫ | |
| ୧୪୪ | ଫଜଲକରିମ , ଜା - ମୁସଲମାନ ବା-ଯୋଡା,ଥା-ଯୋଡା, ଜି- କେନ୍ଦଝର । | ୧୦୨୦ | |||||
| ୧୩ | ୧୪୦/ ୬ | ମକରଧ୍ୱଜ ସାହୁ, ପି- ବାଂଛାନିିଧି ସାହୁ, ଜା-ତେଲି, ବା-ନିଜଗାଁ , ଥା-ଯୋଡା, ଜି-କେନ୍ଦଝର । | ୫୫୨/ ୧୦୨୮ | ଘରବାରି-୧ | ୦.୧୦୦ | ୦.୦୨୦ | |
| ୧୪ | ୧୪୦/ ୩ | ଯୋଡା ଟ୍ରକ ଓନର ଆସୋସିଏସନ, ବା-ଯୋଡା, ଥା- ଯୋଡା, ଜି-କେନ୍ଦଝର । | ୯୫୫/ ୧୦୧୧ | ଘରବାରି-୧ | ୦.୨୦୦ | ୦.୦୨୫ | |
| ୧୫ | ୧୪୦/ ୮୦ | ଅନୁରାଧା ଝା, ସ୍ୱା- ପ୍ରସନ୍ନ କୁମାର ଝା, ଜା-ବ୍ରାହ୍ମଣ, ବା-ଯୋଡା, ଥା- ଯୋଡା, ଜି-କେନ୍ଦଝର । | ୯୫୫/ ୧୦୧୬ | ଘରବାରି-୧ | ୦.୧୦୦ | ୦.୦୧୫ | |
| ୧୬ | ୧୪୦/ ୭ | ଶ ର ି ଶ ଚନ୍ଦ୍ର ମହାନ୍ତି, ପି-ଆନନ୍ଦ ି ମହାନ୍ତି, ଜା- କରଣ, ବା-ନିଜଗାଁ । | ୨୮୬ | ଘରବାରି-୧ | ୦.୭୩୫ | ୦.୦୪୦ | |
| ମୋଟ | ୩.୬୩୨ | ୦.୩୩୦ |
ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 111—173+12
- ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୭୬୬ତା-୨୧-୧୨-୨୦୨୦ ରିଖରେ ପ୍ରକାଶିତ ହୋଇଅଛି । ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ବାଉଁଶପାଣି ୟୂ ନଂ-୫, ଥାନା- ଯୋଡା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ↩