Servants of Knowledge
Odisha Gazette · Government of Odisha

Odisha Gazette, No. 1818, 25 June 2025

Published 25 June 2025

Department
Revenue & Disaster Management
Type
Extraordinary
Gazette no.
1818
Notification no.
4243
Notification Date
17-06-2025
Identifier
in.gazette.odisha_govpress.2025-06-25.Extraordinary_1818
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1818 CUTTACK, WEDNESDAY, JUNE 25, 2025/ASADHA 4, 1947

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି

ଘୋଷଣା

ତାରିଖ ୧୭ ଜୁନ୨୦୨୫

ସଂଖ୍ୟା-୪୨୪୩/୨୦୨୫—ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ବତ୍ରିଆତାଲ, ଥାନା ମାଲକାନଗିରି, ତହସିଲ ମାଲକାନଗିରି, ଜିଲ୍ଲା ମାଲକାନଗିରିରେ ନିମ୍ନସୂଚିତ 'କ' ତହସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବତ୍ରିଆତାଲ ଗ୍ରାମାଞ୍ଚଳ ଅଧିଗ୍ରହଣ ହେବାକୁଥିବା ଜମିର ସମ୍ପୂର୍ଣ୍ଣ ବିବରଣୀ ଏଥିସହ ସଂଲଗ୍ନ କରାଗଲା
2

ଭୂମି ଅନୁସୂଚୀ

ମୌଜା ବତ୍ରିଆତାଲ, ଥାନା ମାଲକାନଗିରି ନଂ. ୭୪, ତହସିଲ ମାଲକାନଗିରି, ଜିଲ୍ଲା ମାଲକାନଗିରି

ଖାତା ନଂ. ପ ୍ଲ ଟ ନଂ. ମୋଟ ରକବା ଅଧିଗ୍ରହଣ ରକବା କିସମ ରୟତଙ୍କ ନାମ
(୧) (୨) (୩) (୪) (୫) (୬)
୭ ୨୨୭ ୧୮୮ ୧୮୬ ୮.୩୦୨ ୦.୫୫୮ ୧.୩୬୪ ୦.୮୯୦ ୦.୦୨୬ ୦.୯୮୩ ଡଙ୍ଗର-୨ ଡଙ୍ଗର-୨ ଧାନ-୩ ଜଗା କୁଡ଼ାମି, ପି. ଇଡ଼ିମା କୁଡ଼ାମି, ଜା. କୋୟା, ବା. ନିଜଗାଁ ।
୧୩ ୨୨୩ ୬୪ ୦.୬୮୦ ୦.୪୦୮ ୦.୧୬୪ ୦.୦୦୨ ଡଙ୍ଗର-୨ ଡଙ୍ଗର-୨ ଦେବା କୁଡ଼ାମି, ମେଞ୍ଜା କୁଡ଼ାମି, ପି.ଗାଙ୍ଗା କୁଡ଼ାମି, ଜା. କୋୟା, ବା. ନିଜଗାଁ ।
୧୯ ୨୨୯ ୨୩୧ ୧.୫୧୨ ୦.୨୨୭ ୦.୬୧୮ ୦.୦୦୫ ଡଙ୍ଗର-୨ ଧାନ-୩ ଭିମା କାରତାମି, ପି.ମୁଡ଼ା କାରତାମି, ଜା. କୋୟା ଅ ବା. ନିଜଗାଁ ।
୭୮ ୨୨୪/୮ ୧.୦୮୭ ୦.୧୩୮ ଜଙ୍ଗଲ ଗଙ୍ଗା କୁରାମି, ପି.ଦେବା କୁରାମି, ଗାଙ୍ଗି କୁରାମି, ସ୍ୱା. ଗଙ୍ଗା କୁରାମି, ଜା. କୋୟା, ବା.ବତ୍ରିଆତାଲ ।
୧୦୧ ୧୮୭/୩ ୦.୯୩୯ ୦.୧୩୩ ଜଙ୍ଗଲ ଲଛମା କୁରାମି, ପି.ଜଗା କୁରାମି, ବୁଦ୍ରୀ କୁରାମି, ସ୍ୱା. ଲଛମା କୁରାମି, ଜା. କୋୟା, ବା. ବତ୍ରିଆତାଲ ।
୩୨ ୧୮୭/୧ ୨.୩୭୧ ୦.୦୯୬ ଜଙ୍ଗଲ ଜଙ୍ଗଲ
୭୧ ୧୮୫/୧ ୧.୫୦୭ ୧.୦୫୦ ଜଙ୍ଗଲ ଆଡମା କୁରାମି, ପି. ଜଗା କୁରାମି, ଜା. କୋୟା, ବା. ବତ୍ରିଆତାଲ ।
ମୋଟ : ୧୮.୯୫୫ ୪.୧୦୫
3

ତଫସିଲ- ଖ

(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂମି ଅନୁସୂଚି)

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରଜୁଜ୍ୟ ନୁହେଁ

ଅଧିସୂଚନା ବୈଧ ତାରିଖ : ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ଠାରୁ ଛଅ ମାସ ମଧ୍ୟରେ ।

ଉକ୍ତ ଜମିରେ ସ୍ୱାର୍ଥ ଥିବା ବ୍ୟକ୍ତିବିଶେଷ ନିଜେ କିମ୍ବା ନିଜର ପ୍ରତିନିଧି କିମ୍ବା ଓକିଲ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରିଠାରେ ତା ୨୦-୦୭-୨୦୨୫ ରିଖ ଦିବା ୧୧. ୦୦ ଘଟିକା ସମୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜର ସ୍ୱାର୍ଥ ସାବ୍ୟସ୍ତ କରିପାରିବେ ।

ରାଜ୍ୟପାଳଙ୍କ ଆଦେଶକ୍ରମେ ଆଶିଷ ପାଟିଲ ଜିଲ୍ଲାପାଳ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1028(cid:151)173+4


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୩୭୩/୨୦୨୩, ତା ୧୬ ଜୁନ ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ବତ୍ରିଆତାଲ, ଥାନା ମାଲକାନଗିରି, ତହସିଲ ମାଲକାନଗିରି ଜିଲ୍ଲା ମାଲକାନଗିରିର ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମନ୍ତେ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.malkangiri.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ଜୟପୁର-ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ତଥା ତହସିଲଦାର, ମାଲକାନଗିରିଙ୍କ ତହସିଲ କାର୍ଯ୍ୟାଳୟ, ମାଲକାନଗିରିି କାର୍ଯ୍ୟଦିବସମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩
Cite this issue. Odisha Gazette, Government of Odisha, 25 June 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-06-25.Extraordinary_1818/. Archive identifier in.gazette.odisha_govpress.2025-06-25.Extraordinary_1818.