The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1690 CUTTACK, TUESDAY, JUNE 17 2025/JAISTHA 27, 1947
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘ ାଷଣା
S.R.O. No. 333/2025 Dated 19-12-2024
ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ର ଧାରା ୮ ଅଧିନିୟମ ୨ ଅନୁସାରେ ଜିଲ୍ଲାର ୦୨ ଗୋଟି ତହସିଲର ୦3 ଗୋଟି ଗ୍ରାମର ର ୫.୩୦୦ ଏକର ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ ଦବୁନା-କାଳିମାଟି ରାସ୍ତାର ପ୍ରଶସ୍ତିକରଣ ଏବଂ ଦୃଢୀକରଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀ(ଆର ଏଣ୍ଡ ବି.
ଡିଭିଜନ ), କେନ୍ଦୁଝର ଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଅଛି । ଏହାଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥ ିବା ନିମ୍ନ ସୂଚୀତ 'କ' ତଫସିଲ ଜମି ନିମନ୍ତେ, କେନ୍ଦୁଝର ଜିଲ୍ଲାପାଳଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟ କୁ ତର୍ଜମାକରି ସରକାରଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା ।
୧. କେନ୍ଦୁଝର ଜିଲ୍ଲାରେ ଦବୁନା-କାଳିମାଟି ରାସ୍ତାର ପ୍ରଶସ୍ତିକରଣ ଏବଂ ଦୃଢୀକରଣ ନିମନ୍ତେ ଅଧ ିଗ୍ରହଣ କରାଯାଉ ଥ ିବା ୦3 ଟି ଗ୍ରାମର ଏକର ୫.୩୦୦ ଡି. ଜାଗା ଯଥାର୍ଥରେ ସାର୍ବଜନୀନ ଉଦ୍ଦେଶ୍ୟ ପାଇ ଁ ଉଦ୍ଦିଷ୍ଟ।
୨. ଏହି ପ୍ରକଳ୍ପ ପାଇ ଁ ୦3 ଟି ଗ୍ରାମ ରେ ଏକର ୫.୩୦୦ ଡି. ଜାଗା ଅଧି ଗୃହିତ ହେବ ଏବଂ ଜିଲ୍ଲାପାଳ, କେନ୍ଦୁଝର ଙ୍କ ପ୍ରଦତ୍ତ ବିବରଣୀ (ରିପୋର୍ଟ) ଅନୁଯାୟୀ ଆଂଶିକ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି ।
୩. ଏହି ପ୍ରକଳ୍ପ ନିମିତ୍ତ ଅଧ ି ଗୃହିତ ହେଉଥ ିବା ଜମିର ଲୋକଙ୍କ ପାଇ ଁ ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ଅନୁସାରେ ଏବଂ ଓଡିଶା ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ନିୟମାବଳୀ, ୨୦୧୬ ନିୟମ ଅନୁଯାୟୀ ଉଚିତ କ୍ଷତିପୂରଣ କରାଯିବ ।
୪. ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥ ିବା ସର୍ବନିମ୍ନ ପରିମାଣର ଜମି ଅଧ ିଗ୍ରହଣ କରିବା ପାଇ ଁ ଧ୍ୟାନ ଦିଆ ଯାଇଛି ଏବଂ ଏହା ଦ୍ୱାରା ଲୋକଙ୍କ ଉପରେ ସର୍ବନିମ୍ନ ବିପରୀତ ପ୍ରଭାବ ପଡିବ।
୫. ପୂର୍ବରୁ ଏହି ଗ୍ରାମ ରେ ଅଧି ଗୃହିତ ହୋଇ ଥ ିବା ବଳକା ଜମି ନାହି ଁ। ଏହି ପ୍ରକଳ୍ପ ଦ୍ୱାରା ସାଧାରଣ ଜନତା ଏବଂ ଜମିହରାମାନେ ଉପକୃତ ହେବେ ।
2୬. ପ୍ରଭାବିତ ଗ୍ରାମରେ ଜନ ଶୁଣାଣି ମଧ୍ୟ କରାଯାଇ ଅଛି । ଜିଲ୍ଲାପାଳ କେନ୍ଦୁଝର ଙ୍କ ଦ୍ୱାରା ପ୍ରେରିତ ପତ୍ର କ୍ରମାଙ୍କ 421/05.10.2024 ର ସମସ୍ତ ପ୍ରସ୍ତାବକୁ ବିଚାରକୁ ନେଇ ନିର୍ବାହୀ ଯନ୍ତ୍ରୀ(ଆର ଏଣ୍ଡ ବି. ଡିଭିଜନ ), କେନ୍ଦୁଝର କର୍ତ୍ତ
ୃ ପକ୍ଷ କାର୍ଯ୍ୟ ନିର୍ବାହ କରିବେ ।
ଓଡିଶା ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ନିୟମାବଳୀ, ୨୦୧୬ର ନିୟମ ୧୭ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାପାଳ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟ କୁ ପରୀକ୍ଷା କରି ନିୟମ ୧୫ ଅନୁସାରେ ଓଡିଆ ଭାଷାରେ ଅନୁରୁ ପ ଭାବରେ ଉପସ୍ଥାପିତ କରାଗଲା।
ଏହାପରେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧ ର ଅଧିନିୟମ ୧ ରେ ଘୋଷଣା ପାଇ ଁ ପ୍ରୟୋଜନ କରାଯିବ।
ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା: - କେନ୍ଦୁଝର ତହସିଲ: - ବଡ଼ବିଳ ଏବଂ ଝୁ ମ୍ପୁରା
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତାନଂ ପ୍ଲଟ ନଂ | କ ିସମ | ପ୍ଲଟ ର ଘମାଟ ରକବା | ଅଧିଗ୍ରହଣ ଘହବାକୁ ଥିବା ଜମି ର ରକବା (ଏକରଘର ) | ରୟତଙ୍କ ନାମ | |
| ୧ | ୨ | ୩ | ୪ | ୫ | ୬ | ୭. | ୮ |
| ପୁରୁ ଣାଡିହି | ଗ୍ରାମାଞ୍ଚଳ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ୦.୫୯୦ | ଏଥ ି ସହିତ ସଂଲଗ୍ନ |
| ଦବୁନା | ଗ୍ରାମାଞ୍ଚଳ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ୨.୦୦୦ | ଏଥ ି ସହିତ ସଂଲଗ୍ନ |
| ନଇବଗା | ଗ୍ରାମାଞ୍ଚଳ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ଏଥ ି ସହିତ ସଂଲଗ୍ନ | ୨.୭୧୦ | ଏଥ ି ସହିତ ସଂଲଗ୍ନ |
ସର୍ବମୋଟ ଜାଗା ଏକର ୫.୩୦୦ ଡି.
3ଭୂମିଅନୁସୂଚୀ
ପ୍ରକଳ୍ପ ର ନାମ-ଦବୁନା-କାଳିମାଟି ରାସ୍ତାର ପ୍ରଶସ୍ତି କରଣ ଏବଂ ଦୂଢୀକରଣ ମୌଜା-ପୁରୁଣାଡିହି ଥାନା-ଯୋଡା ତହସିଲ- ବଡବିଲ ଜିଲ୍ଲା-କେନ୍ଦୁଝର
| କ୍ରମିକ ନଂ | ଖତିଆନ ନଂ | ପ ଜାର ନାମ ଓ ଠିକଣା ୍ର | ପ ଟ ନଂ ୍ଲ | କିସମ | ମୋଟ ରକବା | ଅର୍ଜନ ରକବା | ମନ୍ତବ୍ୟ |
| ୧ | ୨ | ଅର୍ଜୁନ ପାତ୍ର ପି-ଭଦ୍ର ପାତ୍ର ଜା-ପାଣ ବା- ନିଜଗଁା | ୧୮୯/ ୬୨୨ | ତଇଳା- ୧ | ୪.୭୦୦ | ୦.୦୬୦ | |
| ୨ | ୪୩ | ପେଚକ କୋହ୍ଲ ପି-ଯଦୁ କୋହ୍ଲ ୁ ,ମଙ୍ଗୁଳି କୋହ୍ଲ ସ୍ୱା-ଯଦୁ କୋହ୍ଲ,ନବ କୋହ୍ଲ ପି-ମାଜୁରା କୋହ୍ଲ,ରଇବାରି କୋହ୍ଲ ସ୍ୱା-ସାଦୁ କୋହ୍ଲ ଜା- କୋହ୍ଲ ବା-ନିଜଗାଁ | ୧୫ | ତଇଳା- ୧ | ୦.୩୯୦ | ୦.୦୧୦ | |
| ୧୬ | ତଇଳା- ୧ | ୧.୨୬୦ | ୦.୦୭୦ | ||||
| ୧୯ | ରାସ୍ତା | ୦.୨୧୦ | ୦.୨୧୦ | ||||
| ୩୭ | ତଇଳା- ୧ | ୦.୭୪୦ | ୦.୦୮୦ | ||||
| ମୋଟ | ୨.୬୦୦ | ୦.୩୭୦ | |||||
| ୩ | ୪୪ | ବଏଁ ମୁଣ୍ଡା ପି-ଡମ ମୁଣ୍ଡା ଜା- ଜା-କୋହ୍ଲ,ବା- ନିଜଗାଁ | ୧୭ | ବ ଆଳି ି | ୦.୪୬୦ | ୦.୦୩୦ | |
| ୩୮ | ତଇଳା- ୧ | ୦.୮୦୦ | ୦.୦୯୦ | ||||
| ମୋଟ | ୧.୨୬୦ | ୦.୧୨୦ | |||||
| ୪ | ୫୪ | ଭିମ ପାତ୍ର ପି-ଭଦ୍ର ପାତ୍ର ଜା-ପାଣ ବା-ନିଜଗଁା | ୧୮୯/ ୬୨୧ | ତଇଳା- ୧ | ୧.୭୦୦ | ୦.୦୪୦ | |
| ସର୍ବମୋଟ- ୧୦.୨୬୦ | ୦.୫୯୦ |
ଭୂମି ଅନୁସୂଚୀ
| କ୍ରମିକ ନଂ | ଖତିଆନ ନଂ | ପ ଜାର ନାମ ଓ ଠିକଣା ୍ର | ପ ଟ ନଂ ୍ଲ | କିସମ | ମୋଟ ରକବା | ଅର୍ଜନ ରକବା | ମନ୍ତବ୍ୟ |
| ୧ | ୧ | ଅମିନ ବାରିକ ,ପି-ସୁଦର୍ଶନ ବାରିକ ,ଜା- ଗୋପାଳ ,ବା-ନିଜଗାଁ | ୧୦୨ | ବ ଆଳି ି | ୦.୬୦ | ୦.୦୭ | |
| ୨ | ୫ | କଇଁ ବାରିକ, ବା-ରୁଗୁଡିଆ, ଥା-ବଡବିଲ, ସୁକୁଟି ବାରିକ, ବା-ପାଟମଳା,ଥା- କୋଇଡା, ପ -ହାଡିଆ ି ବାରିକ, ଲଳିତ ବାରିକ, ସ୍ୱା- ହାଡିଆ ବାରିକ, ଦାସ ବାରିକ, ପି-ପହଲା ବାରିକ, ଆଶାମଣି ବାରିକ, ପି-ଟଙ୍କୁ ବାରିକ, ବୃନ୍ଦାବନ ବାରିକ, ପ - ଭାଗବତ ବାରିକ, ବା- ି ନିଜଗାଁ, ଘାସିଆ ବାରିକ , କୁଂଜ ବାରିକ, ଗିରିଧାରୀ ବାରିକ, ଛ ଗୁରୁ ୁ ବାରିକ, ବା-ଚିପିଣ୍ଡା, ମ ଣ୍ଡାରୀ ୁ ବାରିକ, ବା- ମଣ୍ଡୁଆ, ଥା- କୋଇଡା, ପ -କାନ୍ଦୁରୁ ି ବାରିକ, ଅମିନ ବାରିକ, ଦଶରୁ ବାରିକ, ହରି ବାରିକ, ପି-ଶୁଦ୍ର ବାରିକ, ବେତଳୀ ବାରିକ, ସ୍ୱା- ଶୁଦ୍ର ବାରିକ, ବା-ନିଜଗାଁ, ବଂଶୀ ବାରିକ, ପି- ନର ବାରିକ, ଜା-ଗୋପାଳ, ବା-ଚିପିଣ୍ଡା | ୨୭ | ଦଣ୍ଡା | ୦.୦୮ | ୦.୦୮ | |
| ୩ | ୯ | କାଳିଆ ମୁଣ୍ଡା, ପି-ମଙ୍ଗୁଳୁ ମ ଣ୍ଡା, ୁ ଜା-କୋହ୍ଲ, ବା- ନିଜଗାଁ | ୬୨/ ୭ ୬୨ | ରାସ୍ତା | ୦.୦୭୦ | ୦.୦୭୦ | |
| ୬୭୨ | ପତିତ | ୦.୧୦୦ | ୦.୦୩୦ | ||||
| ୬୬୦ | ତଇଳା-୨ ୦.୮୪୦ | ୦.୦୫୦ |
ପ୍ରକଳ୍ପ ର ନାମ-ଦବୁନା-କାଳିମାଟି ରାସ୍ତାର ପ୍ରଶସ୍ତି କରଣ ଏବଂ ଦୂଢୀକରଣ ମୌଜା-ଦବୁନା ଥାନା-ଯୋଡା ତହସିଲ- ବଡବିଲ ଜିଲ୍ଲା-କେନ୍ଦୁଝର ଖତିଆନ ନଂ
5| ୬୬୧ | ଘରବାରି | ୦.୧୧୦ | ୦.୦୧୦ | ||||
| ୬୬୨ | ରାସ୍ତା | ୦.୧୦୦ | ୦.୧୦୦ | ||||
| ୬୨ | ଘରବାରି | ୦.୮୬୦ | ୦.୦୬୦ | ||||
| ମୋଟ | ୧.୯୭୦ | ୦.୩୨୦ | |||||
| ୪ | ୨୮ | ଧୂଶାସନ ମହାକୁଡ, ପି- ଅନିରୁଧ ମହାକୁଡ, ସାପାନ ମହାକୁଡ, ପି- ନିତ୍ୟାନନ୍ଦ ମହାକୁଡ, ଶୁକୁଟୁୁ ମହାକୁଡ, ପ - ବନମାଳି ମହାକୁଡ, ି ପାଣ୍ଡୁ ମହାକୁଡ, ଜମୁନା ମହାକୁଡ, ବା-ଭଦ୍ରାସାହି, ପି-ପୁରନ୍ଦ୍ର ମହାକୁଡ, ସାଇ ମହାକୁଡ, ସ୍ୱା- କଇରୁ ମହାକୁଡ, ରୁଖ ମହାକୁଡ, ସୁନା ଫୁଲ ମହାକୁଡ, ବା- ଫୁଲଝର, ପି-ଚିଟୁ ମହାକୁଡ, ଜା- ଗୋପାଳ,ବା-ନିଜଗଁା | ୧୦୦ | ଶାରଦ- ଦୋଫସ ଲ ୨ ି | ୦.୧୮ | ୦.୦୧ | |
| ୫ | ୪୧ | ଶ୍ରୀମତି ପେଚି ପଲେଇ, ସ୍ୱା- ଦୁଶାଃସନ ପଲେଇ ଜା- ଗୋପାଳ ବା- ନିଜଗଁା | ୫୬୬ | ପତିତ | ୦.୦୨୦ | ୦.୦୧ | |
| ୬୪୬ | ରାସ୍ତା | ୦.୫୬୦ | ୦.୫୬୦ | ||||
| ୬୪୭ | ତଇଳା-୨ ୦.୦୮୦ | ୦.୦୧୦ | |||||
| ମୋଟ | ୦.୬୬୦ | ୦.୫୮୦ | |||||
| ୬ | ୪୭ | ଭୂବନ ବାରିକ, ଜନାର୍ଦ୍ଦନ ବାରିକ, ଛ ଟୁରୁ ୁ ବାରିକ, ବ ଟୁ ୁ ବାରିକ, ଗୋଲାପ ବେହେରା ବା- ବେଲଦା,ଚଂଚଳା ପଲେଇ ବା- ସୋଲଗାଡିଆ ଥା- କୋଇଡା, ହାର ଆପଟ ବା- ବାଟଡିହି ଥା- କାିପାଣି, ରାହାସ ବାରିକ ବା-ପଳସା ଦାମୋଦର ବାରିକ, ଜେମା ବାରିକ ସ୍ୱା- ଦାମୋଦର ବାରିକ, ଜା- ଗୋପାଳ ବା- ନିଜଗଁା | ୬୬୩ | ରାସ୍ତା | ୦.୧୬୦ | ୦.୧୬୦ | |
| ୬୬୫ | ତଇଳା-୨ ୦.୨୨ | ୦.୦୪୦ | |||||
| ୬୬୯ | ତଇଳା-୨ ୦.୨୪୦ | ୦.୦୪୦ | |||||
| ମୋଟ | ୦.୬୨୦ | ୦.୨୪୦ | |||||
| ୭ | ୫୩ | ମାନସିଂ ମୁଣ୍ଡା ପି- ଜାଣ୍ଡୁ ମୁଣ୍ଡା ଜା-କୋହ୍ଲ ବା- ନିଜଗଁା | ୫୧ | ତଇଳା-୧ ୦.୬୨ | ୦.୦୬୦ | ||
| ୫୨ | ରାସ୍ତା | ୦.୧୨ | ୦.୧୨୦ | ||||
| ୬୩ | ତଇଳା-୧ ୦.୪୮ | ୦.୦୧୦ | |||||
| ୬୧/ ୮୪୫ | ଘରବାରି | ୦.୫୮ | ୦.୦୬୦ | ||||
| ମୋଟ | ୧.୮୦୦ | ୦.୨୫୦ | |||||
| ୮ | ୫୮ | ରକ୍ଷା ପାତ୍ର ମିଲୁ ପାତ୍ର ପି- ପଦୁ ପାତ୍ର ଜା- ପାଣ ବା- ନିଜଗଁା | ୧୦୪/ ୮୪୩ | ତଇଳା-୧ ୦.୦୧୦ | ୦.୦୧୦ | ||
| ୨୫/ ୮୩୦ | ତଇଳା-୧ ୦.୦୪୦ | ୦.୦୨୦ | |||||
| ୧୦୪ | ତଇଳା-୧ ୦.୬୨୦ | ୦.୦୩୦ | |||||
| ମୋଟ | ୦.୬୭୦ | ୦.୦୬୦ | |||||
| ୦୯ | ୬୩ | ରଜ ଖଡିଆ ପି- ହାଡିବନ୍ଧୁ ଖଡିଆ ଜା- ଖଡିଆ ବା- ନିଜଗଁା | ୬୩୮ | ତଇଳା-୨ ୦.୨୫୦ | ୦.୦୧୦ | ||
| ୧୦ | ୬୭ | ରାମଚନ୍ଦ୍ର ବାରିକ, ଗୋବିନ୍ଦ ବାରିକ ପି- ବଂଶିଧର ବାରିକ, ମାଳତି ବାରିକ ସ୍ୱା- ବଂଶିଧର ବାରିକ ଜା- ଗୋପାଳ ବା- ନିଜଗଁା | ୬୬୬ | ତଇଳା-୨ ୦.୦୮୦ | ୦.୦୨୦ | ||
| ୬୬୭ | ରାସ୍ତା | ୦.୧୧୦ | ୦.୧୧୦ | ||||
| ୬୬୮ | ତଇଳା-୨ ୦.୭୪ | ୦.୦୭୦ | |||||
| ୫୫୯ | ତଇଳା-୨ ୦.୨୧ | ୦.୦୧୦ | |||||
| ମୋଟ- | ୧.୧୪ | ୦.୨୧୦ | |||||
| ୧୧ | ୭୧ | ଲକ୍ଷ୍ମୀଧର ବାରିକ, ପଦନ ବାରିକ, ହିରଣ୍ୟ ବାରିକ, ବ ୁ ଦୁନି ବାରିକ ପି-କଣ୍ଠ ବାରିକ ଜା- ଗୋପାଳ ବା- ନିଜଗଁା | ୧୦୨/ ୮୪୭ | ବ ଆଳି ି | ୦.୦୬୦ | ୦.୦୧୦ | |
| ୧୨ | ୭୨ | ଲକ୍ଷ୍ମୀଧର ବାରିକ, ପଦନ ବାରିକ, ହିରଣ୍ୟ ବାରିକ,ବା-ନିଜଗଁା ବୁଦୁନି ଘଣା ବା- ବାଟଡିହି ଥା- କାିପାଣି ପି-କଣ୍ଠ ବାରିକ ହଂସ ବାରିକ ସ୍ୱା- ପି-କଣ୍ଠ ବାରିକ ବା- ନିଜଗଁା, ରଇବାରି ବେହେରା ପି- ବ ନ୍ଦାବନ ବାରିକ ଜା- ୃ ଗୋପାଳ ବା- କଟୁପାଲି | ୬୪୫ | ରାସ୍ତା | ୦.୦୪ | ୦.୦୪ | |
| ୫୬୭ | ତଇଳା-୨ ୦.୦୨ | ୦.୦୧ | |||||
| ମୋଟ- | ୦.୦୬୦ | ୦.୦୫୦ | |||||
| ୧୩ | ୭୪ | ୬୧ | ଘରବାରି | ୦.୩୭୦ | ୦.୦୪୦ | ||
| ସନୁ ମୁଣ୍ଡା ପି- ବିର ମୁଣ୍ଡା ଜା- କୋହ୍ଲ ବା- ନିଜଗଁା | ୧୦୧ | ଶାରଦ ଦୋଫସ ଲ ି | ୦.୧୬୦ | ୦.୦୧୦ | |||
| ମୋଟ- | ୦.୫୩୦ | ୦.୦୫୦ | |||||
| ୧୪ | ୮୩ | କାଳିଆ ମୁଣ୍ଡା ପି-ମଙ୍ଗୁଳୁ ମ ଣ୍ଡା ଜା- କୋହ୍ଲ ବା- ୁ ନିଜଗଁା | ୬୨/ ୭୫୯ | ତଇଳା-୨ ୦.୩୩ | ୦.୦୨୦ | ||
| ୧୫ | ୮୨/ ୫୬ | ନନ୍ଦକିଶୋର ପାତ୍ର ପି-କୁ ପାତ୍ର ଜା- ପାଣ ବା- ନିଜଗଁା | ୨୬ | ଘରବାରି | ୦.୪୪୦ | ୦.୦୪୦ | |
| ସର୍ବମୋଟ | ୯.୫୦୦ | ୨.୦୦୦ |
ଭୂମିଅନୁସୂଚୀ
ପ୍ରକଳ୍ପ ର ନାମ-ଦବୁନା-କାଳିମାଟି ରାସ୍ତାର ପ୍ରଶସ୍ତି କରଣ ଏବଂ ଦୃଢୀକରଣ ମୌଜା-ନଇବୁଗା ଥାନା-ଯୋଡା ତହସିଲ- ଝୁମ୍ପୁରା ଜିଲ୍ଲା-କେନ୍ଦୁଝର
| କ୍ରମିକ ନଂ | ଖତିଆନ ନଂ | ପ ଜାର ନାମ ଓ ଠିକଣା ୍ର | ପ ଟ ନଂ ୍ଲ | କିସମ | ମୋଟ ରକବା | ଅର୍ଜନ ରକବା | ମନ୍ତବ୍ୟ |
| ୧ | ୪ | ଅମୁଲ ଦେହୁରୀ ସ୍ୱା- ଦିନବନ୍ଧୁ ଦେହୁରୀ ଜା- ଭୂୟାଁ ବା-ନିଜଗାଁ ବାଳି ନାଏକ ପି-କାମ ନାଏକ ଜା- ଭୂୟାଁ ବା-ପାଟୁଆ କୁଦର | ୮୦ | ରାସ୍ତା | ୦.୧୯୦ | ୦.୧୯୦ | |
| ୮୪ | ତଇଳା- ୧ | ୦.୫୨୦ | ୦.୦୧୦ | ||||
| ମୋଟ | ୦.୭୧୦ | ୦.୨୦୦ | |||||
| ୨ | ୧୨ | କୁନି ପାତ୍ର ପି-ରଥିଆ ପାତ୍ର, ନୁଙ୍ଗି ପାତ୍ର ସ୍ୱା- ରଥିଆ ପାତ୍ର, ଜା-ପାଣ ବା-ନିଜଗଁା | ୬୮ | ତଇଳା- ୧ | ୦.୪୧୦ | ୦.୦୬୦ | |
| ୩ | ୧୩ | କୁସୁନମୁଣ୍ଡା,ପି-ପଣ୍ଡୁ ମ ଣ୍ଡା,ଜା-କୋହ୍ଲ,ବା- ୁ ନିଜଗାଁ | ୬୯ | ତଇଳା- ୧ | ୦.୫୦୦ | ୦.୦୫୦ | |
| ୪ | ୨୪ | ଚଣ କୋହ୍ଲ ପି-ପଳାଉ କୋହ୍ଲ ଜା-କୋହ୍ଲ ବା- ନିଜଗାଁ | ୩୭ | ରାସ୍ତା | ୦.୦୭ | ୦.୦୭ | |
| ୩୮ | ତଇଳା- ୧ | ୦.୭୯୦ | ୦.୦୪୦ | ||||
| ମୋଟ | ୦.୮୬୦ | ୦.୧୧୦ | |||||
| ୫ | ୨୩ | ଲୋଚନ ପାତ୍ର, ଗୁରି ପାତ୍ର, ପି- ଘାସିନାଥ ପାତ୍ର, ଶ୍ରୀକାନ୍ତ ପାତ୍ର , ଶାଳି ପାତ୍ର, ପ -ଗୋପି ପାତ୍ର, ଚନ୍ଦିନୀ ି ପାତ୍ର, ପି-ଶୁକୁଟୁ ପାତ୍ର, ଡମୁ ପାତ୍ର, ମଙ୍ଗୁଳୁ ପାତ୍ର, କୁଅଁାର ପାତ୍ର, କରମୁ ପାତ୍ର, ପତାଙ୍ଗି ପାତ୍ର, କୁନ୍ତଳା ପାତ୍ର, ଭଲ ପାତ୍ର, ପି-ଶୁକୁରୁ ପାତ୍ର, ସୁବା ପାତ୍ର ସ୍ୱା- ଶୁକୁରୁପାତ୍ର, ଜା-ପାଣ ବା-ନିଜଗାଁ | ୬୨ | ରାସ୍ତା | ୦.୦୯୦ | ୦.୦୯୦ | |
| ୬୩ | ତଇଳା- ୧ | ୧.୩୨୦ | ୦.୦୩୦ | ||||
| ମୋଟ | ୧.୪୧୦ | ୦.୧୨୦ | |||||
| ୬ | ୪୧ | ନିରିଆ ନାଏକ, ପି- ଅନନ୍ତ ନାଏକ, ଜା-ଭୂୟଁା ବା-ନିଜଗାଁ | ୫୯ | ରାସ୍ତା | ୦.୨୦୦ | ୦.୨୦୦ | |
| ୭ | ୪୯ | ନିଳାମ୍ବର ନାୟକ ପି- ଅନାଦି ନାୟକ,ଜା- ଭୂୟାଁ, ବା-ନିଜଗାଁ | ୬୫ | ତଇଳା- ୧ | ୧.୧୬୦ | ୦.୦୧୦ | |
| ୮ | ୫୬ | ବଡବିଲ କ୍ୟାଥଲିକ ସୋସାଇଟ୍ ତରଫ୍ ମାର୍ଫତ ପାଲ ପାଉଲ, ପାଇନାଡ୍ ପି-ଦେଉରୀ ତୋଟି, ଜା-ଖ୍ରୀଷ୍ଟିୟାନ, ବା-ବଡବିଲ | ୨୯ | ଘରବାରି | ୧.୫୬୦ | ୦.୦୪୦ | |
| ୩୦ | ରାସ୍ତା | ୦.୨୧୦ | ୦.୨୧୦ | ||||
| ମୋଟ | ୧.୭୭୦ | ୦.୨୫୦ | |||||
| ୦୯ | ୫୭ | ବର୍ଜୁ ନାଏକ ପି-ମଙ୍ଗୁଳୁ ନାଏକ, ପାଣୁ ନାଏକ ,ଛଣୁ ନାଏକ ପି-ସନୁ ନାଏକ ଜା-ଭୂୟାଁ,ବା- ନିଜଗାଁ | ୩୯ | ତଇଳା- ୧ | ୧.୩୬୦ | ୦.୦୪୦ | |
| ୧୦ | ୬୫ | ବ ଧୁ ମୁଣ୍ଡା, ସନୁ ମୁଣ୍ଡା ପି- ୁ ମାଣ୍ଡୁ ମୁଣ୍ଡା ଜା-କୋହ୍ଲ ବା-ନିଜଗାଁ | ୪୦ | ରାସ୍ତା | ୦.୧୬୦ | ୦.୧୬୦ | |
| ୧୧ | ୮୨ | ମରୁଆ ପାତ୍ର ପି-ଶଙ୍କର ପାତ୍ର ଜା-ପାଣ ବା- ନିଜଗାଁ | ୪୪ | ରାସ୍ତା | ୦.୦୫୦ | ୦.୦୫୦ | |
| ୪୫ | ତଇଳା- ୧ | ୦.୧୩୦ | ୦.୦୧୦ | ||||
| ମୋଟ | ୦.୧୮୦ | ୦.୦୬୦ | |||||
| ୧ ୨ | ୮୮ | ୟା ଦେହୁରୀ, ପି- ଲକ୍ଷ୍ମଣ ଦେହୁରୀ, ଗୋର୍ବନ ଦେହୁରୀ, ପି- ବନମାଳି ଦେହୁରୀ, ଗଙ୍ଗା ଦେହୁରୀ ପି-ଫକିର ଦେହୁରୀ, କହ୍ଲୁ ଦେହୁରୀ, ଡମୁ ଦେହୁରୀ, ଦଶୁ ଦେହୁରୀ, ପି-ମଣି ଦେହୁରୀ, ଆଷାତି ନାଏକ ସ୍ୱା-ରାମ ନାଏକ ଜା-ଭୂୟାଁ ବା-ପୁରୁଣାଡିହି | ୨୭ | ରାସ୍ତା | ୦.୫୯୦ | ୦.୪୦୦ | |
| ୭୭ | ଘରବାରି | ୦.୨୩୦ | ୦.୦୨୦ | ||||
| ୭୮ | ରାସ୍ତା | ୦.୧୨୦ | ୦.୦୪୦ | ||||
| ୮୮ | ତଇଳା- ୧ | ୦.୫୬୦ | ୦.୦୧୦ | ||||
| ୮୯ | ତଇଳା- ୧ | ୦.୫୫୦ | ୦.୦୧୦ | ||||
| ୧୪ | ରାସ୍ତା | ୦.୧୯୦ | ୦.୧୯୦ | ||||
| ମୋଟ- | ୨.୨୪୦ | ୦.୬୭୦ | |||||
| ୧୩ | ୮୯ | ରୟା ନାଏକ ପି-ରଘୁ ନାଏକ ଜା-ଭୂୟାଁ ବା- ନିଜଗାଁ | ୮୬ | ତଇଳା- ୧ | ୦.୨୯୦ | ୦.୦୧୦ | |
| ୧୪ | ୯୦ | ରଘୁନାଥ ପାତ୍ର ମକୁନ୍ଦ ପାତ୍ର,ପଦ୍ମଲାଭ ପାତ୍ର,ହଳଧର ପାତ୍ର ପି- ମ ଲ ି ପାତ୍ର, ଗୁନା ପାତ୍ର ୁ ସ୍ୱା- ମିଲୁ ପାତ୍ର ଜା-ପାଣ ବା- ନିଜଗାଁ | ୪୬ | ତଇଳା- ୧ | ୦.୨୦୦ | ୦.୦୧୦ | |
| ୧୫ | ୧୦୨ | ସନୁ ମୁଣ୍ଡା ପି-ଚୁମୁରୁ ମୁଣ୍ଡା ଜା-କୋହ୍ଲ ବା-ନିଜଗାଁ | ୭୬ | ଘରବାରି | ୦.୩୩ | ୦.୦୫୦ | |
| ୯୧ | ଘରବାରି | ୦.୨୬୦ | ୦.୦୧୦ | ||||
| ୯୨ | ତଇଳା- ୧ | ୦.୫୫୦ | ୦.୦୨୦ | ||||
| ୯୩ | ରାସ୍ତା | ୦.୨୮୦ | ୦.୨୮୦ | ||||
| ମୋଟ- | ୧.୪୨୦ | ୦.୩୬୦ | |||||
| ୧୬ | ୧୦୫ | ସମ୍ବାରୀ କୋହ୍ଲ, ଚୁଙ୍ଗୁଡି କୋହ୍ଲ, ସାର କୋହ ୍ଲପି- ଗୋରା କୋହ୍ଲ, ଜାଣ୍ଡୁକା କୋହ୍ଲ,ଡୁବୁରା କୋହ୍ଲ,ପୁନିଆ କୋହ୍ଲ ପି- ଚମୁରୁ କୋହ୍ଲ ଜା-କୋହ୍ଲ ବା-ନିଜଗାଁ | ୪୭ | ତଇଳା- ୧ | ୧.୪୦୦ | ୦.୦୫୦ | |
| ୪୮ | ତଇଳା- ୧ | ୦.୪୨୦ | ୦.୦୧୦ | ||||
| ୪୯ | ତଇଳା- ୧ | ୦.୩୫୦ | ୦.୦୧୦ | ||||
| ୫୦ | ରାସ୍ତା | ୦.୧୮୦ | ୦.୧୮୦ | ||||
| ମୋଟ | ୨.୩୫୦ | ୦.୨୫୦ | |||||
| ୧୭ | ୧୧୩ | ଶୁକ ନାଏକ ପି-ଜଗ ନାଏକ ଜା- ଭୂୟାଁ ବା- ନିଜଗାଁ | ୭୯ | ରାସ୍ତା | ୦.୧୧୦ | ୦.୧୧୦ | |
| ୧୮ | ୧୧୮/ ୧୫ | ପରବାସିଆ ନାଏକ ପି- କାନ୍ଦୁରୁ ନାଏକ ଜା-ଭୂଆଁ ବା-ଗଣୁଆ ଥା-କୋଇଡା ଜି-ସୁନ୍ଦରଗଡ | ୮୫ | ତଇଳା- ୧ | ୦.୬୨୦ | ୦.୦୧୦ | |
| ୧୯ | ୧୧୮/ ୧୩ | ଜଗନ୍ନାଥ ପାତ୍ର ପି- ସୁରେନ୍ଦ୍ର ପାତ୍ର ଜା-ପାଣ ବା-ନଇବୁଗା, ଥାନା- ଯୋଡା ଜି-କନ୍ଦେୁଝର | ୭୭/୧ ୫୩୦ | ଘରବାରି | ୦.୦୩୦ | ୦.୦୧୦ | |
| ୨୦ | ୧୧୮/ ୪୨ | ସୁରେଶ ପାତ୍ର ପି-ସ୍ୱର୍ଗତ ଦଶରୁ ପାତ୍ର ଜା-ପାଣ ବା-ନଇବୁଗା | ୭୭/୧ ୫୮୦ | ଘରବାରି | ୦.୦୪୦ | ୦.୦୧୦ | |
| ୨୧ | ୧୧୮/ ୨୯ | ସୁରେଶ ପାତ୍ର ପି-ସ୍ୱର୍ଗତ ଦଶରୁ ପାତ୍ର ଜା-ପାଣ ବା-ନଇବୁଗା | ୭୭/୧ ୫୬୪ | ଘରବାରି | ୦.୦୫୦ | ୦.୦୧୦ | |
| ସର୍ବ ମୋଟ- | ୧୬.୦୭୦ | ୨.୭୧୦ |
[No. 44839(cid:650)RDM-LAC-KNJ-0025/2019-R&DM]
ରାଜ୍ୟପାଳଙ୍କ ଆଦେଶ କ୍ରମେ
ଦିଗନ୍ତ ରାଉତରାୟ
ଅତିରିକ୍ତ ଶାସନ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 900—173+0