Servants of Knowledge
Odisha Gazette · Government of Odisha

Odisha Gazette, No. 1462, 29 May 2025

Published 29 May 2025

Department
Revenue & Disaster Management
Type
Extraordinary
Gazette no.
1462
Notification no.
12302
Notification Date
29-03-2025
Identifier
in.gazette.odisha_govpress.2025-05-29.Extraordinary_1462
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1462 CUTTACK, THURSDAY, MAY 29, 2025/JAISTHA 8, 1947

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଅଧିସୂଚନା

No. 12302-RDM-LAA-KPD-0013/2024-R&DM, Dated 29-03-2025

ଯେହେତୁ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ସେଲର ମିତ୍ତଲ ନିପନ ଷ୍ଟି ଲ ଇଣ୍ଡିଆ (AMNSI) ପ୍ରା.ଲି. ଦ୍ୱାରା ବାଷିକ ୨୪ ମେଟ୍ରିକ ଟନ ଇସ୍ପାତ କାରଖାନା ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଓଡିଶା ଶିଳ୍ପ ଭିତ୍ତିଭୂ ମି ଉ୍ନୟନ ନିଗମ ଦ୍ୱାରା ମୌଜା-ଖରିନାସି, ତହସିଲ-ମହାକାଳପଡା, ଜିଲ୍ଲା- କେନ୍ଦ୍ରାପଡା ରେ ନିମ୍ନ ତଫସିଲ ମତେ ପ୍ରାୟ ଏ. ୧୫୦.୯୨୩ଡି. ଭୂ ମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR &R Act, 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର ଏତଦ୍ୱାରା ନିମ୍ନ ଅନୁସୂଚୀ ରେ ପ୍ରଦତ୍ତ ଜମି ଅଧ ିଗ୍ରହଣ ପାଇ ଁ ପ୍ରାରମ୍ଭିକ ଅଧ ିସୂଚନା ଜାରି କରାଯାଉଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ର ବ୍ୟବସ୍ଥା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧ ିସୂଚନାଟି ଏଥ ି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇ ଁ ପ୍ରଯୁଜ୍ୟ ଅଟେ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ଵାଧିକାରୀ / ଜମି ମାଲିକ ଭୂ ମି ଅଧ ିଗ୍ରହଣ ଅଧ ିସୂଚନା ସମ୍ପକିତ ଅଧ ିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜନୀନ ଉଦ୍ଦେଶ୍ୟର ଔଚିତ୍ୟ ବିଷୟରେ କୌଣସି ଆପତ୍ତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧ ିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧- ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୁ ପ- ଆର୍ସେଲର ମିତ୍ତଲ ନିପନ ଷ୍ଟି ଲ ଇଣ୍ଡିଆ (AMNSI) ପ୍ରା.ଲି. ଦ୍ୱାରା ବାଷିକ ୨୪ ମେଟ୍ରିକ ଟନ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ।

୨- ଜମି ଆବଶ୍ୟକ କରୁ ଥିବା ସଂସ୍ଥାର ନାମ- Chief General Manager (Land) IDCO, Bhubaneswar

୩- କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ- ସାର୍ବଜନୀନ ଉଦେଶ୍ୟରେ ଆର୍ସେଲର ମିତ୍ତଲ ନିପନ ଷ୍ଟି ଲ ଇଣ୍ଡିଆ (AMNSI) ପ୍ରା.ଲି. ଦ୍ୱାରା ବାଷିକ ୨୪ ମେଟ୍ରିକ ଟନ ଇସ୍ପାତ କାରଖାନା ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟକାରୀ କରିବା ।

୪- ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ- ଓଡିଶା ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଘୋଷଣାନାମା ଚିଠି ସଂଖ୍ୟା ୭୩୬୯ ତା ୧୩.୦୩.୨୦୨୪ ରିଖ ପ୍ରକାରେ ଜମି ଅଧିଗ୍ରହଣ ନିମନ୍ତେ ଧାରା ୮ (୨) ରେ ଅନୁମୋଦନ ହୋଇଅଛି ।

୫- ପୁନର୍ବାସ ଓ ଥଇଥାନ ପାଇ ଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ - ଉପ ଜିଲ୍ଲାପାଳ,

କେନ୍ଦ୍ରାପଡ଼ା।

ଜ ିଲ୍ଲା ତହସିଲ ଗ୍ରାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲଟ୍ ନଂ ପ୍ଲଟ୍ ର ମୋଟ ରକବା ଅଧିସୂଚୀତ ଜମିର ରକବା ରୟତ୍ ର ନାମ
କେନ୍ଦ୍ରାପଡ଼ା ମହାକାଳପଡା ଖରିନାସି ଗ୍ରାମାଞ୍ଚଳ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ଏ. ୧୫୦.୯୨୩ ଏଥି ସହିତ ସଂଲଗ୍ନ

ଉକ୍ତ ଭୂ ମିର ଏକ ନକ୍ସା ସ୍ୱତନ୍ତ୍ର ଭୂ -ଅର୍ଜନ ଅଧ ିକାରୀ, କେନ୍ଦ୍ରାପଡାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧ ିସୂଚନା ଅନ୍ତର୍ଭ

ୁ କ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହି ଁ ।

PVT. LAND SCHEDULE
Name of the Village : Kharinasi
Name of the P.S. & No : Mahakalapada - 151
Name of the Tahasil : Mahakalapada
Name of the District : Kendrapada
Sl No Khata No Plot No Total area(In Ac.) Proposed area to be acquired (In Ac.) Kissam Name of theTenant
1 2 309 0.485 0.485 Sarada -1 ଦ ୁର୍ଯ୍ୟୋଧନ ପଟନାୟକ ପ ି:କ୍ଷେତ୍ରବାସୀ ପଟନାୟକ ଜା:
2 2 309/1452 0.055 0.055 Sarada -1 ଦ ୁର୍ଯ୍ୟୋଧନ ପଟନାୟକ ପ ି:କ୍ଷେତ୍ରବାସୀ ପଟନାୟକ ଜା: ଖଣ୍ଡାୟତ ବା: ବାଲିଡିଆ
3 67/92 309/1452/1717 0.825 0.825 Sarada -1 ଧ ିରେନ୍ଦ୍ର ନାଥ ସରକାର ପ ି:ସହଦେବ ସରକାର ଜା: ଖଣ୍ଡାୟତ ବା: ନିଜଗ ଁା
4 67/41 309/1452/1641 0.770 0.770 Sarada -1 ଗୋବିନ୍ଦ ଚନ୍ଦ୍ର ଜା୍ନା, ଶଙ୍କର ଜା୍ନା ପି: ପୁଲିନ ବିହାରି ଜା୍ନା ଜା: ମାହେଶ ବା: ନିଜଗ ଁା
5 7 420 (P) 0.630 0.510 Sarada -1 ଲଳିତା ବାଲା ବେଵା କିସ୍ମତ ଟ 03 ଅଣା 04 ଗଣ୍ଡା ସ୍ୱା: ଭୁ ବନ ଚନ୍ଦ୍ର ମଣ୍ଡଳ, ଅଚିନ୍ତ ମଣ୍ଡଳ ପି: ରମାପତି ମଣ୍ଡଳ କିସ୍ମତ ଟ 03 ଅଣା 04 ଗଣ୍ଡା, ଶ୍ରୀ ପତି ମଣ୍ଡଳ କ ିସ୍ମତ ଟ 03 ଅଣା 04 ଗଣ୍ଡା, ପଞ୍ଚାନନ ମଣ୍ଡଳ କିସ୍ମତ ଟ 03 ଅଣା 04 ଗଣ୍ଡା, ଚତୃ ଭୁ ଜ ମଣ୍ଡଳ କ ିସ୍ମତ ଟ 03 ଅଣା 04 ଗଣ୍ଡା ପି: ଭ ୁ ବନ ଚନ୍ଦ୍ର ମଣ୍ଡଳ ଜା: ମାହେଷ୍ୟ ବା: ନିଜଗ ଁା
6 67/82 420/1703 0.310 0.310 Sarada -1 ଶୁଶାନ୍ତ ମଣ୍ଡଳ ପି:ରମାପତି ମଣ୍ଡଳ ଜା: ମାହେଶ ବା: ନିଜଗ ଁା
7 67/1 420/1599 0.310 0.310 Sarada -1 ଶ୍ରୀ ମନ୍ତ ମଣ୍ଡଳ ପି:ରମାପତି ମଣ୍ଡଳ ଜା: ମାହେଷ୍ୟ ବା: ନିଜଗ ଁା
8 67/1 420/1600 0.440 0.440 Sarada -1 ଶ୍ରୀ ମନ୍ତ ମଣ୍ଡଳ ପି:ରମାପତି ମଣ୍ଡଳ ଜା: ମାହେଷ୍ୟ ବା: ନିଜଗ ଁା
9 7 420/1445 0.870 0.870 Sarada -1 ଲଳିତା ବାଲା ବେଵା କିସ୍ମତ ଟ 03 ଅଣା 04 ଗଣ୍ଡା ସ୍ୱା: ଭୁ ବନ ଚନ୍ଦ୍ର ମଣ୍ଡଳ, ଅଚିନ୍ତ ମଣ୍ଡଳ ପି: ରମାପତି ମଣ୍ଡଳ କିସ୍ମତ ଟ 03 ଅଣା 04 ଗଣ୍ଡା, ଶ୍ରୀ ପତି ମଣ୍ଡଳ କ ିସ୍ମତ ଟ 03 ଅଣା 04 ଗଣ୍ଡା, ପଞ୍ଚାନନ ମଣ୍ଡଳ କିସ୍ମତ ଟ 03 ଅଣା 04 ଗଣ୍ଡା, ଚତୃ ଭୁ ଜ ମଣ୍ଡଳ କ ିସ୍ମତ ଟ 03 ଅଣା 04 ଗଣ୍ଡା ପି: ଭ ୁ ବନ ଚନ୍ଦ୍ର ମଣ୍ଡଳ ଜା: ମାହେଷ୍ୟ ବା: ନିଜଗ ଁା
10 67/82 420/1445/1704 0.440 0.440 Sarada -1 ଶୁଶାନ୍ତ ମଣ୍ଡଳ ପି:ରମାପତି ମଣ୍ଡଳ ଜା: ମାହେଶ ବା: ନିଜଗ ଁା
11 9 17 5.500 5.500 Patita ଅଧର ଚନ୍ଦ୍ର ଗିରି ପି:ଉପେନ୍ଦ୍ର ନାଥ ଗିରି ଜା: ମାହେଷ୍ୟ ବା: ନ ିଜଗ ଁା
12 67/136 17/1893 1.000 1.000 Patita ମାଧବ ବିଶ୍ୱାସ ପି:ଅଜିତ ବିଶ୍ୱାସ ଜା: ଚଷା ବା: ମୁଷାଡିଆ ଥାନା.ପାରାଦୀପ ଜ .ଜଗତସିଙ୍ଘପୁର ି
13 67/137 17/1894 0.500 0.500 Patita ମନିକା ରାୟ ସ୍ୱା:କୃଷ୍ଣପଦ ରାୟ ଜା: ଚଷା ବା: ମୁସାଡିଆ ଥାନା.ପାରାଦୀପଲକ ଜି. ଜଗତସିଙ୍ଘପୁର
14 9 32 0.950 0.950 Sarada -3 ଅଧର ଚନ୍ଦ୍ର ଗିରି ପି:ଉପେନ୍ଦ୍ର ନାଥ ଗିରି ଜା: ମାହେଷ୍ୟ ବା: ନ ିଜଗ ଁା
15 9 274 (P) 0.870 0.520 Sarada -2 ଅଧର ଚନ୍ଦ୍ର ଗିରି ପି:ଉପେନ୍ଦ୍ର ନାଥ ଗିରି ଜା: ମାହେଷ୍ୟ ବା: ନ ିଜଗ ଁା
16 13 395 (P) 4.670 3.980 Sarada -1 କାଳିପଦ ସାଉ, ଗୁଣାଧର ସାଉ ପ ି: ସୁରେନ୍ଦ୍ର ନାଥ ସାଉ ଜା: ମାହେଷ୍ୟ ବା: ନିଜଗ ଁା
17 15 426 (P) 8.470 7.480 Sarada -1 /20 କାମଦେବ ମଣ୍ଡଲ ପି:ସଦାନନ୍ଦ ମଣ୍ଡଲ ଜା: ମାହେଷ ବା: ନିଜଗ ଁା
18 17 315 0.100 0.100 Taila -1 ଗ୍ୟାନେନ୍ଦ୍ର ନାଥ ଜେନା ପ ି:ଭାଗବତ ଜେନା ଜା: ମାହେଷ୍ୟ ବା: ନିଜଗ ଁା
19 12 315/1546 0.070 0.070 Taila -1 ଉପେନ୍ଦ୍ର ଜେନା ପି:ଭାଗବତ ଜେନା ଜା: ମାହେଷ୍ୟ ବା: ନିଜଗ ଁା
20 17 317 0.040 0.040 Patita ଗ୍ୟାନେନ୍ଦ୍ର ନାଥ ଜେନା ପ ି:ଭାଗବତ ଜେନା ଜା: ମାହେଷ୍ୟ ବା: ନିଜଗ ଁା
21 17 318 (P) 1.170 0.680 Sarada -1 ଗ୍ୟାନେନ୍ଦ୍ର ନାଥ ଜେନା ପ ି:ଭାଗବତ ଜେନା ଜା: ମାହେଷ୍ୟ ବା: ନିଜଗ ଁା
22 21 417 (P) 4.320 3.520 Sarada -1/3 ଯତିନ୍ଦ୍ର ନାଥ ମଣ୍ଡଲ ପି:ସଦାନନ୍ଦ ମଣ୍ଡଲ ଜା: ମାହେଷ୍ୟ ବା: ନିଜଗ ଁା
23 67/107 417/1831 1.640 1.640 Sarada -1/3 ସୁକୁମାର ମଣ୍ଡଳ ପି:ଯତିନ୍ଦ୍ରନାଥ ମଣ୍ଡଳ ଜା: ଚଷା ବା: ନିଜଗ ଁା
24 67/108 417/1832 2.000 2.000 Sarada -1/3 ସୀତାରାଣୀ ମଣ୍ଡଳ ସ୍ୱା:ସୁକୁମାର ମଣ୍ଡଳ ଜା: ଚଷା ବା: ନିଜଗ ଁା
25 67/75 417/1682 0.400 0.400 Sarada -1/3 ଶ୍ୟମ ସୁନ୍ଦର ମଣ୍ଡଳ ପି:ସୁକମାର ମଣ୍ଡଳ ଜା: ମାହେଶ ବା: ହରିଆବାଙ୍କ ହା. ସା. ଖରିନାସୀ
26 67/68 417/1672 0.400 0.400 Sarada -1/3 ରାଧାଶ୍ୟାମ ମଣ୍ଡଳ ପି:ସୁକୁମାର ମଣ୍ଡଳ ଜା: ମାହେଶ ବା: ନିଜଗ ଁା
27 22 29 0.880 0.880 Sarada -3 ଯୁଧ ିଷ୍ଟର ଚୌଧୁରୀ ପି: ଜନାର୍ଦନ ଚୌଧୁରୀ କି ଟ 0.54 ପଇସା, ଗୋବିନ୍ଦ ମହାପାତ୍ର ପି: ହାଡିବନ୍ଧୁ ମହାପାତ୍ର କି ଟ 0.46 ପଇସା ଜା: ପଧାନ ବା: ବାଲିଡିଆ
28 22 30 2.560 2.560 Sarada -3 ଯୁଧ ିଷ୍ଟର ଚୌଧୁରୀ ପି: ଜନାର୍ଦନ ଚୌଧୁରୀ କି ଟ 0.54 ପଇସା, ଗୋବିନ୍ଦ ମହାପାତ୍ର ପି: ହାଡିବନ୍ଧୁ ମହାପାତ୍ର କି ଟ 0.46 ପଇସା ଜା: ପଧାନ ବା: ବାଲିଡିଆ
29 23 394 (P) 1.535 1.010 Sarada -1/6 ଆଶୁତୋଷ ଗିରି ପି:ମୁକୁନ୍ଦଲାଲ ଗ ିରି ଜା: ମାହେଷ୍ୟ ବା: ନିଜଗ ଁା
30 67/78 394/1690 1.535 1.535 Sarada -1/4 ଯତିନ୍ଦ୍ର ନାଥ ସରକାର ପି:ସୁଧୀର ସରକାର ଜା: ଖଣ୍ଡାୟତ ବା: ନ ିଜଗ ଁା
31 67/80 394/1696 1.760 1.760 Sarada -1/4 ଯତିନ୍ଦ୍ର ନାଥ ସରକାର ପି:ସୁଧୀର ସରକାର ଜା: ଖଣ୍ଡାୟତ ବା: ନ ିଜଗ ଁା
32 67/120 394/1643 0.970 0.970 Sarada -1/6 ସଦାନନ୍ଦ ମଣ୍ଡଳ ପି:ଶୁଶିଳ ମଣ୍ଡଳ ଜା: କ୍ଷେତ୍ରିୟ ବା: ନିଜଗ ଁା
33 26 402 (P) 4.780 4.350 Sarada -1/2 ଦେବେନ୍ଦ୍ର ନାଥ କର ପ ି:ଶିବନାରାୟଣ କର ଜା: ରାଯୁ ବା: ନିଜଗ ଁା
34 27 386 (P) 3.080 2.880 Sarada -1/6 ନଟବର ଗିରି ପି:କୁମର ନାରାୟଣ ଗିରି ଜା: ମାହେଷ ବା: ନ ିଜଗ ଁା
35 67/62 386/1661 2.990 2.990 Sarada -1/6 ସୁବୋଧ ଚନ୍ଦ୍ର ମଣ୍ଡଳ ପି:ବିପିନ ବ ିହାରୀ ମଣ୍ଡଳ ଜା: ଖଣ୍ଡାୟତ ବା: ନିଜଗ ଁା
36 28 41 (P) 0.470 0.310 Sarada -3 ନ ିତ୍ୟାନନ୍ଦ ପଧାନ ପି:ଭାଗବତ ଚନ୍ଦ୍ର ପଧାନ ଜା: ମାହେଷ ବା: ନ ିଜଗ ଁା
37 67/5 41/1604 0.160 0.160 Sarada -3 ପ୍ରଶ୍ନ କୁମାର ରାଉତ ପ ି:ଗୋବିନ୍ଦ ରାଉତ ଜା: ଚଷା ବା: ନ ୂଆଗଡ ଥା - ପାରାଦ୍ୱିପଲକ୍ ଜି - ଜଗତସିଂହପୁର
38 31 404 (P) 2.730 2.010 Sarada -1 ପ୍ରାଣକୃଷ୍ଣ ପଣ୍ଡା ପି:ଚନ୍ଦ୍ର ମୋହନ ପଣ୍ଡା ଜା: ବ୍ରାହ୍ମଣ ବା: ନିଜଗ ଁା
39 67/55 404/1652 2.500 2.500 Sarada -1 କ ୃଷ୍ଣ ଚନ୍ଦ୍ର ସ୍ୱାଇ ଁ ପି - ଝାଟୁ ସ୍ୱାଇ ଁ ଜା - ଖଣ୍ଡାୟତ ବା - ଅସନ :,ଥା - ଅସ୍ତରଙ୍ଗ ଜି - ପୁରୀ ହାଲ ବାସସ୍ଥାନ ବିଜୟଚନ୍ଦ୍ରପୁର ଥା - ପାରାଦ୍ୱିପ :,ଜି - ଜଗତସିଂହପୁର ବା:
40 67/8 404/1607 2.480 2.480 Sarada -1 କ ୁଶଧ୍ବଜ ସେନାପତି, ରାକେଶ ସେନାପତି ପି: ହରେକୃଷ୍ଣ ସେନାପତି ଜା: ଖଣ୍ଡାୟତ ବା: ନ ିଜଗ ଁା
41 34 43 (P) 0.730 0.450 Sarada -3 ବଙ୍କି ମ ଚନ୍ଦ୍ର ଗିରି ପି:ଅନିରୁ ଦ୍ଧ ଗ ିରି ଜା: ମାହେଷ୍ୟ ବା: ନିଜଗ ଁା
42 43 327 0.905 0.905 Sarada -1 ମଧୁସୂଦନ ଗିରି ପି:କୁଶଧ୍ବଜ ଗିରି ଜା: ମାହେଷ୍ୟ ବା: ନିଜଗ ଁା
43 67/142 327/1903 (P) 1.810 0.592 Sarada -1 ଗୋବିନ୍ଦ ପରିଡା, ଗୋପାଳ ଚନ୍ଦ୍ର ପରିଡା, ମହେଶ୍ୱର ପରିଡା, ବଇରାମ ପରିଡା, ଜଇରାମ ପରିଡା ପି: ବନମାଳି ପରିଡା ଜା: ଖଣ୍ଡାୟତ ବା: ନିଜଗ ଁା
44 67/64 327/1668 0.905 0.905 Sarada -1 ପ୍ରଦୀପ କୁମାର ସାମଲ, ଅଶୋକ କ ୁମାର ସାମଲ, ପ୍ରଶାନ୍ତ କୁମାର ସାମଲ ପି: ସୁନାକର ସାମଲ ଜା: ଖଣ୍ଡାୟତ ବା: ଖୁରୁ ସିଆପାଟ
45 45 347 (P) 8.620 7.140 Sarada -1 ରଜନୀକାନ୍ତ ପଧାନ, ଯାମିନୀ କାନ୍ତ ପଧାନ, ଜମେ ମଜୟ ପଧାନ, ମୃତୁ ୍ୟଞ୍ଜୟ ପଧାନ, ନିରଞ୍ଜନ ପଧାନ, ନଟବର ପଧାନ ପି: ଶିବନାରାୟଣ ପଧାନ ଜା: ରାଯୁ ବା: ନିଜଗ ଁା
46 47 384 0.020 0.020 Taila -1 ଆଶୁତୋଷ କର ପି:ରାଧାକ୍ରିଷ୍ଣ କର ଜା: ରାଜୁ ବା: ନିଜଗ ଁା
47 67/96 384/1726 0.110 0.110 Taila -1 ଆଶୁତୋଷ କର ପି:ରାଧାକ୍ରିଷ୍ଣ କର ଜା: ରାଜୁ ବା: ନିଜଗ ଁା
48 47 385 0.290 0.290 Sarada -1/7 ଆଶୁତୋଷ କର ପି:ରାଧାକ୍ରିଷ୍ଣ କର ଜା: ରାଜୁ ବା: ନିଜଗ ଁା
49 67/96 385/1724 1.760 1.760 Sarada -1/7 ଆଶୁତୋଷ କର ପି:ରାଧାକ୍ରିଷ୍ଣ କର ଜା: ରାଜୁ ବା: ନିଜଗ ଁା
50 67/145 385/1724/1908 2.000 2.000 Sarada -1/7 ପ୍ରତିମା ବେହେରା ସ୍ୱା:ଅମିୟ କ ୁମାର ବେହେରା ବା: ଗ୍ରାମ/ପୋଷ୍ଟ-ପେଟଛେଲା, ଥାନା-ମହାକାଳପଡା, ଜିଲ୍ଲା- କେନ୍ଦ୍ରାପଡ଼ା, ପିନ-୭୫୪୨୨୪
51 47 385/1485 0.100 0.100 Sarada -1 ଆଶୁତୋଷ କର ପି:ରାଧାକ୍ରିଷ୍ଣ କର ଜା: ରାଜୁ ବା: ନିଜଗ ଁା
52 67/96 385/1485/1727 (P) 1.150 0.485 Sarada -1 ଆଶୁତୋଷ କର ପି:ରାଧାକ୍ରିଷ୍ଣ କର ଜା: ରାଜୁ ବା: ନିଜଗ ଁା
53 48 307 (P) 2.630 1.630 Sarada -2 ରାଧାଶ୍ୟାମ ମିଶ୍ର ପି:ଅକ୍ଷୟ ନାରାୟଣ ମିଶ୍ର ଜା: ବ୍ରାହ୍ମଣ ବା: ନ ିଜଗ ଁା
54 51 16 1.720 1.720 Sarada -3 ସତିଶ ଚନ୍ଦ୍ର ଗିରି, ହରିପଦ ଗିରି ପ ି: ଉପେନ୍ଦ୍ର ନାଥ ଗିରି ଜା: ମାହେଶ ବା: ନିଜଗ ଁା
55 67/83 16/1708 0.980 0.980 Sarada -3 ଅମୁଲ୍ୟ ମାଇତି ପି:ପାଞ୍ଚକଡି ମାଇତି ଜା: ଚଷା ବା: ରାମନଗର
56 67/84 16/1709 0.340 0.340 Sarada -3 ତରଣୀ କାନ୍ତ ଚନ୍ଦ ପି:ରାଧାକାନ୍ତ ଚନ୍ଦ ଜା: ତନ୍ତି ବା: ରାମନଗର
57 67/134 16/1891 0.530 0.530 Sarada -3 ନକୁଳ ମାଇତି ପି:ପାଞ୍ଚକଡି ମାଇତି ଜା: ମାହେଶ ବା: ରାମନଗର
58 67/73 16/1878 2.000 2.000 Sarada -3 ଶରତ ଚନ୍ଦ୍ର ମଣ୍ଡଳ, ହେମନ୍ତ କ ୁମାର ମଣ୍ଡଳ ପି: ପ୍ରଫୁ ଲ ମଣ୍ଡଳ ଜା: ତନ୍ତି ବା: ପେଟଛେଲା
59 67/74 16/1680 0.550 0.550 Sarada -3 ଶକ୍ତିପଦ ମଣ୍ଡଳ ପି:ପ୍ରଫୁ ଲ ମଣ୍ଡଳ ଜା: ତନ୍ତୀ ବା: ପେଟଛେଲା
60 51 273 (P) 0.750 0.450 Sarada -2 ସତିଶ ଚନ୍ଦ୍ର ଗିରି, ହରିପଦ ଗିରି ପ ି: ଉପେନ୍ଦ୍ର ନାଥ ଗିରି ଜା: ମାହେଶ ବା: ନିଜଗ ଁା
61 51 275 (P) 0.450 0.400 Sarada -2 ସତିଶ ଚନ୍ଦ୍ର ଗିରି, ହରିପଦ ଗିରି ପ ି: ଉପେନ୍ଦ୍ର ନାଥ ଗିରି ଜା: ମାହେଶ ବା: ନିଜଗ ଁା
62 67/50 275/1647 0.240 0.240 Sarada -2 ଅତୁ ଲ କୃଷ୍ଣ ରାୟ ପି:ତାରକ ଚନ୍ଦ୍ର ରାୟ ଜା: କ୍ଷତ୍ରିୟ ବା: ନିଜଗ ଁା
63 52 44 (P) 0.930 0.600 Sarada -3 ବଡ ସତିଶ ଚନ୍ଦ୍ର ଗିରି ପି:ଝାଟୁ ଚରଣ ଗିରି ଜା: ମାହେଷ ବା: ନ ିଜଗ ଁା
64 57 349 0.180 0.180 Taila -1 ଶିରିସ ଚନ୍ଦ୍ର ଯେନା ପି:ବଦ୍ୟନାଥ ଯେନା ଜା: ରାଯୁ ବା: ନିଜଗ ଁା
65 57 350 0.040 0.040 Taila -1 ଶିରିସ ଚନ୍ଦ୍ର ଯେନା ପି:ବଦ୍ୟନାଥ ଯେନା ଜା: ରାଯୁ ବା: ନିଜଗ ଁା
66 67/81 350/1698 0.040 0.040 Taila -1 ସୁକୁମାର ଜାନା, ଶୁଶାନ୍ତ କୁମାର ଜାନା, ସୁବିମଳ ଜାନା, ହୃଷିକେଶ ଜାନା ପି: ଅତୁ ଲ ଚନ୍ଦ୍ର ଜାନା ଜା: ରାଜୁ ବା: ନିଜଗ ଁା
67 57 351 4.430 4.430 Sarada -1 ଶିରିସ ଚନ୍ଦ୍ର ଯେନା ପି:ବଦ୍ୟନାଥ ଯେନା ଜା: ରାଯୁ ବା: ନିଜଗ ଁା
68 67/81 351/1699 0.820 0.820 Sarada -1 ସୁକୁମାର ଜାନା, ଶୁଶାନ୍ତ କୁମାର ଜାନା, ସୁବିମଳ ଜାନା, ହୃଷିକେଶ ଜାନା ପି: ଅତୁ ଲ ଚନ୍ଦ୍ର ଜାନା ଜା: ରାଜୁ ବା: ନିଜଗ ଁା
69 57 351/1451 (P) 0.950 0.570 Sarada -1 ଶିରିସ ଚନ୍ଦ୍ର ଯେନା ପି:ବଦ୍ୟନାଥ ଯେନା ଜା: ରାଯୁ ବା: ନିଜଗ ଁା
70 59 357 0.090 0.090 Taila -1 ଶ୍ରୀ କୃଷ୍ଣ ପ୍ରଧାନ, ସୁଧ ିର କୁମାର ପ୍ରଧାନ ପି: ହରନାରାୟଣ ପ୍ରଧାନ ଜା: ରାଯୁ ବା: ନିଜଗ ଁା
71 61 330 0.790 0.790 Sarada -1 ଶ୍ରୀ ହରି ଚରଣ ଗିରି ପି: ତ୍ର ିଲୋଚନ ଗିରି, ସନ୍ତୋଷ କ ୁମାର ଗିରି, ବିନ୍ଦ୍ରାବନ ଚନ୍ଦ୍ର ଗିରି ପ ି: ନିଳକଣ୍ଠ ଗିରି ଜା: ମାହେଷ ବା: ନିଜଗ ଁା
72 67/71 330/1676 0.030 0.030 Sarada -1 ଧ ିରେନ୍ଦ୍ର ନାଥ ମଣ୍ଡଳ ପି:ଗୁରୁ ଚରଣ ମଣ୍ଡଳ ଜା: ମାହେଶ ବା: ନ ିଜଗ ଁା
73 67/72 330/1678 (P) 1.760 0.850 Sarada -1 ପତିରାମ ମଣ୍ଡଳ ପି:ଗୁରୁ ଚରଣ ମଣ୍ଡଳ ଜା: ମାହେଶ ବା: ନିଜଗ ଁା
74 67/54 330/1650 0.940 0.940 Sarada -1 ହରିପଦ ଗିରି ପି:ହରି ଚରଣ ଗ ିରି ବା: ନିଜଗ ଁା
75 62 29/1493 0.610 0.610 Sarada -3 ସୁଧାଂଶୁ ମଣ୍ଡଳ ପି:ମୁରାରି ମୋହନ ମଣ୍ଡଳ ଜା: ମାହେଷ୍ୟ ବା: ନିଜଗ ଁା
76 63 374 4.720 4.720 Sarada -1/6 ସୁଧ ିର କୁମାର ପ୍ରଧାନ, ଶ୍ରୀ କୃଷ୍ଣ ପ୍ରଧାନ ପି: ହରନାରାୟଣ ପ୍ରଧାନ ଜା: ରାଯୁ ବା: ନିଜଗ ଁା
77 59 374/1450 (P) 1.204 0.950 Sarada -1 ଶ୍ରୀ କୃଷ୍ଣ ପ୍ରଧାନ, ସୁଧ ିର କୁମାର ପ୍ରଧାନ ପି: ହରନାରାୟଣ ପ୍ରଧାନ ଜା: ରାଯୁ ବା: ନିଜଗ ଁା
78 67/98 374/1729 0.700 0.700 Sarada -1 ରାମକୃଷ୍ଣ ପ୍ରଧାନ ପି:ଉମାକାନ୍ତ ପ୍ରଧାନ ଜା: ରାଜୁ ବା: ନିଜଗ ଁା
79 65 225 0.340 0.340 Sarada -1 ସୁରେନ୍ଦ୍ର ନାଥ ମାଇ ଁନ୍ତି ପ ି:କେଦାରନାଥ ମାଇ ଁନ୍ତି ଜା: କରଣ ବା: ନିଜଗ ଁା
80 67/122 225/1882 0.650 0.650 Sarada -1 ଭବତୋଷ ରାୟ ପି:ଶଶୀଭୂ ଷଣ ରାୟ ଜା: ଖଣ୍ଡାୟତ ବା: ଖରିନାସୀ
81 67/141 225/1900 0.160 0.160 Sarada -1 କହ୍ନେଇଲାଲ ମଣ୍ଡଳ ପି:ଗଣେଶ ଚନ୍ଦ୍ର ମଣ୍ଡଳ ଜା: ନମମୁଦ୍ର ବା: ନ ିଜଗ ଁା
82 65 225/1444 0.380 0.380 Sarada -1 ସୁରେନ୍ଦ୍ର ନାଥ ମାଇ ଁନ୍ତି ପ ି:କେଦାରନାଥ ମାଇ ଁନ୍ତି ଜା: କରଣ ବା: ନିଜଗ ଁା
83 67/101 225/1444/1734 0.620 0.620 Sarada -1 ସଞ୍ଜୟ ରାୟ ପି:ସୁବାଶଚନ୍ଦ୍ର ରାୟ ଜା: କ୍ଷତ୍ରିୟ ବା: ରାମନଗର
84 67/141 225/1444/1901 0.200 0.200 Sarada -1 କହ୍ନେଇଲାଲ ମଣ୍ଡଳ ପି:ଗଣେଶ ଚନ୍ଦ୍ର ମଣ୍ଡଳ ଜା: ନମମୁଦ୍ର ବା: ନ ିଜଗ ଁା
85 65 225/1447 1.910 1.910 Sarada -1 ସୁରେନ୍ଦ୍ର ନାଥ ମାଇ ଁନ୍ତି ପ ି:କେଦାରନାଥ ମାଇ ଁନ୍ତି ଜା: କରଣ ବା: ନିଜଗ ଁା
86 67/101 225/1447/1733 1.130 1.130 Sarada -1 ସଞ୍ଜୟ ରାୟ ପି:ସୁବାଶଚନ୍ଦ୍ର ରାୟ ଜା: କ୍ଷତ୍ରିୟ ବା: ରାମନଗର
87 67/122 225/1447/1883 1.500 1.500 Sarada -1 ଭବତୋଷ ରାୟ ପି:ଶଶୀଭୂ ଷଣ ରାୟ ଜା: ଖଣ୍ଡାୟତ ବା: ଖରିନାସୀ
88 67/141 225/1447/1902 0.460 0.460 Sarada -1 କହ୍ନେଇଲାଲ ମଣ୍ଡଳ ପି:ଗଣେଶ ଚନ୍ଦ୍ର ମଣ୍ଡଳ ଜା: ନମମୁଦ୍ର ବା: ନ ିଜଗ ଁା
89 65 410 0.010 0.010 Taila -1 ସୁରେନ୍ଦ୍ର ନାଥ ମାଇ ଁନ୍ତି ପ ି:କେଦାରନାଥ ମାଇ ଁନ୍ତି ଜା: କରଣ ବା: ନିଜଗ ଁା
90 67/122 410/1881 0.210 0.210 Taila -1 ଭବତୋଷ ରାୟ ପି:ଶଶୀଭୂ ଷଣ ରାୟ ଜା: ଖଣ୍ଡାୟତ ବା: ଖରିନାସୀ
91 65 411 (P) 3.350 1.474 Sarada -1 ସୁରେନ୍ଦ୍ର ନାଥ ମାଇ ଁନ୍ତି ପ ି:କେଦାରନାଥ ମାଇ ଁନ୍ତି ଜା: କରଣ ବା: ନିଜଗ ଁା
92 67/122 411/1880 5.260 5.260 Taila -1 ଭବତୋଷ ରାୟ ପି:ଶଶୀଭୂ ଷଣ ରାୟ ଜା: ଖଣ୍ଡାୟତ ବା: ଖରିନାସୀ
93 67/141 411/1898 1.930 1.930 Sarada -1 କହ୍ନେଇଲାଲ ମଣ୍ଡଳ ପି:ଗଣେଶ ଚନ୍ଦ୍ର ମଣ୍ଡଳ ଜା: ନମମୁଦ୍ର ବା: ନ ିଜଗ ଁା
94 67/85 411/1711 0.280 0.280 Sarada -1 ସୁପଦ ମଣ୍ଡଳ ପି:ବିପିନ ମଣ୍ଡଳ ଜା: ପଣ୍ଡୁ କ୍ଷତ୍ରିୟ ବା: ଘନଗଳିଆ ଥା - ପାରାଦ୍ୱିପ ପୋର୍ଟ
95 65 412 0.240 0.240 Taila -1 ସୁରେନ୍ଦ୍ର ନାଥ ମାଇ ଁନ୍ତି ପ ି:କେଦାରନାଥ ମାଇ ଁନ୍ତି ଜା: କରଣ ବା: ନିଜଗ ଁା
96 66 371 (P) 0.520 0.110 Sarada -1 ହେମନ୍ତ କୁମାର ପଧାନ, ଅନନ୍ତ କ ୁମାର ପଧାନ, ଉମାକାନ୍ତ ପଧାନ, ମଧୁସୁଦନ ପଧାନ ପି: ଖ ିରୋଦ ଚନ୍ଦ୍ର ପଧାନ ଜା: ରାଜୁ ବା: ନିଜଗ ଁା
97 66 372 0.300 0.300 Taila -1
98 66 373 3.280 3.280 Sarada -1/5
99 67 15 8.040 8.040 Sarada -2 ଦେବେନ୍ଦ୍ର ନାଥ ଗିରି ପି:ଉପେନ୍ଦ୍ର ନାଥ ଗିରି ଜା: ମାହେଷ ବା: ନ ିଜଗ ଁା
100 67 34 0.410 0.410 Sarada -3 ଦେବେନ୍ଦ୍ର ନାଥ ଗିରି ପି:ଉପେନ୍ଦ୍ର ନାଥ ଗିରି ଜା: ମାହେଷ ବା: ନ ିଜଗ ଁା
101 67 272 (P) 0.650 0.340 Sarada -2 ଦେବେନ୍ଦ୍ର ନାଥ ଗିରି ପି:ଉପେନ୍ଦ୍ର ନାଥ ଗିରି ଜା: ମାହେଷ ବା: ନ ିଜଗ ଁା
102 67/103 42 (P) 0.830 0.440 Sarada -3 ମଣ୍ଟୁ ଗିରି ପି:କୁଜଲ ପ୍ରସାଦ ଗ ିରି ଜା: ମାହେଶ ବା: ନିଜଗ ଁା
103 67/107 418 0.150 0.150 Taila -1 ସୁକୁମାର ମଣ୍ଡଳ ପି:ଯତିନ୍ଦ୍ରନାଥ ମଣ୍ଡଳ ଜା: ଚଷା ବା: ନିଜଗ ଁା
104 67/107 419 0.180 0.180 Taila -1 ସୁକୁମାର ମଣ୍ଡଳ ପି:ଯତିନ୍ଦ୍ରନାଥ ମଣ୍ଡଳ ଜା: ଚଷା ବା: ନିଜଗ ଁା
105 67/120 393 0.160 0.160 Taila -1 ସଦାନନ୍ଦ ମଣ୍ଡଳ ପି:ଶୁଶିଳ ମଣ୍ଡଳ ଜା: କ୍ଷେତ୍ରିୟ ବା: ନିଜଗ ଁା
106 67/120 392/1545 (P) 0.150 0.030 Taila -1 ସଦାନନ୍ଦ ମଣ୍ଡଳ ପି:ଶୁଶିଳ ମଣ୍ଡଳ ଜା: କ୍ଷେତ୍ରିୟ ବା: ନିଜଗ ଁା
107 67/143 316 (P) 1.200 0.830 Sarada -1 ସୁଧାଂଶୁ ପାତ୍ର, ହିମାଂଶୁ ପାତ୍ର, ଗୌରାଙ୍ଗ ପାତ୍ର, ନାରାୟଣ ପାତ୍ର, ଗୋବିନ୍ଦ ପାତ୍ର, ପ୍ରଭାଂସୁ ପାତ୍ର ପି: ଗ ିରିଶ ଚନ୍ଦ୍ର ପାତ୍ର, ଗିରୀଶ ଚନ୍ଦ୍ର ପାତ୍ର ପି: ଶ୍ରୀକାନ୍ତ ପାତ୍ର ଜା: ମାହେଶ ବା: ନିଜଗ ଁା
108 67/17 99/1491 0.014 0.014 Sarada -3 ସତ୍ୟବ୍ରତ ମାଇତି ପି:ଖଗେନ୍ଦ୍ର ନାଥ ମାଇତି ଜା: ମାହେଶ ବା: ନ ିଜଗ ଁା
109 67/146 99/1491/1909 0.750 0.750 Sarada -3 ହରିପଦ ଜାନା ପି:ସ୍ୱର୍ଗତ ପ୍ରଫୁ ଲ୍ଲ ଜାନା ଜା: କ୍ଷତ୍ରିୟ ବା: ଗ୍ରାମ/ପୋଷ୍ଟ-ଖରିନାସି, ଥାନା- ମହାକାଳପଡା, ଜିଲ୍ଲା- କେନ୍ଦ୍ରାପଡ଼ା, ପିନ-୭୫୪୨୨୪
110 67/147 99/1491/1910 0.750 0.750 Sarada -3 ପୀତାମ୍ବର ରାଉତ ପି:ସ୍ୱର୍ଗତ ମୁରଲୀଧର ରାଉତ ଜା: ଚଷା ବା: ଗ୍ରାମ-ବଡମଠ, ପୋଷ୍ଟ- ବାରଡାଙ୍ଗ, ଥାନା-ମହାକାଳପଡା, ଜ ିଲ୍ଲା-କେନ୍ଦ୍ରାପଡ଼ା, ପିନ- ୭୫୪୨୨୪
111 67/149 99/1491/1912 0.756 0.756 Sarada -3 ଗୌରାଙ୍ଗ ପାଣି ପି:ସ୍ୱର୍ଗତ ବୈକୁଣ୍ଠ ପାଣି ଜା: ବ୍ରାହ୍ମଣ ବା: ଗ୍ରାମ-ଓସ୍ତର , ପୋଷ୍ଟ-ତେରଗ ଁା , ଥାନା-ମାର୍ଶାଘାଇ , ଜିଲ୍ଲା- କେନ୍ଦ୍ରାପଡ଼ା, ପିନ-୭୫୪୨୧୩
112 67/43 276 1.190 1.190 Sarada -1 ଖୋକନ ସରକାର, ଅସିତ ସରକାର ପି: କାଳିପଦ ସରକାର ଜା: ଖଣ୍ଡାୟତ ବା: ରାମନଗର
113 67/45 276/1609 (P) 3.190 0.522 Sarada -1 ପ୍ରସ୍ନ କୁମାର ରାଉତ ପ ି:ଗୋବିନ୍ଦ ରାଉତ ଜା: ଚଷା ବା: ନ ୁଆଗଡ ଥା. ପାରାଦ୍ୱିପ ଜି. ଜଗତସିଂହପୁର ହା. ବା. ନିଜଗ ଁା
114 67/6 276/1496 (P) 0.880 0.740 Sarada -3 ପ୍ରସ୍ନ କୁମାର ରାଉତ ପ ି:ଗୋବିନ୍ଦ ରାଉତ ଜା: ଚଷା ବା: ଖରିନାସୀ
115 22 276/1551 2.000 2.000 Sarada -1 ଯୁଧ ିଷ୍ଟର ଚୌଧୁରୀ ପି: ଜନାର୍ଦନ ଚୌଧୁରୀ କି ଟ 0.54 ପଇସା, ଗୋବିନ୍ଦ ମହାପାତ୍ର ପି: ହାଡିବନ୍ଧୁ ମହାପାତ୍ର କି ଟ 0.46 ପଇସା ଜା: ପଧାନ ବା: ବାଲିଡିଆ
116 67/47 36 0.540 0.540 Sarada -3 ଅନିରୁ ଦ୍ଧ ପାତ୍ର ପି:ବାଦଲ ପାତ୍ର ଜା: କରଣ ବା: ହରିଆବାଙ୍କ ଥା. ମହାକାଳପଡା
117 67/47 270 (P) 0.440 0.120 Sarada -2 ଅନିରୁ ଦ୍ଧ ପାତ୍ର ପି:ବାଦଲ ପାତ୍ର ଜା: କରଣ ବା: ହରିଆବାଙ୍କ ଥା. ମହାକାଳପଡା
118 67/48 33 0.550 0.550 Sarada -3 ଅଞ୍ଜଳି ବାଳା ଗିରି ସ୍ୱା:ବନବିହାରି ଗ ିରି ବା: ନିଜଗ ଁା
119 67/50 31 0.760 0.760 Sarada -3 ଅତୁ ଲ କୃଷ୍ଣ ରାୟ ପି:ତାରକ ଚନ୍ଦ୍ର ରାୟ ଜା: କ୍ଷତ୍ରିୟ ବା: ନିଜଗ ଁା
120 67/6 30/1494 0.640 0.640 Sarada -3 ପ୍ରଶ୍ନ କୁମାର ରାଉତ ପ ି:ଗୋବିନ୍ଦ ରାଉତ ଜା: ଚଷା ବା: ଖରିନାସି
121 67/62 392 (P) 0.170 0.010 Taila -1 ସୁବୋଧ ଚନ୍ଦ୍ର ମଣ୍ଡଳ ପି:ବିପିନ ବ ିହାରୀ ମଣ୍ଡଳ ଜା: ଖଣ୍ଡାୟତ ବା: ନିଜଗ ଁା
122 67/7 35 1.000 1.000 Sarada -3 ପ୍ରଶ୍ନ କୁମାର ରାଉତ ପ ି:ଗୋବିନ୍ଦ ରାଉତ ଜା: ଚଷା ବା: ନ ୂଆଗଡ ଥା - ପାରାଦ୍ୱିପ ଜି - ଜଗତସିଂହପୁର ହା ବା - ନିଜଗ ଁା
123 67/7 35/1606 0.490 0.490 Gharabari ପ୍ରଶ୍ନ କୁମାର ରାଉତ ପ ି:ଗୋବିନ୍ଦ ରାଉତ ଜା: ଚଷା ବା: ନ ୂଆଗଡ ଥା - ପାରାଦ୍ୱିପ ଜି - ଜଗତସିଂହପୁର ହା ବା - ନିଜଗ ଁା
124 67/8 403 0.200 0.200 Sarada -1 କ ୁଶଧ୍ବଜ ସେନାପତି, ରାକେଶ ସେନାପତି ପି: ହରେକୃଷ୍ଣ ସେନାପତି ଜା: ଖଣ୍ଡାୟତ ବା: ନ ିଜଗ ଁା
125 67/96 383 0.150 0.150 Taila -1 ଆଶୁତୋଷ କର ପି:ରାଧାକୃଷ୍ଣ କର ଜା: ରାଜୁ ବା: ନିଜଗ ଁା
126 67/19 135/1561 0.800 0.800 Sarada -3 ସତ୍ୟକାମ ମାଇତି, ସତ୍ୟବ୍ରତ ମାଇତି, ତପତି ମାଇତି, ସୁଷମା ମାଇତି, ସୁନନ୍ଦା ମାଇତି ପି: ଖଗେନ୍ଦ୍ର ନାଥ ମାଇତି ବା: ନିଜଗ ଁା
127 67/15 135/1615 1.000 1.000 Sarada -3 ମଧୁ ସୁଦନ ରାୟ ପି:ଗୁଣାଧର ରାୟ ଜା: ମାହେଶ ବା: ଖରିନାସି
128 67/17 135/1619 0.090 0.090 Sarada -3 ସତ୍ୟବ୍ରତ ମାଇତି ପି:ଖଗେନ୍ଦ୍ର ନାଥ ମାଇତି ଜା: ମାହେଶ ବା: ନ ିଜଗ ଁା
129 67/18 135/1620 0.500 0.500 Sarada -3 ସତ୍ୟବ୍ରତ ମାଇତି ପି:ଖଗେନ୍ଦ୍ର ନାଥ ମାଇତି ଜା: ମାହେଶ ବା: ନ ିଜଗ ଁା
130 67/52 135/1620/1648 0.300 0.300 Sarada -3 ନ ିଶିକାନ୍ତ ମାଇତି ପି:ଶଶାଙ୍କ ମାଇତି ଜା: ମାହେଶ ବା: ହରିଆବାଙ୍କ
131 67/52 135/1620/1648/1732 0.200 0.200 Gharabari ନ ିଶିକାନ୍ତ ମାଇତି ପି:ଶଶାଙ୍କ ମାଇତି ଜା: ମାହେଶ ବା: ହରିଆବାଙ୍କ
132 67/16 136/1617 (P) 1.720 0.880 Sarada -3 ସତ୍ୟକାମ ମାଇତି, ସତ୍ୟବ୍ରତ ମାଇତି, ତପତି ମାଇତି, ସୁଷମା ମାଇତି, ସୁନନ୍ଦା ମାଇତି ପି: ଖଗେନ୍ଦ୍ର ନାଥ ମାଇତି ବା: ନିଜଗ ଁା
133 67/125 6/1842 (P) 5.000 1.360 Sarada -2 ବ ିଜୟ କୁମାର ମାଇତି ପ ି:ଅଧରଚନ୍ଦ୍ର ମାଇତି ଜା: ମାହେଶ ବା: ବାଘୁଆ ଥା. ରାଜନଗର
134 67/16 92/1616 0.880 0.880 Sarada -3 ସତ୍ୟକାମ ମାଇତି, ସତ୍ୟବ୍ରତ ମାଇତି, ତପତି ମାଇତି, ସୁଷମା ମାଇତି, ସୁନନ୍ଦା ମାଇତି ପି: ଖଗେନ୍ଦ୍ର ନାଥ ମାଇତି ବା: ନିଜଗ ଁା
135 72/578 96/1736/1 96/1736/1 2.560 2.560 2.560 Sarada -3 ଦୀପକ କ ୁମାର ସାମନ୍ତରାୟ ଦୀପକ କୁମାର ସାମନ୍ତରାୟ ଆଲୋକ କୁମାର ସାମନ୍ତରାୟ ପ ି:ଅଶୋକ କୁମାର ସାମନ୍ତରାୟ ଜା: ଖଣ୍ଡାୟତ ବା: ପିପ୍ପଳ
Total 174.509 150.923
2 3 4 5 6 7 8 9 10

ରାଜ୍ୟପାଳଙ୍କ ଆଦେଶକ୍ରମେ

ସୁରଞ୍ଜନ ପ୍ରଧାନ ଅତିରିକ୍ତ ସ୍ୱତନ୍ତ୍ର ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 672—173+3011

Cite this issue. Odisha Gazette, Government of Odisha, 29 May 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-05-29.Extraordinary_1462/. Archive identifier in.gazette.odisha_govpress.2025-05-29.Extraordinary_1462.