The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1274 CUTTACK, MONDAY, MAY 19, 2025/BAISAKHA 29, 1947
ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି
ଘୋଷଣା
ତାରିଖ ୧୪ ମଇ୨୦୨୫
ସଂଖ୍ୟା-୧୩୬୯/୨୦୨୫—ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ପୂଜାରୀଗୁଡା, ଥାନା ମାଥିଲି, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରିରେ ନିମ୍ନସୂଚିତ 'କ' ତହସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
| ଗ୍ରାମର ନାମ | ଗ୍ରାମଞ୍ଚଳ/ ସହରାଞ୍ଚଳ | ଖାତା ନଂ. | ପ୍ଲଟ ନଂ. | କିସମ | ପ୍ଲଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପୂଜାରୀଗୁଡା | ଗ୍ରାମାଞ୍ଚଳ | ଅଧିଗ୍ରହଣ ହେବାକୁଥିବା ଜମିର ସମ୍ପୂର୍ଣ୍ଣ ବିବରଣୀ ଏଥିସହ ସଂଲଗ୍ନ କରାଗଲା |
ଭୂମି ଅନୁସୂଚୀ
ମୌଜା ପୁଜାରିଗୁଡା, ଥାନା ମାଥିଲି ନଂ. ୩୫, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରି
ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ
ଖାତା ନଂ. ପ୍ଲଟ ନଂ. ମୋଟ ଅଧିଗ୍ରହଣ କିସମ ରୟତଙ୍କ ନାମ
ରକବା ରକବା
(ଏକର) (ଏକର)
(୧) (୨) (୩) (୪) (୫) (୬)
୧ ୨୩୭ ୦.୮୯୯ ୦.୦୦୫ ଡଙ୍ଗର ଦୁଇ ଅର୍ଜୁନ ଓଡି, ପି. ଗୋବିନ୍ଦ ଓଡି, ଜା. ଭୂମିଆ,
ବା. ନିଜଗାଁ ।
୩ ୧୬୯ ୩.୪୮୨ ୧.୧୨୭ ଡଙ୍ଗର ଦୁଇ କମଳୁ ଦୋରା, ପି. ହରି ଦୋରା, ଜା. ଭୂମିଆ,
ବା. ନିଜଗାଁ ।
୭ ୧୪୫ ୩.୫୪୩ ୦.୮୬୩ ଧାନ ଏକ ଗୋବିନ୍ଦ ନାୟକ, ପି. ରାମଚନ୍ଦ୍ର ନାୟକ, ଜା.
ଭୁମିଆ, ବା. ନିଜଗାଁ ।
୯ ୨୩୯ ୦.୮୧୧ ୦.୪୩୬ ଡଙ୍ଗର ଦୁଇ ଜଗବନ୍ଧୁ ନାୟକ, ଭଗବାନ ନାୟକ, ଘାସିରାମ ୨୪୭ ୧.୪୬୦ ୦.୩୨୯ ଡଙ୍ଗର ଦୁଇ ନାୟକ, ସମରା ନାୟକ, ପି. ଗଙ୍ଗାଧର ନାୟକ,
ଜା. ଭୂମିଆ, ବା. ନିଜଗାଁ ।
୨୫୦ ୦.୨୨୦ ୦.୧୯୪ ଡଙ୍ଗର ଦୁଇ
୨୨ ୨୪୬ ୧.୫୮୧ ୧.୩୫୩ ଡଙ୍ଗର ଦୁଇ ନିଲମ ଓଡି, ନିଳକଣ୍ଠ ଓଡି, ତ୍ରିନାଥ ଓଡି, ପି.
ନରସିଙ୍ଗ ଓଡି, ବଲା ଓଡି, ସ୍ୱା. ନରସିଙ୍ଗ ଓଡି,
ଲଖିନାଥ ଓଡି, ମକୁନ୍ଦ ଓଡି, ସନା ଓଡି, ପି. ରଘୁନାଥ ଓଡି, ଜା. ଭୂମିଆ, ବା. ନିଜଗାଁ ।
୨୪ ୩୨୨ ୨.୧୦୦ ୧.୯୨୨ ଧାନ ଦୁଇ ପର୍ଶୁରାମ ନାୟକ, ପି. କମଳୁ ନାୟକ, ଜା.
୨୧୨ ୨.୫୧୮ ୦.୪୭୩ ଧାନ ଦୁଇ ଭୂମିଆ, ବା. ନିଜଗାଁ ।
୨୫ ୨୫୬ ୦.୧୭୧ ୦.୧୨୯ ଡଙ୍ଗର ଦୁଇ ପ୍ରଦେଶି ଦୁରା, ଅରି ଦୁରା, ପି. ଗୁରୁ ଦୁରା,
ଲକ୍ଷ୍ମଣ ଦୁରା, ପି. ଗଙ୍ଗା ଦୁରା, ଜା. ଭୂମିଆ, ବା. ନିଜଗାଁ ।
୨୭ ୩୦୫ ୦.୬୮୯ ୦.୦୦୩ ଧାନ ଦୁଇ ବୁଦୁରା ପୁଜାରି, ପି. ଅର୍ଜୁନ ପୁଜାରି, ଜା. ଭୂମିଆ, ୧୭୨ ୦.୪୮୯ ୦.୦୭୯ ଡଙ୍ଗର ଦୁଇ ବା. ନିଜଗାଁ ।
୨୦୭ ୨.୦୦୨ ୦.୦୦୫ ଧାନ ଏକ
୩୦ ୨୯୫ ୨.୪୫୪ ୦.୦୦୬ ଧାନ ଏକ ଭଗତ ନାୟକ, ଶୁକ୍ର ନାୟକ, ପି. ନରସିଙ୍ଗ ୨୯୬ ୦.୧୯୮ ୦.୧୮୯ ଧାନ ଦୁଇ ନାୟକ, ସଜମନି ନାୟକ, ସ୍ୱା. ନରସିଙ୍ଗ ନାୟକ,
ଜା. ଭୂମିଆ, ବା. ନିଜଗାଁ ।
ପି. ବଦା ନାୟକ, ଜା. ଭୂମିଆ, ବା. ନିଜଗାଁ ।
3(୧) (୨) (୩) (୪) (୫) (୬)
୩୪ ୨୪୩ ୧.୨୦୧ ୦.୨୫୪ ଧାନ ଦୁଇ ରାମଚନ୍ଦ୍ର ଓଡି, ସମରା ଓଡି, ପି. ଲକ୍ଷ୍ମଣ ଓଡି,
ବଲା ଓଡି, ସ୍ୱା. ଲକ୍ଷ୍ମଣ ଓଡି, ନରସିଙ୍ଗ ଓଡି, ପି. ରାମଚନ୍ଦ୍ର ଓଡି, ଅରି ଓଡି, ପି. ଲଖିନାଥ ଓଡି,
ପଦଲା ଓଡି, ଚନ୍ଦର ଓଡ଼ି, ପି. ବଳରାମ ଓଡ଼ି, ସମ୍ବାରି ଓଡ଼ି, ସ୍ୱା. ବଳରାମ ଓଡ଼ି, ଜା. ଭୂମିଆ,
ବା. ନିଜଗାଁ ।
୩୬ ୨୦୫ ୨.୩୪୭ ୦.୦୭୬ ଧାନ ଏକ ଲକିନାଥ ପୁଝାରି, ସଦା ପୁଝାରି, ଧନ ପୁଝାରି,
ଜୟସିଙ୍ଗ ପୁଝାରି, ପି. ଭଗବାନ ପୁଝାରି, ଜା. ଭୂମିଆ, ବା. ପେଦାଗୁଡ଼ା ।
୩୭ ୩୦୦ ୭.୪୧୩ ୪.୩୬୭ ଧାନ ଦୁଇ ଲକ୍ଷ୍ମଣ ଦୋରା, କମଳୁ ଦୋରା, ଜିନୁ ଦୋରା, ପି. ହରି ଦୋରା, ଜା. ଭୂମିଆ, ବା. ନିଜଗାଁ ।
୩୭ ୨୧୪ ୨.୪୦୨ ୧.୫୩୧ ଧାନ ଦୁଇ ଲକ୍ଷ୍ମଣ ଦୋରା, କମଳୁ ଦୋରା, ଜିନୁ ଦୋରା, ପି. ହରି ଦୋରା, ଜା. ଭୂମିଆ, ବା. ନିଜଗାଁ ।
୩୭ ୩୫୦ ୦.୭୬୬ ୦.୦୦୧ ଡଙ୍ଗର ଦୁଇ ଲକ୍ଷ୍ମଣ ଦୋରା, କମଳୁ ଦୋରା, ଜିନୁ ଦୋରା, ପି. ହରି ଦୋରା, ଜା. ଭୂମିଆ, ବା. ନିଜଗାଁ ।
୩୭ ୩୫୧ ୧.୮୯୦ ୦.୨୨୨ ଧାନ ଦୁଇ ଲକ୍ଷ୍ମଣ ଦୋରା, କମଳୁ ଦୋରା, ଜିନୁ ଦୋରା,
ହରି ଦୋରା, ପି. ହରି ଦୋରା, ଜା ଭୂମିଆ, ବା. ନିଜଗାଁ ।
୩୯ ୧୬୫ ୧.୬୯୩ ୧.୬୯୩ ଧାନ ଏକ ଲଛମିଧର ଓଡ଼ି, ରଘୁ ଓଡ଼ି, ପି. ସନିଆ ଓଡ଼ି, ଜା.
ଭୂମିଆ, ବା. ନିଜଗାଁ ।
୪୪ ୧୬୮ ୧.୧୦୨ ୧.୧୦୨ ଧାନ ଏକ ଶୁକ୍ରା ଖିସ ପଡ଼ିଆ, ପି. ସନାଖିସ ପଡ଼ିଆ, ଜା.
ବଞ୍ଜା, ବା. କ୍ଷେମାଗୁର ।
୬୪ ୧୬୪/ ୦.୪୯୪ ୦.୨୮୯୦ ଶାଳ ଜଙ୍ଗଲ ହରିବନ୍ଧୁ ନାୟକ, ପି. ଗୋବିନ୍ଦ ନାୟକ, ମାନିକ ୧
ନାୟକ, ସ୍ୱା. ହରିବନ୍ଧୁ ନାୟକ, ବୃନ୍ଦାବନ ନାୟକ,
୬୬ ୧୬୩ ୦.୨୧୦ ୦.୦୨୭୨ ଜଙ୍ଗଲ ପି. ହରିବନ୍ଧୁ ନାୟକ, ଜା. ଭୂମିଆ, ବା.
ପୁଝାରୀଗୁଡ଼ା ।
୨
୧୦୯ ୧୬୪/ ୧.୮୫୩ ୧.୮୦୮୮ ଜଙ୍ଗଲ ଧନ ଓଡ଼ି, ପି. ଲଚିମଧର ଓଡ଼ି, ଦନା ଓଡ଼ି ସ୍ୱା ଧନ ଓଡ଼ି, ଅଜିତ ଓଡ଼ି, ପି. ଧନ ଓଡି, ଦଇତାରି ଓଡ଼ି, ପି. ଧନ ଓଡ଼ି, ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
୧୨୫ ୨୩୫/ ୨.୪୭୧ ୦.୩୪୩୦ ଜଙ୍ଗଲ ଲଚମନ ଦୋରା, ପି. ପଦଲାମ ଦୋରା, ୩ ହଂସମତି ଦୋରା, ସ୍ୱା. ଲଚମନ ଦୋରା,
ପଦମନ ଦୋରା, ପି. ଲଚମନ ଦୋରା, ରିଙ୍କି ଦୋରା, ପି. ଲଚମନ ଦୋରା, ଜା. ଭୂମିଆ ବା. ପୁଝାରୀଗୁଡ଼ା ।
୯୨ ୨୩୮/ ୦.୬୧୮ ୦.୩୪୩୫ ଗ୍ରାମ୍ୟ ରାମ ଚନ୍ଦ୍ର ନାୟକ, ପି. ଜୟସିଂ ନାୟକ,
୫ ଜଙ୍ଗଲ ଗୃହ ନାୟକ, ପି. ରାମ ଚନ୍ଦ୍ର ନାୟକ, ଜଲ ନାୟକ,
୬୪ ୨୫୭/ ୦.୪୯୪ ୦.୧୭୩୦ ଗ୍ରାମ୍ୟ ପି. ରାମ ଚନ୍ଦ୍ର ନାୟକ, ନିଲା ନାୟକ, ପି. ରାମ
୧ ଜଙ୍ଗଲ ଚନ୍ଦ୍ର ନୟକ, ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
4(୧) (୨) (୩) (୪) (୫) (୬)
୬୪ ୨୫୭/ ୦.୬୧୮ ୦.୬୧୭୮ ଗ୍ରାମ୍ୟ ପି. ସମାରୁନାୟକ, ହାତୀରାମ ନାୟକ ପି. ସମାରୁ ୨ ଜଙ୍ଗଲ ନାୟକ, ସବିତା ନାୟକ, ପି. ସମାରୁ ନାୟକ,
ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
୯୪ ୨୫୭/ ୧.୦୫୦ ୦.୦୩୪୬ ଗ୍ରାମ୍ୟ ଗୋଦରା ନାୟକ, ପି. ଜୟସିଂ ନାୟକ, ଡ଼ମଣି ୍ଗ ୫ ଜଙ୍ଗଲ ନାୟକ, ସ୍ୱା. ଗୋଦରା ନାୟକ, ନରସଂିହ
ନାୟକ, ପି. ଗୋଦରା ନାୟକ, ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
୧୩୦ ୨୩୮/ ୧.୧୧୨ ୦.୯୦୯୩ ଗ୍ରାମ୍ୟ ବନ୍ଧୁ ଓଡି, ପି. ଗୁର ଓଡି, ନିଲମ ଓଡି, ସ୍ୱା. ବନ୍ଧୁ ୪ ଜଙ୍ଗଲ ଓଡି, ଗୁରୁବନ୍ଧୁ ଓଡି, ପି. ବନ୍ଧୁ ଓଡି, ରତିକାନ୍ତ ଓଡି,
ପି.ବନ୍ଧୁ ଓଡି, ଜା. ଭୂମିଆ, ବା. ପୁଝାରୀଗୁଡା ।
୬୪ ୨୫୭/ ୧.୪୮୩ ୦.୮୧୫୪ ଗ୍ରାମ୍ୟ ନିଲମ ଓଡି, ପି. ନରସିଙ୍ଗ ଓଡି, ପଦ୍ମା ଓଡି, ସ୍ୱା.
୪ ଜଙ୍ଗଲ ନିଲମ ଓଡି, ଡମୁ ଓଡି, ପି. ନିଲମ ଓଡି, ୧୨୮ ୨୫୨/ ୦.୨୨୨ ୦.୧୯୭୭ ଜଙ୍ଗଲ ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
୨
୬୬ ୧୬୦/ ୦.୭୨୯ ୦.୭୨୮୯ ଜଙ୍ଗଲ ତିଲକ ପୂଜାରୀ, ପି. ଘେନା ପୂଜାରୀ, ଚନ୍ଦ୍ରମା ୧
ପୂଜାରୀ, ସ୍ୱା. ତିଲକ ପୂଜାରୀ, ସନାଧର ପୂଜାରୀ, ପି. ତିଲକ ପୂଜାରୀ, ଅଭି ପୂଜାରୀ,
୧୨୧ ୧୫୯/ ୦.୬୩୦ ୦.୬୨୩୦ ଜଙ୍ଗଲ ପି. ତିଲକ, ପୂଜାରୀ, ସବିତା ପୂଜାରୀ, ୨
ପି. ତିଲକ ପୂଜାରୀ, ଜା. ଭୂମିଆ, ବା. ପୁଜାରୀଗୁଡ଼ା ।
୬୬ ୧୬୦/ ୦.୭୨୯ ୦.୬୧୭୮ ଜଙ୍ଗଲ ଗୋପି ପୂଜାରୀ, ପି. ଘେନା ପୂଜାରୀ, ସଳିତ ୨
ପୂଜାରୀ, ସ୍ୱା. ଗୋପି ପୂଜାରୀ,
୧୧୭ ୧୫୯/୧ ୦.୩୭୧ ୦.୨୭୪୩ ଜଙ୍ଗଲ ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
୩
୧୨୩ ୧୫୯/ ୧.୩୧୦ ୦.୭୯୦୭ ଜଙ୍ଗଲ ଜଗବନ୍ଧୁ ପୂଜାରୀ, ପି ବୁଦ୍ରା ପୁଜାରୀ, ମୁନି ପୁଜାରୀ, ସ୍ୱା. ଜଗବନ୍ଧୁ ପୂଜାରୀ, ମାଳତୀ, ପୂଜାରୀ, ପି. ଜଗବନ୍ଧୁ ପୂଜାରୀ, ରାଜେସ ପୂଜାରୀ, ପି. ଜଗବନ୍ଧୁ ପୂଜାରୀ, ଜା. ଭୂମିଆ, ବା. ପଝାରୀଗୁଡ଼ା ।
୧୧୨ ୧୫୮ ୨.୪୮୧ ୧.୯୪୯୬ ଜଙ୍ଗଲ ଅର୍ଜୁନ ଓଡ଼ି, ପି. ଗୋବିନ୍ଦ ଓଡ଼ି, ଲଛମା ଓଡ଼ି,
ସ୍ୱା. ଅର୍ଜୁନ ଓଡ଼ି, ଜା. ଭୂମିଆ, ବା. ପଝାରୀଗୁଡ଼ା ।
୧୨୪ ୨୦୬ ୦.୬୯୨ ୦.୨୧୦୦ ଜଙ୍ଗଲ ଘେନା ପୂଜାରୀ, ପି. ବୁଦ୍ରା ପୂଜାରୀ, ଗୁରୁ
ପୂଜାରୀ, ସ୍ୱା. ଘେନା ପୂଜାରୀ, ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
୧୨୬ ୨୪୫ ୦.୩୬୧ ୦.୨୦୦୨ ଜଙ୍ଗଲ ପଦଲାମ ଓଡ଼ି, ପି. ବଳରାମ ଓଡ଼ି, ବଲା ଓଡି,ସ୍ୱା.
ପଦଲାମ ଓଡ଼ି, ସନା ଓଡ଼ି, ପି. ପଦଲାମ ଓଡ଼ି, ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
୧୨୯ ୨୫୨/ ୦.୮୧୫ ୦.୨୫୯୫ ଜଙ୍ଗଲ କୃଷ୍ଣ ଦୋରା, ପି. ପ୍ରଦେଶି ଦୋରା, ବିମଳା ୧
ଦୋରା, ସ୍ୱା. କୃଷ୍ଣ ଦୋରା, ସୁନାମନି ଦୋରା, ପି. କୃଷ୍ଣ ଦୋରା, ରୀନା ଦୋରା, ପି. କୃଷ୍ଣ ଦୋରା, ଜା. ଭୂମିଆ, ବା. ପୁଝାରୀଗୁଡ଼ା ।
ମୋଟ : ୬୧.୨୩୫ ୨୮.୬୩୨5
ତଫସିଲ-ଖ
(ପୁନର୍ବାସ ନିମିତ୍ତ ଚିହ୍ନଟ ଭୁମି ଅନୁସୁଚୀ)
| ଗ୍ରାମର ନାମ | ଗ୍ରାମାଞ୍ଚଳ/ ସହରାଞ୍ଚଳ | ଖାତା ନଂ. | ପ୍ଲଟ ନଂ. | କିସମ | ପ୍ଲଟ ର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରଜୁଜ୍ୟ ନୁହେଁ |
ଅଧିସୂଚନା ବୈଧ ତାରିଖ : ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ଠାରୁ ଛଅ ମାସ ମଧ୍ୟରେ ।
ଉକ୍ତ ଜମିରେ ସ୍ୱାର୍ଥ ଥିବା ବ୍ୟକ୍ତିବିଶେଷ ନିଜେ କିମ୍ବା ନିଜର ପ୍ରତିନିଧି କିମ୍ବା ଓକିଲ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ଠାରେ ତା ୧ ଜୁଲାଇ ୨୦୨୫ ରିଖ ଦିବା ୧୧. ୦୦ ଘଟିକା ସମୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜର ସ୍ୱାର୍ଥ ସାବ୍ୟସ୍ତ କରିପାରିବେ ।
ରାଜ୍ୟପାଳଙ୍କ ଆଦେଶକ୍ରମେ ଆଶିଷ ପାଟିଲ ଜିଲ୍ଲାପାଳ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 484(cid:151)173+4
- ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୩୯୧/୨୦୨୩, ତା ୧୬ ଜୁନ ୨୦୨୩ ରିଖ ରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ପୂଜାରୀଗୁଡା, ଥାନା ମାଥିଲି, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରିର ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମନ୍ତେ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.malkangiri.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ତଥା ତହସିଲଦାର, ମାଥିଲିଙ୍କ ତହସିଲ କାର୍ଯ୍ୟାଳୟ, ମାଥିଲିଠାରେ କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩