The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1275 CUTTACK, MONDAY, MAY 19, 2025/BAISAKHA 29, 1947
ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି
ଘୋଷଣା
ତାରିଖ ୧୪ ମଇ୨୦୨୫
ସଂଖ୍ୟା ୧୩୭୬/୨୦୨୫—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା ମାଥିଲି, ଥାନା ମାଥିଲି, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରିରେ ନିମ୍ନ ସୂଚିତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
| ଗ୍ରାମର ନାମ | ଗ୍ରାମାଞ୍ଚଳ/ ସହରାଞ୍ଚଳ | ଖାତା ନଂ. | ପ୍ଲଟ ନଂ. | କିସମ | ପ୍ଲଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| (୧) | (୨) | (୩) | (୪) | (୫) | (୬) | (୭) | (୮) |
| ମାଥିଲି | ଗ୍ରାମାଞ୍ଚଳ | ଅଧିଗ୍ରହଣ ହେବାକୁ ଥିବା ଜମିର ସମ୍ପୂର୍ଣ୍ଣ ବିବରଣୀ ଏଥିସହ ସଂଲଗ୍ନ କରାଗଲା |
| ଭୁମି ଅନୁସୁଚୀ | |||||
| ମୌଜାମାଥିଲି,ଥାନା-ମାଥିଲି ନଂ-୭୧, ତହସିଲ-ମାଥିଲି, ଜିଲ୍ଲା-ମାଲକାନଗିରି | |||||
| ଜୟପୁର-ମାଲକାନଗିରି ନୂତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ | |||||
| ଖାତା ନଂ | ପଟ ନଂ | ମୋଟ ରକବା (ଏକର) | .ଅଧିଗ୍ରହଣ ରକବା (ଏକର) | ରୟତଙ୍କ ନାମ | |
| ୨୪ | ୧୮୨୬ | ୨.୦୦୨ | ୦.୯୩୮୭ | ||
| ୬୫ | ୧୭୩୫ | ୦.୪୯୪ | ୦.୪୧୨୭ | ||
| ୧୭୩୩ | ୦.୫୪୪ | ୦.୦୦୫୧ | |||
| ୧୭୨୨ | ୦.୫୫୧ | ୦.୦୧୧୮ | |||
| ୧୭୩୦ | ୩.୧୬୩ | ୦.୮୮୬୨ | |||
| ୮୯ | ୧୭୮୪ | ୦.୮୧୫ | ୦.୦୦୨୧ | , , , , | |
| ୯୯ | ୧୮୩୫ | ୧.୯୯୭ | ୧.୯୯୬୬ | , | |
| ୧୮୩୭ | ୦.୬୩୮ | ୦.୦୩୨୧ | |||
| ୧୮୩୬ | ୦.୨୩୫ | ୦.୦୦୨୪ | |||
| ୧୭୦ | ୧୮୦୦ | ୪.୦୦୩ | ୧.୭୨୦୫ | ||
| ୧୯୬ | ୧୭୪୯ | ୦.୬୪୦ | ୦.୦୭୮୮ | , ( ) | |
| ୧୭୩୮ | ୩.୦୬୨ | ୨.୧୯୫୪ | |||
| ୧୯୮ | ୧୭୬୨ | ୦.୧୨୧ | ୦.୧୨୧୧ | , , , , , | |
| ୧୭୬୫ | ୧.୮୬୮ | ୧.୬୫୧୪ | |||
| ୧୭୭୫ | ୨.୫୮୨ | ୦.୩୫୮୮ | |||
| ୨୦୪ | ୧୮୨୦ | ୨.୦୦୨ | ୦.୦୫୫୭ | ||
| ୨୨୬ | ୧୭୭୨ | ୪.୨୮୨ | ୦.୦୧୫୫ | , , | |
| ୨୨୮ | ୧୭୮୯ | ୨.୦୭୬ | ୦.୦୨୪୦ | , , , | |
| ୨୯୦ | ୧୭୯୭ | ୧.୭୭୯ | ୦.୩୬୬୮ | ||
| ୨୯୧ | ୧୬୧୯ | ୧.୩୩୨ | ୦.୨୦୮୩ | ||
| ୨୯୪ | ୧୮୨୭ | ୦.୧୫୧ | ୦.୧୧୦୭ | ||
| ୧୮୩୦ | ୦.୧୪୮ | ୦.୧୪୮୩ | |||
| ୪୯୪/୧୬୦ | ୧୭୯୬/୨୧ ୧୨ | ୧.୦୦୧ | ୦.୨୨୨୩ | , | |
| ୪୯୪/୩ | ୧୮୩୨ | ୩.୨୮୬ | ୦.୬୨୫୧ | ||
| ୪୯୪/୪ | ୧୮୩୩ | ୧.୬୮୦ | ୦.୧୬୯୮ | ||
| ୧୯୮ | ୧୭୭୪ | ୦.୦୦୦ | ୧.୦୬୫୩ | , , , , , | |
| ୪୯୪/୩୦୯ | ୧୮୩୫/ ୨୦୯୨ | ୦.୬୫୦ | ୦.୪୪ | , , - , - | |
| ୪୯୪/୩୦୯ | ୧୮୩୭/ ୨୦୯୩ | ୦.୩୫୧ | ୦.୩୪୮୪ | , , - , - | |
| ୪୯୪/୫୪୮ | ୧୮୩୫/ ୨୩୮୭ | ୧.୧୩୭ | ୧.୦୩୨୮ | , | |
| ୪୯୪/୫୪୮ | ୧୮୩୬/ ୨୩୮୮ | ୦.୮୪୦ | ୦.୪୭୯୩ | , | |
| ମୋଟ | ୪୩.୪୨୮ | ୧୫.୭୨୬ |
ତଫସିଲ ଖ
(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂମି ଅନୁସୂଚୀ)
ଜିଲ୍ଲା ମାଲକାନଗିରି
ତହସିଲ ମାଥିଲି ଗ୍ରାମର ଗ୍ରାମାଞ୍ଚଳ/ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ଅଧିଗ୍ରହଣ ରୟତଙ୍କ ନାମ ସହରାଞ୍ଚଳ
ରକବା ହେବାକୁ ଥିବା ନାମ
ଜମିର ରକବା
(୧) (୨) (୩) (୪) (୫) (୬) (୭) (୮)
ପ୍ରଯୁ୍ୟଜ୍ୟ ନୁହେଁ
ଅଧିସୂଚନା ବୈଧ ତାରିଖ : ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ଠାରୁ ଛଅ ମାସ ମଧ୍ୟରେ ।
ଉକ୍ତ ଜମିରେ ସ୍ୱାର୍ଥ ଥିବା ବ୍ୟକ୍ତିବିଶେଷ ନିଜେ କିମ୍ବା ନିଜର ପ୍ରତିନିଧି କିମ୍ବା ଓକିଲ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ଠାରେ ତା ୧ ଜୁଲାଇ ୨୦୨୫ ରିଖ ଦିବା ୧୧.୦୦ ଘଟିକା ସମୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜର ସ୍ୱାର୍ଥ ସାବ୍ୟସ୍ତ କରିପାରିବେ ।
ରାଜ୍ୟପାଳଙ୍କ ଆଦେଶକ୍ରମେ ଆଶିଷ ପାଟିଲ
ଜିଲ୍ଲାପାଳ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 485—173+4
- ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୩୯୩/୨୦୨୩ ତା ୧୬ ଜୁନ ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ମାଥିଲି, ଥାନା ମାଥିଲି, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରିର ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମନ୍ତେ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.malkangiri.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ତଥା ତହସିଲଦାର, ମାଥିଲିଙ୍କ ତହସିଲ କାର୍ଯ୍ୟାଳୟ, ମାଥିଲି କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୁଚୀ) ↩