Servants of Knowledge
Odisha Gazette · Government of Odisha

Odisha Gazette, No. 1819, 25 May 2025

Published 25 May 2025

Department
Revenue & Disaster Management
Type
Extraordinary
Gazette no.
1819
Notification no.
4250
Notification Date
17-06-2025
Identifier
in.gazette.odisha_govpress.2025-05-25.Extraordinary_1819
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1819 CUTTACK, WEDNESDAY, JUNE 25, 2025/ASADHA 4, 1947

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି

ଘୋଷଣା

ତାରିଖ ୧୭ ଜୁନ୨୦୨୫

ସଂଖ୍ୟା-୪୨୫୦/୨୦୨୫—ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ମୁନୁସକୋଞ୍ଜା, ଥାନା ମାଲକାନଗିରି, ତହସିଲ ମାଲକାନଗିରି, ଜିଲ୍ଲା ମାଲକାନଗିରିରେ ନିମ୍ନସୂଚିତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ମୁନୁସକୋଞ୍ଜା ଗ୍ରାମାଞ୍ଚଳ ଅଧିଗ୍ରହଣ ହେବାକୁଥିବା ଜମିର ସମ୍ପୂର୍ଣ୍ଣ ବିବରଣୀ ଏଥିସହ ସଂଲଗ୍ନ କରାଗଲା
2

ଭୂମି ଅନୁସୂଚୀ

ମୌଜା ମୁନୁସକୋଞ୍ଜା, ଥାନା ମାଲକାନଗିରି ନଂ. ୭୪, ତହସିଲ ମାଲକାନଗିରି, ଜିଲ୍ଲା ମାଲକାନଗିରି ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ

ଖାତା ନଂ. ପ୍ଲଟ ନଂ. ମୋଟ ଅଧିଗ୍ରହଣ କିସମ ରୟତଙ୍କ ନାମ

ରକବା ରକବା

(୧) (୨) (୩) (୪) (୫) (୬)

୧ ୧୩୦ ୧.୦୧୩ ୧.୦୧୩ ଧାନ-୧ ଅମାପଡ଼ିଆମି, ପି. ଟକୁଡୁ ପଡଡ଼ିଆମି, ଗଙ୍ଗା ୯୯ ୦.୨୦୦ ୦.୦୫୩ ଧାନ-୧ ପଡ଼ିଆମି, ପଦିଆ ପଡ଼ିଆମି, ପି. ବୁଦ୍ରା ପଡ଼ିଆମି,

ଗାଙ୍ଗି ପଡ଼ିଆମି, ସ୍ୱା. ବୁଦ୍ରା ପଡ଼ିଆମି, ବୁଟି ପଡ଼ିଆମି, ପାଞ୍ଜୁ ପଡ଼ିଆମି, ସମ୍ବରା ପଡ଼ିଆମି, ପାଞ୍ଜୁରୁ ପଡ଼ିଆମି, ପି. ଅମା ପଡ଼ିଆମି, ଜା. କୋୟା ବା. ନିଜଗାଁ ।

୩ ୨୨୭ ୧.୧୬୧ ୦.୨୪୩ ଧାନ-୧ ଇଡ଼ିମା ପଡ଼ିଆମି, ପି. ପାଞ୍ଜୁର ପଡ଼ିଆମି, ରାମ

ପଡ଼ିଆମି, ପି. ମୁକୁନ୍ଦ ପଡ଼ିଆମି, ମୁକା ପଡ଼ିଆମି,

ବୁଟି ପଡ଼ିଆମି, ପି. ବାଗା ପଡ଼ିଆମି, ୨୪୧ ୩.୯୦୭ ୧.୪୧୨ ଧାନ-୧ ଜା. କୋୟା, ବା. ନିଜଗାଁ ।

୪ ୨୪୦ ୦.୨୯୯ ୦.୧୭୩ ଧାନ-୧ ଇରିମା କୁରାମି, ପି. କାଲା କୁରାମି, ଜା. କୋୟା

ବା. ନିଜଗାଁ ।

୨୩୬ ୦.୨୭୯ ୦.୨୫୧ ଧାନ-୧

୬ ୧୨୯ ୦.୮୯୯ ୦.୦୩୧ ଧାନ-୧ ଗଙ୍ଗା ପଡ଼ିଆମି, ପଦିଆ ପଡ଼ିଆମି, ଅମାପଡ଼ିଆମି,

ପି. ବୁଦୁରା ପଡ଼ିଆମି, ଜା. କୋୟା, ବା. ନିଜଗାଁ ।

୧୦ ୨୩୫ ୦.୮୪୦ ୦.୮୪୦ ଧାନ-୧ ଟକୁଡୁ ପଡ଼ିଆମି, ଶୁକ୍ରା ପଡ଼ିଆମି, ହାତିରାମ

ପଡ଼ିଆମି, ଦାମା ପଡ଼ିଆମି, ପି. ମାରା ପଡ଼ିଆମି, ଦେବା ପଡ଼ିଆମି, ଅର୍ଜୁନ ପଡ଼ିଆମି, ପି. ବଜା ପଡ଼ିଆମି, ମାଲେ ପଡ଼ିଆମି, ସ୍ୱା. ବଜା ପଡ଼ିଆମି, ଜା. କୋୟା, ବା. ନିଜଗାଁ ।

୧୨ ୧୩୩ ୧.୪୬୦ ୦.୫୪୨ ଧାନ-୧ ପଦିଆ ପଡ଼ିଆମି, ପି. ରାମା ପଡ଼ିଆମି, ଗଙ୍ଗା

ପଡ଼ିଆମି, ପି. ମୁଡ଼ା ପଡ଼ିଆମି, ମୁକେ ପଡ଼ିଆମି,

ସ୍ୱା. ମୁଡ଼ା ପଡ଼ିଆମି, ଟୁକୁଡୁ ପଡ଼ିଆମି, ବୁଦୁରା

ପଡ଼ିଆମି, ପି. ପାଞ୍ଜୁ ପଡ଼ିଆମି, ଦୁଲେ ପଡ଼ିଆମି,

ସ୍ୱା. ପାଞ୍ଜୁ ପଡ଼ିଆମି, କା. କୋୟା, ବା. ନିଜଗାଁ ।

୧୬ ୨୪୯ ୨.୮୧୨ ୦.୧୪୦ ଧାନ-୧ ବଲି କୁରାମି, ପି. ପାଞ୍ଜୁରୁ କୁରାମି, ବୁଦୁରି କୁରାମି, ୨୪୨ ୦.୧୨୧ ୦.୧୨୧ ଧାନ-୧ ସ୍ୱା. ପାଞ୍ଜୁରୁ କୁରାମି, ଜା. କୋୟା, ବା. ନିଜଗାଁ ।

୨୦ ୨୪୪ ୫.୦୬୬ ୨.୬୨୦ ଧାନ-୧ ମଙ୍ଗଳା କୁରାମି, ପି. ଲକମା କୁରାମି, ଜା. କୋୟା ୨୩୭ ୦.୨୪୦ ୦.୦୭୨ ଧାନ-୧ ବା. ନିଜଗାଁ ।

୨୩ ୨୪୩ ୦.୬୯୯ ୦.୩୦୦ ଧାନ-୧ ରାମା କୁରାମି, ପି. କାଲା କୁରାମି, ଜା. କୋୟା,

ବା. ନିଜଗାଁ3 (୧) (୨) (୩) (୪) (୫) (୬) ୨୬ ୨୭୩ ୦.୩୯୫ ୦.୧୧୮ ଧାନ-୧ ସନା ପଡ଼ିଆମି, ସମରା ପଡ଼ିଆମି, ପି. ଇର୍ମା

ପଡ଼ିଆମି, ବୁଦୁରୀ ପଡ଼ିଆମି, ସ୍ୱା. ଇର୍ମା ପଡ଼ିଆମି,

ଜା. କୋୟା, ବା. ନିଜଗାଁ ।

୩୦ ୩୮୩ ୧.୮୨୯ ୦.୮୫୪ ଧାନ-୧ ହାତୀରାମ ପଡ଼ିଆମି, ପି. ପାଞ୍ଜୁରୁ ପଡ଼ିଆମି,

ଜା. କୋୟା, ବା. ନିଜଗାଁ । (ବରକୋଲିଗୁଡ଼ା) ୩୪/୧୦ ୩୫୬ ୧.୪୯୫ ୦.୨୨୦ ଧାନ-୨ ମାଣିକ କୁରାମି, ସ୍ୱା. ଜୟସିଙ୍ଗ କୁରାମି,

ଜା. କୋୟା, ବା. ନିଜଗାଁ ।

୩୪/୦୧ ୩୫୬/୬ ୧.୦୦୦ ୦.୬୯୦ ଧାନ-୨ ପାଞ୍ଜୁରୁ ପଡ଼ିଆମି, ପି. ମୁଡ଼ା ପଡ଼ିଆମି, ୩୦

ଜା. କୋୟା, ବା. ରିଜାର ଗୁଡ଼ା ।

୩୪/୭୨ ୩୬୩/୬ ୦.୦୪୦ ୦.୦୩୦ ଘରବାରି ଇର୍ମା ପଡ଼ିଆମି, ପି. ଗଙ୍ଗା ପଡ଼ିଆମି, ତୁଳସୀ ୯୫

ପଡ଼ିଆମି, ସ୍ୱା. ଇର୍ମା ପଡ଼ିଆମି, ଜା. କୋୟା,

ବା. ଇଜାର ଗୁଡ଼ା, ଥାନା. ମାଲକାନଗିରି ।

୩୪/୭୩ ୩୬୩/୬ ୦.୦୪୦ ୦.୦୩୭ ଘରବାରି ବିମଳା ସୋଡ଼ି, ସ୍ୱା. ବୁଦ୍ରା ସୋଡ଼ି, ଜା. କୋୟା, ୯୬

ବା. ଇଜାର ଗୁଡ଼ା, ଥାନା. ମାଲକାନଗିରି ।

୩୪/୭୪ ୩୬୩/୬ ୦.୦୪୦ ୦.୦୪୦ ଘରବାରି ଦେବା ପଡ଼ିଆମି, ପି. ବଜା ପଡ଼ିଆମି, ବାଗି ୯୭

ପଡ଼ିଆମି, ସ୍ୱା. ଦେବୀ ପଡ଼ିଆମି, ଜା. କୋୟା,

ବା. ଇଜାର ଗୁଡ଼ା, ଥାନା. ମାଲକାନଗିରି ।

୩୪/୭୫ ୩୬୩/୬ ୦.୦୪୦ ୦.୦୪୦ ଘରବାରି ସତ୍ୟ ପଡ଼ିଆମି, ପି. ସମ୍ବାରୁ ପଡ଼ିଆମି, ମଙ୍ଗୁଳି ୯୮

ପଡ଼ିଆମି, ସ୍ୱା. ସତ୍ୟ ପଡ଼ିଆମି, ଜା. କୋୟା,

ବା. ଇଜାର ଗୁଡ଼ା, ଥାନା. ମାଲକାନଗିରି ।

୩୪/୭୬ ୩୬୩/୬ ୦.୦୪୦ ୦.୦୪୦ ଘରବାରି ସମାରୁ କବାସି, ପି. ରାଜୁ କବାସି, ପାରୋ ୯୯

କବାସି, ସ୍ୱା. ସମାରୁ କବାସି, ଜା. କୋୟା,

ବା. ଇଜାର ଗୁଡ଼ା, ଥାନା. ମାଲକାନଗିରି ।

୩୪/୭୭ ୩୬୩/୭ ୦.୦୪୦ ୦.୦୪୦ ଘରବାରି ନୀଳାମ୍ବର ମାଡ଼କାମି, ପି. ବଜା ମାଡ଼କାମି ୦୦

ଗାଙ୍ଗି ମାଡ଼କାମି, ସ୍ୱା. ନୀଳାମ୍ବର ମାଡ଼କାମି,

ଜା. କୋୟା, ବା. ଇଜାର ଗୁଡ଼ା ।

୩୪/୭୮ ୩୬୩/୭ ୦.୦୪୦ ୦.୦୪୦ ଘରବାରି କୃଷ୍ଣ ପଡ଼ିଆମି, ପି. ରାମା ପଡ଼ିଆମି, ଲଳିତା ପଡ଼ିଆମି, ସ୍ୱା. କୃଷ୍ଣ ପଡ଼ିଆମି, ଜା. କୋୟା, ୦୧

ବା. ଇଜାର ଗୁଡ଼ା ।

୩୪/୯୩ ୩୬୩/୭ ୦.୦୪୦ ୦.୦୧୨ ଘରବାରି ଭାଗୀରଥି ମାଡ଼କାମି, ପି. ଗୋପି ମାଡ଼କାମି, ୧୬

କୁନି ମାଡ଼କାମି, ସ୍ୱା. ଭାଗିରଥି ମାଡ଼କାମି,

ଜା. କୋୟା, ବା. ଇଜାର ଗୁଡ଼ା ।

4 (୧) (୨) (୩) (୪) (୫) (୬)

୩୪/୯୪ ୩୬୩/୭ ୦.୦୪୦ ୦.୦୩୫ ଘରବାରି ଦେବା କରସ୍ତା, ପି. ଡ଼ମୁ କରସ୍ତା, ମଙ୍ଗଲି କରସ୍ତା, ୧୭

ସ୍ୱା. ଦେବା କରସ୍ତା, ଜା. କୋୟା, ବା. ଇଜାର ଗୁଡ଼ା ।

୩୪/୯୫ ୩୬୩/୭ ୦.୦୪୦ ୦.୦୪୦ ଘରବାରି ଆଇତା ପଡ଼ିଆମି, ପି. ନନ୍ଦ ପଡ଼ିଆମି, ଗାଙ୍ଗି ୧୮

ପଡ଼ିଆମି, ସ୍ୱା. ଆଇତା ପଡ଼ିଆମି, ଜା. କୋୟା,

ବା. ଇଜାର ଗୁଡ଼ା ।

୩୯ ୩୭୬ ୦.୪୬୦ ୦.୧୮୬ ପାଣି ନାଳ ଆବାଦ ଅଯୋଗ୍ୟ ଅନାବାଦୀ ।

୬୫ ୩୭୦/୧ ୦.୧୪୩ ୦.୦୧୫ ଜଙ୍ଗଲ ମଙ୍ଗୁ ମୁଦୁଲି, ପି. ସମା ମୁଦୁଲି, ଗୁରୁବାରି ମୁଦୁଲି,

ସ୍ୱା. ମଙ୍ଗୁ ମୁଦୁଲି, ଜା. ପରଜା ବା.ମୁନୁଷକୋଞ୍ଜା ।

୬୪ ୧୩୪ ୪.୨୯୮ ୨.୧୪୯ ଜଙ୍ଗଲ ମୁକା ପଡ଼ିଆମି, ପି. ପଦ୍ୟା ପଡ଼ିଆମି, ଶିବ

ପଡ଼ିଆମି, ସ୍ୱା. ମୁକା ପଡ଼ିଆମି, ଜା. କୋୟା,

ବା. ତେନ୍ତୁଳିଗୁଡା ।

୪୧ ୨୭୨ ୦.୬୩୦ ୦.୫୧୪ ଜଙ୍ଗଲ ଜୟସିଂ କୁରାମି, ପି. ମଙ୍ଗଳା କୁରାମି, ମାନକି

କୁରାମି, ସ୍ୱା. ଜୟସିଂ କୁରାମି, ଜା. କୋୟା,

ବା. ବରକୋଳିଗୁଡ଼ା, ମୁନୁଷକୋଞ୍ଜା ।

୨୬୬ ୦.୨୮୯ ୦.୨୦୩ ଜଙ୍ଗଲ

୪୦ ୧୩୧ ୪.୦୭୬ ୪.୦୪୬ ଜଙ୍ଗଲ ଗଙ୍ଗା ପଡ଼ିଆମି, ପି. ବୁଦ୍ରା ପଡ଼ିଆମି, କମଳା ୧୩୨ ୦.୩୭୧ ୦.୨୮୪ ଜଙ୍ଗଲ ପଡ଼ିଆମି, ସ୍ୱା. ଗଙ୍ଗା ପଡ଼ିଆମି, ଜା. କୋୟା,

ବା. ତେନ୍ତୁଳିଗୁଡ଼ା, ମୁନୁଷକୋଞ୍ଜା ।

ମୋଟ ୩୪.୩୮ ୧୭.୪୪୪5

ତଫସିଲ-ଖ

(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂମି ଅନୁସୂଚୀ)

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ୍ର ଯ ୁ ଯ୍ୟ ନୁହେଁ

ଅଧିସୂଚନା ବୈଧ ତାରିଖ : ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ଠାରୁ ଛଅ ମାସ ମଧ୍ୟରେ

ଉକ୍ତ ଜମିରେ ସ୍ୱାର୍ଥ ଥିବା ବ୍ୟକ୍ତି ବିଶେଷ ନିଜେ କିମ୍ବା ନିଜର ପ୍ରତିନିଧି କିମ୍ବା ଓକିଲ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ଠାରେ ତା-୨୦-୦୭-୨୦୨୫ ରିଖ ଦିବା ୧୧.୦୦ ଘଟିକା ସମୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜର ସ୍ୱାର୍ଥ ସାବ୍ୟସ୍ତ କରି ପାରିବେ ।

ରାଜ୍ୟପାଳଙ୍କ ଆଦେଶକ୍ରମେ

ଆଶିଷ ପାଟିଲ

ଜିଲ୍ଲାପାଳ, ମାଲକାନଗିରି

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1029(cid:151)173+4


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୩୭୧/୨୦୨୩, ତା ୧୬ ଜୁନ ୨୦୨୩ ରିଖ ରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ମୁନୁସକୋଞ୍ଜା ଥାନା ମାଲକାନଗିରି ତହସିଲ ମାଲକାନଗିରି ଜିଲ୍ଲା ମାଲକାନଗିରିର ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମନ୍ତେ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.malkangiri.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ଜୟପୁର-ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ତଥା ତହସିଲଦାର, ମାଲକାନଗିରିଙ୍କ ତହସିଲ କାର୍ଯ୍ୟାଳୟ, ମାଲକାନଗିରିି କାର୍ଯ୍ୟଦିବସମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩
Cite this issue. Odisha Gazette, Government of Odisha, 25 May 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-05-25.Extraordinary_1819/. Archive identifier in.gazette.odisha_govpress.2025-05-25.Extraordinary_1819.