Servants of Knowledge
Odisha Gazette · Government of Odisha

Odisha Gazette, No. 1272, 19 May 2025

Published 19 May 2025

Department
Revenue & Disaster Management
Type
Extraordinary
Gazette no.
1272
Notification no.
759
Notification Date
14-05-2025
Identifier
in.gazette.odisha_govpress.2025-05-19.Extraordinary_1272
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1272 CUTTACK, MONDAY, MAY 19, 2025/BAISAKHA 29, 1947

ତହସିଲଦାର ତଥା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ଜୟପୁର-ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପଙ୍କ କାର୍ଯ୍ୟାଳୟ, ଖଇରପୁଟ ଘୋଷଣା

ତାରିଖ ୧୪ ମଇ ୨୦୨୫

ସଂଖ୍ୟା 759-XVII-08/2025—ସର୍ବସାଧାରଣ ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୋୖଜା ପାରୁଗୁଡ଼ା, ଥାନା ମୁଦୁଲିପଡ଼ା, ତହସିଲ ଖଇରପୁଟ, ଜିଲ୍ଲା ମାଲକାନଗିରିରେ ନିମ୍ନସୂଚିତ କ ତଫସିଲ ଜମି ଏକ ସାବର୍ଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର-ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

(୧) (୨) (୩) (୪) (୫) (୬) (୭) (୮)ପିତା କାନ୍ଦ୍ରା କିର୍ସାନୀ, ମଇନା କିର୍ସାନୀ, ସ୍ୱାମୀ ଶୁକ୍ରା କିର୍ସାନୀ, ଜାତି ଗାଦବା, ବାସ କତ୍ରାକୁଞ୍ଜ । 2 (୧) (୨) (୩) (୪) (୫) (୬) (୭) (୮) ପାରୁଗୁଡା ପାରୁଗୁଡା ୧୫/୩୮ ୧୭/୧୭୦ ଘରବାରି ୦.୦୩୯୫ ୦.୦୪୦ ଘେନା କିର୍ସାନୀ,

ପିତା କାନ୍ଦ୍ରା କିର୍ସାନୀ, ସୁନ୍ଦରୀ କିର୍ସାନୀ, ସ୍ୱାମୀ ଘେନା କିର୍ସାନୀ, ଜାତି ଗାଦବା, ବାସ କତ୍ରାକୁଞ୍ଜ ।

ପାରୁଗୁଡା ପାରୁଗୁଡା ୧୫/୩୯ ୧୭/୧୭୧ ଘରବାରି ୦.୦୩୯୫ ୦.୦୪୦ ମନ କିର୍ସାନୀ,

ପିତା କାନ୍ଦ୍ରା କିର୍ସାନୀ, ଦଇମତି କିର୍ସାନୀ, ସ୍ୱାମୀ ମନ କିର୍ସାନୀ, ଜାତି ଗାଦବା ବାସ କତ୍ରାକୁଞ୍ଜ । ପାରୁଗୁଡା ପାରୁଗୁଡା ୧୫/୪୦ ୧୭/୧୭୨ ଘରବାରି ୦.୦୩୯୫ ୦.୦୨୦ କଷ୍ଣୃ ବଡ଼ନାୟକ,

ପିତା ଭିକାରୀ ବଡ଼ନାୟକ, ରଇଲା ବଡ଼ନାୟକ, ସ୍ୱାମୀ କୃଷ୍ଣ ବଡ଼ନାୟକ, ଜାତି ଗାଦବା, ବାସ କତ୍ରାକୁଞ୍ଜ ।

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା ମାଲକାନଗିରି ତହସିଲ ଖଇରପୁଟ

ଗ୍ରାମର ଗ୍ରାମାଞ୍ଚଳ/ ଖାତା ପ୍ଲଟ କିସମ ପ୍ଲଟର ପୁନର୍ବାସ ରୟତଙ୍କ ନାମ ସହରାଞ୍ଚଳ ନମ୍ବର ନମ୍ବର ମୋଟ ନିମିତ୍ତ ନାମ

ରକବା ଚିହ୍ନଟ ଜମିର

ରକବା

(୧) (୨) (୩) (୪) (୫) (୬) (୭) (୮)

ପ୍ରଯୁଜ୍ୟ ନୁହେଁ

ଅଧିସୂଚନା ବୈଧ ତାରିଖ : ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ଠାରୁ ଛଅ ମାସ ମଧ୍ୟରେ ।

ଉକ୍ତ ଜମିରେ ସ୍ୱାର୍ଥ ଥିବା ବ୍ୟକ୍ତିବିଶେଷ ନିଜେ କିମ୍ବା ନିଜର ପ୍ରତିନିଧି କିମ୍ବା ଓକିଲଙ୍କ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ଠାରେ ତା ୦୧.୦୭.୨୦୨୫ରିଖ ଦିବା ୧୧.୦୦ ଘଟିକା ସମୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜର ସ୍ୱାର୍ଥ ସାବ୍ୟସ୍ତ କରିପାରିବେ ।

ରାଜ୍ୟପାଳଙ୍କ ଆଦେଶକ୍ରମେ

ଆଶିଷ ପାଟିଲ

ଜିଲ୍ଲାପାଳ, ମାଲକାନଗିରିPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 482–173+9


  1. ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୪୧୭/ ୨୦୨୩, ତା ୧୬.୦୬.୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୋୖଜା ପାରୁଗୁଡ଼ା, ଥାନା ମୁଦୁଲିପଡ଼ା, ଜିଲ୍ଲା ମାଲକାନଗିରି ନିମନ୍ତେ ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ଜିିଲ୍ଲା ମାଲକାନଗିରି ତହସିଲ ଖଇରପୁଟ ଗ୍ରାମର ଗ୍ରାମାଞ୍ଚଳ/ ଖାତା ପ୍ଲଟ କିସମ ପ୍ଲଟର ଅଧିଗ୍ରହଣ ରୟତଙ୍କ ନାମ ସହରାଞ୍ଚଳ ନମ୍ବର ନମ୍ବର ମୋଟ ହେବାକୁ ଥିବା ନାମ ରକବା ଜମିର ରକବା ପାରୁଗୁଡା ପାରୁଗୁଡା ୧୫/୩୭ ୧୭/୧୬୯ ଘରବାରି ୦.୦୩୯୫ ୦.୦୪୦ ସୁକୁରା କିର୍ସାନୀ, ↩
Cite this issue. Odisha Gazette, Government of Odisha, 19 May 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-05-19.Extraordinary_1272/. Archive identifier in.gazette.odisha_govpress.2025-05-19.Extraordinary_1272.