Servants of Knowledge
Odisha Gazette · Government of Odisha

Odisha Gazette, No. 1464, 29 May 2025

Published 29 May 2025

Department
Revenue & Disaster Management
Type
Extraordinary
Gazette no.
1464
Notification no.
13651
Notification Date
10-04-2025
Identifier
in.gazette.odisha_govpress.2025-05-29.Extraordinary_1464
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1464 CUTTACK, THURSDAY, MAY 29, 2025/JAISTHA 8, 1947

ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ବିଭାଗ

ଘୋଷଣା

No. 13651-RDM-LAC-KNJ-0005/2023-R&DM, ତା- 10.04.2025

ସବବସାଧାରଣଙ୍କ ଅବଗତି ନିମ,େେ ନୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅଜବନ, ପୁନବବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳ, କେନ୍ଦୁଝରଙ୍କ ପ୍ରଦତ୍ତ ରିପୋଟବକୁ ବିବେଚନା କରି ମୌଜା- ବଡ଼ପଶି ଓରଫ

ଜନlର୍ଦ୍୍ନପୁର, ଥାନା- ବାରିଆ ନଂ ୨୪, ତହସିଲ- ଝୁ ମ୍ପୁରା, ଜିଲ୍ଲା- କେନ୍ଦୁଝର ରେ ନିମ୍ନ ସୂଚୀତ 'କʼ ତଫସିଲ ଜମି ଏହି ଆଇନର ଧାରା ୨(୧) ପ୍ରକାରେ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାବବଜନୀନ ଉଶେେୟରେ ଯଥା କେନ୍ଦୁଝର ଜିଲ୍ଲାରେ କାନପୁର ଜଳସେଚନ ପ୍ରକଳ୍ପ ନିମବାଣ ନିମ େେ ନିବବାହୀ ଯନ୍ତ୍ରୀ, କାନପୁର ଜଳସେଚନ ଡିଭିଜନ ନଂ-୨, ରିମୂଳି, କେନ୍ଦୁଝରଙ୍କ ଦ୍ଵାରା ଭୂ ମି ଅଧିଗ୍ରହଣ ଆବଶୟକ ହେଉଅଛି I

ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜବନ, ପୁନବବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖୟା ୨୩୫୨୨ ତା ୧୯.୦୭.୨୦୨୪ ରିଖ ରେ ପ୍ରକାଶିତ ହୋଇଅଛି I

ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା- ବଡ଼ପଶି ଓରଫ ଜନlର୍ଦ୍୍ନପୁର, ଥାନା- ବାରିଆ ନଂ ୨୪, ତହସିଲ- ଝୁ ମ୍ପୁରା, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନବବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନବବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମମବ ସଂଲଗ୍ନ କରାଯାଇନାହି ଁ I

ଅନୁମୋଦିତ ପୁନବବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନବବାସ ଓ ଥଇଥାନ ପ୍ରଶାସନ କାଯବୟାଳୟରେ ଉପଲବ୍ଧ ଅଟେ I ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.in ରେ ଏବଂ ରାଜୟ ସରକାରଙ୍କ ୱେବସାଇଟ www.odisha.gov.in/revenue ରେ ସବବସାଧାରଣଙ୍କ ଅବଲୋକନ ପାଇ ଁ ଅପଲୋଡ କରାଗଲା I ପୁନବବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ଭୂ -ଅଜବନ ଅଧ ିକାରୀ, କାନପୁର ଜଳସେଚନ ପ୍ରକଳ୍ପ ରିମୂଳି, କେନ୍ଦୁଝରଙ୍କ କାଯବୟାଳୟରେ କାଯବୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ I2

ତଫସିଲ- କ

(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)

ଜିଲ୍ଲା: କେନ୍ଦୁଝର ତହସିଲ: - ଝୁ ମ୍ପୁରା

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲଟ୍ ନଂ କିସମ ପ୍ଲଟ୍ ର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବଡ଼ପଶି ଓରଫ ଜନlର୍ଦ୍୍ନପୁର ଗ୍ରାମାଞ୍ଚଳ ଏଥି ସହ ସଂଲଗ୍ନ କରାଗଲା ଏଥି ସହ ସଂଲଗ୍ନ କରାଗଲା ଏଥି ସହ ସଂଲଗ୍ନ କରାଗଲା ଏ. ୧.୧୩ ଏ. ୦.୩୯ ଏଥି ସହ ସଂଲଗ୍ନ କରାଗଲା

ତଫସିଲ- ଖ

(ପୁନବବାସ ନିମିତ୍ତ ଚିହ୍ନଟ ଭୂ ମି ଅନୁସୂଚୀ)

ଜିଲ୍ଲା:- କେନ୍ଦୁଝର ତହସିଲ: - ଝୁ ମ୍ପୁରା

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲଟ୍ ନଂ କିସମ ପ୍ଲଟ୍ ର ମୋଟ ରକବା ପୁନବ୍ସା ନିମିତ୍ତ ଚିହ୍ନଟ ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରଯୁଜୟ ନୁହେ ଁ

• ଅଧିସୂଚନାର ବେୈଧ୍ୟ ତାରିଖ :- ୦୨.୧୨.୨୦୨୫ ।

3

ଭୂମି ଅନୁସୂଚୀ

ମୌଜା – ବଡପଶି ଓରଫ ଜର୍ନାନପୁର, (ଗ୍ରାମାନ୍ଚଳ), ଥାନା-ବାରିଆ ନଂ୨୪, ତହସିଲ – ଝୁମ୍ପୁରା, ଜିଲ୍ଲା- କେନ୍ଦୁଝରର କାନପୁର ଜଳସେଚନ ପ୍ରକଳ୍ପର ମାଇନର ଏବଂ ସବ୍ ମାଇନର କେନାଲ ନିର୍ମାଣ ନିମନ୍ତେ

ଖାତା ନଂ ସତ୍ୱ ପଟ ନଂ କିସମ ପଟର ମୋଟ ରକବା (ଏକରରେ) ଅଧିସୂଚିତ ଜମିର ରକବା (ଏକରରେ) ରୟତର ନାମ
୬୨ ରୟତି ୨୩୭୩ ଶାରଦ ଦୁଇ ୦.୫୮ ୦.୦୩ ଦୁର୍ଯ୍ୟୋଧନ ନାଏକ ପି- କୃଷ୍ଣ ନାଏକ, କନ୍ଚନ ନାଏକ ସ୍ୱା- କୃଷ୍ଣ ନାଏକ, ଅପୂର୍ବ ନାଏକ, ଦ୍ରୋପଦୀ ନାଏକ, ହାରାମଣୀ ନାଏକ, ପି- ଶ୍ରୀଧର ନାଏକ, ବାସଙ୍ଗ ନାଏକ, ସ୍ୱା- ଶ୍ରୀଧର ନାଏକ, ସମରା ନାଏକ, ପି- ସହଦେବ ନାଏକ, , ଜା- ବାଥୁଡି, ବା- ନିଜଗାଁ
୬୪ ରୟତି ୨୫୦୫ ଶାରାଦ ଏକ ୦.୩୯ ୦.୨୦ ଦୈତାରୀ ନାଏକ ପି- ରସିକ ନାଏକ, ଜା- ବାଥୁଡି, ବା- ନିଜଗାଁ
୧୫୧/ ୨୦ ରୟତି ୧୮୪୮/ ୨୯୩୦ ଶାରାଦ ଏକ ୦.୧୬ ୦.୧୬ ଅର୍ଜୁନ ମୁଣ୍ଡା ପି- ଭୂୟାଁ ମୁଣ୍ଡା, ଜା- କୋହ୍ଲ, ବା- ବିରକୁଆଁ
ମୋଟ ରୟତି ଜମି ୦.୩୯

ରାଜୟପାଳଙ୍କ ଆଦେଶକ୍ରମେ

(ଦିଗ େରାଉତରାୟ)

ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 674—173+20

Cite this issue. Odisha Gazette, Government of Odisha, 29 May 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-05-29.Extraordinary_1464/. Archive identifier in.gazette.odisha_govpress.2025-05-29.Extraordinary_1464.