Servants of Knowledge
Odisha Gazette · Government of Odisha

Odisha Gazette, No. 1777, 21 June 2025

Published 21 June 2025

Department
Revenue & Disaster Management
Type
Extraordinary
Gazette no.
1777
Notification no.
21276
Notification Date
12-06-2025
Identifier
in.gazette.odisha_govpress.2025-06-21.Extraordinary_1777
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1777 CUTTACK, SATURDAY, JUNE 21 2025/JAISTHA 31, 1947

.

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଅଧିସୂଚନା

No. 21276-RDM-LAC-KNJ-0004/2025-R&DM, Dated 12-06-2025

ଯେଯେତୁ ଓଡିଶା ସରକାରଙ୍କୁ ପ୍ରତୀତ ଯେଉଅଛିକି ଏକ ସାର୍ବଜନୀନ ଉଯେଶୟଯର ଅର୍ବାତ ଯକନ୍ଦୁଝର ଜିଲ୍ଲାର ଆନନ୍ଦପୁର ର୍ୟାଯରଜ ପ୍ରକଳ୍ପର ଯର୍ୈତରଣୀ ର୍ାମ ପାର୍ଶ୍ବ ମୂଖ୍ୟ ଯକନାଲ ନିମବାଣ ପାଇ ଁ ସରକାର ସରକାରୀ ର୍ୟୟଯର ଯମୌଜା- ଢେଙ୍କା (ଅତିରିକ୍ତ), ର୍ାନା- ନନ୍ଦୀପଦା, ତେସିଲ- ୋଟଡ଼ିେି, ଜିଲ୍ଲା- ଯକନ୍ଦୁଝର ଯର ନିମ୍ନ ତଫସିଲ ମଯତ ପ୍ରାୟ ଏ ୦.୦୪ ଭୂ ମି ଅଜବନ କରିର୍ା ଆର୍ଶୟକ ଯେଉଅଛି ;

ଯତଣୁ ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏର୍ଂ ଭୂ -ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ୱଛତା ଆଇନ ୨୦୧୩ (RFCTLAR&R Act, 2013) ର ୧୧(୧) ଧାରା ଯର ଭାରପ୍ରାପ୍ତ ଯୋଇ ସରକାର ଏତଦ୍ୱାରା ନିମ୍ନ ଅନୁସୂଚୀ ଯର ପ୍ରଦତ୍ତ ଜମି ଅଧ ିଗ୍ରେଣ ପାଇ ଁ ପ୍ରାରମ୍ଭିକ ଅଧ ିସୂଚନା ଜାରି କରାୋଉଛି ।

ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏର୍ଂ ଭୂ -ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ୱଛତା ଆଇନ ୨୦୧୩ ର ଧାରା ୧୧(୧)ର ର୍ୟର୍ସ୍ଥା ଅନୁୋୟୀ ଯ ାଷିତ ଏେି ପ୍ରାରମ୍ଭିକ ଅଧ ିସୂଚନାଟି ଏର୍ ି ସେିତ ସମ୍ପୃକ୍ତ ସମସ୍ତଙ୍କ ପାଇ ଁ ପ୍ରେୁେୟ ଅଯଟ ।

େଦି ସମ୍ପୃକ୍ତ ଜମିର ଯକୌଣସି ସ୍ୱତ୍ଵାଧିକାରୀ / ଜମି ମାଲିକ ଭୂ ମି ଅଧ ିଗ୍ରେଣ ଅଧ ିସୂଚନା ସମ୍ପକିତ ଅଧ ିସୂଚିତ ଜମିର ଉପଯୋଗିତା, ରକର୍ା ଏର୍ଂ ସାର୍ବଜନୀନ ଉଯେଶୟର ଔଚିତୟ ର୍ିଷୟଯର ଯକୌଣସି ଆପତ୍ତି ର୍ାଏ, ଯସ ଉକ୍ତ ପ୍ରାରମ୍ଭିକ ଅଧ ିସୂଚନା ପ୍ରକାଶନର ୬୦ ଦିନ ମଧ୍ୟଯର ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟଯର ଲିଖ୍ିତ ଆକାରଯର ଅଭିଯୋଗ କରିପାରିଯର୍ ।

2

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧- ସାର୍ବଜନୀନ ଉଯେଶୟଯର ସ୍ୱରୁ ପ- ଆନନ୍ଦପୁର ର୍ୟାଯରଜ ପ୍ରକଳ୍ପର ଯର୍ୈତରଣୀ ଦକ୍ଷିଣ ପାର୍ଶ୍ବ ମୂଖ୍ୟ ଯକନାଲ ନିମବାଣ ନିମଯେ

୨- ଜମି ଆର୍ଶୟକ କରୁ ର୍ ିର୍ା ସଂସ୍ଥାର ନାମ- ଅଧ ିକ୍ଷଣ େନ୍ତ୍ରୀ, ଆନନ୍ଦପୁର ର୍ୟାଯରଜ ଡିଭିଜନ, ଶାଳପଡା, ଯକନ୍ଦୁଝର ।

୩- କ୍ଷତିଗ୍ରସ୍ତ ଯଲାକଙ୍କ ର୍ିସ୍ଥାପନ ଆର୍ଶୟକତାର କାରଣ :- ସାର୍ବଜନୀନ ଉଯେଶୟଯର ଆନନ୍ଦପୁର ର୍ୟାଯରଜ ପ୍ରକଳ୍ପର ଯର୍ୈତରଣୀ ଦକ୍ଷିଣ ପାର୍ଶ୍ବ ମୂଖ୍ୟ ଯକନାଲ ନିମବାଣ ନିମଯେ କାେବୟକାରି କରିର୍ା ।

୪- ସାମାଜିକ ପ୍ରଭାର୍ ମୂଲୟାୟନ ର ସାରାଂଶ :- ଉକ୍ତ ପ୍ରକଳ୍ପ ପାଇ ଁ ପ୍ରେୁେୟ ନୁଯେ ଁ

୫- ପୁନର୍ବାସ ଓ ର୍ଇର୍ାନ ପାଇ ଁ ନିେୁକ୍ତ ପ୍ରଶାସକଙ୍କ ର୍ିର୍ରଣୀ :- ଉପ-ଜିଲ୍ଲା ପାଳ, ଆନନ୍ଦପୁର ।

୬- ଜମି ର ର୍ିର୍ରଣୀ:-

ଜିଲ୍ଲା ତେସିଲ ଗ୍ରାମ ଗ୍ରାମାଞ୍ଚଳ / ସେରାଞ୍ଚଳ ଖ୍ାତା ନଂ ପ୍ଲଟ ନଂ ପ୍ଲଟ ର ଯମାଟ ରକର୍ା ଅଧ ିସୂଚୀତ ଜମିର ରକର୍ା ରୟତ ର ନାମ
ଯକନ୍ଦୁଝର ୋଟଡ଼ିେି ଢେଙ୍କା (ଅତିରିକ୍ତ) ଗ୍ରାମାଞ୍ଚଳ ଏର୍ି ସେିତ ସଂଲଗ୍ନ ଏର୍ି ସେିତ ସଂଲଗ୍ନ ଏ ୦.୦୪ ଏ ୦.୦୪ ଏର୍ି ସେିତ ସଂଲଗ୍ନ

ଉକ୍ତ ଭୂ ମିର ଏକ ନକ୍ସା ତର୍ା ର୍ିସ୍ତୃ ତ ର୍ିର୍ରଣୀ ସ୍ୱତନ୍ତ୍ର ଭୂ -ଅଜବନ ଅଧ ିକାରୀ, ଆନନ୍ଦପୁର ର୍ୟାଯରଜ ପ୍ରକଳ୍ପ, ସାଳପଡା, ଯକନ୍ଦୁଝରଙ୍କ କାେବୟାଳୟ ଯର କାେବୟ ଦିର୍ସ ମାନଙ୍କଯର ଯଦଖ୍ିର୍ାକୁ ମିଳିପାରିର୍ I

ଉକ୍ତ ଅଧ ିସୂଚନା ଅେଭବ

ୁ କ୍ତ ଯକୌଣସି ଜମିର କ୍ରୟ ର୍ିକ୍ରୟ, େସ୍ତାେର (ଯଦଣଯନଣ) କିମ୍ବା ଦାୟ ସୃଷ୍ଟି ଯକନ୍ଦୁଝର ଜିଲ୍ଲାପାଳଙ୍କ ପୂର୍ବାନୁଯମାଦନ ର୍ିନା କରା ୋଇ ପାରିର୍ ନାେି ଁ ।

3

LAND SCHEDULE

Addl. Land Acquisition for Construction of Anandapur Barrage Project (Baitarani Left Bank Canal) in Vill-Dhenka (Addl),

Tahasil – Hatadihi, P.S– Nandipada, Dist –Keonjhar.

L.A. Case No.

କ୍ରନଂ ଖାତା ନଂ ଜମି ମାଲିକଙ୍କ ନାମ – ଜାତି , ବାସସ୍ଥାନ ପ୍ଲଟ୍ ନଂ କିସମ ମୋଟ ରକବା ଅଧିଗ୍ରହଣ ରକବା
1 2 3 4 5 6 7
୧ ୪୩୦/୧୨୮ ନିଳାଦ୍ରି ମାଝୀ, ପି – କାହ୍ନୁ ମାଝୀ, ଜା- କେଉଟ, ବା – ଢେଙ୍କା । ୯୮୬/୩୨୪୦ ଘରବାରୀ ୦.୦୪ ୦.୦୪
ମୋଟ ଅଧିଗ୍ରହଣ ରକବା ଏ ୦.୦୪

ରାଜୟପାଳଙ୍କ ଆଯଦଶକ୍ରଯମ

ଦିଗେ ରାଉତରାୟ

ଅତିରିକ୍ତ ଶାସନ ସଚିର୍

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 987—173+30

Cite this issue. Odisha Gazette, Government of Odisha, 21 June 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-06-21.Extraordinary_1777/. Archive identifier in.gazette.odisha_govpress.2025-06-21.Extraordinary_1777.