Servants of Knowledge
Odisha Gazette · Government of Odisha

Odisha Gazette, No. 1273, 19 May 2025

Published 19 May 2025

Department
Revenue & Disaster Management
Type
Extraordinary
Gazette no.
1273
Notification no.
1362
Notification Date
14-05-2025
Identifier
in.gazette.odisha_govpress.2025-05-19.Extraordinary_1273
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1273 CUTTACK, MONDAY, MAY 19, 2025/BAISAKHA 29, 1947

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି

ଘୋଷଣା

ତାରିଖ ୧୪ ମଇ୨୦୨୫ ରିଖ No. 1362/2025—ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା ଧଉଡାଗୁଡା, ଥାନା ମାଥିଲି, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରିରେ ନିମ୍ନସୂଚିତ 'କ' ତହସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ଧଉଡାଗୁଡା ଗ୍ରାମାଞ୍ଚଳ ଅଧିଗ୍ରହଣ ହେବାକୁଥିବା ଜମିର ସମ୍ପୂର୍ଣ୍ଣ ବିବରଣୀ ଏଥି ସହ ସଂଲଗ୍ନ କରାଗଲା
2 ଭୂମି ଅନୁସୂଚୀ

ମୌଜା ଧଉଡାଗୁଡା, ଥାନା ମାଥିଲି ନଂ. ୭୦, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରି

ଜୟପୁର-ମାଲକାନାଗିରି ନୂତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ

ଖାତା ନଂ. ପ ୍ଲ ଟ ନଂ. ମୋଟ ରକବା (ଏକର) ଅଧିଗ୍ରହଣ ରକବା (ଏକର) କିସମ ରୟତଙ୍କ ନାମ
(୧) (୨) (୩) (୪) (୫) (୬)
୫ ୮୫ ୧.୮୮୦ ୦.୬୪୧୧ ଧାନ ଦୁଇ ଗୁରୁ ପରଜା, ବୁଧୁ ପରଜା ପି. ଜଗବନ୍ଧୁ ପରଜା, ଜା. ପରଜା ବା. ନିଜଗାଁ ।
୧୨ ୪ ୬.୪୨୫ ୦.୦୦୩୧ ଡଙ୍ଗର ଦୁଇ ଘେନୁଆ ପରଜା, ରଘୁ ପରଜା, ଗୋପି ପରଜା, ପି. ରୁଜା ପରଜା, ଜା. ପରଜା, ବା ନିଜଗାଁ ।
୯୧/୫୦ ୭ ୦.୯୧୯ ୦.୩୬୫୬ ଧାନ ଦୁଇ ଦଇମତି ଖିଲ ସ୍ୱା. ସନୁ ଖିଲ, ଜା ଡମ୍ବ ବା ନିଜଗାଁ
୯୧/୩୯ ୧୨/ ୫୩୫ ୦.୦୩୯୫ ୦.୦୨୯୬ ଘରବାରି ସନୁ ଖିଲ ପି. ସନ୍ୟା ଖିଲ, ଦଇମତୀ ଖିଲ, ସ୍ୱା. ସନୁ ଖିଲ, ଜା. ଡମ୍ବ ବା. ଧଉଡଗୁଡା ।
୯୧/୪୦ ୧୨/ ୫୩୬ ୦.୦୩୯୫ ୦.୦୦୯୮ ଘରବାରି ଲଛମନ ପରଜା ପି. ସନ୍ୟା ପରଜା, ଜମୁନା ପରଜା ସ୍ୱା. ଲଛମନ ପରଜା ।
ମୋଟ ୯.୩୦୩ ୧.୦୪୯

ତଫସିଲ ଖ

(ପୁନର୍ବାସ ଜମିର ଚିହ୍ନଟ ଭୂମି ଅନୁସୂଚୀ)

ଗ ୍ର ।ମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ ୍ଲ ଟ ନଂ. କିସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ପ୍ରଯୁ୍ୟଜ୍ୟ ନୁହେଁ

ଅଧିସୂଚନା ବୈଧ ତାରିଖ : ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ଠାରୁ ଛଅ ମାସ ମଧ୍ୟରେ ।

ଉକ୍ତ ଜମିରେ ସ୍ୱାର୍ଥ ଥିବା ବ୍ୟକ୍ତିବିଶେଷ ନିଜେ କିମ୍ବା ନିଜର ପ୍ରତିନିଧି କିମ୍ବା ଓକିଲ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରିଠାରେ ତା ୧ ଜୁଲାଇ ୨୦୨୫ ରିଖ ଦିବା ୧୧.୦୦ ଘଟିକା ସମୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜର ସ୍ୱାର୍ଥ ସାବ୍ୟସ୍ତ କରିପାରିବେ ।

ରାଜ୍ୟପାଳଙ୍କ ଆଦେଶକ୍ରମେ

ଆଶିଷ ପାଟିଲ

ଜିଲ୍ଲାପାଳPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 483(cid:151)173+4


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୪୦୯/୨୦୨୩, ତା ୧୬ ଜୁନ ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ଧଉଡାଗୁଡା, ଥାନା ମାଥିଲି, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରିର ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପ ନିମନ୍ତେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନମନ୍ତେ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.malkangiri.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ତଥା ତହସିଲଦାର, ମାଥିଲିଙ୍କ ତହସିଲ କାର୍ଯ୍ୟାଳୟ, ମାଥିଲି କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୁଚୀ) ↩
Cite this issue. Odisha Gazette, Government of Odisha, 19 May 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-05-19.Extraordinary_1273/. Archive identifier in.gazette.odisha_govpress.2025-05-19.Extraordinary_1273.