The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1457 CUTTACK, THURSDAY, MAY 29, 2025/JAISTHA 8, 1947
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ସାମାଜିକ ପ୍ରଭାବ ନିର୍ର୍ଦ୍ାରଣ ନିମନ୍ତେ
ଅଧିସୂଚନା
S.R.O. No. 315/2025 Dated 03-05-2025
ରାଜ୍ୟ ସରକାର ପ୍ରଭାବିତ କ୍ଷେତ୍ର ଜିଲ୍ଲାପାଳ, କେନ୍ଦ୍ରାପାଙ୍କ ପରାମର୍ଶ କ୍ରମେ ନିମ୍ନଲିଖିତ ଭୂ ମି ଅଧ ିଗ୍ରହଣ କରିବାକୁ ଚାହ ଁ
ୁଛନ୍ତି ଏବଂ ସେଥ ି ନିମନ୍ତେ ସର୍ବ ସାଧାରଣ ଉଦ୍ଦେଶ୍ୟରେ ପ୍ରଭାବିତ ଅଞ୍ଚଳରେ ସାମାଜିକ ପ୍ରଭାବ ନିର୍ର୍ଦ୍ାରଣ (Social Impact Assessment) ସର୍ବେକ୍ଷଣ କରିବାକୁ ଚାହ ଁ
ୁଛନ୍ତି । ଭୂ ମି ଅର୍ଜନ, ପୁନର୍ବାସ ଓ ଥାଇଥାନରେ ଉଚିତ ମୂଲ୍ୟ ଏବଂ ସ୍ୱଛତା ଅଧ ିକାର ଆଇନ ୨୦୧୩ ର ଧାରା ୪(୧) ଅନୁଯାୟୀ ଉକ୍ତ ସର୍ବେକ୍ଷଣ କରାଯିବ ।
୧. ପ୍ରକଳ୍ପ ବିକାଶକାରୀଙ୍କ ନାମ:- ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, କେନ୍ଦ୍ରାପା।
୨. ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ର ଉଦ୍ଦେଶ୍ୟ:- ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ରାଜନଗର ବ୍ଲକ ଅନ୍ତର୍ଗତ ୨୯ ଗ୍ରାମ ପଞ୍ଚାୟତର ୨୪୯ ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୯ ଗ୍ରାମ ପଞ୍ଚାୟତର ୫୬ ଗୋଟି ଗ୍ରାମ ।
୩.SIA ସର୍ବେକ୍ଷଣ ଅନୁଷ୍ଠାନ:- M/s. SAPNA, Bhubaneswar.
୪. SIA study କରୁ ଥିବା ଅନୁଷ୍ଠାନର ଯୋଗାଯୋଗ ସୂଚନା:- Nabakrushna Choudhary Centre for Development Studies, Bhubaneswar, Pin-751001 Phone No.06742300471, 23010942
୫. ପ୍ରକଳ୍ପ ପାଇ ଁ କେନ୍ଦ୍ରାପଡା ଜିଲ୍ଲାରେ ପ୍ରସ୍ତାବିତ ଭୂ ମି ଅଧିଗ୍ରହଣର ବିବରଣୀ /ତଫସିଲ
| କ୍ରମିକ ନଂ | ତହସିଲ | ଗ୍ରାମ | ବେସରକାରୀ ଜମି ମନ୍ତବ୍ୟ | |
| ୧ | ପଟ୍ଟାମୁଣ୍ଡାଇ | ସଂସାରଫଳ ଏ ୦.୨୫୪୦ |
ଏଥ ି ସହିତ ଭୂ ମି ଅନୁସୂଚୀ ସଂଲଗ୍ନ କରାଯାଇଅଛି ।
(କ) ପ୍ରସ୍ତାବିତ ପ୍ରକଳ୍ପ ର ସଂକ୍ଷିପ୍ତ ବିବରଣୀ:- ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ରାଜନଗର ବ୍ଲକ ଅନ୍ତର୍ଗତ ୨୯ ଗ୍ରାମ ପଞ୍ଚାୟତର ୨୪୯ ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୯ ଗ୍ରାମ ପଞ୍ଚାୟତର ୫୬ ଗୋଟି ଗ୍ରାମ ପ୍ରକଳ୍ପ ନିମନ୍ତେ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, କେନ୍ଦ୍ରାପା ଙ୍କ ଦ୍ୱାରା ଭୂ ମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
ୁ କ୍ତ ପ୍ରକଳ୍ପ ଅଞ୍ଚଳ ଏବଂ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ :- କେନ୍ଦ୍ରାପା (ଖ)SIA ସର୍ବେକ୍ଷଣରେ ଅନ୍ତର୍ଭ ଜିଲ୍ଲା ରେ ଉପରୋକ୍ତ ୦୧ ଗୋଟି ମୌଜାରେ ଏ. ୦.୨୫୪୦ ଘରୋଇ ଜମି ଅନ୍ତର୍ଭ
ୁ କ୍ତ । ପ୍ରକଳ୍ପ ପ୍ରଭାବିତ ଜମିର ବିସ୍ତୃ ତ ତାଲିକା/ତଫସିଲ SIA ସର୍ବେକ୍ଷଣ ଅନ୍ତେ ମିଳି ପାରିବ ।
(ଗ) ଗ୍ରାମସଭା / ଭୂ ମି ମାଲିକଙ୍କ ସହମତି ଆବଶ୍ୟକ କି ? ଯଦି ଏହି ଅଧ ିଗ୍ରହଣ ଘରୋଇ କମ୍ପାନୀଙ୍କ ପାଇ ଁ ହେଉଥାଏ ତେବେ ୮୦ ପ୍ରତିଶତ ପ୍ରଭାବିତ ପରିବାରଙ୍କ ପୂର୍ବସମ୍ମତି ଆବଶ୍ୟକ ପିବ ଏବଂ ଯଦି ସରକାରୀ ବେସରକାରୀ ଭାଗିଦାରୀ ପ୍ରକଳ୍ପ ନିମନ୍ତେ ଏହି ଅଧ ିଗ୍ରହଣ ହେଉଥାଏ ତେବେ ୭୦ ପ୍ରତିଶତ ପ୍ରଭାବିତ ପରିବାରଙ୍କ ପୂର୍ବସମ୍ମତି ଆବଶ୍ୟକ ପିବ ।
(ଘ )SIA ସର୍ବେକ୍ଷଣର ପ୍ରାଥମିକ ଉଦ୍ଦେଶ୍ୟ ଏବଂ ମୁଖ୍ୟ କାର୍ଯ୍ୟାବଳୀ:- ସର୍ବସାଧାରଣ ଉଦ୍ଦେଶ୍ୟ ନିର୍ର୍ଦ୍ାରଣ ପ୍ରଭାବିତ ଅଞ୍ଚଳରେ ଥ ିବା ସମସ୍ତ ଗ୍ରାମବାସୀ ଙ୍କ ପରାମର୍ଶ କ୍ରମେ SIA ସର୍ବେକ୍ଷଣ କରାଯିବ। SIA ସର୍ବେକ୍ଷଣ କ୍ଷେତ୍ର ପରିଦର୍ଶନ, ପ୍ରଭାବିତ ବ୍ୟକ୍ତିଙ୍କ ସାମୁହିକ ଆଲୋଚନା ଏବଂ ପ୍ରଭାବିତ ବ୍ୟକ୍ତିଙ୍କ ମତାମତ ଚୁ ଡାନ୍ତ ରିପୋର୍ଟ ରେ ସ୍ଥାନିତ ହେବ। ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି ପ୍ରକ୍ରିୟା ନିମନ୍ତେ ଓଡିଶା ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ନିଯମାବଳୀ ୨୦୧୬ ର ନିୟମ-୧୪ ଦ୍ରଷ୍ଟବ୍ୟ।
(ଙ)SIA ସର୍ବେକ୍ଷଣ ଆରମ୍ଭ ଏବଂ ସମାପନ ରିପୋର୍ଟ ପ୍ରଦାନ ଏବଂ ତାହାର ପ୍ରକାଶନ ସରକାରୀ ବିଜ୍ଞପ୍ତି ପ୍ରକାଶିତ ଦିବସଠାରୁ ୩୦ ଦିନ ମଧ୍ୟରେ SIA ସର୍ବେକ୍ଷଣ ସମାପନ କରାଯିବ। SIA ସର୍ବେକ୍ଷଣ ରିପୋର୍ଟ ସମ୍ପୃକ୍ତ ପ୍ରଭାବିତ ପଞ୍ଚାୟତ /ଗ୍ରାମ/ାର୍ଡ ସ୍ତରରେ ସ୍ଥାନୀୟ ଭାଷାରେ ପ୍ରକାଶନ କରାହେବ । ତତସହିତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବ୍ଲକ ମହକୁମାରେ ପ୍ରକାଶନ କରାଯିବ ଏବଂ ସର୍ବସାଧାରଣଙ୍କ ଗୋଚରାର୍ଥେ ସରକାରଙ୍କ ବେ ସାଇଟ ରେ ସୂଚିତ ହେବ ।
3ପ୍ରସ୍ତାବିତ ଭୂ ମି ଅନୁସୂଚୀ
ପ୍ରକଳ୍ପର ନାମ :- ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ରାଜନଗର ବ୍ଲକ ଅନ୍ତର୍ଗତ ୨୯ ଗ୍ରାମ
ପଞ୍ଚାୟତର ୨୪୯ ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୯ ଗ୍ରାମ ପଞ୍ଚାୟତର
୫୬ ଗୋଟି ଗ୍ରାମ ।
ମୌଜା:- ସଂସାରଫଳ
ଥାନା:- ପଟ୍ଟାମୁଣ୍ଡାଇ ନଂ-୧୭୬
ତହସିଲ:- ପଟ୍ଟାମୁଣ୍ଡାଇ
ଜିଲ୍ଲା:- କେନ୍ଦ୍ରାପଡ଼ା
| କ୍ର. ନଂ | ଖାତା ନଂ | ପ୍ଲଟ ନଂ | କିସମ | ମୋଟ ରକବା ଏକରରେ | ଅଧିଗ୍ରହ ଣ ରକବା ଏକର ରେ | ରୟତଙ୍କ ନାମ ଓ ଠିକଣା |
| ୧ | ୧୮୫ | ୨୯୪ | ଶାରଦ ଏକ | ୦.୧୩୪ | ୦.୧୩୪ | ଖଗେଶ୍ୱର ଘଡାଇ, ଦୁର୍ଯୋ।ଧନ ଘଡାଇ , ପିତା-ଦୈତାରୀ ଘଡାଇ , ଶେୈଳେନ୍ଦ୍ର ଘଡାଇ,ରବୀନ୍ଦ୍ର ଘଡାଇ ,ପିତା-ମଥୁରି ଘଡାଇ, ଅନନ୍ତ ଘଡାଇ ପିତା-ସୁବଳ ଘଡାଇ |
| ୨ ୩୬୩ | ୨୯୩ | ଶାରଦ ଏକ | ୦.୧୨୦ | ୦.୧୨୦ | ନେତ୍ରାନନ୍ଦ ସିଂହ , ପିତା-ଧନୀ ସିଂହ | |
| ମୋଟ- | ୦.୨୫୪ | ୦.୨୫୪ |
[No. 16566-RDM-LAA-KPD-0004/2025-R&DM]
ରାଜ୍ୟପାଳଙ୍କ ଆଦେଶାନୁସାରେ
ସୁରଞ୍ଜନ ପ୍ରଧାନ
ଅତିରିକ୍ତ ଶାସନ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 667—173+0