Servants of Knowledge
Odisha Gazette · Government of Odisha

Odisha Gazette, No. 968, 21 April 2025

Published 21 April 2025

Department
Revenue & Disaster Management
Type
Extraordinary
Gazette no.
968
Notification no.
35526
Notification Date
17-10-2024
Identifier
in.gazette.odisha_govpress.2025-04-21.Extraordinary_968
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 968 CUTTACK, MONDAY, APRIL 21, 2025/BAISAKHA 1, 1947

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ପ୍ରତ୍ୟାହାର ଅଧିସୂଚନା

No. 35526--RDM-LAA-MBJ-0019/2022-R&DM, dated17.10.2024

ଏତଦ୍ୱାରା ରାଜ୍ୟ ସରକାର , ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ ୨୦୧୩(RFCTLAR&R Act , 2013) ର ଧାରା ୯୩(୧) ରେ ପ୍ରଦତ୍ତ ପ୍ରାବଧାନ ଅନୁଯାୟୀ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ତ୍ରିଭଙ୍ଗାପୁର ଡିଷ୍ଟ୍ରୀବ୍ୁୁଟାରୀ ନିର୍ମାଣ ନିମନ୍ତେ ଗ୍ରାମ-ବ୍ଡଗ ାପାଳପୁର, ଥାନା- ଗବ୍ୈଶିଙ୍ଗା ନଂ. ୨୩୨, ତହସିଲ- ଗବ୍ତନଟୀ, ଜିଲ୍ଲା- ର୍ୟୂ ରଭଞ୍ଜରେ ଅଧିଗ୍ରହଣ ହେବାକୁଥ ିବା ଏ. ୭.୬୩ ଜମି ପାଇ ଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିସୂଚନା ସଂଖ୍ୟା ୨୨୩୩୩ ତା ୦୭.୦୭.୨୦୨୨ ରିଖ ଓ ଘୋଷଣା ସଂଖ୍ୟା ୭୧୦୭ ତା ୧୧.୦୩.୨୦୨୪ ରିଖ ରେ ଅନ୍ତର୍ଭ

ୁ କ୍ତ ହୋଇଥ ିବା ଏବଂ ଯଥାକ୍ରମେ ଓଡିଶା ଅସାଧାରଣ ଗେଜେଟ (Extra Ordinary Gazette) ସଂଖ୍ୟା ୨୬୪୬, ତା ୦୯.୦୯.୨୦୨୨ ରିଖ ଓ ସଂଖ୍ୟା ୧୧୦୩ ତା ୧୩.୦୫.୨୦୨୪ ରିଖ ରେ ପ୍ରକାଶିତ ସମୁଦାୟ ଅଧିସୂଚିତ ରକବା ମଧ୍ୟରୁ ଦଖଲକୁ ନିଆଯାଇନଥ ିବା ସମୁଦାୟ ଏକର ୦.୦୩ ଭୂ ମିକୁ ପ୍ରତ୍ୟାହାର କରୁ ଅଛନ୍ତି ।

ପ୍ରତ୍ୟାହାର ଭୂ ମି ଅନୁସୂଚି ଏଥ ିସହିତ ସଂଲଗ୍ନ କରାଯାଇଛି ।

2

ପ୍ରତ୍ୟାହାର ଭୂମି ଅନୁସୂଚୀ

ଭୂଅର୍ଜନ ମାମଲା ସଂଖ୍ୟା- ୨୪/୨୦୨୧ ଏ ୦.୦୩ ଡେ.ମି.

ସୁର୍ବରେଖା ଜଳସେଚନ ପ୍ରକଳ୍ପ ତ୍ରିଭଙ୍ଗାପୁର ଡିଷ୍ଟ୍ରିବୁୁଟାରୀ ନିମନ୍ତଦ୍ଧ ମୌଜା- ବଡନ୍ତଶାପାଳପୁର, ଥାନା-ବଇିଙ୍ଗା-୨୩୨, ତହସିଲ- ନ୍ତବତଟେୀ, ଜିଲ୍ଲା- ମୟୂରଭ

ଖାତା ନଂ ଓ ସତ୍ୱ ପ୍ଲଟ ନଂ ମୋଟ ରକବା ଆକ୍ୟୁଆର ରକବା କିସମ Notified Area ପ୍ରତ୍ୟାହାର ରକବା ଅ୍ୱିଷ୍ଟ ରକବା ରୟତଙ୍କ ନାମ , ପିତା , ଜାତି ଓ ବାସସ୍ଥାନ ମନ୍ତ୍ୱୁ
୧ ୨ ୩ ୪ ୬ ୫ ୭ ୭
୨୧୧/୩୭ ୧୨ ୦.୦୭ ୦.୦୩ ଘରବାରି ୦.୦୩ ୦.୦୩ ୦ ମରେେଞ୍ଜନ ସହୟ,ମମେେହନ ସହୟ,ମର୍ମେ ସହୟ ପି:କ୍ୈଳ ଚନ୍ଦ୍ର ସହୟ ଜ: କ୍ୟନ୍ୱର ୍ୱ: ଅସ୍ତପୟର
ମେଟ ୧ ୦.୦୭ ୦.୦୩ ୦.୦୩ ୦.୦୩ ୦.୦୦

ରାଜ୍ୟପାଳଙ୍କ ଆଦେଶକ୍ରମେ

ସୁରଞ୍ଜନ ପ୍ରଧାନ

ଅତିରିକ୍ତ ଶାସନ ସଚିବPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 178—173+25

Cite this issue. Odisha Gazette, Government of Odisha, 21 April 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-04-21.Extraordinary_968/. Archive identifier in.gazette.odisha_govpress.2025-04-21.Extraordinary_968.