Servants of Knowledge
Odisha Gazette · Government of Odisha

Odisha Gazette, No. 1276, 20 May 2025

Published 20 May 2025

Department
Revenue & Disaster Management
Type
Extraordinary
Gazette no.
1276
Notification no.
378
Notification Date
25-04-2025
Identifier
in.gazette.odisha_govpress.2025-05-20.Extraordinary_1276
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1276 CUTTACK, TUESDAY, MAY 20, 2025/BAISAKHA 30, 1947

କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ତାରିଖ ୨୫ ଅପ୍ରେଲ ୨୦୨୫

ସଂଖ୍ୟା 378/ 2025—ଯେହେତୁ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି, ଏକ ସାର୍ବଜନୀନ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାର ଜୟପୁର-ନବରଙ୍ଗପୁର ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା କୁପିଆ, ଥାନା ବୋରିଗୁ। ନଂ. ୪୦, ତହସିଲ ବୋରିଗୁ।, ଜିଲ୍ଲା କୋରାପୁଟରେ ନିମ୍ନ ତଫସିଲମତେ ପ୍ରାୟ ଏ. ୧୭.୦୭୮ ଡି. ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ୧୧ (୧) ଧାରାରେ ଭାରପ୍ରାପ୍ତ ହୋଇ ସରକାର (Appropriate Government) ଏତଦ୍ଦ୍ୱାରା ନିମ୍ନ ଅନୁସୂଚୀରେ ପ୍ରଦତ୍ତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ୧୧ (୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ/ ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପକତ ଅଧିସୂଚିତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜନୀନ ଉଦ୍ଦେଶ୍ୟରେ ଓୗଚିତ୍ୟ ବିଷୟରେ କୌଣସି ଆପତ୍ତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

ପ୍ରକଳ୍ପ ସମ୍ବନ୍ଧୀୟ ବିିିବରଣୀ

୧ । ସାର୍ବଜନୀନ ଉଦ୍ଦେଶ୍ୟରେ ସ୍ୱରୂପ ଜୟପୁର-ନବରଙ୍ଗପୁର ନୂତନ ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପ ନିର୍ମାଣ ନିମନ୍ତେ ।

୨ । ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ- ନିର୍ବାହୀ ଯନ୍ତ୍ରୀ, ଉପ ମୁଖ୍ୟଯନ୍ତ୍ରୀ (ନିର୍ମାଣ), ପୂର୍ବତଟ ରେଳପଥ, ଜଗଦଲପୁର ।

୩ । କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ- ସାର୍ବଜନୀନ ଉଦ୍ଦେଶ୍ୟରେ ଜୟପୁର-ନବରଙ୍ଗପୁର ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟକାରୀ କରିବା ।

୪ । ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ ସଂଲଗ୍ନ କରାଗଲା ।

୫ । ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ, ଜୟପୁର ।

2
ଜ ଲ୍ଲା ି ି ି ି ି ି (୧) ତହସିଲ (୨) ଗ୍ରାମାଞ୍ଚଳ (୩) ଗ୍ରାମାଞ୍ଚଳ/ ସହରାଞ୍ଚଳ (୪) ଖାତା ନଂ. (୫) ପ ଟ ୍ଲ ନଂ. (୬) ପ ଟ ୍ଲ ର ମୋଟ (୭) ଅଧିସୂଚିତ ଜମିର ରକବା (୮) ରୟତର ନାମ ରକବା (୯)
ଏଥିସହିତ ସଂଲଗ୍ନ କରାଗଲା

ଉକ୍ତ ଅଧିସୂଚିତ ଜମି ରକବା ମଧ୍ୟରୁ NIL ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦି ।

ଉକ୍ତ ଭୂମିର ଏକ ନକ୍ସା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ଜୟପୁର-ନବରଙ୍ଗପୁର ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୁକ୍ତ କୌଣସି ଜମିର କ୍ରୟବିକ୍ରୟ, ହସ୍ତାନ୍ତର (ଦେଣନେଣ) କିମ୍ବା ଦାୟ ସୃି କୋରାପୁଟ ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହଁ ।

ରାଜ୍ୟପାଳଙ୍କ ଆଦେଶକ୍ରମେ

କୀତ୍ତ ୱାସନ

ଜିଲ୍ଲାପାଳ, କୋରାପୁଟ3

ଭୁମି ଅନୁସୁଚୀ
ମୌଜାକୁପିଆ, ଥାନା-ବୋରିଗୁମ୍ମା, ନଂ-୪୦, ତହସିଲ-ବୋରିଗୁମ୍ମା, ଜିଲ୍ଲା-କୋରାପୁଟ
ଜୟପୁର-ନବରଙ୍ଗପୁର ନୂତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ
ଖାତା ନଂ ପଟ ନଂ ମୋଟ ରକବା (ଏକର) ,ଅଧିଗ୍ରହଣ ରକବା (ଏକର) କିସମ ରୟତଙ୍କ ନାମ
୨/କ ୪୮୩/୧ ୧.୧ ୦.୩୧ ଧାନ-୨ ହରି ଗାଦବା, ନରେନ୍ଦ୍ର ଗାଦବା ପି-ସମ୍ବାରୁ ଗାଦବା ଜା-ଗାଦବା ବା-ନିଜଗାଁ
୨/ଖ ୪୮୩/୩ ୧.୩ ୦.୩୯୨ ଧାନ-୨ ମଙ୍ଗଳା ଡମ୍ବ ପି-ଚେନାଡି ଡମ୍ବ ଜା-ଡମ୍ବ ବା-ନିଜଗଁା
.୧୯/୦୧ ୪୬୭/୨ ୧.୧ ୦.୧୯୮ ଧାନ-୩ ଘାଷି ନାୟକ ପି-ମାଧବ ନାୟକ ଜା-ଗାଦବା ବା- ମ ୁ ଣ୍ଡିଗୁଡା
୨୨ ୪୭୭ ୦.୮ ୦.୪୯୭ ଧାନ-୩ ଟ ି ଲ ୁ ଗାଦବା ପି-ବୁଡୁ ଗାଦବା ଜା-ଗାଦବା ବା-ନିଜଗାଁ ଗୁଡା ଖିଲଗୁଡା
୧୫୨/୧୫୭ ୪୭୭/୭୭୩ ୧.୧୫ ୦.୦୧ ଧାନ-୩ ଦ ୁ ୟ ର୍ ଧନ ଗାଦବା ପି-ନରେନ୍ଦ୍ର ଗାଦବା ଜା-ଗାଦବା ବା-କାଳିଆଗୁଡା କୁପିଆ
୩୬ ୫୦୭ ୧.୪୯ ୦.୨୭୬ ଧାନ-୨ ବ ୁ ଟୁକି ଡମୁଣି ସ୍ୱା-ଫଗଣୁଡମ ଜା-ଡମ ବା-ନିଜଗାଁ
୩୬ ୫୦୮ ୦.୫୧ ୦.୪୧୩ ଧାନ-୩ ବ ୁ ଟୁକି ଡମୁଣି ସ୍ୱା-ଫଗଣୁଡମ ଜା-ଡମ ବା-ନିଜଗାଁ
୩୬ ୪୮୧ ୧.୫୬ ୦.୧୯୮ ଧାନ-୨ ବ ୁ ଟୁକି ଡମୁଣି ସ୍ୱା-ଫଗଣୁଡମ ଜା-ଡମ ବା-ନିଜଗାଁ
୩୬ ୪୮୨ ୦.୫୩ ୦.୪୪୮ ଧାନ-୩ ବ ୁ ଟୁକି ଡମୁଣି ସ୍ୱା-ଫଗଣୁଡମ ଜା-ଡମ ବା-ନିଜଗାଁ
୪୪ ୪୯୦ ୦.୪୭ ୦.୧୬୮ ଧାନ-୨ ମଙ୍ଗଳା ଡମ୍ବ ପି-ଚେନାଡି ଡମ୍ବ ଜା-ଡମ୍ବ ବା-ନିଜଗଁା
୪୪ ୪୯୧ ୦.୦୮ ୦.୦୪୪ ଧାନ-୩ ମଙ୍ଗଳା ଡମ୍ବ ପି-ଚେନାଡି ଡମ୍ବ ଜା-ଡମ୍ବ ବା-ନିଜଗଁା
୪୬/୧ ୪୫୮ ୦.୬୨ ୦.୪ ଧାନ-୩ ରାମଚନ୍ଦ୍ର ଗାଦବା ପି-କମଳୁ ଗାଦବା ଜା-ଗାଦବା ବା- ନ ି ଜଗାଁ
୫୯ ୪୭୦ ୦.୭୩ ୦.୧୯୨ ଧାନ-୨ ରଘୁନାଥ ଗାଦବା ପି-ବୁଡୁ ଗାଦବା ଜା-ଗାଦବା ବା- ନିଜଗାଁ କାଳିଆଗୁଡା
୯୬ ୪୬୬ ୨.୦୧ ୦.୪୧୫ ଧାନ-୩ ଘାଷି ନାୟକ ପି-ମାଧବ ଗାଦବା ଜା-ଗାଦବା ବା- ନ ି ଜଗାଁ ଗୁଡା ମୁଣ୍ଡିଗୁଡା
୧୫୨/୧୪୮ ୪୬୬/୭୬୮ ୦.୭ ଧାନ-୩ ରନିା ହାଲବାଣି ସ୍ୱା-ଟଙ୍କଧର ହାଲବା ଜା-ହାଲବା ବା- ଅ ଁ ଚଳା
୧୦୧ ୪୭୮ ୨.୨୫ ୦.୨୫୬ ଧାନ-୨ ଟ ି ଲ ୁ ଗାଦବା ପି-ବୁଦୁ ଗାଦବା ଜା-ଗାଦବା ବା-ନିଜଗାଁ
୧୦୧ ୪୬୫ ୦.୫୫ ୦.୦୭୯ ଧାନ-୩ ଟ ି ଲ ୁ ଗାଦବା ପି-ବୁଦୁ ଗାଦବା ଜା-ଗାଦବା ବା-ନିଜଗାଁ
୧୦୩ ୪୮୬ ୦.୧୬ ୦.୦୭୯ ଧାନ-୨ ଦ ୁଲଭ ଗାଦବା ପି-ମନଧର ଗାଦବା ଜା-ଗାଦବା ବା- ନ ି ଜଗାଁ
୧୧୬ ୪୯୯ ୧.୨୯ ୦.୧୮୭ ଧାନ-୨ ବ ଦ ୁ ରା ଗାଦବା ପି-ମୁକୁନ୍ଦ ଗାଦବା ଜା-ଗାଦବା ବା- ୁ ନ ି ଜଗାଁ ଗୁଡା ବନ୍ଧୁଗୁଡା
୧୧୬ ୪୯୮ ୦.୩୮ ୦.୩୨୧ ଧାନ-୩ ବ ଦ ୁ ରା ଗାଦବା ପି-ମୁକୁନ୍ଦ ଗାଦବା ଜା-ଗାଦବା ବା- ୁ ନ ି ଜଗାଁ ଗୁଡା ବନ୍ଧୁଗୁଡା
୧୨୦ ୪୯୩ ୦.୯୨ ୦.୧୪୫ ଧାନ-୨ ମଙ୍ଗଡୁ ଡମ ପି-ଅନକା ମହୁରିଆ ଜା-ଡମ୍ବ ବା-ନିଜଗଁା
୧୨୦ ୪୯୨ ୦.୩୧ ୦.୨୦୭ ଧାନ-୩ ମଙ୍ଗଡୁ ଡମ ପି-ଅନକା ମହୁରିଆ ଜା-ଡମ୍ବ ବା-ନିଜଗଁା
୧୫୨/୧୦୩ ୫୧୦ ୩.୦୪ ୨.୨୯୭ ଧାନ-୨ ବଳରାମ ଗାଦବା ପି-ଚୈତନ ଗାଦବା ଜା-ଗାଦବା ବା-ବନ୍ଧଗୁଡା
୧୨୫ ୪୯୬ ୦.୯୯ ୦.୧୭୫ ଧାନ-୨ ମ ୁ ଦୀ ଗାଦବା ପି-ଅର୍ଜୁନ ଗାଦବା ବା-ନିଜଗାଁ ବନ୍ଧୁଗୁଡା
୧୨୫ ୪୯୭ ୦.୨୧ ୦.୧୩୬ ଧାନ-୩ ମ ୁ ଦୀ ଗାଦବା ପି-ଅର୍ଜୁନ ଗାଦବା ବା-ନିଜଗାଁ ବନ୍ଧୁଗୁଡା
୧୪୨ ୪୭୫ ୩.୪୮ ୦.୦୧୭ ଧାନ-୨ ଶ କ ୁ ଗାଦବା ପି-ମଧୁ ଗାଦବା ଜା-ଗାଦବା ବା-ନିଜଗାଁ ୃ ମ ୁ ଣ୍ଡିଗୁଡା
୧୪୨ ୪୭୬ ୦.୧ ୦.୧ ଧାନ-୩ ଶ କ ୁ ଗାଦବା ପି-ମଧୁ ଗାଦବା ଜା-ଗାଦବା ବା-ନିଜଗାଁ ୃ ମ ୁ ଣ୍ଡିଗୁଡା
୧୪୩ ୪୬୮ ୧.୨୮ ୦.୨୩୪ ଧାନ-୨ ଶ କ ୁ ଗାଦବା ପି-ମଧୁ ଗାଦବା ଜା-ଗାଦବା ବା-ନିଜଗାଁ ୃ ମ ୁ ଣ୍ଡିଗୁଡା
୧୪୬ ୪୫୯ ୪.୮ ୧.୭୫୫ ଧାନ-୩ ବଂଶିୟା ହରି ଗଉଡ ପି- ପତି ଚଲାଣ ଜା-ଗାଦବା ବା-ନିଜଗାଁ
୧୪୯ ୫୦୯ ୫.୫୮ ୨.୨୯ ଧାନ-୨ ହରି ଗାଦବା ପି-ଗୁରୁ ନାୟକ ଜା-ଗାଦବା ବା-ନିଜଗାଁ
୧୫୨/୧୪୭ ୪୮୩/୨ ୦.୪୩ ୦.୨୨୫ ଧାନ-୨ ମୀନ କେତନ ଗାଦବା ପି-ଗୋପିନାଥ ଗାଦବା ଜା- ଗାଦବା ବା-କୁପିଆ ତରଫା କାଳିଆ ଗୁଡା
୧୫୨/୨୦୨ ୪୬୭/୧ ୧.୩୭ ୦.୨୧୮ ଧାନ-୩ ଲକ୍ଷ୍ମୀ ନାୟକ ପି-ଗଣପତି ନାୟକ ଜା-ଗାଦବା ବା- ମ ୁ ଣ୍ଡିଗୁଡା
୧୫୨/୨୦୫ ୪୬୯ ୧.୬୧ ୦.୩୦୩ ଧାନ-୨ ଧନୁର୍ଯୟ ହରିଜନ ପି-ଘାସି ହରିଜନ ଜା-ଡମ୍ବ ବା-ପର୍ଲି
୧୫୨/୩୮୬ ୫୧୬ ୧.୨୪ ୦.୫୮୩ ଧାନ-୩ ସୁକଳ ଦେଇ ହରିଜନ ପି-ଭଗବାନ ହରିଜନ ଜା-ଡମ୍ବ ବା-ଅଁଚଳା
୧୫୨/୩୮୫ ୫୧୬/୯୮୬ ୧.୨୪ ଧାନ-୩ ଭାଗିରଥି ହରିଜନ ପି-ତ୍ରିଲୋଚନ ହରିଜନ ଜା-ଡମ୍ବ ବା-ଅଁଚଳା
୧୫୨/୩୮୯ ୪୭୬/୭୬୩/୯୮୭ ୦.୫ ୦.୫ ଧାନ-୩ ପ ୁ ହରିଜନ ପି-ଜଗନ୍ନାଥ ହରିଜନ ଜା-ଡମ୍ବ ବା- ର୍ ଅ ଁ ଚଳା
୧୫୨/୩୯୦ ୪୭୬/୭୬୩ ୦.୫ ୦.୫ ଧାନ-୩ କ ମାରି ଚଁଚଳା ହରିଜନ ପି-ବଳି ହରିଜନ ଜା-ଡମ୍ବ ୁ ବା-ଅଁଚଳା
୧୫୨/୩୯୪ ୪୫୭/୯୯୨ ୧.୩୩୧୭ ୦.୭୨୪ ଘରବାରି ଏସ୍ ଗୁପ୍ତେଶ୍ୱର ରାଓ ପି-ଏସ୍ ଲୋକନାଥ ସରାଫ୍ ଜା- ବିଶ୍ୱ ବ୍ରାହ୍ମଣ ବା-ଜୟପୁର
୧୫୨/୩୯୪ ୪୫୭/୭୩୯/୯୮୯ ୦.୪୬୨ ୦.୧୭୯ ଘରବାରି ଏସ୍ ଗୁପ୍ତେଶ୍ୱର ରାଓ ପି-ଏସ୍ ଲୋକନାଥ ସରାଫ୍ ଜା- ବିଶ୍ୱ ବ୍ରାହ୍ମଣ ବା-ଜୟପୁର
୧୫୨/୩୯୫ ୪୫୭/୯୯୨/୯୯୩ ୦.୦୨ ୦.୦୧୫ ଘରବାରି ନ ରନ ସିଂ ପି-ମୀନ କେତନ ସିଂ ଜା- କ୍ଷତ୍ର ି ୟ ବା- ି ଡାବୁଗୁଡା
୧୫୨/୪୦୨ ୪୫୭/୯୯୨/୯୯୮ ୦.୧ ୦.୦୧୮ ଘରବାରି ଦୀପକ ଦାସ ପି-ପ୍ରସନ୍ନ କୁମାର ଦାସ ଜା-ବ୍ରାହ୍ମଣ ବା- ଗଣ୍ଡମୁଣ୍ଡା ଖଣ୍ଡଗିରି
୧୫୨/୪୦୩ ୪୫୭/୯୯୨/୯୯୯ ୦.୦୨ ୦.୦୧୩ ଘରବାରି ଗୋବିନ୍ଦମ୍ ରାମଲେଲା ପି-ଜି. ବିବାବୁ ଜା-ଶାତାନି ବୈଷ୍ଣବ ବା-ଆଦିତ୍ୟ ହିଟାଲ ହାଇଦ୍ରାବାଦ
୧୫୨/୪୦୫ ୪୫୭/୯୯୨/୧୦୦୧ ୦.୦୪ ୦.୦୪ ଘରବାରି ସମିଷ୍ଟା ରଥ ସ୍ୱା-ଶ୍ରୀକାନ୍ତ କୁମାର ପଣ୍ଡା ଜା-ବ୍ରାହ୍ମଣ ବା-ଡଙ୍ଗରଭେଜା
୧୫୨/୪୦୬ ୪୫୭/୬୮୧/୯୮୪ ୧.୯ ୧.୩୧୩ ଡଙ୍ଗର- ୨ ଏସ୍ ଗୁପ୍ତେଶ୍ୱର ରାଓ ପି-ଏସ୍ ଲୋକନାଥ ସରାଫ୍ ଜା- ବିଶ୍ୱ ବ୍ରାହ୍ମଣ ବା-ଜୟପୁର
୧୫୨/୪୧୧ ୪୫୭/୯୯୨/୯୮୯ ୦.୦୪ ୦.୦୨୪ ଘରବାରି ନ ି ହାରକାନ୍ତ ପନାୟକ ପି-ପଦ୍ମଚରଣ ପନାୟକ ଜା-କରଣ ବା-ବୋରିଗୁମ୍ମା
୧୫୨/୪୧୩ ୪୫୭/୬୮୧/୯୯୧/୧୦୦୩ ୦.୦୩୫ ୦.୦୩୫ ଘରବାରି ଶାରଦା ପଣ୍ଡା, ରାଧାକୃଷ୍ଣ ପଣ୍ଡା ଜା-ବ୍ରାହ୍ମଣ ବା- ପାଇକ ସାହି ଜୟନଗର
୧୫୨/୪୧୩ ୪୫୭/୯୯୨/୧୦୦୪ ୦.୦୦୫ ୦.୦୦୫ ଘରବାରି ଶାରଦା ପଣ୍ଡା, ରାଧାକୃଷ୍ଣ ପଣ୍ଡା ଜା-ବ୍ରାହ୍ମଣ ବା- ପାଇକ ସାହି ଜୟନଗର
୧୫୨/୪୧୬ ୪୫୭/୯୯୨/୧୦୦୭ ୦.୦୪ ୦.୦୪ ଘରବାରି ସୁଲତା ସାହୁ ସ୍ୱା-ମୋହନ ସାହୁ ଜା-ରଙ୍ଗୁଣି ବା-ପର୍ଲି
୧୫୨/୪୧୮ ୪୫୭/୯୯୨/୧୦୦୯ ୦.୦୪୧୩ ୦.୦୩୫ ଘରବାରି ଏ. ମନୋଜ କୁମାର,ଏ.ଚନ୍ଦନ କୁମାର ପି-ଏ. ମାଧବ ରାଓ ଜା-ତେଲେଙ୍ଗା ବା-ନବରଙ୍ଗପୁର
୧୫୨/୪୧୯ ୪୫୭/୯୯୨/୧୦୧୦ ୦.୦୫୨ ୦.୦୫୧ ଘରବାରି ସନ୍ତୋଷ କୁମାର ସାହୁ ପି-ସଚିଦାନନ୍ଦ ସାହୁ ଜା-ବ୍ରାହ୍ମଣ ବା-ଜୟପୁର
୧୫୨/୪୨୦ ୪୫୭/୭୩୯/୯୮୯/୧୦୧୧ ୦.୦୧୮ ୦.୦୧୮ ଘରବାରି କେ. ସୁଜାତା ସ୍ୱା-କେ. ଶ୍ରୀନିବାସ ଜା-ତେଲେଙ୍ଗା ବା- ବଡମାଳ ବଲାଙ୍ଗୀର
ମୋଟ ୧୭.୦୭୮
4 5

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 486—173+6

Cite this issue. Odisha Gazette, Government of Odisha, 20 May 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-05-20.Extraordinary_1276/. Archive identifier in.gazette.odisha_govpress.2025-05-20.Extraordinary_1276.