Servants of Knowledge
Odisha Gazette · Government of Odisha

Odisha Gazette, No. 1599, 09 June 2025

Published 09 June 2025

Department
Revenue & Disaster Management
Type
Extraordinary
Gazette no.
1599
Notification no.
1570
Notification Date
02-06-2025
Identifier
in.gazette.odisha_govpress.2025-06-09.Extraordinary_1599
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1599 CUTTACK, MONDAY, JUNE 9, 2025/JAISTHA 19, 1947

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି

ଘୋଷଣା

ତାରିଖ ୨ ଜୁନ୨୦୨୫

ସଂଖ୍ୟା-୧୫୭୦/୨୦୨୫—ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା କଟ୍ରିମାଝୀଗୁଡା, ଥାନା ମାଥିଲି, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରିରେ ନିମ୍ନସୂଚିତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ମାଥିଲି ଗ୍ରାମାଞ୍ଚଳ ଅଧିଗ୍ରହଣ ହେବାକୁଥିବା ଜମିର ସମ୍ପୂର୍ଣ୍ଣ ବିବରଣୀ ଏଥିସହ ସଂଲଗ୍ନ କରାଗଲା
2

ଭୂମି ଅନୁସୂଚୀ

ମୌଜା କଟ୍ରିମାଝିଗୁଡା, ଥାନା ମାଥିଲି ନଂ. ୧୦୫, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରି

ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ

ଖାତା ନଂ. ପ୍ଲଟ ନଂ. ମୋଟ ଅଧିଗ୍ରହଣ କିସମ ରୟତଙ୍କ ନାମ

ରକବା ରକବା (ଏକର) (ଏକର)

(୧) (୨) (୩) (୪) (୫) (୬)

୧ ୨୦୦ ୧.୬୧୧୧ ୦.୪୬୨୦ ଧାନ-୧ ଅନିରୁ(ଛ:୧୨୭) ଦଞ୍ଜସେନ, ପି. ଲକ୍ଷ୍ମୀ ନାରାୟଣ

ଦଞ୍ଜସେନ, ଜା. ଖଞ୍ଜାୟତ, ବା. ଜୟପୁର ପ୍ରସାଦ ରା, ପେଟା ବେଡ଼ା ସାହି ।

୩ ୬୫୬ ୦.୫୬୮୩ ୦.୧୮୪୦ ଧାନ-୨

୬୨୦ ୦.୧୦୧୩ ୦.୦୮୨୦ ଧାନ-୨ ଅଦିଆ ଖିଲ, ପି. ମକୁନ୍ଦ ଖିଲ, ଜା. ରଣା,

ବା. ନିଜଗାଁ ।

୧୭୩ ୦.୪୬୯୫ ୦.୦୬୦୦ ଧାନ-୨

୮ ୭୩୪ ୧.୯୦୨୭ ୦.୪୬୬୦ ଡଙ୍ଗର-୨ ଉ(ଛ:୧୨୭ର୍)ବ ମାଝୀ, ପି. ଡ଼ମ୍ବରୁ ମାଝୀ, ଜା.ଭୂମିଆ,

ବା. ନିଜଗାଁ ।

୧୧ ୬୧୮ ୦.୦୪୯୪ ୦.୦୩୨୦ ଧାନ-୨

୬୧୬ ୦.୨୧୦୦ ୦.୧୯୦୦ ଡଙ୍ଗର ଗୋପି ମାଝି, ପି. ସଦାସିବ ମାଝି, ଭାଲୁ ମାଝି, ୧୭୬ ୦.୨୧୯୯ ୦.୧୬୧୦ ଡଙ୍ଗର ମଙ୍ଗୁଳି ମାଝି, ପି. ହରି ମାଝି, ଜା. ରଣା,

ବା. ନିଜଗାଁ ।

୨୫ ୭୪୦ ୨.୦୦୧୫ ୦.୯୩୮୦ ଡଙ୍ଗର-୨ ଡ଼ମ୍ବରୁ ମାଝୀ, ପି. ଗୋବର୍ଦ୍ଦନ ମାଝୀ, ଜା. ଭୂମିଆ

ବା. ନିଜଗାଁ ।

୨୮ ୭୬୯ ୩.୨୬୧୭ ୦.୬୩୮୦ ଧାନ-୧ ଦୟାନିଧି ଗୌଡ଼, ପି. ବାସୁ ଦେବ ଗୌଡ଼, ୬୪୮ ୧.୪୨୦୮ ୦.୪୦୪୦ ଧାନ-୧ ଜା. ଗୗଡ଼, ବା. ନିଜଗାଁ ।

୨୯ ୨୦୨ ୦.୭୨୪୦ ୦.୧୫୨୦ ଧାନ-୧ ଧବଳେଶ୍ୱର ମାଝୀ, ସନ୍ୟାସି ମାଝୀ, ଯଶୋଦା

ମାଝୀ, ସାବିତ୍ରି ମାଝୀ, ପି. ଗୋରା ମାଝୀ, ଝାଇଁ କୁଡ଼ି ମାଝୀ, ସ୍ୱା. ଗୋରା ମାଝୀ,

ଜା. ରଣା, ବା. ନିଜଗାଁ ।

୩୩ ୨୦୧ ୦.୯୬୧୨ ୦.୬୩୬୦ ଧାନ-୧ ପଦ୍ମ ହନ୍ତାଳ, ପି. ମଙ୍ଗଳା ହନ୍ତାଳ, ଜା. ଭୂମିଆ,

ବା. ନିଜଗାଁ ।

୪୨ ୬୫୧ ୦.୧୨୧୧ ୦.୧୧୭୦ ଧାନ୨ ବଳରାମ ମାଝୀ, ପି. ଧନ ମାଝୀ, ବାବୁଦି ମାଝୀ,

ସ୍ୱା. ଧନ ମାଝୀ, ଜା. ରଣା, ବା. ନିଜଗାଁ ।

୪୨ ୬୫୦ ୨.୯୧୦୮ ୧.୨୯୦୦ ଧାନ-୧ ବଳରାମ ମାଝୀ, ପି. ଧନ ମାଝୀ, ବାବୁଦି ମାଝୀ,

ସ୍ୱା. ଧନ ମାଝୀ, ଜା. ରଣା, ବା. ନିଜଗାଁ ।

୪୨ ୬୪୯ ୦.୬୭୯୫ ୦.୩୦୮୦ ଧାନ-୨ ବଳରାମ ମାଝୀ, ପି. ଧନ ମାଝୀ, ବାବୁଦି ମାଝୀ,

ସ୍ୱା. ଧନ ମାଝୀ, ଜା. ରଣା, ବା. ନିଜଗାଁ ।

୪୨ ୬୪୬ ୨.୫୬୯୮ ୧.୫୨୭୦ ଧାନ-୧ ବଳରାମ ମାଝୀ, ପି. ଧନ ମାଝୀ, ବାବୁଦି ମାଝୀ,

ସ୍ୱା. ଧନ ମାଝୀ, ଜା. ରଣା, ବା. ନିଜଗାଁ ।

3 (୧) (୨) (୩) (୪) (୫) (୬)

୪୭ ୧୯୯ ୦.୨୮୯୧ ୦.୦୪୭୦ ଧାନ-୧

୧୭୫ ୦.୦୬୯୨ ୦.୦୬୧୦ ଧାନ-୨ ଭାଲୁ ଗୁରୁ, ସ୍ୱା. ସମରା ଗୁରୁ, ସାନ ଗୁରୁ, ୧୭୪ ୧.୧୮୧୧ ୦.୬୪୧୦ ଧାନ-୨ ପି. ମଙ୍ଗଳା ଗୁରୁ, ଜା. ରଣା, ବା. ନିଜଗାଁ ।

୪୮ ୬୫୫ ୦.୮୬୪୯ ୦.୨୪୪୦ ଧାନ-୨ ଭାଲୁ ଗୁରୁ, ସ୍ୱା. ସମରା ଗୁରୁ, ଜା. ରଣା,

ବା. ନିଜଗାଁ ।

୫୦ ୧୯୭ ୧.୦୩୦୪ ୦.୭୪୯୦ ଧାନ-୧ ଭିକାରି ବୈପାରି, ଧନ ବୈପାରି, ପି. ରାଜିଆ

ବୈପାରି, ଜା. ବୈପାରି, ବା. ନିଜଗାଁ ।

୫୩ ୬୨୫ ୦.୦୪୯୪ ୦.୦୫୧୦ ଧାନ-୨ ମନ ମୋହନ ଖିଲ, ପି. କେଶବ ଖିଲ, ଜା. ରଣା,

ବା. ନିଜଗାଁ ।

୫୩ ୬୨୪ ୦.୦୬୯୨ ୦.୦୬୯୦ ଧାନ-୨ ମନ ମୋହନ ଖିଲ, ପି. କେଶବ ଖିଲ, ଜା. ରଣା,

ବା. ନିଜଗାଁ ।

୫୩ ୬୨୩ ୦.୬୯୯୩ ୦.୦୬୮୦ ଧାନ-୨ ମନ ମୋହନ ଖିଲ, ପି. କେଶବ ଖିଲ, ଜା.

ରଣା, ବା. ନିଜଗାଁ ।

୫୩ ୬୨୨ ୦.୧୪୦୮ ୦.୧୩୬୦ ଧାନ-୧ ମନ ମୋହନ ଖିଲ, ପି. କେଶବ ଖିଲ, ଜା. ରଣା,

ବା. ନିଜଗାଁ ।

୫୩ ୬୨୧ ୦.୦୫୯୩ ୦.୦୫୯୩ ଧାନ-୧ ମନ ମୋହନ ଖିଲ, ପି. କେଶବ ଖିଲ, ଜା. ରଣା,

ବା. ନିଜଗାଁ ।

୫୪ ୭୩୧ ୦.୬୭୯୫ ୦.୧୮୪୦ ଧାନ-୨ ମଙ୍ଗଳା ମାଝୀ, ପି. ଡ଼ମ୍ବରୁ ମାଝୀ, ଜା. ରଣା,

ବା. ନିଜଗାଁ ।

୫୪ ୭୩୦ ୧.୪୦୧୧ ୦.୩୬୧୦ ଧାନ-୨ ମଙ୍ଗଳା ମାଝୀ, ପି. ଡ଼ମ୍ବରୁ ମାଝୀ, ଜା. ରଣା,

ବା. ନିଜଗାଁ ।

୫୯ ୧୭୭ ୦.୪୭୯୪ ୦.୧୭୪୦ ଡଙ୍ଗର ମଙ୍ଗରାଜ ବେହେରା, ଅଦୈତ୍ୟ ବେହେରା,

ପି. ଜଗାଥ ବେହେରା, ମୁଞ୍ଜୁକି ବେହେରା,

ସ୍ୱା. ଜଗାଥ ବେହେରା, ଜା. କ୍ଷତ୍ରିୟ,

ବା. ନିଜଗାଁ ।

୩୬୨ ୦.୨୯୯୦ ୦.୦୦୧୦ ଧାନ-୨ ମଙ୍ଗରାଜ ବେହେରା, ଅଦୈତ୍ୟ ବେହେରା, ପି. ଜଗାଥ ବେହେରା, ମୁଞ୍ଜୁକି ବେହେରା, ସ୍ୱା. ଜଗାଥ ବେହେରା, ଜା. କ୍ଷତ୍ରିୟ, ବା. ନିଜଗାଁ ।

୬୭ ୬୨୬ ୨.୬୭୧୨ ୦.୯୬୬୦ ଧାନ-୨ ରୂପଧର ହନ୍ତାଳ, ପି. ବୁଦା ହନ୍ତାଳ, ଜା. ରଣା,

ବା. ନିଜଗାଁ ।

୭୯ ୭୪୫ ୧.୦୩୭୮ ୦.୨୧୪୦ ଧାନ-୨ ଶୁକ୍ରା ମାଝୀ, ପି. ପିତବାସ ମାଝୀ, ରୁକୁଣା ମାଝୀ, ସ୍ୱା.ପିତବାସ ମାଝୀ, ଜା. ଭୂମିଆ, ବା. ନିଜଗାଁ ।

୧୦୭ ୬୧୫ ୦.୧୦୧୩ ୦.୦୬୦୦ ଡଙ୍ଗର ମଙ୍ଗୁଳି ମାଝୀ, ପି. ହରି ମାଝୀ, ଜା. ରଣା,

ବା. ନିଜଗାଁ ।

4 (୧) (୨) (୩) (୪) (୫) (୬)
୧୦୭      ୬୧୪       ୦.୦୭୯୧     ୦.୦୦୩୦        ଡଙ୍ଗର        ମଙ୍ଗୁଳି ମାଝୀ, ପି. ହରି ମାଝୀ, ଜା. ରଣା,
                                                        ବା. ନିଜଗାଁ ।
୧୧୫/     ୨୮୨       ୧.୯୫୨୧     ୧.୧୦୧୦        ଧାନ-୨      ବଞ୍ଜାପେଲି ପାର୍ବତୀ, ସ୍ୱା. ବଞ୍ଜାପେଲି  ତାବଟିଆ,
୭୮                                                      ଜା. ଦିବର, ବା. ମାଥିଲି ।
୧୧୫/     ୨୭୮       ୦.୫୮୦୭     ୦.୦୬୦୦        ଧାନ-୧       ବଞ୍ଜାପେଲି ପାର୍ବତୀ, ସ୍ୱା. ବଞ୍ଜାପେଲି ତାବଟିଆ,
୭୮                                                      ଜା. ଦିବର, ବା. ମାଥିଲି ।
୧୧୫/     ୨୭୭       ୧.୪୭୦୨     ୧.୪୦୭୦        ଧାନ-୧       ବଞ୍ଜାପେଲି ପାର୍ବତୀ, ସ୍ୱା. ବଞ୍ଜାପେଲି ତାବଟିଆ,
୭୮                                                      ଜା. ଦିବର, ବା. ମାଥିଲି ।
୯        ୭୨୭       ୨.୦୦୧୫     ୦.୦୯୯୦        ଡଙ୍ଗର-୨      ଗଙ୍ଗାଖରା, ପି. ଧୋବୁଲୁ ଖରା, ଜା. ଭୂମିଆ,
                                                        ବା. ନିଜଗାଁ ।
          ମୋଟ :    ୩୬.୯୮୮     ୧୪.୪୦୨୩

ତଫସିଲ-ଖ

(ପୁନର୍ବାସ ନିମିତ୍ତ ଚିହ୍ନଟ ଭୁମି ଅନୁସୁଚୀ)

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟ ର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରଜୁଜ୍ୟ ନୁହେଁ

ଅଧିସୂଚନା ବୈଧ ତାରିଖ : ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ଠାରୁ ଛଅ ମାସ ମଧ୍ୟରେ ।

ଉକ୍ତ ଜମିରେ ସ୍ୱାର୍ଥ ଥିବା ବ୍ୟକ୍ତିବିଶେଷ ନିଜେ କିମ୍ବା ନିଜର ପ୍ରତିନିଧି କିମ୍ବା ଓକିଲ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ଠାରେ ତା ................. ୨୦୨୫ ରିଖ ଦିବା ୧୧. ୦୦ ଘଟିକା ସମୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜର ସ୍ୱାର୍ଥ ସାବ୍ୟସ୍ତ କରିପାରିବେ ।

ରାଜ୍ୟପାଳଙ୍କ ଆଦେଶକ୍ରମେ

ଆଶିଷ ପାଟିଲ

ଜିଲ୍ଲାପାଳ ମାଲକାନଗିରି

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 809(cid:151)173+4


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୪୦୫/୨୦୨୩, ତା ୧୬ ଜୁନ ୨୦୨୩ ରିଖ ରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା କଟ୍ରିମାଝୀଗୁଡା, ଥାନା ମାଥିଲି, ତହସିଲ ମାଥିଲି, ଜିଲ୍ଲା ମାଲକାନଗିରିର ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମନ୍ତେ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.malkangiri.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ତଥା ତହସିଲଦାର, ମାଥିଲିଙ୍କ ତହସିଲ କାର୍ଯ୍ୟାଳୟ, ମାଥିଲି କାର୍ଯ୍ୟଦିବସମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩
Cite this issue. Odisha Gazette, Government of Odisha, 09 June 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-06-09.Extraordinary_1599/. Archive identifier in.gazette.odisha_govpress.2025-06-09.Extraordinary_1599.