Servants of Knowledge
Odisha Gazette · Government of Odisha

Odisha Gazette, No. 1691, 17 June 2025

Published 17 June 2025

Department
Revenue & Disaster Management
Type
Extraordinary
Gazette no.
1691
Notification no.
3300
Notification Date
30-01-2025
Identifier
in.gazette.odisha_govpress.2025-06-17.Extraordinary_1691
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1691 CUTTACK, TUESDAY, JUNE 17 2025/JAISTHA 27, 1947

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘ ାଷଣା

S.R.O. No. 334/2025 Dated 30-01-2025

ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ର ଧାରା ୮ ଅଧ ିନିୟମ ୨ ଅନୁସାରେ ଜିଲ୍ଲାର ୦୧ ଗୋଟି ତହସିଲର ୦୨ ଗୋଟି ଗ୍ରାମର ୩.୩୭୩ ଏକର ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ ଇବ ନଦୀ (IB River ) ଉପରେ ଏଚ.ଏଲ .ପୋଲ ନିର୍ମାଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀ(ଆର ଡବ୍ଲୁ ଡିଭିଜନ ), ସୁନ୍ଦରଗଡଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଅଛି । ଏହାଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥିବା ନିମ୍ନ ସୂଚୀତ 'କ' ତଫସିଲ ଜମି ନିମନ୍ତେ, ସୁନ୍ଦରଗଡ ଜିଲ୍ଲାପାଳଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟ କୁ ତର୍ଜମାକରି ସରକାରଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା ।

୧. ସୁନ୍ଦରଗଡ ଜିଲ୍ଲାରେ ଇବ ନଦୀ (IB River ) ଉପରେ ଏଚ.ଏଲ .ପୋଲ ନିର୍ମାଣ ନିମନ୍ତେ ଅଧ ିଗ୍ରହଣ କରାଯାଉ ଥିବା ୦୨ ଟି ଗ୍ରାମର ଏକର ୩.୩୭୩ ଡି. ଜାଗା ଯଥାର୍ଥରେ ସାର୍ବଜନୀନ ଉଦ୍ଦେଶ୍ୟ ପାଇ ଁ ଉଦ୍ଦିଷ୍ଟ।

୨. ଏହି ପ୍ରକଳ୍ପ ପାଇ ଁ ୦୨ ଟି ଗ୍ରାମର ଏକର ୩.୩୭୩ ଡି. ଜାଗା ଅଧ ି ଗୃହିତ ହେବ ଏବଂ ଜିଲ୍ଲାପାଳ, ସୁନ୍ଦରଗଡଙ୍କ ପ୍ରଦତ୍ତ ବିବରଣୀ (ରିପୋର୍ଟ) ଅନୁଯାୟୀ ଆଂଶିକ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି ।

୩. ଏହି ପ୍ରକଳ୍ପ ନିମିତ୍ତ ଅଧ ିଗୃହିତ ହେଉଥିବା ଜମିର ଲୋକଙ୍କ ପାଇ ଁ ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ଅନୁସାରେ ଏବଂ ଓଡିଶା ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ନିୟମାବଳୀ, ୨୦୧୬ ନିୟମ ଅନୁଯାୟୀ ଉଚିତ କ୍ଷତିପୂରଣ କରାଯିବ ।

୪. ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ପରିମାଣର ଜମି ଅଧ ିଗ୍ରହଣ କରିବା ପାଇ ଁ ଧ୍ୟାନ ଦିଆ ଯାଇଛି ଏବଂ ଏହା ଦ୍ୱାରା ଲୋକଙ୍କ ଉପରେ ସର୍ବନିମ୍ନ ବିପରୀତ ପ୍ରଭାବ ପଡିବ।

ଁ। ଏହି ପ୍ରକଳ୍ପ ଦ୍ୱାରା ସାଧାରଣ ଜନତା ଏବଂ ୫. ପୂର୍ବରୁ ଏହି ଗ୍ରାମ ରେ ଅଧ ିଗୃହିତ ହୋଇ ଥିବା ବଳକା ଜମି ନାହି ଜମିହରାମାନେ ଉପକୃତ ହେବେ ।

2

୬. ପ୍ରଭାବିତ ଗ୍ରାମରେ ଜନ ଶୁଣାଣି ମଧ୍ୟ କରାଯାଇ ଅଛି । ଜିଲ୍ଲାପାଳ ସୁନ୍ଦରଗଡଙ୍କ ଦ୍ୱାରା ପ୍ରେରିତ ପତ୍ର କ୍ରମାଙ୍କ 810 /03.07.2024 ର ସମସ୍ତ ପ୍ରସ୍ତାବକୁ ବିଚାରକୁ ନେଇ ନିର୍ବାହୀ ଯନ୍ତ୍ରୀ(ଆର ଡବ୍ଲୁ ଡିଭିଜନ ), ସୁନ୍ଦରଗଡ କର୍ତ୍ତ

ୃ ପକ୍ଷ କାର୍ଯ୍ୟ ନିର୍ବାହ କରିବେ ।

ଓଡିଶା ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ନିୟମାବଳୀ, ୨୦୧୬ର ନିୟମ ୧୭ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାପାଳ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟ କୁ ପରୀକ୍ଷା କରି ନିୟମ ୧୫ ଅନୁସାରେ ଓଡିଆ ଭାଷାରେ ଅନୁରୁ ପ ଭାବରେ ଉପସ୍ଥାପିତ କରାଗଲା। ଏହାପରେ ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧ ର ଅଧ ିନିୟମ ୧ ରେ ଘୋଷଣା ପାଇ ଁ ପ୍ରୟୋଜନ କରାଯିବ।

ତଫସିଲ- କ

(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)

ଜିଲ୍ଲା: -ସୁନ୍ଦରଗଡ ତହସିଲ:- ସବଡେଗା

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତାନଂ ପ୍ଲଟ ନଂ କ ିସମ ପ୍ଲଟ ର ଘମାଟ ରକବା ଅଧିଗ୍ରହଣ ଘହବାକୁ ଥିବା ଜମି ର ରକବା (ଏକରଘର ) ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ଗାଇଲୋ ଗ୍ରାମାଞ୍ଚଳ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ୧.୪୫୫୦ ଏଥି ସହିତ ସଂଲଗ୍ନ
କ ୁକୁରିଡ଼ିହି ଗ୍ରାମାଞ୍ଚଳ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ୧.୯୧୮୦ ଏଥି ସହିତ ସଂଲଗ୍ନ

ସର୍ବମୋଟ ଜାଗା ଏକର ୩.୩୭୩ ଡି.

3

ଖତିୟାନ କପି

ଘମୌଜା:ଗଇଘଲା ତହସିଲ: ସବଘଡଗା ଥାନା: ତଲସରା ଜିଲ୍ଲା: ସୁନ୍ଦରଗଡ

କ୍ର.ନଂ ଖାତା ନଂ. ପ୍ଲଟ ନଂ. କିସମ ଘମାଟ ରକବା ଅଜ୍ନ ରକବା(ଏକରଘର) ରୟତଙ୍କ ନାମ, ପିତାଙ୍କ ନାମ, ଜାତି ଓ ବାସସ୍ଥାନ
୧ ୭ ୪୩୮ ଘରବାରି-୧ ୦.୪୯ ୦.୦୩୫ ଉପେନ୍ଦ୍ର ବେହେରା ପି: ମଦନ ବେହେରା, ଜା: ଝରା ବା: ନିଜଗ ଁା
୨ ୧୩ ୨୦୫ ମା.ସା. ୧.୨୯ ୦.୦୩ କ ିଶୋର ଚନ୍ଦ୍ର ନାଏକ ପି: ଭାଗିରଥୀ ନାଏକ ଜା: ଅଘରିଆ ବା: ନିଜଗ ଁା
୮୨୮ ମା.ସା. ୦.୭୦ ୦.୦୩
୩ ୨୧ ୮୩୦ ଗୋଡା-୨ ୦.୩୦ ୦.୨୯୫ ଯାଦବ ଚନ୍ଦ୍ର ନାଏକ, କ୍ଷୀରଧର ନାଏକ ପି: ବିମ୍ବାଧର ନାଏକ ଜା: ଅଘରିଆ ବା: ନିଜଗ ଁା
୪ ୨୮ ୨୧୮ ମା.ସା. ୦.୨୨ ୦.୦୧ ଗୋକୁଲ ଚନ୍ଦ୍ର ପଟେଲ, ଖଗେଶ୍ୱର ପଟେଲ ପି: ବାସୁଦେବ ପଟେଲ, ବାଳାମତୀ ପଟେଲ ସ୍ୱା: ବାସୁଦେବ ପଟେଲ, ଶୁକଦେବ ପଟେଲ, କ ୁମରମଣି ପଟେଲ ପି: ଧୋବଇ ପଟେଲ ଜା: ମାଳି ବା: ନିଜଗ ଁା
୫ ୩୦ ୬୮ ମା.ସା. ୦.୩୬ ୦.୦୦୫ ଗୋବିନ୍ଦ ତନ୍ତୀ ପି: ସୁଧୁ ତନ୍ତୀ ଜା: ତନ୍ତୀ ବା: ନିଜଗ ଁା
୬ ୪୧ ୮୩୧ ଗୋଡା-୨ ୦.୩୨ ୦.୨୫ ଜଗ୍ନାଥ ନାଏକ, ପଦ୍ମନାଭ ନାଏକ, କୁନ୍ତୀ ପଟେଲ, ବୈଦେହୀ ନାଏକ, କେତକୀ ପଟେଲ, ରୋପଦୀ ନାଏକ, ଶ୍ରୀମତୀ ପଟେଲ ପି: ନଟବର ନାଏକ ଜା: ଅଘରିଆ ବା: ନିଜଗ ଁା
7 ୫୧ ୨୦୨ ମା.ସା. ୦.୨୧ ୦.୦୧ ଟଙ୍କଧର ପାତ୍ର ପି: ନିଧି ପାତ୍ର ଜା: ଝରା ବା: ନିଜଗ ଁା
୨୯୩ ଗୋଡା-୨ ୦.୮୯ ୦.୦୦୫
୮ ୫୬ ୨୧୭ ମା.ସା. ୦.୫୭ ୦.୦୫ ତାରାକାନ୍ତ ପାତ୍ର, ବିଜୟ କୁମାର ପାତ୍ର ପି: ନିଶାକର ପାତ୍ର ଜା: ଝରା ବା: ନିଜଗ ଁା
୯ ୫୮ ୬୧ ବେ.ସା ୦.୧୬ ୦.୦୧୫ ତୀର୍ଥ ନାଏକ, କୀର୍ତ୍ତନ ନାଏକ, ନିରଞ୍ଜନ ନାଏକ ପି: ମନଧର ନାଏକ, ମଧୁ ନାଏକ, ସାଧୁ ନାଏକ ପି: ଶୁକମଣି ନାଏକ, ଯୁଧିଷ୍ି ର ନାଏକ, ଶୁଭାଚନ୍ଦ୍ର ଠ ନାଏକ ପି: ନିଲାମ୍ବର ନାଏକ, ଟଙ୍କ ନାଏକ, ମାଲି ନାଏକ ପି: ବିଷ୍ଣୁ ନାଏକ, ଇଲା ନାଏକ ସ୍ୱା: ମାୟାଧର ନାଏକ, ପିତାମ୍ବର ନାଏକ, କଙ୍ଗାଳୁ ନାଏକ, ପଦ୍ମଲୋଚନ ନାଏକ ପି: ପିନିକା ନାଏକ ଜା: ଅଘରିଆ ବା: ଯାଇସର
୪୫୦ ବେ.ସା ୦.୧୪ ୦.୦୧
୧୦ ୬୩ ୭୮୭ ମା.ସା. ୦.୨୪ ୦.୦୬ ଦେବାର୍ଚ୍ଚନ ପଟେଲ ପି: ଛାଲ ପଟେଲ ଜା:ଅଘରିଆ ବା: ଭୋଇପାଲି ଭାଗ୍ୟବତୀ ପଟେଲ ପି: ବଳଦେବ ପଟେଲ ଜା: ଅଘରିଆ ବା: ନିଜଗ ଁା
୧୧ ୭୪ ୬୭ ଘରବାରୀ-୨ ୦.୧୦ ୦.୦୧୫ ନ ିଶାପୁରୀ ଗଣ୍ଡ ପି: ଇନ୍ଦ୍ର ଗଣ୍ଡ ଜା: ଗଣ୍ଡ ବା: ନିଜଗ ଁା
୧୨ ୭୫ ୧୯ ମା.ସା. ୧.୫୫ ୦.୦୧ ପଞ୍ଚାନନ ପଟେଲ ପି: ଶହଦେବ ପଟେଲ ଜା: ମାଳି ବା: ନିଜଗ ଁା
୧୩ ୭୭ ୭୦ ମା.ସା. ୦.୨୩ ୦.୦୧ ପଦ୍ମଲୋଚନ ତନ୍ତୀ ପି: ବିମ୍ବାଧର ତନ୍ତୀ ଜା: ତନ୍ତୀ ବା: ନିଜଗ ଁା
୭୧ ମା.ସା. ୦.୪୬ ୦.୦୨
୭୨ ଘରବାରି-୧ ୦.୧୨ ୦.୦୫
୧୪ ୧୧୪ ୨୧୧ ମା.ସା. ୦.୪୪ ୦.୦୫ ରାମ ପଟେଲ, ବିନୋଦ ଚନ୍ଦ୍ର ପଟେଲ ପି: ଖଦି ପଟେଲ ଜା: ଅଘରିଆ ବା: ନିଜଗ ଁା
୧୫ ୧୧୮ ୭୯୦ ମା.ସା. ୦.୯୪ ୦.୦୧ ଲକ୍ଷ୍ମୀଧର ନାଏକ ପି: ସଦାନନ୍ଦ ନାଏକ ଜା: ଅଘରିଆ ବା: ନିଜଗ ଁା
୧୬ ୧୨୬ ୮୩୮/୧୩୮୬ ବେ.ସା. ୧.୭୦ ୦.୪୦ ହୀରାଧର ପଟେଲ ପି: ଶଙ୍କର୍ଷଣ ପଟେଲ ଜା: ଅଘରିଆ ବା: ଯାଇସର, କଲିଆପଡା
୧୭ ୧୩୪ ୪୫୧ ବେ.ସା. ୦.୫୮ ୦.୦୨୫ ଶ୍ରୀରାମ ପାଣ୍ଡେ, ମୀନକେତନ ପାଣ୍ଡେ, ହରିହର ପାଣ୍ଡେ ପି: ଧ୍ନୁ ପାଣ୍ଡେ ଜା: ମାଳି ବା: ନିଜଗ ଁା
୧୮ ୧୪୧/୨୬ ୭୮୬ ଗୋଡା-୧ ୦.୫୪ ୦.୦୧ ଟେକଚାନ୍ଦ ପଟେଲ ପି: କାତ୍ତିକ ପଟେଲ ଜା: ଅଘରିଆ ବା: ନିଜଗ ଁା
୧୯ ୧୪୫/୪୧ ୨୧୨ ମା.ସା. ୦.୬୪ ୦.୦୫ ମୁକ୍ତେଶ୍ୱର ପଟେଲ ପି: ବିନୋଦ ଚନ୍ଦ୍ର ପଟେଲ ଜା: ଅଘରିଆ ବା: ନିଜଗ ଁା
ମୋଟ ଅର୍ଜନ ରକବା: ଏ. ୦୧.୪୫୫
4 5

ଖତିୟାନ କପି

ଘମୌଜା:କୁକୁରିଡିହି ତହସିଲ: ସବଘଡଗା ଥାନା: କିଞ୍ଜିରଘକଲା ଜିଲ୍ଲା: ସୁନ୍ଦରଗଡ

କ୍ର.ନଂ. ଖାତା ନଂ. ପ୍ଲଟ ନଂ. କିସମ ଘମାଟ ରକବା ଅଜ୍ନ ରକବା(ଏକରଘର) ରୟତଙ୍କ ନାମ, ପିତାଙ୍କ ନାମ, ଜାତି ଓ ବାସସ୍ଥାନ
୧ ୧ ୭୪୬ ଘରବାରି ୦.୦୮୦ ୦.୦୨୦ ଶିକ୍ଷା ବିଭାଗ
୭୪୭ ଘରବାରି ୦.୨୭୦ ୦.୦୪୦
୨ ୩ ୧୩୩୦ ଗୋଡା-୨ ୧.୧୬୦ ୦.୨୪୦ ଅର୍ଜ ୁନ ବେହେରା.ଶ୍ୟାମ ବେହେରା ପି: ନକୁଳ ବେହେରା, ମୁଲବତି ବେହେରା ସ୍ୱା: ଅନିରୁ ଦ୍ଧ ବେହେରା ଜାତି- ଶୁଣ୍ଢି , ବାସସ୍ଥାନ- ନ ିଜଗ ଁା(ସଡକପଡା) , ଚନ୍ଦ୍ରମା ବାଗ ବାସସ୍ଥାନ-ଭାଗିପାଲି, ହେମା ନାଏକ, ବାସସ୍ଥାନ-ସବଡେଗା, ରମା ନାଏକ ବାସସ୍ଥାନ-ରେମଣ୍ଡା, ସ ିରିଆ ନାଏକ,ନର୍ମଦା ନାଏକ ପି: ଅନିରୁ ଦ୍ଧ ବେହେରା ଜାତି- ଶୁଣ୍ଢି ,ବାସସ୍ଥାନ-, ଲ ିଳାବତି ନାଏକ ପି: ଇଶ୍ୱର ବେହେରା ଜା: ଶୁଣ୍ଢି ବା: ବାଲିଗ ଁା, ବାସୁଦେବ ବେହେରା, କେଶବ ବେହେରା, ହିରାଧର ବେହେରା ପି: ବ୍ରଜ ବେହେରା ଜା: ଶୁଣ୍ଢି ବା: ନିଜଗ ଁା (ସଡକପଡା)
୬୩୪ ଘରବାରି ୦.୦୯୦ ୦.୦୧୦
୬୩୫ ଘରବାରି ୦.୦୪୦ ୦.୦୦୫
୬୩୭ ଗୋଡା-୨ ୦.୮୬୦ ୦.୦୩୦
୩ ୫ ୬୩୩ ଘରବାରି ୦.୦୬୦ ୦.୦୧୦ ଅର୍ଜ ୁନ ବେହେରା ପି:ନକୁଲ ବେହେରା ଜା: ଶୁଣ୍ଢି ବା: ନିଜଗ ଁା(ସଡକପଡା)
୪ ୭ ୧୦୭୮ ମାଲ ସାଧାରଣ ୦.୨୪୦ ୦.୦୧୦ ଇନ୍ଦ୍ର ଅଢା ପି: ବାସନୁ ଅଢା, ଲକ୍ଷି ମ ଅଢା ସ୍ୱା: ବାସନୁ ଅଢା, ସମ୍ବାରୁ ଅଢା ପି: ବ ୁଢ଼ି ଅଢା, କଦେଲ ଅଢା ସ୍ୱା: ବୁଢ଼ି ଅଢା ଜା: ଭୂ ୟ ଁା ବା: ନିଜଗ ଁା
୧୦୮୦/୧୮୪୨ ଗୋଡା-୨ ୦.୧୯୦ ୦.୦୩୦
୧୧୨୨ ଗୋଡା-୨ ୦.୨୧୦ ୦.୦୧୦
୫ ୨୫ ୧୨୮୭ ମାଲ ସାଧାରଣ ୦.୧୧୦ ୦.୦୧୦ କ୍ଷ ିରଧର ପ୍ରଧାନ ପି: ରତନୁ ପ୍ରଧାନ, ରଞନ ବୁଡା, ରମନ ବୁଡା ପି: ଅର୍ଜ ୁନ ବ ୁଡା ଜା: ଭୂ ୟ ଁା ବା: ନିଜଗ ଁା
୧୨୮୬ ମାଲ ସାଧାରଣ ୦.୩୩୦ ୦.୦୨୦
୧୨୭୩ ବାହାଲ ସାଧାରଣ ୦.୭୪୦ ୦.୦୬୦
୬ ୩୨ ୧୨୫୨ ବେର୍ଣା ସାଧାରଣ ୧.୬୨୦ ୦.୦୬୦ ଗୋସେଇ ଁ ଓରାମ, ଓରାମ, ବିରଶା ଓରାମ ପି: ପୋଢ ଓରାମ ଜା: ପାଣ୍ଡ ଓରାମ ବା: ନିଜଗ ଁା (ଅଢାପଡା)
୭ ୪୦ ୬୦୯/୧୭୪୫ ଘରବାରି ୦.୦୬୦ ୦.୦୦୫ ଚିଡୋ ବାରିକ, ମକୁନ୍ଦ ବାରିକ ପି: ପଲଉ ବାରିକ ଜା: ଭୂ ୟ ଁା ବା: ନିଜଗ ଁା
୮ ୪୩ ୬୨୬ ଘରବାରି ୦.୦୭୦ ୦.୦୦୩ ଚୈନୁ ରାଉତ ପି:ତ୍ରିଲୋଚନ ରାଉତ ଜା: କେଉଟ ବା: ନିଜଗ ଁା
୯ ୪୫ ୭୪୯ ଘରବାରି ୦.୦୩୦ ୦.୦୨ ଛାଲ ଦେହେରି ପି: ବଳରାମ ଦେହେରି, ନେପୁର ଦେହେରି ସ୍ୱା: ମୁରଲୀ ଦେହେରି, ବାସମତୀ ଦେହେରି ସ୍ୱା: ଅକୁର ଦେହେରି ଜା: ପାଇକ ଭୂ ୟ ଁା ବା: ନିଜଗ ଁା
୧୨୮୮ ମାଲ ସାଧାରଣ ୦.୯୭୦ ୦.୦୪୦
୧୦ ୪୮ ୭୫୦ ଗୋଡା-୨ ୦.୫୫୦ ୦.୦୨୦ ଜନେକରାମ ନାଏକ ପି:ମଦନ ନାଏକ ଜା: ଶୁଣ୍ଢି ବା: ନିଜଗ ଁା
୭୫୧ ଘରବାରି ୦.୦୮୦ ୦.୦୧୦
୭୭୭ ମାଲ ସାଧାରଣ ୬.୩୬୦ ୦.୦୫୦
୯୫୬ ମାଲ ସାଧାରଣ ୧.୧୫୦ ୦.୦୦୫
୧୧ ୫୦ ୭୬୦ ମାଲ ସାଧାରଣ ୦.୯୬୦ ୦.୦୮୦ ଜମେ ମଜୟ ନାଏକ, ଓରଫ ଦୈଇଦି ନାଏକ ପି: ହଳଧର ନାଏକ ଜା: ଶୁଣ୍ଢି ବା: ନିଜଗ ଁା
୭୬୬ ମାଲ ସାଧାରଣ ୦.୨୨୦ ୦.୦୩୦
୭୬୮ ବେର୍ଣା ସାଧାରଣ ୦.୦୫୦ ୦.୦୦୫
୭୬୯ ବେର୍ଣା ସାଧାରଣ ୦.୭୯୦ ୦.୦୬୦
୧୨ ୫୭ ୭୬୫ ମାଲ ସାଧାରଣ ୦.୩୨୦ ୦.୦୦୫୦ ଡମ୍ଵୁରୁ ଧର ପ୍ରଧାନ ପି:ରଣ୍ଠୁ ପ୍ରଧାନ ଜା-ଭୁ ୟ ଁା, ବା-ନିଜଗ ଁା
୧୩ ୬୩ ୭୫୨/୧୮୬୬ ଘରବାରି ୦.୦୭୦ ୦.୦୦୫ ଦ ିନବନ୍ଧୁ ଦେହେରି ପି:ସୁଦର୍ଶନ ଦେହେରି ଜା-ଭୁ ୟ ଁା, ବା-ନିଜଗ ଁା
୧୪ ୭୪ ୯୫୯ ବାହାଲ ସାଧାରଣ ୨.୬୩୦ ୦.୧୦୦ ନକୁଲ ମାଝୀ, ଦେବ ମାଝୀ, ନବ ମାଝୀ, ସମ୍ବାରୁ ମାଝୀ ପି: କଙ୍ଗଲୁ ମାଝୀ, ଶୁକୃ ମାଝୀ ପି: ଗୁରୁ ଣ୍ଡ଼ୁ ମାଝୀ, ଜୟା ମାଝୀ ପି: କାତ୍ତିକ ମାଝୀ, ମହନ ମାଝୀ, ସହନ ମାଝୀ, ଚନ୍ଦ୍ର ମାଝୀ ପି: କନ୍ଦରା ମାଝୀ ଜା: ଖଡ଼ିଆ ବା: ନିଜଗ ଁା
୯୬୧ ମାଲ ସାଧାରଣ ୦.୫୫୦ ୦.୦୫୦
୧୫ ୮୨ ୧୨୮୮/୧୭୩୩ ମାଲ ସାଧାରଣ ୦.୧୨୦ ୦.୦୧୬ ପରିକ୍ଷିତ ଦେହେରି ପି:ରଣଜିତ ଦେହେରି ଜା: ଭୂ ୟ ଁା ବା: ନିଜଗ ଁା
୧୬ ୯୦ ୭୪୪ ମାଲ ସାଧାରଣ ୦.୪୬୦ ୦.୦୬୦ ବାନ୍ଦୁ ଓରାମ, ଯଉର ଓରାମ ପି: ବାଲୁ ଓରାମ, ରିବି ଓରାମ ସ୍ୱା: ଲକ୍ଷ୍ମଣ ଓରାମ ଜା: ଓରାମ ବା: ନିଜଗ ଁା
୭୭୧ ମାଲ ସାଧାରଣ ୦.୬୪୦ ୦.୦୪୦
୧୭ ୯୧ ୧୩୩୮ ଗୋଡା-୨ ୧.୫୦୦ ୦.୦୮୦ ବାଞ୍ଛାନିଧି ଦଣ୍ଡସେନା ପି:ଗଜରାଜ ଦଣ୍ଡସେନା ଜା: ଖଣ୍ତାୟତ ଭୂ ୟ ଁା ବା: ନିଜଗ ଁା
୧୩୩୯ ମାଲ ସାଧାରଣ ୧.୨୩୦ ୦.୦୩୦
୧୮ ୯୫ ୭୫୫ ଘରବାରି ୦.୨୭୦ ୦.୦୩୦ ବାଲମକୁନ୍ଦ ଦେହେରୀ ପି:ଶୁଦର୍ଶନ ଦେହେରୀ ଜା: ଭୂ ୟ ଁା ବା: ନିଜଗ ଁା
୭୫୭/୧୮୫୫ ଗୋଡା-୧ ୦.୧୧୦ ୦.୦୫୦
୧୯ ୯୭ ୬୨୫ ଘରବାରି ୦.୧୧୦ ୦.୦୦୪ ବାସୁ ଚିତା ପି: ଚୈତନ ଚିତା, ଗୁନବତି ଚିତା ପି: ମୁଟୁ ଚିତା ଜା: ଗଉଡ଼ ବା: ନିଜଗ ଁା
୨୦ ୯୮ ୧୩୪୧ ମାଲ ସାଧାରଣ ୦.୭୮୦ ୦.୦୨୦ ବାସୁ ସେଠି, ଗୋବିନ୍ଦ ସେଠି, ଉଦ୍ଧବ ସେଠି ପି: ଜଗ ସେଠି ଜା: ଧୋବା ବା: ନିଜଗ ଁା
୧୩୨୫ ଗୋଡା-୨ ୦.୧୭୦ ୦.୦୧୦
୨୧ ୧୧୯ ୧୨୫୧ ବେର୍ଣା ସାଧାରଣ ୦.୮୬୦ ୦.୦୪୦ ଭୋଲା ଓରାମ, ଝୌଲା ଓରାମ ପି: ତିମୁରୁ ଓରାମ ଜା: ଓରାମ ବା: ନିଜଗ ଁା(ଟୋଲା-ଅଢାପଡା)
୧୨୫୦ ବେର୍ଣା ସାଧାରଣ ୧.୦୯୦ ୦.୦୬୦
୨୨ ୧୨୦ ୯୬୨ ମାଲ ସାଧାରଣ ୦.୮୦୦ ୦.୦୩୦ ମନଧର ଅଢା ପି:ମୁତି ଅଢା, ସୁୟା ଅଢା,ସମରୁ ଅଢା ପି: ଭୁ ଡି ଅଢା,କାଲୁ ଅଢା ପି:ଅନ୍ଦଲ ଅଢା ଜା-ଭୁ ୟ ଁା ବା-ନିଜଗ ଁା
୯୬୩ ମାଲ ସାଧାରଣ ୦.୧୯୦ ୦.୦୨୦
୯୬୪ ମାଲ ସାଧାରଣ ୧.୦୨୦ ୦.୦୫୫
୨୩ ୧୨୭ ୧୦୭୯ ମାଲ ସାଧାରଣ ୦.୮୪୦ ୦.୦୦୫ ରଥ ସନାନୀ ପି:ଦଶରଥ ସନାନୀ ଜା-ଗୌଡ ବା-ନିଜଗ ଁା (ଅଢାପଡା)
୧୦୭୭ ମାଲ ସାଧାରଣ ୦.୦୫୦ ୦.୦୦୫
୧୨୪୯ ମାଲ ସାଧାରଣ ୨.୨୨୦ ୦.୦୪୦
୧୨୨୪ ମାଲ ସାଧାରଣ ୦.୪୭୦ ୦.୦୦୫
୨୪ ୧୨୯ ୧୨୨୧ ମାଲ ସାଧରଣ ୦.୧୩୦ ୦.୦୧୦ ରତ୍ନାକର ପ୍ରଧାନ, ଗୌରାଙ୍ଗ ପ୍ରଧାନ ପି: ରାଇଧର ପ୍ରଧାନ, ମନଧର ପ୍ରଧାନ ପି: ଶ୍ରୀଧର ପ୍ରଧାନ, ଜୟକୁମାର ପ୍ରଧାନ, ହୀରାଧର ପ୍ରଧାନ ପି: ଅର୍ଜ ୁନ ପ୍ରଧାନ ଜା: ଭୂ ୟ ଁା ବା: ନିଜଗ ଁା(ଅଢାପଡା)
୨୫ ୧୩୯ ୭୪୧ ବେର୍ଣା ସାଧାରଣ ୧.୧୬୦ ୦.୦୫୦ ଗଙ୍ଗାଧର ନାଏକ ପି:କ୍ଷିରୋର ନାଏକ ଜା: ଶୁଣ୍ଢି ବା: ନିଜଗ ଁା
୨୬ ୧୪୦ ୬୩୮ ଘରବାରି ୦.୧୨୦ ୦.୦୨୦ ସଦାନନ୍ଦ ଲାରଙ୍ଗ ପି:କାତ୍ତିକ ଲାରଙ୍ଗ ଜା: ତନ୍ତି ବା: ନିଜଗ ଁା
୬୪୦ ଗୋଡା-୧ ୧.୧୧୦ ୦.୦୧୦
୨୭ ୧୪୨ ୭୫୭ ଗୋଡା-୧ ୦.୪୦୦ ୦.୦୩୦ ସହଦେବ ପ୍ରଧାନ ପି:ରଘୁନାଥ ପ୍ରଧାନ ଜା: ଗଣ୍ଡ ବା: ନିଜଗ ଁା
୨୮ ୧୪୫ ୧୦୯୫ ଘରବାରି ୦.୩୭୦ ୦.୦୧୦ ଶ୍ୟାମସୁନ୍ଦର ନାଏକ ପି:କେଶବ ନାଏକ ଜା: ଶୁଣ୍ଢି ବା: ନିଜଗ ଁା , ଅଢାପଡା
୨୯ ୧୫୪/୬୭ ୧୧୨୧ ଗୋଡା-୨ ୦.୭୩୦ ୦.୦୨୦ ବିମଲା ନାଏକ ସ୍ୱା:ସାଧୁଚରଣ ନାଏକ ଜା: ଶୁଣ୍ଢି ବା: ନିଜଗ ଁା
୩୦ ୧୫୪/୯୮ ୬୧୮ ଘରବାରି ୦.୨୦୦ ୦.୦୨୦ ଜମେ ମଜୟ ନାଏକ ପି:ହଳଧର ନାଏକ ଜା: ଶୁଣ୍ଢି ବା: ନିଜଗ ଁା
୬୨୩ ଘରବାରି ୦.୧୬୦ ୦.୦୨୦
୩୧ ୧୮୭/୩ ୬୧୮/୧୭୦୯ ଘରବରି ୦.୩୦୦ ୦.୦୧୦ ନାଏକ ପି:ହଳଧର ନାଏକ ଜା: ଶୁଣ୍ଢି ବା: ନିଜଗ ଁା
୩୨ ୧୮୭/୪ ୬୦୭ ଗୋଡା-୧ ୦.୮୨୦ ୦.୦୨୦ ବ ିଦ୍ୟାଧର ସାହୁ ପି:ଡମ୍ବରୁ ଧର ସାହୁ ଜା-ତେଲି ବା-ନିଜଗ ଁା
୬୦୮ ଘରବାରି ୦.୧୩୦ ୦.୦୦୫୦
୩୩ ୧୮୭/୫ ୬୦୯ ଘରବାରି ୦.୨୭୦ ୦.୦୦୫ ଗୋପାଳ ବାଗ ପି:ଉଜଳ ବାଗ ଜା: ଖଡ଼ିଆ ବା: ନିଜଗ ଁା
୩୪ ୧୮୭/୭ ୧୨୧୪ ଘରବାରି ୦.୦୮୦ ୦.୦୦୫ ମଧୁସୁଦନ ନାଏକ ପି:ଚୈତନ ନାଏକ ଜା: ଭୂ ୟ ଁା ବା: ନିଜଗ ଁା
୩୫ ୧୮୭/୮ ୧୦୯୪ ଗୋଡା-୨ ୦.୭୪୦ ୦.୦୨୦ ଚମାର ଅଢା ପି:ଟିମା ଅଢା ଜା: ଭୂ ୟ ଁା ବା: ନିଜଗ ଁା
୧୨୧୩ ଘରବାରି ୦.୧୭୦ ୦.୦୧୦
୧୨୧୧ ଗୋଡା-୨ ୦.୧୬୦ ୦.୦୧୦
ମୋଟ ଅର୍ଜନ ରକବା: ଏ୧.୯୧୮
6 7 8 9

[No. 3300(cid:650)RDM-LAC-SUN-0016/2021-R&DM]

ରାଜ୍ୟପାଳଙ୍କ ଆଦେଶ କ୍ରମେ

(ଦିଗନ୍ତ ରାଉତରାୟ ) ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 901—173+0

Cite this issue. Odisha Gazette, Government of Odisha, 17 June 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-06-17.Extraordinary_1691/. Archive identifier in.gazette.odisha_govpress.2025-06-17.Extraordinary_1691.