Servants of Knowledge
Odisha Gazette · Government of Odisha

Odisha Gazette, No. 1990, 04 July 2025

Published 04 July 2025

Department
Revenue & Disaster Management
Type
Extraordinary
Gazette no.
1990
Notification no.
241
Notification Date
13-06-2025
Identifier
in.gazette.odisha_govpress.2025-07-04.Extraordinary_1990
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1990 CUTTACK, FRIDAY, JULY 4, 2025/ASADHA 13, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,

ଘୋଷଣା

ତାରିଖ ୧୩ ଜୁନ୨୦୨୫

ସଂଖ୍ୟା-241-IX (C) 30/2025—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ- ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ବଡବିଲ, ୟୁନିଟ ନଂ. ୭ ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ ନିମ୍ନସୂଚିତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ବଡଜାମଦା ଓ ବଡବିଲ ସେନ ମଧ୍ୟରେ ରେଲୱେ ଓଭରବ୍ରିଜ (ଏଲ. ସି. ନଂ. ଆର. ବି. କେ. ୬୦) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବଡବିଲ ୟୁନିଟ ନଂ. ୭ ସହରାଞ୍ଚଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୨.୮୬୫ ଏ୧.୨୩୯ ସଂଲଗ୍ନ
2

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରଜୁଜ୍ୟ ନୁହେଁ

ଅଧିସୂଚନାର ବୈଧ ତାରିଖ ୧୩ ଜୁନ ୨୦୨୪

ଭୂମି ଅନୁସୂଚୀ

ପ୍ରକଳ୍ପର ନାମ : ବଡଜାମଦା, ବଡବିଲ ସେନ ମଧ୍ୟରେ ରେଲୱେ ଓଭରବ୍ରିଜ (ଏଲ. ସି. ନଂ. ଆର.ବି.କେ ୬୦) ନିର୍ମାଣ ମୌଜା : ବଡବିଲ ୟୁ ନଂ.୭, ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝର ।

କ୍ରମିକ ନଂ. ଖତିୟାନା ପ୍ରକାର ନାମ ଓ ଠିକଣା ପ୍ଲଟ ନଂ କିସମ ମୋଟ ଅର୍ଜନ ନଂ.

ରକବା ରକବା

(ଏକର)

(୧) (୨) (୩) (୪) (୫) (୬) (୭) ୧ ୧୬୪ ଦୁର୍ଗା ଦାସ କର୍ମକାର ପି. ପରେଶ ୨୮୫ ଘରବାରି ଏକ ୦.୧୦ ୦.୦୩୯ କର୍ମକାର, ସୁଭାସ କର୍ମକାର ପି.

ରହିପଦ କର୍ମକାର, ଜା. ଲୋହାରା

ବା. ନିଜଗାଁ ।

୨

୨୮୫/ ଘରବାରି ଏକ ୦.୦୮୦ ୦.୦୦୩

୧୪୩୦

୨୯୧/ ଘରବାରି ଏକ ୦.୦୮୦ ୦.୦୧୬

୧୪୩୪

୨୦୦ ପରମଜିତ ସଂିହ, ପି. କୁନ୍ଦନ ସିଂହ ୨୯୧/ ଘରବାରି ଏକ ୦.୧୦୦ ୦.୦୧୫ ଜା. ଶିଖ ବା. ନିଜଗାଁ । ୧୪୩୫

୨୯୧/ ଘରବାରି ଏକ ୦.୧୦୦ ୦.୦୧୭

୧୪୩୬

୨୯୧/ ଘରବାରି ଏକ ୦.୦୬୦ ୦.୦୧୯

୧୪୩୮

୩ ୨୦୮ ବିମଳା ଦେବୀ ବିଗ, ସ୍ୱା. ପ୍ରକାଶ ୨୭୯/ ଘରବାରି ଏକ ୦.୧୩୦ ୦.୧୨୪ ନାଥ ବିଗ, ରେନୁ ମାକିନ, ଅନିତା ୧୪୨୪

ବିଗ, ମୀନା ସାହୁ, ନରେଶ ପ୍ରତାପ

ବିଗ, ପି. ପ୍ରକାଶ ନାଥ ବିଗ,3 (୧) (୨) (୩) (୪) (୫) (୬) (୭) ଜା. ଛତ୍ରୀ, ବା. ନିଜଗାଁ ।

୪ ୩୩୯ ରାଜ କୁମାର କଲରା, ପି. ତପନ ୨୯୧/ ଘରବାରି ଏକ ୦.୧୦ ୦.୦୨୪ ଦାସ କଲରା, ଜା. କ୍ଷତ୍ରିୟ, ୧୪୩୭

ବା. ନିଜଗାଁ ।

୫ ୩୭ ଏରିଆନ ମାଲନିଂ ଏଞ୍ଜ ଟ୍ରେଡ଼ିଂ ୨୮୦ ଘରବାରି ଏକ ୦.୩୨୫ ୦.୨୪୩ କର୍ପୋରେସନ, ପ୍ରାଇଭେଟ

ଲିମିଟେଡ଼, ବଡ଼ବିଲ ।

୬ ୪୦ ଓଁକାର ଦାସୟୁଗ, ପି. ବିଶୁନ ଦାସ ୨୭୯ ଘରବାରି ଏକ ୦.୨୬୫ ୦.୨୧୨ ୟୁଗ, ବିମଳା ଦେବୀ ୟୁଗ, ସ୍ୱା.

ପ୍ରକାଶ ନାଥ ୟୁଗ, ରେଣୁ ମାଳିନ,

ଅନିତା ୟୁଗ, ମିନା ସାହୁ, ନରେଶ

ପ୍ରସାଦ ୟୁଗ, ପି. ପ୍ରକାଶ ନାଥ ୟୁଗ,

ଜା. ଛାତ୍ରୀ, ବା. ନିଜଗାଁ ।

୨୮୩ ଘରବାରି ଏକ ୦.୧୧ ୦.୦୩୧ ୭ ୪୧ ଓଁମ ପ୍ରକାଶ କାନୋଡ଼ିଆ, ରତନ ୨୮୩/ କାରଖାନା ୦.୦୨ ୦.୦୧୯ ଲାଲ କାନୋଡ଼ିଆ, ପି. ଶ୍ରୀଲାଲ ୧୪୨୯

କାନୋଡ଼ିଆ, ଜା. ମାରବାଡି,

ବା. ନିଜଗାଁ ।

୨୮୪ ଘରବାରି ଏକ ୦.୫୦୦ ୦.୧୦୭ ୮ ୪୩୬ ସୁସିଲ କୁମାର କୋ, ପି. ସୋହନ ୨୮୧ ଘରବାରି ଏକ ୦.୩୯ ୦.୨୧୭ ଲାଲ କୋ, ଜା. ଛତ୍ରୀ, ବା. ନିଜଗାଁ ।

୯ ୪୪୬ ହରଦୟାଲ ସିଂହ, ପି. କୁନ୍ଦନ ସିଂହ, ୨୯୧ ଘରବାରି ଏକ ୦.୧୦୦ ୦.୦୨୪ ଜା. ଶିଖ, ବା. ନିଜଗାଁ ।

୧୦ ୪୫୮/ ଶ୍ରୀ ହରଜିତ ସିଂହ, ପି. କୁନ୍ଦନ ସିଂହ, ୨୯୧/ ଘରବାରି ଏକ ୦.୧୦୦ ୦.୦୨୩ ୧୫୨ ବା. ନିଜଗାଁ, ଥାନା. ବଡ଼ବିଲ, ୨୨୦୨

ଜିଲ୍ଲା କେନ୍ଦୁଝର ।

୧୧ ୪୫୮/ ଚନ୍ଦ୍ର ପ୍ରକାଶ କୋହଲି, ପି. ଜାଗରୀ ୨୭୯/ ଘରବାରି ଏକ ୦.୧୩୦ ୦.୦୮୧ ୨୩୨ ଲାଲ, କୋହଲି, ବା. ବଡ଼ବିଲ । ୨୨୭୨

୧୨ ୭୫ ମେସର୍ସ ଖଟାଉ ନର୍ଭେରାମ ବଡ଼ବିଲ ୧୭୧ ଘରବାରି ଏକ ୦.୨୩୫ ୦.୦୨୫

ମୋଟ ୨.୮୬୫ ୧.୨୩୯

ରାଜ୍ୟପାଳଙ୍କ ଆଦେଶକ୍ରମେ

ବିଶାଲ ସିଂ

ଜିଲ୍ଲାପାଳ କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1200(cid:151)173+9


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୨୩୭, ତା ୧୩ ଜୁନ ୨୦୨୪ ରିଖ ରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ବଡବିଲ, ୟୁନିଟ ନଂ ୭ ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩
Cite this issue. Odisha Gazette, Government of Odisha, 04 July 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-07-04.Extraordinary_1990/. Archive identifier in.gazette.odisha_govpress.2025-07-04.Extraordinary_1990.