The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 979 CUTTACK, MONDAY, APRIL 21, 2025/BAISAKHA 1, 1947
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘ ାଷଣା
S.R.O. No. 224/2025 Dated 09-10-2024 ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୮, ଅଧିନିୟମ ୨ ଅନୁସାରେ ମୟୂ ରଭଞ୍ଜ ଜିଲ୍ଲାର ମୌଜା ବିଜାତଳାରେ ଏକର ୦.୫୪ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ "ବାଙ୍କି -ବଡାମତଳିଆ ରାସ୍ତା (ଓ.ଡି.ଆର.)ର ୧ମ ଏବଂ ୯ମ କିମି ଠାରେ ବାଙ୍କବଳ ନାଳ ଉପରେ ନାବାର୍ଡ RIDF XXV ସହାୟତାରେ ଉଚ୍ଚା ସେତୁ ନିର୍ମାଣ" ନିମନ୍ତେ ନିର୍ବାହୀ ଯନ୍ତ୍ରୀ , ପୂର୍ତ୍ତ ବିଭାଗ,ରାଇରଙ୍ଗପୁର ଙ୍କ ଦ୍ୱାରା ଭୂ ମି ଅଧିଗ୍ରହଣ ଆବଶ୍ୟକ ହେଉଥ ିବାରୁ , ନିମ୍ନ ସୂଚିତ ''କ' ତଫସିଲ ଜମି ନିମନ୍ତେ ଜିଲ୍ଲାପାଳ ମୟୂ ରଭଞ୍ଜ ଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ସରକାର ଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା |
୧. ସର୍ବସାଧାରଣ ଉଦ୍ଦେଶ୍ୟରେ ଚିହ୍ନିତ କରାଯାଇଥ ିବା ପ୍ରସ୍ତାବିତ ଆବଶ୍ୟକ ଜମି ଅଧିଗ୍ରହଣ ବିଧି ସଙ୍ଗତ ଏବଂ ଯଥାର୍ଥ ଅଟେ ।
୨ .ଏହି ପ୍ରକଳ୍ପ ପାଇ ଁ ଆକଳନ କରାଯାଇଥ ିବା ଖର୍ଚ୍ଚ ଠାରୁ ସମ୍ଭାବ୍ୟ ଉପକାର ଓ ସର୍ବସାଧାରଣ ହିତର ମୂଲ୍ୟ ଯଥେଷ୍ଟ ଅଧିକ ଅଟେ ।
୩ . ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥ ିବା ସର୍ବନିମ୍ନ ଜମି ଅଧିଗ୍ରହଣ ପାଇ ଁ ପ୍ରସ୍ତାବ ଦିଆ ଯାଇଅଛି ।
2୪ .ପୂର୍ବରୁ ଅଧିଗ୍ରହଣ ହୋଇଥ ିବା ବଳକା ଜମି ଅବ୍ୟବହୃତ ହୋଇ ପଡି ରହିନାହି ଁ।
୫ .ଉକ୍ତ ପ୍ରକଳ୍ପ ରେ କୌଣସି ଲୋକ ବିସ୍ଥାପିତ ହେଉନାହାନ୍ତି । ପୀଡିତ ବ୍ୟକ୍ତି ବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂ ମି ର ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଅଛି ।
ତଫସିଲ-କ
(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା- ମୟୂ ରଭଞ୍ଜ
| କ୍ରମିକ ନଂ | ଗ୍ରାମ ର ନାମ | ତହସିଲ | ଖାତା ନଂ | ପ୍ଲଟ ନଂ | କ ିସମ | ପ୍ଲଟ ର ଘମାଟ ରକବା | ଅଧିଗ୍ରହଣ ଘହବାକୁ ଥିବା ଜମିର ରକବା | ରୟତ ଙ୍କ ନାମ |
| ୧ | ବ ିଜାତଳା | ବ ିଜାତଳା | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ୦.୫୪ | ଏଥ ି ସହିତ ସଂଲଗ୍ନ |
ଏଥି ସହିତ ଭୂ ମି ଅନୁସୂଚି ସଂଲଗ୍ନ କରା ର୍ଯାଇଅଛି ।
ଭୂ ମି ଅନୁସୂଚୀ(୍ୱଦ୍ଧସରକାରୀ)
ପ୍ରକଳପର ନାମ – Construction of H.L. bridge over Bankbal Nallah at 1st km and 9th
Km on Banki-Badamtalia road(ODR) in the District of Mayurbhanj under
NABARD Assistance RIDF-XXV for the year 2019-2020
ଗ୍ରାମ- ଦ୍ଧିଜାତଳା
ର୍ାନା-ରାଇରଙ୍ଗପୁର(୧୫୫)
ତହସିଲ – ଦ୍ଧିଜାତଳା
ଜିଲ୍ଲା- ମୟୂରଭଞ୍ଜ
3| କ୍ରମିକ ନଂ | ତିଆନ କ୍ରମିକ ନଂ | ଭ ୂ ଣ୍ଡ ନଂ | ସମୁଦାୟ ୍ୱଦ୍ଧତ୍ର | ଅଧିଗ୍ରହଣ ୍ୱହଦ୍ଧାକୁ ଥିଦ୍ଧା ପ୍ରସ୍ତାଦ୍ଧିତ ୍ୱଦ୍ଧତ୍ର | କିସମ | ପ୍ରଜାର ନାମ , ପିତାର ନାମ |
| ୧ | ୫୬ | ୧୫୫୬ | ୧.୬୭ | ୦.୨୪ | ାରଦ ୧ | ଜଗରନ ମାଝୀ , ଦାଖିନ ମାଝୀ , ୍ୱାଘରାଏ ମାଝୀ, ପାରାଓ ମାଝୀ ପି- ଉଦ୍ୟ ମାଝୀ , ଅନ୍ତେ ମାଝୀ ପି- ୍ୱାଘରାଏ ମାଝୀ ଜା: ସାନ୍ତାଳ ୍ୱା: ନିଜଗଶା |
| ୨ | ୧୫୫୭ | ୧.୭୭ | ୦.୩୦ | ାରଦ ୧ | ||
| ୍ୱମାଟ | ୩.୪୪ | ୦.୫୪ |
[No. 35024--RDM-LAA-MBJ-0013-2023-R&DM]
ରାଜୟପାଳଙ୍କ ଆଘଦଶକ୍ରଘମ
ସୁରଞ୍ଜନ ପ୍ରଧାନ
ଅତିରିକ୍ତଶାସନ ସଚି୍ୱ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 189—173+0